Team ATA Official (@TeamATAofficial) profile picture

ASSOCIATION OF TWITTER ACTIVISTS - ATA A bridge between ruled & ruler.

Puri, odisha, India
Joined March 2021
Team ATA Official retweeted
और ये घटिया खबर आ रही है पंजाब के पटियाला से , जहाँ भाखड़ा नहर के ऊपर बना पुल टूट के गिर गया और दो ट्रक नीचे दब गए। पुल की उम्र 100 वर्ष बतायी गई थी हो सकता है वहाँ दिन बहुत छोटे होते हों इसलिए जल्दी जल्दी बीत गए🤡
37
430
12
2,229
48,882
Team ATA Official retweeted
Replying to @CMO_Odisha
@CMO_Odisha @SSEPD2 @DssoSundargarh @narendramodi @DMSundargarh It is unfortunate that elderly Govinda Chhataria of Latapani village, Hemagir Block, Sundargarh district, is deprived of government welfare benefits simply because he does not have an Aadhaar card. Concerned authorities are requested to urgently intervene, arrange his Aadhaar card and ensure access to all eligible government welfare – at Barikel, India
3
9
1
29
739
ବାତ୍ୟା ମୁକାବିଲାରେ ତତ୍ପର ପ୍ରଶାସନ ​ପୁରୀ ଜିଲ୍ଲାପାଳ ଆଜି ବ୍ରହ୍ମଗିରିର ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଛନ୍ତି। ଆଶ୍ରୟସ୍ଥଳୀରେ ଥିବା ଲୋକମାନଙ୍କ ସହ ସିଧାସଳଖ ଆଲୋଚନା କରି ସମସ୍ତ ସୁବିଧା ସୁଯୋଗର ତଦାରଖ କରିବା ସହ ସେମାନଙ୍କ ଗହଣରେ ବସି ମଧ୍ୟାହ୍ନ ଭୋଜନ ମଧ୍ୟ କରିଛନ୍ତି l 📞 ଜିଲ୍ଲା ଜରୁରକାଳୀନ ଅପରେସନ କେନ୍ଦ୍ର(DEOC ),ପୁରୀ -୦୬୭୫୨-୨୨୩୨୩୬ #puri #puriadministration #cycloneAkvan #staysafe #stayalert #Odisha
2
14
150
7,885
Team ATA Official retweeted
📞 Call 1929 to reach the Urban Odisha Control Room during #CycloneAkvan. Report waterlogging, blocked drains, fallen trees or disruptions to drinking water and other civic services. Share your ward number, nearest landmark and a brief description of the issue. #OdishaCares
1
8
24
1,795
Team ATA Official retweeted
#WATCH | Puri, Odisha: SP Prateek Singh says, "Some individuals, known locally as 'gomasthas' (hawkers), approach devotees arriving for darshan by promising them an easy darshan experience. Their sole intent is to defraud the devotees, and they frequently succeed in swindling them. In the process, they also cause significant inconvenience to the visiting devotees. To ensure that no devotee is harassed or defrauded, we launched a special operation. Over the past three months, we have arrested more than 40 such fraudsters. Just yesterday, we apprehended 9 of these fraudulent hawkers and produced them before the court. These measures have already led to a significant reduction in such incidents, and we are actively working toward a permanent solution. Our objective is to ensure that if anyone attempts to lure or deceive devotees, we take immediate action against them. If anyone approaches you—promising an easy darshan do not trust them under any circumstances. Please report such individuals to the police."
