I & PR Department, Odisha (@IPR_Odisha) header
I & PR Department, Odisha (@IPR_Odisha) profile picture

Information & Public Relations Dept. Govt. of Odisha | ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର

Bhubaneswar
Joined June 2016
Photo by I & PR Department, Odisha (@IPR_Odisha)Photo by I & PR Department, Odisha (@IPR_Odisha)Photo by I & PR Department, Odisha (@IPR_Odisha)Photo by I & PR Department, Odisha (@IPR_Odisha)Photo by I & PR Department, Odisha (@IPR_Odisha)Photo by I & PR Department, Odisha (@IPR_Odisha)Photo by I & PR Department, Odisha (@IPR_Odisha)Photo by I & PR Department, Odisha (@IPR_Odisha)Photo by I & PR Department, Odisha (@IPR_Odisha)Photo by I & PR Department, Odisha (@IPR_Odisha)
ବାତ୍ୟା ପରବର୍ତ୍ତି ପୁନରୁଦ୍ଧାର କାର୍ଯ୍ୟ: ଆସନ୍ତା ୨୪ ଘଣ୍ଟା ପାଇଁ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ଅତି ପ୍ରବଳ ବର୍ଷାର ଆଶଙ୍କା ରହିଛି। ସେହିପରି କେନ୍ଦୁଝର, ଯାଜପୁର, ଢେଙ୍କାନାଳ, କଟକ, ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାରେ ମଧ୍ଯ ସ୍ଥଳବିଶେଷରେ ବର୍ଷା ହେବାର ସମ୍ଭାବନା ରହିଛି। ଝାଡ଼ଖଣ୍ଡରେ ମଧ୍ୟ ବର୍ଷାର ସମ୍ଭାବନା ଥିବାରୁ ସେଠାକାର ଜଳସମ୍ପଦ ବିଭାଗର ସଚିବଙ୍କ ସହ ରାଜ୍ୟ ସରକାର ଯୋଗାଯୋଗ କରିଛନ୍ତି। ଝାଡ଼ଖଣ୍ଡରେ ଡ୍ୟାମ୍‌ଗୁଡ଼ିକରେ ପର୍ଯ୍ୟାପ୍ତ ଜଳଧାରଣ କ୍ଷମତା ଉପଲବ୍ଧ ଥିବାରୁ ଆବଶ୍ୟକ ଜଳ ସଂରକ୍ଷଣ କରାଯିବ ଏବଂ ଅତିରିକ୍ତ ଜଳ ଛଡ଼ାଯିବ ନାହିଁ ବୋଲି ସେଠାକାର କର୍ତ୍ତୃପକ୍ଷ ଆଶ୍ୱାସନା ଦେଇଛନ୍ତି। ସମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ୨୦ଟି ଜିଲ୍ଲାର ୧୯୭ଟି ବ୍ଲକ୍ ଓ ୫୬ଟି ପୌରାଞ୍ଚଳ ଅନ୍ତର୍ଗତ ୬,୨୦୧ଟି ପ୍ରଭାବିତ ଅଞ୍ଚଳକୁ ଚିହ୍ନଟ କରାଯାଇଥିଲା। ପ୍ରାୟ ୪ ଲକ୍ଷ ୪୦ ହଜାର ୪୬୧ ଲୋକଙ୍କୁ ବିପଦସଂକୁଳ ଅଞ୍ଚଳରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଲୋକମାନଙ୍କ ସୁରକ୍ଷିତ ଆଶ୍ରୟ ନିମନ୍ତେ ପ୍ରାୟ ୧୦ ହଜାର ଆଶ୍ରୟସ୍ଥଳୀ ଚିହ୍ନଟ କରାଯାଇ ପ୍ରସ୍ତୁତ ରଖାଯାଇଥିବା ବେଳେ ସେଥିମଧ୍ୟରୁ ୩,୬୫୩ ଆଶ୍ରୟସ୍ଥଳୀ କାର୍ଯ୍ୟକ୍ଷମ ରହିଛି। ଏହି ଆଶ୍ରୟସ୍ଥଳୀଗୁଡ଼ିକରେ ଲୋକଙ୍କ ସହ ଅଧିକାରୀମାନେ ଉପସ୍ଥିତ ରହି ଖାଦ୍ୟ, ପାନୀୟ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧା ଯୋଗାଇ ଦେଉଛନ୍ତି। ବିଭିନ୍ନ ସରକାରୀ ବିଭାଗର ଅଧିକାରୀମାନେ ସମନ୍ୱୟ ରକ୍ଷା କରି କାର୍ଯ୍ୟରତ। ଗର୍ଭବତୀ ମହିଳାମାନଙ୍କ ସୁରକ୍ଷା ଓ ନିରାପଦ ପ୍ରସବ ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇଛି। ଚିହ୍ନଟ ହୋଇଥିବା ୧୨୩୦୫ ଜଣ ଆସନ୍ନପ୍ରସବା ମହିଳାଙ୍କ ମଧ୍ୟରୁ ୫୬୭୪ ଜଣ ମହିଳାଙ୍କୁ ସ୍ଥାନାନ୍ତରଣ କରାଯାଇଥିଲା ଏବଂ ତନ୍ମଧ୍ୟରୁ ୨୩୧୬ ଜଣଙ୍କର ନିରାପଦ ପ୍ରସବ ହୋଇଛି। ଉଭୟ ମା' ଓ ନବଜାତ ସମସ୍ତେ ଶିଶୁ ସୁସ୍ଥ ଅଛନ୍ତି। ରାଜ୍ୟର ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ନିୟନ୍ତ୍ରଣରେ ରହିଛି। ମହାନଦୀ, ଦେବୀ, କୁଶଭଦ୍ରା, ଇବ୍, ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା ଓ ଜଳକା ନଦୀର ଜଳସ୍ତର ବିପଦ ସଂକେତ ଓ ସତର୍କ ସଂକେତଠାରୁ ତଳେ ରହିଛି। ଋଷିକୁଲ୍ୟା ନଦୀର ପୁରୁଷୋତ୍ତମପୁରଠାରେ ମଧ୍ୟ ଜଳସ୍ତର ବିପଦ ଓ ସତର୍କ ସଂକେତଠାରୁ କମ୍ ରହିଛି। ଆସନ୍ତା ୨୪ ଘଣ୍ଟାରେ ମୟୂରଭଞ୍ଜ ଓ ବାଲେଶ୍ୱରରେ ଅଧିକ ବର୍ଷା ହେବାର ଆକଳନ ରହିଛି। ଏହାର ପ୍ରଭାବ ପଡ଼ୋଶୀ ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ମଧ୍ୟ ଅନୁଭୂତ ହୋଇପାରେ। ତେଣୁ ନଦୀ ଜଳସ୍ତର ଉପରେ ନିରନ୍ତର ନଜର ରଖାଯାଇଛି। ଏପର୍ଯ୍ୟନ୍ତ କୌଣସି ବଡ଼ ଧରଣର କ୍ଷୟକ୍ଷତି କିମ୍ବା ଅପ୍ରୀତିକର ଘଟଣା ସମ୍ପର୍କିତ ରିପୋର୍ଟ ହସ୍ତଗତ ହୋଇନାହିଁ। ରାସ୍ତା, ଗମନାଗମନ ଓ ଅନ୍ୟାନ୍ୟ ଭିତ୍ତିଭୂମି ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ବିଭାଗ ଓ ଅନ୍ୟ ସମ୍ପୃକ୍ତ ବିଭାଗଗୁଡ଼ିକ ପକ୍ଷରୁ ମଧ୍ୟ କୌଣସି ବିଶେଷ କ୍ଷୟକ୍ଷତିର ସୂଚନା ମିଳିନାହିଁ। ପ୍ରତିକୂଳ ପାଣିପାଗ ଯୋଗୁଁ କେତେକ ରେଳ ଓ ବିମାନ ସେବା ବାତିଲ କରାଯାଇଥିଲା। ପରେ ପରିସ୍ଥିତି ଦେଖି ତାହାକୁ ପର୍ଯ୍ୟାୟକ୍ରମେ ସ୍ୱାଭାବିକ କରାଯାଇଛି। #CycloneAkwan
3
28
6,724
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ: ୩ ଜଣ ଡାକ୍ତର ନିଲମ୍ବିତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୩ ଜଣ ଡାକ୍ତରଙ୍କୁ ନିଲମ୍ବିତ କରାଯାଇଛି। ସଂପୃକ୍ତ ଡାକ୍ତରମାନେ ମେଡିକାଲ ଅଫିସର୍, ସିଏଚ୍‌ସି ଗମ୍ଭାରୀମୁଣ୍ଡା ଖୋର୍ଦ୍ଧା ଜିଲ୍ଲା, ମେଡିକାଲ ଅଫିସର, ପିଏଚ୍‌ସି ଗାଜଲବାଡ଼ି, ଗଞ୍ଜାମ ଜିଲ୍ଲା ଏବଂ ମେଡିକାଲ ଅଫିସର, ଏସ୍‌ଡିଏଚ୍ ଆସିକା, ଗଞ୍ଜାମ ଜିଲ୍ଲାରେ କାର୍ଯରତ। ସମ୍ପୃକ୍ତ ଡାକ୍ତରମାନଙ୍କ ବିରୋଧରେ ଶୃଙ୍ଖଳାଗତ ତଦନ୍ତ ପ୍ରକ୍ରିୟା ବିଚାରାଧୀନ ଥିବାରୁ ଓଡ଼ିଶା ସିଭିଲ ସର୍ଭିସେସ୍ (ସିସିଏ) ନିୟମାବଳୀ, ୧୯୬୨ର ନିୟମ-୧୨ ଅନୁଯାୟୀ ସେମାନଙ୍କୁ ନିଲମ୍ବନ କରାଯାଇଛି। କର୍ତ୍ତୃପକ୍ଷଙ୍କ ପୂର୍ବ ଅନୁମତି ବିନା ସେମାନେ ନିଜ ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏ ସମ୍ପର୍କରେ ପୃଥକ୍ ନିର୍ଦ୍ଦେଶନାମା ଜାରି କରାଯାଇଛି।
4
6
3
161
19,987
Due to #CycloneAkvan waterlogging has occurred in several parts of the State. Fire personnel are carrying out dewatering operations using high-capacity pumps and tree-cutting work on a war footing. #OdishaCares
1
3
25
13,309
