ଲୋକଙ୍କ ସରକାରରେ ବୃଦ୍ଧବୃଦ୍ଧାଙ୍କ ସମ୍ମାନ ଓ ସାମାଜିକ ସୁରକ୍ଷାକୁ ଦିଆଯାଉଛି ସର୍ବାଧିକ ଗୁରୁତ୍ୱ। କୋଟା ବ୍ୟବସ୍ଥାର ଅନ୍ତ ଘଟାଇ ଏଣିକି ଯୋଗ୍ୟତା ଆଧାରରେ ଭତ୍ତା ପ୍ରଦାନ କରାଯାଉଛି, ଫଳରେ ଯୋଗ୍ୟ ବୃଦ୍ଧବୃଦ୍ଧାଙ୍କୁ ଆଉ ବର୍ଷ ବର୍ଷ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ସେହିପରି ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ଓ ରୋଜଗାରର ସୁଯୋଗ ସୃଷ୍ଟି କରି ସେମାନଙ୍କୁ ଆତ୍ମନିର୍ଭର କରିବା ଦିଗରେ ଆଗେଇ ଚାଲିଛନ୍ତି ଲୋକଙ୍କ ସରକାର।
Social security for the elderly remains a priority. Pension access is now based on eligibility, not quotas, while employment and livelihood opportunities are being expanded to empower the youth.
#PensionForAll
#କଥାଦେଇକଥାରଖିଲେ #ଭତ୍ତାପାଇଁଅପେକ୍ଷାରଯୁଗଶେଷ #promisedelivered
#PensionSaturation
ବୃଦ୍ଧବୃଦ୍ଧା, ବିଧବା ଓ ଦିବ୍ୟାଙ୍ଗଜନଙ୍କ ସାମାଜିକ ସୁରକ୍ଷାକୁ ଦିଆଯାଉଛି ଗୁରୁତ୍ୱ। ବିଜେଡ଼ି ସରକାରଙ୍କ ୨୪ ବର୍ଷର ଶାସନ କାଳରେ ଭତ୍ତା ପାଇବା ପାଇଁ ଜଣେ ହିତାଧିକାରୀଙ୍କୁ ଅନ୍ୟ ଜଣଙ୍କ ମୃତ୍ୟୁକୁ ଅପେକ୍ଷା କରିବାକୁ ପଡ଼ୁଥିବା କୋଟା ବ୍ୟବସ୍ଥାର ଅନ୍ତ ଘଟାଇଛନ୍ତି ବର୍ତ୍ତମାନର ଲୋକଙ୍କ ସରକାର। ଏଣିକି କୋଟା ନୁହେଁ, ଯୋଗ୍ୟତା ଆଧାରରେ ୬୦ ବର୍ଷରୁ ଊର୍ଦ୍ଧ୍ୱ କୌଣସି ଯୋଗ୍ୟ ବ୍ୟକ୍ତିଙ୍କୁ ଭତ୍ତା ପାଇବାରୁ କେହି ବଞ୍ଚିତ କରିପାରିବେ ନାହିଁ।
The pension quota system that forced applicants to wait for another beneficiary’s death during BJD’s 24-year rule has been abolished. Now, every eligible person aged 60 and above can receive a pension without quota-based restrictions.