26
78
7
583
60,564
Team ATA Official retweeted
A high-level review meeting chaired by the Hon’ble Chief Minister at SEOC, Bhubaneswar, assessed cyclone ‘AKVAN’ preparedness. Special focus was placed on the safety and evacuation of vulnerable people, patients requiring critical care, and residents of landslide-prone areas, alongside resource readiness, inter-departmental coordination and effective emergency response to ensure public safety. @CMO_Odisha @SecyChief @IPR_Odisha
9
19
1,984
Team ATA Official retweeted
With approach of #Cyclone Akvan the State Govt has identified 941 landslide vulnerable villages across six districts to ensure timely evacuation, monitoring and response. The administration is keeping a close 24×7 watch and is fully prepared to safeguard every life. #CycloneAkvan
1
10
41
9,186
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ସମ୍ଭାବ୍ୟ ବାତ୍ୟା 'ଅକବାନ୍'ର ମୁକାବିଲା ଏବଂ ଏହାର ସମସ୍ତ ପ୍ରସ୍ତୁତି ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକର ଅଧ୍ୟକ୍ଷତା କରି ସମଗ୍ର ସ୍ଥିତିର ସମୀକ୍ଷା କରିଥିବାବେଳେ ମାନ୍ୟବର ମନ୍ତ୍ରୀ ଶ୍ରୀ @sureshkpujari ମଧ୍ୟ ଉପସ୍ଥିତ ରହି ବିଭିନ୍ନ ବିଭାଗର ପ୍ରସ୍ତୁତିର ଅନୁଧ୍ୟାନ କରିଛନ୍ତି। ବାତ୍ୟା ମୁକାବିଲାରେ ଜନଜୀବନର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଏଥିପାଇଁ SRC କଣ୍ଟ୍ରୋଲ ରୁମ୍‌ରେ ୨୪ ଘଣ୍ଟିଆ ନିରୀକ୍ଷଣ ବ୍ୟବସ୍ଥା ସହ ୭୪ଟି ODRAF ଓ NDRF ଟିମ୍‌କୁ ମୁତୟନ କରାଯାଇଛି। ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର ତ୍ୱରିତ ପରିଚାଳନା ପାଇଁ ₹୨୦.୫ କୋଟିର ଆଗୁଆ ପାଣ୍ଠି ମଧ୍ୟ ଯୋଗାଇ ଦିଆଯାଇଛି। ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକୁ ପ୍ରସ୍ତୁତ ରଖିବା ସହ ବିପଦସଙ୍କୁଳ ଅଞ୍ଚଳରୁ ଲୋକଙ୍କୁ ଆଗୁଆ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ବିଶେଷକରି ପାହାଡ଼ ତଳି ଅଞ୍ଚଳର ସମସ୍ତ ଲୋକଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ନେବା ସହ ଗର୍ଭବତୀ ମହିଳା ଓ ଅନ୍ୟ ଅସୁରକ୍ଷିତ ବର୍ଗଙ୍କ ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମ୍ଭାବ୍ୟ ବାତ୍ୟାର ପ୍ରଭାବକୁ ଦୃଷ୍ଟିରେ ରଖି ସମସ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନ ସମନ୍ୱୟର ସହ ସଜାଗ ରହି କାର୍ଯ୍ୟ କରୁଛନ୍ତି।
1
4
16
1,451
Team ATA Official retweeted
Health Department: Cyclone Akvan Preparedness: - Activation of control rooms - All districts shall immediately activate their respective health control rooms. - Shifting of pregnant women - All expected pregnant women, shall be identified and shifted in advance to the nearest Maa Gruha. - Preparedness of Mobile Health Units - Mobile Health Units shall be kept ready for immediate deployment