Dharmendra Pradhan (@dpradhanbjp) header
Dharmendra Pradhan (@dpradhanbjp) profile picture

MP (LS), Sambalpur. Views personal. RTs not endorsement

Delhi/Sambalpur/Odisha/India
Joined September 2013
Photo by Dharmendra Pradhan (@dpradhanbjp)Photo by Dharmendra Pradhan (@dpradhanbjp)Photo by Dharmendra Pradhan (@dpradhanbjp)Photo by Dharmendra Pradhan (@dpradhanbjp)Photo by Dharmendra Pradhan (@dpradhanbjp)Photo by Dharmendra Pradhan (@dpradhanbjp)Photo by Dharmendra Pradhan (@dpradhanbjp)Photo by Dharmendra Pradhan (@dpradhanbjp)Photo by Dharmendra Pradhan (@dpradhanbjp)Photo by Dharmendra Pradhan (@dpradhanbjp)
ଆମ ଦଳର ପୂର୍ବତନ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି, ଅଭିବକ୍ତ ପୁରୀ ଜିଲ୍ଲା ସଭାପତି ସୁରେନ୍ଦ୍ର ନାଥ ଜେନାଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ସୁର ଭାଇ ଜଣେ କର୍ତ୍ତବ୍ୟନିଷ୍ଠ ଓ ପରୋପକାରୀ ବ୍ୟକ୍ତିତ୍ୱ ଥିଲେ । ପୁରୀ ଜିଲ୍ଲାରେ ଦଳୀୟ ସଂଗଠନକୁ ସୁଦୃଢ଼ କରିବାରେ ତାଙ୍କର ବଡ଼ ଯୋଗଦାନ ରହିଛି । ତାଙ୍କର ବିୟୋଗ ଆମ ଦଳ ପାଇଁ ଅପୂରଣୀୟ କ୍ଷତି । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି । ଓଁ ଶାନ୍ତି
2
21
3,619
उत्तर प्रदेश के माननीय मुख्यमंत्री श्री @myogiadityanath जी की पूज्य माताजी श्रीमती सावित्री देवी जी का निधन अत्यंत दुखद है। इस कठिन घड़ी में मेरी संवेदनाएँ योगी जी के साथ हैं। ईश्वर दिवंगत आत्मा को अपने श्रीचरणों में स्थान दें तथा योगी जी सहित समस्त परिजनों को दुख की इस घड़ी में संबल प्रदान करें। ॐ शांति!
14
39
1
409
9,181
देवोत्थान एकादशी के पावन अवसर पर सभी देशवासियों को हार्दिक शुभकामनाएँ। भगवान श्रीहरि विष्णु की कृपा से सभी के जीवन में सुख, शांति और समृद्धि बनी रहे, यही कामना है।
13
35
223
5,367
Dharmendra Pradhan retweeted
India is playing a whole new game!
4,292
24,974
3,028
141,425
7,125,921
"Warm birthday greetings to Union Minister Shri @KirenRijiju Ji. May you be blessed with good health, happiness and continued strength in your service to the nation.
6
10
1
113
9,252
Dharmendra Pradhan retweeted
India's growth story is creating new opportunities. Our industries must be ready to seize them. Speaking at FICCI's centenary convention. @ficci_india xitter.gq/i/broadcasts/2evOnmNpR…
563
2,123
117
6,858
438,723
महान वीरांगना रानी लक्ष्मीबाई जी की जयंती पर उन्हें श्रद्धापूर्वक नमन करता हूँ। उनका पराक्रम, स्वाभिमान और देशभक्ति की भावना सदैव देशवासियों को राष्ट्रसेवा और मातृभूमि की रक्षा के लिए प्रेरित करती रहेगी।
5
26
143
4,606
ଆମ ଦଳର ସମ୍ବଲପୁର ଜିଲ୍ଲା ଏସସି ମୋର୍ଚ୍ଚା ସଭାପତି ଶ୍ରୀ ହରବ୍ରତ ସେନାପତିଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ସେ ଜଣେ ନିଷ୍ଠାବାନ୍ ଓ ପରୋପକାରୀ ସ୍ୱଭାବର ବ୍ୟକ୍ତି ଥିଲେ । ସମାଜର ବଞ୍ଚିତ ବର୍ଗଙ୍କ ବିକାଶ ସହ ଦଳୀୟ ସଂଗଠନକୁ ସୁଦୃଢ଼ କରିବା ଦିଗରେ ତାଙ୍କର ଅବଦାନ ଚିର ସ୍ମରଣୀୟ ହୋଇରହିବ । ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି । ଓଁ ଶାନ୍ତି
3
12
1
91
6,569