Odisha State Day Celebration at 45th India International Trade Fair-2026 Odisha is all set to showcase its rich culture, heritage and artistry at the 45th India International Trade Fair-2026, New Delhi. Join us for the Odisha State Day Celebration featuring vibrant cultural performances: -Odissi Dance - Kalingayana -Touryatrikam, Bhubaneswar -Dhap Dance - Dulduli Kala - Parishad, Balangir -Martial Dance - Khordha Paika Akhada, Kabiraj & Group 21 November 2026 03:00 PM to 04:30 PM Amphitheatre-1, Bharat Mandapam Complex, New Delhi #IITF2026 #BharatMandapam
1
15
6,518
Revised Date for CBT Exam:
1
19
148
82,587
ଜରୁରୀ ସତର୍କ ସୂଚନା | ଗଞ୍ଜାମ ବାଘୁଆ ଜଳଭଣ୍ଡାରରେ ଜଳପ୍ରବାହ ୪୦୦ କ୍ୟୁମେକ୍ସରୁ ଅଧିକ ରହିଥିବାରୁ ଜଳସ୍ତରକୁ ସନ୍ତୁଳିତ ରଖିବା ନିମନ୍ତେ ଆଜି ଅପରାହ୍ଣ ୩ଟାରୁ ଜଳ ନିଷ୍କାସନ କରାଯାଉଛି। ଏହା ଫଳରେ ନଦୀର ଜଳସ୍ତର ବୃଦ୍ଧି ପାଇବାର ସମ୍ଭାବନା ରହିଛି। ବୁଗୁଡ଼ା, ପୋଲସରା ଓ କବିସୂର୍ଯ୍ୟନଗର ଅଞ୍ଚଳର ନଦୀକୂଳବର୍ତ୍ତୀ ଏବଂ ତଳିଆ ଅଞ୍ଚଳର ଲୋକମାନେ ସତର୍କ ରହିବା ସହ ନଦୀ ଓ ଜଳପ୍ରବାହ ପଥ ନିକଟକୁ ଯାଆନ୍ତୁ ନାହିଁ। ବିଶେଷକରି ବୁଗୁଡ଼ା NACର କଡ଼ାପଡ଼ା, ବୋଲସରା, ବ୍ରାହ୍ମଣଛାଇ, ଭେଟସିଙ୍ଗି ଓ ବୁଡ଼େଇସୁଣି ଅଞ୍ଚଳର ଲୋକେ ବିଶେଷ ସତର୍କ ରହିବାକୁ ଅନୁରୋଧ। ଜନସାଧାରଣ ପ୍ରଶାସନର ସତର୍କତା ଓ ପରାମର୍ଶକୁ ଅନୁସରଣ କରି ସୁରକ୍ଷିତ ରୁହନ୍ତୁ। ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ। #CycloneAkvan
1
9
113
14,720
In a collective effort to support families affected by Cyclone Akvan, Mission Shakti SHG members and Community Support Staff (CSS) are preparing 4,000 dry ration packets for distribution across all Gram Panchayats of Mohana Block in Gajapati district. Through grassroots mobilisation and community-led action, #MissionShakti women are stepping forward to ensure that essential food supplies reach affected households, demonstrating the strength of collective action and the spirit of community resilience. #odishacares
2
13
6,378
ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ନିୟନ୍ତ୍ରଣ କକ୍ଷରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବାତ୍ୟା ଅକ୍ଵାନ'ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଅନୁଧ୍ୟାନ କରିବା ସହ ସରକାରଙ୍କ ମୁକାବିଲା ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରୁଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଉପସ୍ଥିତ ଅଛନ୍ତି। #CycloneAkvan
2
32
7,718