to vulnerable and affected areas. - Uninterrupted power supply - Portable DG sets shall be ensured at all critical health facilities and designated units. - Manpower support - The districts of Puri, Ganjam, Gajapati and Malkangiri may requisition additional manpower support. - Daily reporting - All District Surveillance Units shall ensure daily reporting of the district preparedness and response status. - Cancellation of leave - All leaves of health personnel shall be cancelled with immediate effect. - Postponement of training programmes - All scheduled training programmes and non essential meetings shall be postponed for the next three days. #CycloneAkvan #Healthcare
1
8
28
7,637
Team ATA Official retweeted
Cyclone Akvan Update Preparedness of Water Resources Dept: - All Chief Engineers and Basin Managers are on high alert - Reservoirs are being depleted to a safe limit - Water releases have been intimated to District Administration and low lying areas downstream - Round the clock monitoring of embankments, flood protection works, dams, barrages, reservoirs, canals and drainage systems - Vulnerable reaches of embankments, riverbanks, sluices and head regulators inspected, preventive measures taken - Engineers, field staff, vehicles, communication equipment and machinery kept ready - Sandbags, boulders, earth, sand, cement, empty cement bags and bullahs stocked at strategic locations - Control rooms functioning 24x7 - River water levels, reservoir inflows and outflows closely monitored - Vulnerable and low lying areas identified, contingency plans ready #CycloneAkvan
11
28
8,692
ବନ୍ୟା ସମୟରେ ସାମାନ୍ୟ ଅସାବଧାନତା ମଧ୍ୟ ବିପଦର କାରଣ ହୋଇପାରେ। ତେଣୁ ବନ୍ୟାଜଳ ଭରିଥିବା ରାସ୍ତା, ପୋଲ ଓ କଲଭର୍ଟ ଅତିକ୍ରମ କରନ୍ତୁ ନାହିଁ। ନଦୀ ଓ ଜଳାଶୟଠାରୁ ଦୂରେ ରୁହନ୍ତୁ, ଜଳମଗ୍ନ ଅଞ୍ଚଳରେ ବିଦ୍ୟୁତ୍ ଉପକରଣ ସ୍ପର୍ଶ କରନ୍ତୁ ନାହିଁ। ଜରୁରୀ ସାମଗ୍ରୀ ପ୍ରସ୍ତୁତ ରଖିବା ସହ ପ୍ରଶାସନର ସତର୍କ ସୂଚନା ଓ ନିର୍ଦ୍ଦେଶକୁ ଅନୁସରଣ କରନ୍ତୁ। ସତର୍କତା ଅବଲମ୍ବନ କରନ୍ତୁ, ବିପଦକୁ ଏଡ଼ାନ୍ତୁ। ନିଜେ ସୁରକ୍ଷିତ ରୁହନ୍ତୁ, ପରିବାରକୁ ସୁରକ୍ଷିତ ରଖନ୍ତୁ।
1
4
23
1,343
ବିପର୍ଯ୍ୟୟ ସମୟରେ ତ୍ୱରିତ ରିଲିଫ୍, ପ୍ରଭାବିତ ଲୋକଙ୍କ ପୁନର୍ବାସ ଓ ଥଇଥାନ ସହ ଜରୁରୀ ପରିସ୍ଥିତିର ଦୃଢ଼ ମୁକାବିଲା ପାଇଁ ଆର୍ଥିକ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର। ଏହି ଲକ୍ଷ୍ୟରେ ଆର୍ଥିକ ବର୍ଷ ୨୦୨୬-୨୭ ଅତିରିକ୍ତ ବଜେଟ୍‌ରେ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ଅଧୀନରେ ₹୫,୧୦୦ କୋଟିର ବ୍ୟୟ ବରାଦ କରିଛନ୍ତି। ଏହା ବିପର୍ଯ୍ୟୟ ପ୍ରଶମନ, ରିଲିଫ୍ ଓ ଥଇଥାନ କାର୍ଯ୍ୟକୁ ଆହୁରି ସୁଦୃଢ଼ କରିବା ଦିଗରେ ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ।