ଓଡ଼ିଶାରେ ମଧୁବାବୁ ପେନସନ ଯୋଜନାରେ ଆଉ ୫ ଲକ୍ଷରୁ ଅଧିକ ନୂଆ ହିତାଧିକାରୀ ଯୋଡ଼ି ହେବା ଡବଲ ଇଞ୍ଜିନ ସରକାରଙ୍କ ଏକ ଜନକଲ୍ୟାଣକାରୀ ପଦକ୍ଷେପ । ରାଜ୍ୟର ବୟୋଜ୍ୟେଷ୍ଠ, ଦିବ୍ୟାଙ୍ଗ ଓ ଅସହାୟଙ୍କ ସାମାଜିକ ସଶକ୍ତିକରଣ ତଥା ଆତ୍ମସମ୍ମାନ ରକ୍ଷା ଦିଗରେ ଏହି ଐତିହାସିକ ନିଷ୍ପତ୍ତି ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ @narendramodi, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ @NityanandaBJPଙ୍କୁ ଧନ୍ୟବାଦ ।
2
9
62
4,898
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାକୁ ଆଉ ୫ ଲକ୍ଷ ଘର ପ୍ରଦାନ କରିଥିବାରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ @narendramodi , କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ @ChouhanShivraj, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଏବଂ ପଞ୍ଚାୟତିରାଜ ଓ ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ @RabiNaikBJP ଙ୍କୁ ଧନ୍ୟବାଦ । ଡବଲ ଇଞ୍ଜିନ ସରକାର ଗରିବଙ୍କ ଜୀବନଧାରଣ ମାନକୁ ଉନ୍ନତ କରିବା ସହିତ ଗ୍ରାମାଞ୍ଚଳର ବିକାଶକୁ ନୂଆ ଦିଶା ଦେଇଛନ୍ତି ।
1
11
54
4,241
ପବିତ୍ର ଅଁଳା ନବମୀ ଏବଂ ଶ୍ରୀ ରାଧାପାଦ ଦର୍ଶନ ଅବସରରେ ହାର୍ଦ୍ଦିକ ଶୁଭକାମନା ।
1
9
43
4,112
ମହାନ୍ ସଂଗ୍ରାମୀ ତଥା ପାଇକ ବିଦ୍ରୋହର ମୁଖ୍ୟ ପୁରୋଧା ଶହୀଦ୍ ଜୟୀ ରାଜଗୁରୁଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ।
1
10
47
4,451
महान क्रांतिकारी एवं अमर स्वतंत्रता सेनानी बटुकेश्वर दत्त जी की जयंती पर उन्हें कोटि-कोटि नमन करता हूँ। माँ भारती की स्वतंत्रता के लिए उनका अदम्य साहस, अटूट देशभक्ति और सर्वोच्च बलिदान सदैव देशवासियों को प्रेरित करता रहेगा।
4
27
114
4,889
ଓଡ଼ିଶାର ରାଜ୍ୟସଭା ସାଂସଦ ଶ୍ରୀ @SujeetKOfficial ଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭକାମନା । ମହାପ୍ରଭୁଙ୍କ ପାଖରେ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ସହ ଦୀର୍ଘ ଓ ନିରାମୟ ଜୀବନ କାମନା କରୁଛି ।
1
8
108
9,212
महान स्वतंत्रता सेनानी ‘पंजाब केसरी’ लाला लाजपत राय जी की पुण्यतिथि पर उन्हें विनम्र श्रद्धांजलि। मातृभूमि की स्वतंत्रता के लिए उनका अदम्य साहस, संघर्ष और बलिदान सदैव देशवासियों को प्रेरित करता रहेगा।
2
12
76
4,307
प्रखर राष्ट्रवादी नेता आदरणीय बालासाहेब ठाकरे जी की पुण्यतिथि पर उन्हें विनम्र श्रद्धांजलि। हिंदुत्व के प्रति उनकी अटूट निष्ठा, प्रखर विचारधारा और राष्ट्रहित के लिए उनका दृढ़ संकल्प सदैव याद किया जाएगा।
7
19
117
4,316
विश्व हिन्दू परिषद के पूर्व अंतरराष्ट्रीय अध्यक्ष श्रद्धेय अशोक सिंघल जी की पुण्यतिथि पर उन्हें कोटि-कोटि नमन करता हूँ। श्रीराम जन्मभूमि आंदोलन को जन-जन तक पहुँचाने और भव्य राम मंदिर के स्वप्न को साकार करने के लिए उनका आजीवन संघर्ष, अटूट संकल्प और समर्पण सदैव स्मरण किया जाएगा।
4
17
95
3,805
ଜୟ ମା’ ପାଟଣେଶ୍ୱରୀ 🙏 ସମ୍ବଲପୁର ସ୍ଥିତ ମା’ ପାଟଣେଶ୍ୱରୀ ମନ୍ଦିରରେ ଦର୍ଶନ ସହ ଆଶୀର୍ବାଦ ଲାଭ କରିବାର ସୌଭାଗ୍ୟ ମିଳିଲା । ମା’ଙ୍କ ପାଖରେ ଜଗତର କଲ୍ୟାଣ କାମନା କରୁଛି ।
13
100
5,658
बिहार के माननीय मुख्यमंत्री श्री @samrat4bjp जी को जन्मदिन की हार्दिक शुभकामनाएँ। ईश्वर से आपके उत्तम स्वास्थ्य और दीर्घायु जीवन की कामना करता हूँ।
7
14
1
136
8,673
ଜୟ ମା’ ସମଲେଶ୍ୱରୀ 🙏 ଆଜି ଭଳି ପବିତ୍ର ଦିନରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିବାର ସୌଭାଗ୍ୟ ଲାଭ କଲି । ମା’ଙ୍କ ନିକଟରେ ସମସ୍ତଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରୁଛି ।
6
27
248
5,836