Pinned Tweet
ମୁଁ ଶ୍ରୀମତୀ ଶ୍ରାମ୍ବାଡୁ ମାଝୀ, ବୟସ ୮୦ ବର୍ଷ। ଗ୍ରାମ କ୍ରାଞ୍ଜା, ଗୁମା ପଞ୍ଚାୟତ, ତୁମୁଡ଼ିବନ୍ଧ ବ୍ଲକ୍, କନ୍ଧମାଳ। ମୁଁ ଜଣେ ଅସହାୟ ବିଧବା କୁଟିଆ କନ୍ଧ ମହିଳା। ମୋର କେହି ସାହାରା ନାହାନ୍ତି। ମାସକୁ ମାତ୍ର ₹୧,୦୦୦ ଭତ୍ତାରେ ଜୀବନ ବିତାଇବା ଅତ୍ୟନ୍ତ କଷ୍ଟକର ହେଉଛି।
ମୋର ଭତ୍ତା ବୃଦ୍ଧି କରି ₹୩,୫୦୦ ପ୍ରଦାନ କରିବାକୁ ସରକାରଙ୍କୁ ବାରମ୍ବାର ନିବେଦନ କରିଛି। ଦୟାକରି ମୋର ଅଭିଯୋଗର ତଦନ୍ତ କରି ଯୋଗ୍ୟତା ଅନୁଯାୟୀ ଭତ୍ତା ପ୍ରଦାନ ଓ ତୁରନ୍ତ ସହାୟତାର ବ୍ୟବସ୍ଥା କରନ୍ତୁ।
@CMO_Odisha @DMKandhamal @WCDOdisha @SCSTRTI_Odisha @SSEPD2
#TumudibandhBDO
#Odisha #PVTG #KutiaKandha #SocialSecurity
12 Baje 12 minute retweeted
Replying to @12_baje
Requesting concerned authorities to urgently look into her grievance, ensure her entitlement to social security benefits.
12 Baje 12 minute retweeted
Replying to @12_baje
ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ ତୁରନ୍ତ ତାଙ୍କ ବର୍ଦ୍ଧିତ ମୂଲ୍ୟ ଭତ୍ତା କରାଯାଉ
12 Baje 12 minute retweeted
#BrownToGreen – ପଡ଼ିଆରୁ ବଢ଼ିଆ
Hon’ble @KVSinghDeo1, promoting #SecondCropping is a vital step towards #SustainableAgriculture. Timely support through free seed distribution under the CRFM scheme is urgently needed, before paddy crop harvesting.
@krushibibhag
#ViksitBharat
12 Baje 12 minute retweeted
🌾 ମାନ୍ୟବର କୃଷି ମନ୍ତ୍ରୀ, ଓଡ଼ିଶା ସରକାର ଏବଂ କୃଷି ବିଭାଗଙ୍କୁ ଅନୁରୋଧ—ଚଳିତ ରବି ଋତୁରେ ଚାଷୀମାନଙ୍କୁ ଆବଶ୍ୟକୀୟ ବିହନ ସଠିକ୍ ସମୟରେ ଯୋଗାଇ ଦିଆଯାଉ। ବିହନ ବଣ୍ଟନରେ ବିଳମ୍ବ ଚାଷକୁ ପ୍ରଭାବିତ କରିବ। ତୁରନ୍ତ ପଦକ୍ଷେପ ନିଆଯାଉ।
@krushibibhag
@KVSinghDeo1
#OdishaAgriculture #RabiCrop #ଜୟଚାଷୀ
12 Baje 12 minute retweeted
ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ଢାଳେନ ଗ୍ରାମର ଚାଷୀ ରେଶ୍ମା ଭୋଇ ଧାନ ପରେ ଦ୍ୱିତୀୟ ଫସଲ ଭାବେ ଡାଲିଜାତୀୟ ଚାଷ କରିବାକୁ ଆଗ୍ରହୀ। ତେଣୁ @krushibibhag ତାଙ୍କୁ ଯଥାଶୀଘ୍ର ଡାଲିଜାତୀୟ ବିହନ ଯୋଗାଇ ଦେବାକୁ ଅନୁରୋଧ।
@DmSambalpur
@CMO_Odisha
@KVSinghDeo1
#BrownToGreen
#ପଡ଼ିଆରୁବଢ଼ିଆ #ଚାଷୀଙ୍କସ୍ୱର
12 Baje 12 minute retweeted
# Brown To Green -ପଡିଆ ରୁ ବଢିଆ
Hon'ble @KVSinghDeo1 please support farmers with free seed before 15th November start timely # Second cropping.
@KVSinghDeo1
@krushibibhag
@NandighoshaTV
@CMO_Odisha
#agriculture #Odisha
#sustainableAgriculture #SDGs
12 Baje 12 minute retweeted
କନ୍ଧମାଳରେ ଧାନ ପରବର୍ତ୍ତୀ ଚାଷକୁ ପ୍ରୋତ୍ସାହନ
BTG ଅଭିଯାନ ମାଧ୍ୟମରେ ଚାଷୀଙ୍କୁ ବିରି, ମୁଗ, ସୋରିଷ ଓ ମଟର ବିହନ ବଣ୍ଟନ ସହ ଚାଷ ପଦ୍ଧତି ଉପରେ ସଚେତନ କରାଯାଉଛି।
ଧାନ ପରେ ଜମି ପଡ଼ିଆ ନ ରଖି, ଫସଲ ବିବିଧକରଣ କରି ଆୟ ବଢ଼ାଇବା।
ଚାଷୀଙ୍କ ସମୃଦ୍ଧି,
#BTGCampaign #Kandhamal #PostRiceCultivation #FarmerAwareness
12 Baje 12 minute retweeted
Gobinda Murmu S/o Bhima Murmu from Khadikhania village of Mankadapada gp of Kaptipada block, is denied of admission in the school due to no Aadhar.
Request @SMEOdisha to ensure to take immediate action for solution.
#EducationForAll #AadharNotMandatory #RightToEducation #LSDG
12 Baje 12 minute retweeted
Rani Tudu, Resident of Charejtandi village, B.C.Pur GP, Khunta block, Mayurbhanj, has already applied her #WidowPension but still awaited. Request to concern authority @SSEPD2 kindly take necessary action.
@DM_Mayurbhanj @BDO_Khunta
#SocialSecurity #SocialJustice #Support
12 Baje 12 minute retweeted
Replying to @12_baje @CMO_Odisha
Please look into this video and listen. Kindly consider and take necessary action
12 Baje 12 minute retweeted
Replying to @12_baje
Respected concern authority, please look into matter and take necessary action immediate.
12 Baje 12 minute retweeted
Replying to @12_baje
Attention please look into this video and listen, kindly consider and take necessary action for this matter concerned Authorities and Government of Odisha.
12 Baje 12 minute retweeted
Replying to @12_baje
Respected concern authority, please look into matter & take necessary action immediate.
12 Baje 12 minute retweeted
Replying to @12_baje
Respected concern authority, please look into matter and take necessary action immediate.



