Baleshwar District Rainfall: 20 Nov 2026 BlockRainfall (mm) Bhograi70 Nilagiri61 Remuna59 Baliapal54 Baleshwar44 Basta42 Jaleswar42 Simulia42 Bahanaga38 Oupada28 Sora26.5 Khaira18 Total in mm: 524.5 Average: 43.70
2
55
10,830
Cyclone Akvan: Dewatering Underway at 34 Locations, Tree Cutting at 2 Locations as of 09:00 AM on 20 November 2026 Due to Cyclone AKVAN, waterlogging has occurred in several parts of the State. Fire personnel are carrying out dewatering operations using high-capacity pumps and tree cutting work on a war footing. Berhampur Circle: Dewatering at 11 locations: - Nilachal Nagar, 4th Lane - Ashok Nagar, Lane 3 - D. Paul School - Gajapati Nagar - Brajaraj Nagar, 2nd Line - Jayaprakash Nagar - Raja Rani Apartment - Syama Nagar - Alakapuri Town - Khodasingh Gate - Basudev Nagar Puri - Dewatering at 6 locations: - Jhadeswar Temple Chhaka - Subas Bose Chhaka - Digabereni - Yatrika Parking - Grand Road - VIP Road Cuttack - Dewatering at 9 locations: - Satigumpha, Collector Residence - Krusaka Bazar - Gopalpur - Jagatpur - Near High Court Bhubaneswar - Dewatering at 8 locations: - Swapneswar Temple - Naharkanta - Sehenaj Apartment - Laxmi Residency - Swain Sahi - Badagada Syphone Area - Tankapani Road - Pahala Millennium City - VSS Nagar Tree Cutting Operations: - 1 tree cutting in Jagatsinghpur district - 1 tree cutting in Balasore district Data: State Command Centre F&ES Odisha, Bhubaneswar
9
77
15,473
Ganjam Dist recorded 2,947.95 mm total rainfall (avg 118.74 mm) in 24 hrs, highest in Patrapur at 209 mm. Detail report:
2
8
1
86
15,048
The dedicated team of the Water Resources Department, Odisha, spent tireless sleepless nights on the ground, monitoring vulnerable river points across various districts. #CycloneAkvan #WaterResources
4
25
6,885
Kendrapada District Update - 08 AM, 20 November 2026 51,956 people evacuated to pucca shelters. 323 free kitchens operational. 700 quintal Chuda and 65 quintal of Gur kept ready for distribution. Total 185 pregnant women out of 306 identified pregnant women shifted for safe delivery. 11 number of fire teams deployed. #CycloneAkvan Stay Alert, Stay Safe.