#PensionForAll
#କଥାଦେଇକଥାରଖିଲେ #ଭତ୍ତାପାଇଁଅପେକ୍ଷାରଯୁଗଶେଷ #promisedelivered
#PensionSaturation
ଆଜି ବାଲେଶ୍ୱରର ମାଟିରୁ ଓଡ଼ିଶାର ସାମାଜିକ ସୁରକ୍ଷା ଇତିହାସରେ ଏକ ନୂତନ ଯୁଗର ଶୁଭାରମ୍ଭ ହୋଇଛି । ଦୀର୍ଘ ବର୍ଷ ଧରି ପୂର୍ବ ସରକାରଙ୍କ ଦ୍ୱାରା ଭତ୍ତା ପ୍ରଦାନ ବ୍ୟବସ୍ଥାରେ ଲଦି ଦିଆଯାଇଥିବା ଅତ୍ୟନ୍ତ କ୍ରୂର, ସମ୍ବେଦନହୀନ ଓ ଅମାନବୀୟ କୋଟା ବ୍ୟବସ୍ଥାକୁ ଆମେ ସବୁଦିନ ପାଇଁ ଉଚ୍ଛେଦ କରିଛୁ । ଜଣେ ବ୍ୟକ୍ତି ଭତ୍ତା ପାଇବା ପାଇଁ ଆଉ ଜଣଙ୍କ ମରଣକୁ ଅପେକ୍ଷା କରି ରହିବା ଭଳି ଲଜ୍ଜାଜନକ ବ୍ୟବସ୍ଥାର ଅବସାନ ଘଟାଇ ଆଜି ଗୋଟିଏ ଦିନରେ, ବର୍ଷ ବର୍ଷ ଧରି ନିଜ ଅଧିକାରରୁ ବଞ୍ଚିତ ଥିବା ୫ ଲକ୍ଷ ୫ ହଜାରରୁ ଊର୍ଦ୍ଧ୍ୱ ଯୋଗ୍ୟ ବ୍ୟକ୍ତିଙ୍କୁ ମଧୁବାବୁ ପେନସନ ଯୋଜନାରେ ସାମିଲ କରାଗଲା । ରାଜ୍ୟର ସବୁ ଯୋଗ୍ୟ ବ୍ୟକ୍ତିଙ୍କ ଅଧିକାରକୁ ସମ୍ମାନ ଜଣାଇ ସାମାଜିକ ସୁରକ୍ଷାର ଶତପ୍ରତିଶତ ସମ୍ପୂର୍ଣ୍ଣତା (Saturation) ହାସଲ ସହ ନୂତନ UPMP ପୋର୍ଟାଲ ମାଧ୍ୟମରେ ସମଗ୍ର ବ୍ୟବସ୍ଥାକୁ ସ୍ୱଚ୍ଛ, ଦୁର୍ନୀତିମୁକ୍ତ ଓ ସରଳ କରାଯାଇଛି, ଯେଉଁଥିରେ ଆବେଦନର ପର ମାସରୁ ହିଁ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ ହାତକୁ ସିଧାସଳଖ ତାଙ୍କ ପ୍ରାପ୍ୟ ପହଞ୍ଚିବ ।
କଲ୍ୟାଣକାରୀ ଶାସନର ଏହି ଦୃଢ଼ ସଂକଳ୍ପ ସହିତ ଆଜି ବାଲେଶ୍ୱରର ବିକାଶକୁ ନୂତନ ଗତି ଦେବା ପାଇଁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କରାଗଲା, ଯାହା ଜିଲ୍ଲାର ସ୍ୱାସ୍ଥ୍ୟ, ନଗର ଉନ୍ନୟନ ଓ ଯୋଗାଯୋଗ କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ । ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ମାର୍ଗଦର୍ଶନରେ ଆମ ଡବଲ ଇଞ୍ଜିନ ସରକାର ଅସହାୟ, ଗରିବ, କୃଷକ ଓ ମହିଳାଙ୍କ ସ୍ୱାର୍ଥରକ୍ଷା ତଥା ଏକ ସଶକ୍ତ ଓ ବିକଶିତ ଓଡ଼ିଶା ଗଠନ ପାଇଁ ଅତୁଟ ପ୍ରତିବଦ୍ଧତାର ସହ ଆଗକୁ ବଢ଼ୁଛନ୍ତି ।
Joined the launch of the Social Security Pension Saturation Initiative and Unified Pension Management Portal in Balasore, marking the abolition of pension quota restrictions and the enrolment of additional eligible beneficiaries under the Madhu Babu Pension Yojana. Also inaugurated and laid foundation stones for several developmental projects across healthcare, urban development and infrastructure. Guided by Hon’ble Prime Minister Shri Narendra Modi Ji, the Government of Odisha remains committed to inclusive welfare and dignified service delivery for every eligible citizen.