2
17
1,364
୧୫ ବର୍ଷ ହେଲା କାକଟପୁରରେ ଅଙ୍ଗନବାଡ଼ି ଛତୁଆ ଓ ରାସନ୍‌ ନାଁରେ ଚାଲିଛି ଦୁର୍ନୀତି! ନିମ୍ନମାନର ଖାଦ୍ୟ ଓ କମ୍ ଓଜନକୁ ନେଇ ବାରମ୍ବାର ଅଭିଯୋଗ ସତ୍ତ୍ବେ କାହିଁକି କାର୍ଯ୍ୟାନୁଷ୍ଠାନ ନାହିଁ? ​@CMO_Odisha ତୁରନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । @dept_ga @WCDOdisha @PravatiPOdisha @dm_puri @BdoKakatpur
1
3
3
61
Team ATA Official retweeted
Hon’ble Sir, I kindly request you to look into this matter and take necessary actoin @CMO_Odisha @MohanMOdisha @PRDeptOdisha @RabiNaikBJP @RWSS_Odisha @SecyChief @DMKandhamal @RWSS_Phulbani @TeamATAofficial
2
6
73
ସ୍ବେଟର୍‌ ଦେଉନାହାନ୍ତି ସିଡ଼ିପିଓ ବରଗଡ଼ ପାଇକମାଲରେ ସିଡିପିଓଙ୍କ ମନମାନୀ, ନିମ୍ନମାନର ବସ୍ତ୍ର ଯୋଗାଣ ସହ ଶିଶୁଙ୍କୁ ସ୍ବେଟର୍‌ ବଣ୍ଟାଯାଇନଥିବା ଅଭିଯୋଗ...!! @CMO_Odisha Sir, urgent intervention and prompt action are requested. @dept_ga @SecyChief @WCDOdisha @DMBargarh @DswoBargarh
1
2
2
42
ପାହାଡ଼ ଉପରେ ଅଭିଶପ୍ତ ଜୀବନ ନା ଗାଁକୁ ଅଛି ରାସ୍ତା, ନା ମିଳିଛି ଆବାସ ଯୋଜନାରେ ଘର, ଡାକ୍ତର ନୁହେଁ ଚେରମୂଳି ଭରସାରେ ରୋଗୀ । #Gajapati @CMO_Odisha Sir, urgent intervention and prompt action are requested. @dept_ga @SecyChief @HFWOdisha @PRDeptOdisha @DM_Gajapati @CDO_ZP_GJP @JanaSunani
1
2
3
59
ଅତିଥି କଇଁଛ ସୁରକ୍ଷା ନାଁରେ କୋଟିଏ ଟଙ୍କାର ଲୁଟ ଅଭିଯୋଗ, ବନ ବିଭାଗ ବିଡର ନୁହନ୍ତି କହିଲେ, ଲୁଟ ମାଫ ହେବ କି ?#TurtleProtectionScam #OilScamAllegation #Astaranga @CMO_Odisha Sir, urgent intervention and prompt action are requested. @dept_ga @ForestDeptt @pccfodisha @RccfBhubaneswar @dm_puri
2
3
7
159
କଟକ SCB ରେ ଗରିବ ଯୁବକଙ୍କୁ ମାନସିକ ରୋଗୀ ଦର୍ଶାଇ ହତ୍ୟା କରାଯିବା ଘଟଣାର ତୁରନ୍ତ ଉଚ୍ଚସ୍ତରୀୟ ତଦନ୍ତ ହେଉ ଏବଂ ପରିବାରକୁ ନ୍ୟାୟ ମିଳୁ । #JusticeForSrikantDas @CMO_Odisha Sir, urgent intervention and prompt action are requested. @dept_ga @homeodisha @HFWOdisha @KatakaDM @SCBMCHCTC @JanaSunani
2
2
6
197
SCB ରେ ରୋଗୀ ମୃତ୍ୟୁ ମାମଲା: ପୋଷ୍ଟମର୍ଟମ ରିପୋର୍ଟରୁ ଚାଞ୍ଚଲ୍ୟକର ଖୁଲାସା...!! ଦୁଇ ଜଣ ଗିରଫ ହୋଇଛନ୍ତି ସତ, କିନ୍ତୁ ଏପର୍ଯ୍ୟନ୍ତ ମୃତ୍ୟୁ ଦଫା ନଲାଗିବା ଓଡ଼ିଶା ପୋଲିସ ଓ ପ୍ରଶାସନର କାର୍ଯ୍ୟାନୁଷ୍ଠାନ ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । @homeodisha @DGPOdisha @cpbbsrctc @KatakaDM @spcuttack @dcp_cuttack
2
2
4
107
ପୋଷ୍ଟମର୍ଟମ ରିପୋର୍ଟରେ ସାଂଘାତିକ ତଥ୍ୟ ଏସସିବିରେ ରୋଗୀ ଶ୍ରୀକାନ୍ତଙ୍କ ମୃତ୍ୟୁ ମାମଲାରେ ଅର୍ଗସ ହାତରେ ଲାଗିଛି ଏକ୍ସକ୍ଲୁସିଭ୍ ପୋଷ୍ଟମର୍ଟମ ରିପୋର୍ଟ, ଶରୀରରେ ୧୪ଟି ମାଡ଼ ଦାଗ, ଫାଟିଛି ଖପୁରୀ, ଆଭ୍ୟନ୍ତରୀଣ ରକ୍ତସ୍ରାବରୁ ମୃତ୍ୟୁ । ଗିରଫ ପରେ ବି ହତ୍ୟା ଦଫା ନ ଲାଗିବାକୁ ନେଇ ଉଠିଛି ବଡ଼ ପ୍ରଶ୍ନ । @CMO_Odisha @homeodisha
1
2
48