4
22
10,951
ଆଜି ଏକ ତ୍ୱରିତ ସୁରକ୍ଷା ଅଭିଯାନରେ ଦାରିଙ୍ଗବାଡ଼ି ଅଗ୍ନିଶମ ବାହିନୀ କର୍ମଚାରୀମାନେ ସ୍ଥାନୀୟ ପୋଲିସ ସହାୟତାରେ ଭୂସ୍ଖଳନ ପ୍ରବଣ ଅଞ୍ଚଳ ଉପର କିଲାବାଡ଼ି ଏବଂ ତଳ କିଲାବାଡ଼ି ଗ୍ରାମରୁ ୯୦ରୁ ଅଧିକ ବାସିନ୍ଦାଙ୍କୁ ସଫଳତାର ସହ ସ୍ଥାନାନ୍ତର କରିଛନ୍ତି। ଅସୁରକ୍ଷିତ ପାହାଡ଼ିଆ ଅଞ୍ଚଳରେ ସମ୍ଭାବ୍ୟ ଭୂସ୍ଖଳନର ତୁରନ୍ତ ବିପଦକୁ ଦୃଷ୍ଟିରେ ରଖି ମିଳିତ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ପ୍ରଭାବିତ ଗ୍ରାମବାସୀଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିଥିଲେ। ଉଦ୍ଧାର ହୋଇଥିବା ବ୍ୟକ୍ତିମାନଙ୍କୁ ଦାରିଙ୍ଗବାଡ଼ି ସ୍ଥିତ ସିଆଙ୍ଗବାଲି ଉଚ୍ଚ ବିଦ୍ୟାଳୟରେ ଖୋଲାଯାଇଥିବା ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି, ଯେଉଁଠାରେ ସେମାନେ ବର୍ତ୍ତମାନ ସୁରକ୍ଷିତ ଅଛନ୍ତି। #Akvan #Odisha #CycloneAkvan
3
7
43
7,779
ସମୀକ୍ଷା ସମୟରେ ପୁରୀ ଜିଲ୍ଲାପାଳଙ୍କ ସହିତ ଫୋନ୍ ଯୋଗେ କଥା ହୋଇ ପରିସ୍ଥିତି ସମ୍ପର୍କରେ ପଚାରି ବୁଝୁଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ୧୯ ନଭେମ୍ବର ୨୦୨୬ #Puri #CycloneAkvan
4
33
7,083
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ନିୟନ୍ତ୍ରଣ କକ୍ଷରେ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରୁଛନ୍ତି। ୧୯ ନଭେମ୍ବର ୨୦୨୬ #CycloneAkvan
7
30
6,381
From the graceful movements of Odissi to the vibrant beats of Dhap and the valour of Martial Dance, experience the magnificent cultural legacy of Odisha. Join us as Odisha celebrates its State Day at Bharat Mandapam, New Delhi, bringing alive its timeless heritage and living traditions at #IITF2026. 21 Nov 2026 (Saturday) 3 PM | Amphitheatre – 1, Bharat Mandapam, New Delhi #OdishaStateDay2026 #OdishaAtIITF2026
1
4
12
4,996
ସମ୍ଭାବ୍ୟ ବାତ୍ୟାର ସଫଳ ମୁକାବିଲା ପାଇଁ କୃଷି ବିଭାଗ ଓ ଶକ୍ତି ବିଭାଗ ସମ୍ପୂର୍ଣ୍ଣ ରୂପେ ସଜାଗ ରହିଛି। ଯେକୌଣସି ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ ଏହି ନମ୍ବର ରେ ଯୋଗାଯୋଗ କରନ୍ତୁ ବିଦ୍ୟୁତ୍ ଜନିତ ସହାୟତା ପାଇଁ: ୧୯୧୨ (ଶକ୍ତି ବିଭାଗ ହେଲ୍ପଲାଇନ) କୃଷି ଓ ଜରୁରୀ ପରାମର୍ଶ ପାଇଁ: ୧୫୫୩୩୩ (କୃଷି ସମୃଦ୍ଧି ହେଲ୍ପଲାଇନ) In view of the possible cyclonic threat, the Agriculture and Energy Departments have intensified preparedness measures and remain on high alert to ensure a swift and effective response. Members of the public are advised to reach out to the following helplines for immediate assistance during any emergency: Electricity -Related Assistance: 1912 (Energy Department Helpline) Agricultural Guidance & Emergency Support: 155333 (Krushi Samruddhi Helpline) Stay vigilant. Stay safe. Together, we can weather any challenge. @EnergyOdisha @krushibibhag #CycloneAkvan #StayAlertStaySafe
7
19
996
Khordha Dist administration has evacuated 19,997 people to relief shelters as a preparedness measure ahead of #CycloneAkvan. The administration has prioritised shifting 95 expectant women, whose delivery dates fall within the next 15 days, to safe facilities. A total of 350 free kitchens are currently functioning in the district. Dry food items including 38 quintals of chuda, 10 quintals of gur and 16,203 packets of biscuits have been distributed, and 2,383 polythene rolls are in stock. Emergency response teams have been stationed in vulnerable areas of the district. 8 fire teams and three Odisha Forest Development Corporation (OFDC) teams are deployed in Khordha sub-division. 10 fire teams and 7 OFDC teams are positioned in #Bhubaneswar sub-division. #Khordha
1
7
23
8,033
Cyclone Update: Konark Sun Temple Closed In view of Cyclone Akvan, the Sun Temple, Konark and the Archaeological Museum, Konark will remain closed from 19 November 2026 to 21 November 2026 in public interest, as per the order issued by the Archaeological Survey of India, Puri Circle, Bhubaneswar. Tourists and visitors are requested to cooperate and avoid visiting during this period. Stay alert, stay safe. #KonarkSunTemple #CycloneAkvan
1
9
2
55
8,732