#PensionForAll
#କଥାଦେଇକଥାରଖିଲେ #ଭତ୍ତାପାଇଁଅପେକ୍ଷାରଯୁଗଶେଷ #promisedelivered
#PensionSaturation
ପୂର୍ବ ସରକାରଙ୍କ ସମୟରେ ଭତ୍ତା ପ୍ରଦାନ ପାଇଁ ରହିଥିଲା କୋଟା ବ୍ୟବସ୍ଥା। ଯୋଗ୍ୟତା ଥାଇ ମଧ୍ୟ ହଜାର ହଜାର ବୃଦ୍ଧବୃଦ୍ଧାଙ୍କୁ ଭତ୍ତା ପାଇଁ ବର୍ଷ ବର୍ଷ ଅପେକ୍ଷା କରିବାକୁ ପଡ଼ୁଥିଲା। କିନ୍ତୁ ଲୋକଙ୍କ ସରକାରରେ ଏହି କୋଟା ବ୍ୟବସ୍ଥାର ଅନ୍ତ ଘଟିଛି। ଏଣିକି କୋଟା ନୁହେଁ, ଯୋଗ୍ୟତା ହିଁ ଭତ୍ତା ପ୍ରଦାନର ମାପଦଣ୍ଡ। ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ମିଳିବା ହିଁ ଲୋକଙ୍କ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା।
Under the previous government, a quota system kept thousands of eligible elderly people waiting for pensions for years. This system has now been abolished. Eligibility, not quotas, will determine pension access, ensuring every eligible beneficiary receives their pension.
On World Science Day, let us celebrate the spirit of scientific inquiry, innovation and discovery. May science continue to inspire young minds and drive progress towards a better, more sustainable future.
The decisions taken at the 49th State Cabinet meeting reaffirm our commitment to the welfare of the people and the all-round development of Odisha.
With focused initiatives in education, employment, agriculture, irrigation, energy infrastructure and governance, we are working towards creating greater opportunities, strengthening essential services and ensuring inclusive growth across the State.
#OdishaCabinet
ଅଗଣିତ କାର୍ଯ୍ୟକର୍ତ୍ତାଙ୍କ ପ୍ରେରଣାପୁଞ୍ଜ ଆଦରଣୀୟ ଦତ୍ତୋପନ୍ତ ଠେଙ୍ଗଡ଼ୀଜୀଙ୍କ ଜୟନ୍ତୀରେ ଭକ୍ତିପୂତ ପ୍ରଣାମ।
ରାଷ୍ଟ୍ର ନିର୍ମାଣ ସହ ଶ୍ରମିକ, କୃଷକ ଓ ଯୁବପିଢ଼ିଙ୍କ କଲ୍ୟାଣ ପାଇଁ ସମର୍ପିତ ତାଙ୍କ ଜୀବନ ଓ ଆଦର୍ଶ ସର୍ବଦା ଆମକୁ ପ୍ରେରଣା ଯୋଗାଉଥିବ।
‘ମାଣ୍ଡିଆ ଦିବସ’ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।
ମାଣ୍ଡିଆ ଆମ ଓଡ଼ିଶାର ଗୌରବ, ଆମ କୃଷକ ଭାଇଭଉଣୀଙ୍କ ପରିଶ୍ରମର ଫଳ ଏବଂ ଆମ ପାରମ୍ପରିକ ଖାଦ୍ୟ ସଂସ୍କୃତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଆସନ୍ତୁ, ମାଣ୍ଡିଆର ପ୍ରଚାର ପ୍ରସାର କରି ଏକ ସୁସ୍ଥ, ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ କରିବା।
ଓଡ଼ିଶାର ଜନସାଧାରଣଙ୍କ ସାମାଜିକ ସୁରକ୍ଷା ଓ ସମ୍ମାନଜନକ ଜୀବନଧାରଣକୁ ଆମ ସରକାର ସର୍ବଦା ସର୍ବୋଚ୍ଚ ପ୍ରାଥମିକତା ଦେଇ ଆସିଛନ୍ତି। ଭତ୍ତା ପାଇଁ ଦୀର୍ଘ ଦିନର ଅପେକ୍ଷା ଓ ଅସୁବିଧାକୁ ଦୂର କରିବା ଲାଗି ପ୍ରଶାସନିକ ବ୍ୟବସ୍ଥାରେ ଏକ ବଡ଼ ସଂସ୍କାର ଅଣାଯାଇ ଭତ୍ତା ପ୍ରଦାନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ, ସରଳ ଓ ସୁଗମ କରାଯାଇଛି।
ଚଳିତ ବଜେଟରେ ମଧୁବାବୁ ପେନସନ ଯୋଜନାରେ ପ୍ରତ୍ୟେକ ଯୋଗ୍ୟ ବ୍ୟକ୍ତିଙ୍କୁ ସାମିଲ କରିବା ପାଇଁ ମୁଁ ଯେଉଁ ଘୋଷଣା କରିଥିଲି, ଆଜି ତାହା ବାସ୍ତବ ରୂପ ନେବାକୁ ଯାଉଛି। ଏଣିକି ଆଉ ଭତ୍ତା ପାଇଁ ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ; ଆବେଦନ ମଞ୍ଜୁର ହେବାର ପରବର୍ତ୍ତୀ ମାସରୁ ହିଁ ଯୋଗ୍ୟ ହିତାଧିକାରୀଙ୍କୁ ସିଧାସଳଖ ତାଙ୍କ ପ୍ରାପ୍ୟ ପ୍ରଦାନ କରାଯିବ।
ଏହି କ୍ରମରେ ଆଜି ବାଲେଶ୍ୱରଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବର୍ଷ ବର୍ଷ ଧରି ଅପେକ୍ଷାରେ ଥିବା ରାଜ୍ୟର ଆଉ ୫ ଲକ୍ଷରୁ ଊର୍ଦ୍ଧ୍ଵ ଯୋଗ୍ୟ ବ୍ୟକ୍ତିଙ୍କୁ ମଧୁବାବୁ ପେନସନ ଯୋଜନାରେ ସାମିଲ କରିବା ସହ ଅକ୍ଟୋବର ମାସରୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ ପୂର୍ବକ ଏହି ନୂତନ ବ୍ୟବସ୍ଥାର ଶୁଭାରମ୍ଭ କରିବି।
#PensionForAll
#କଥାଦେଇକଥାରଖିଲେ #ଭତ୍ତାପାଇଁଅପେକ୍ଷାରଯୁଗଶେଷ #promisedelivered
A week of impactful decisions, people-centric initiatives and transformative developments, bringing Odisha closer to the vision of Viksit Odisha and Samruddha Odisha.
From strengthening disaster response and boosting investments to empowering farmers, improving urban mobility and advancing inclusive welfare, every step reflects a commitment to a prosperous and progressive Odisha.
Warm greetings to the people of Uttarakhand on Uttarakhand Sthapna Diwas.
Blessed with a rich cultural heritage, spiritual significance and breathtaking natural beauty, Uttarakhand holds a special place in the nation’s heart. May the state continue to advance on the path of development and prosperity, bringing new opportunities and greater well-being to its people.
@pushkardhami
@ukcmo
A century of dedication, a lifetime devoted to the nation.
As Bharat Ratna Shri Lal Krishna Advani Ji enters his 100th year, we reflect on an extraordinary journey defined by unwavering conviction, commitment to democratic values and selfless service to the nation.
His invaluable contribution to India's political and democratic journey, along with his lifelong dedication to nation-building, remains a source of inspiration for generations.
The Hon’ble Prime Minister Shri @narendramodi Ji beautifully reflects on Shri Advani Ji’s remarkable life, ideals and enduring legacy in this insightful article.
Today, 8th November, is a landmark day. Respected L.K. Advani Ji enters his hundredth year. On this special occasion, my greetings to him.
I’ve written an article in which I’ve highlighted his everlasting contribution to India.
I have recalled his journey, be it experiencing the horrors of Partition and rebuilding life from scratch, strengthening the Jana Sangh and building the BJP, standing up for democracy during the Emergency, leading the Somnath to Ayodhya Rath Yatra or serving the nation in government.
Have also written about other aspects of Advani Ji - the voracious reader, his love for culture and cinema, a prolific writer and more.
English - nm-4.com/COg761
हिंदी - nm-4.com/sIqV1v
Mohan Charan Majhi retweeted
A very special Diwali with our brave security forces in Bastar, Chhattisgarh. xitter.gq/i/broadcasts/2AMWbvLWX…
କେନ୍ଦୁଝର ସର୍କିଟ୍ ହାଉସ୍ଠାରେ ଜନସାଧାରଣଙ୍କ ସହ ପ୍ରତ୍ୟକ୍ଷ ଆଲୋଚନା କରି ସେମାନଙ୍କର ବିଭିନ୍ନ ସମସ୍ୟା ଓ ଅଭିଯୋଗ ଶୁଣିଲି। ସମସ୍ୟାଗୁଡ଼ିକର ଶୀଘ୍ର ଏବଂ ସଠିକ୍ ସମାଧାନ ନିମନ୍ତେ ସମ୍ପୃକ୍ତ ଅଧିକାରୀମାନଙ୍କୁ ତ୍ୱରିତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛି।
ଲୋକଙ୍କ ସୁଖ-ଦୁଃଖରେ ସାମିଲ ହୋଇ ସେମାନଙ୍କ ସେବା କରିବା ହିଁ ଆମ ସରକାରଙ୍କ ପ୍ରମୁଖ ସଂକଳ୍ପ ତଥା ସର୍ବୋଚ୍ଚ ପ୍ରାଥମିକତା।
Mohan Charan Majhi retweeted
Today, 8th November, is a landmark day. Respected L.K. Advani Ji enters his hundredth year. On this special occasion, my greetings to him.
I’ve written an article in which I’ve highlighted his everlasting contribution to India.
I have recalled his journey, be it experiencing the horrors of Partition and rebuilding life from scratch, strengthening the Jana Sangh and building the BJP, standing up for democracy during the Emergency, leading the Somnath to Ayodhya Rath Yatra or serving the nation in government.
Have also written about other aspects of Advani Ji - the voracious reader, his love for culture and cinema, a prolific writer and more.
English - nm-4.com/COg761
हिंदी - nm-4.com/sIqV1v
Rooted in a rich civilisational heritage, shaped by centuries of timeless art and architecture, and driven by the pride of Odia Asmita, Odisha is embracing a future of limitless possibilities.
From magnificent ancient temples to new frontiers of growth, Odisha invites the world to discover its legacy and be part of its rise.
Think India, Think Odisha.
#OdiaAsmita #OdishaTourism #ThinkIndiaThinkOdisha
Heartiest birthday wishes to Hon’ble Shri Lal Krishna Advani Ji.
Your lifelong dedication to the nation and unwavering commitment to your ideals continue to inspire generations. Your life and legacy remain a source of immense inspiration.
May Mahaprabhu Shri Jagannath bless you with good health, happiness and a long life.
Roots in the ground, eyes on the sky,
From mines to microchips, Odisha is flying high!
Watch the glow-up. Feel the beat. 🔊
#MinestoMicrochips

















