AAP Odisha 🇮🇳 (@AAPOdisha) header
AAP Odisha 🇮🇳 (@AAPOdisha) profile picture

Official Handle of @aamaadmiparty Odisha.

Bhubaneswar
Joined April 2013
Photo by AAP Odisha 🇮🇳 (@AAPOdisha)Photo by AAP Odisha 🇮🇳 (@AAPOdisha)Photo by AAP Odisha 🇮🇳 (@AAPOdisha)Photo by AAP Odisha 🇮🇳 (@AAPOdisha)Photo by AAP Odisha 🇮🇳 (@AAPOdisha)Photo by AAP Odisha 🇮🇳 (@AAPOdisha)Photo by AAP Odisha 🇮🇳 (@AAPOdisha)Photo by AAP Odisha 🇮🇳 (@AAPOdisha)Photo by AAP Odisha 🇮🇳 (@AAPOdisha)Photo by AAP Odisha 🇮🇳 (@AAPOdisha)
ଆପ୍ ଓଡ଼ିଶା ରାଜ୍ୟ ସଭାପତି @nishimohapatra ଙ୍କର ଭୋଟରମାନଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ ସନ୍ଦେଶ। ଶୁଣନ୍ତୁ 👇
1
22
31
1,695
ଓଡିଶାରେ ଭୁଷୁଡି ଯାଇଛି ସ୍ୱାସ୍ଥ୍ୟସେବା, ଗୋଟିଏ ବାରଣ୍ଡାରୁ ଅନ୍ୟ ବାରଣ୍ଡାକୁ ଧାଉଁଛନ୍ତି ବୟସ୍କ, କିନ୍ତୁ ଏ ଅପାରଗ ସରକାର ମିଛ ପ୍ରଚାରରେ ବ୍ୟସ୍ତ, ଦେଖନ୍ତୁ ଏହି ରିପୋର୍ଟ
2
2
67
ଅପାରଗ ବିଜେପି ସରକାର ପେଟକୁ ନଦେଇ ପିଠିକୁ ମାରୁଛି😢
2
5
164
ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଏବଂ ବୋଇତ ବନ୍ଦାଣ ଉପଲକ୍ଷେ ଓଡିଶାବାସୀଙ୍କୁ ଅଭିନନ୍ଦନ ଜଣାଇଲେ ଆପ୍ ଓଡ଼ିଶା ରାଜ୍ୟ ସଭାପତି @nishimohapatra
4
6
150
"ଆ କା ମା ବୈ, ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧରମ ମୋର" ପୁଣ୍ୟ ମାସ କାର୍ତ୍ତିକ ମାସର ପୂର୍ଣ୍ଣିମା ଏବଂ ବୋଇତ ବନ୍ଦାଣ ଉପଲକ୍ଷେ ଅଗଣିତ ଓଡିଶାବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ।🙏
4
6
178
💛🇮🇳 ପୁରୀ ଉଦୟ – ପରିବର୍ତ୍ତନର ନୂଆ ସୂର୍ଯ୍ୟୋଦୟ 🇮🇳💛 ଏହା କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ଏହା ହେଉଛି ଏକ ନୂଆ ଆଶା, ନୂଆ ସଂକଳ୍ପ ଓ ନୂଆ ପରିବର୍ତ୍ତନର ଆହ୍ୱାନ। ଯେଉଁ ପୁରୀ ଆଧ୍ୟାତ୍ମିକତା ଓ ଐତିହ୍ୟର ପରିଚୟ, ସେହି ପୁରୀକୁ ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର, ସ୍ୱଚ୍ଛ ରାଜନୀତି ଓ ଜନସାଧାରଣଙ୍କ ଅଧିକାର କ୍ଷେତ୍ରରେ ଏକ ନୂଆ ପରିଚୟ ଦେବା ହେଉଛି ଆମ୍ ଆଦ୍‌ମୀ ପାର୍ଟିର ସଂକଳ୍ପ। 'ପୁରୀ ଉଦୟ' ହେଉଛି ସେହି ସ୍ୱପ୍ନର ଆରମ୍ଭ, ଯେଉଁଠି ପରିବର୍ତ୍ତନର ସ୍ୱର ହେବ ଜନସାଧାରଣଙ୍କ ସ୍ୱର, ଆଉ ବିକାଶର ଆଧାର ହେବ ଲୋକଙ୍କ ଭାଗିଦାରୀ। ଆସନ୍ତୁ, ଏକାଠି ହେବା, ଏକ ନୂଆ ପୁରୀ ଗଢ଼ିବାର ସଂକଳ୍ପ ନେବା। 🌅 ପୁରୀ ଉଦୟ – ନୂଆ ଆଶା, ନୂଆ ଦିଗ, ନୂଆ ସଂକଳ୍ପ! 📅 ୨୬ ନଭେମ୍ବର 📍 ମୁକ୍ତାକାଶ ରଙ୍ଗମଞ୍ଚ, ପୁରୀ
4
8
245
ଦେଶବାସୀଙ୍କୁ ଭ୍ରମିତ କରିବା ପାଇଁ ବଡ ବଡ ଭାଷଣ, କିନ୍ତୁ ହୃଦୟରେ ପାକିସ୍ଥାନ ପ୍ରେମ- ଏହା ଅଟେ ମୋଦୀଙ୍କ ରାଜନୀତି!
1
10
1
23
491
ଆପ୍ ସାଂସଦ @SanjayAzadSln ଏବଂ ଦିଲ୍ଲୀ ପ୍ରଦେଶ ଅଧ୍ୟକ୍ଷ @Saurabh_MLAgk କଲେ କେନ୍ଦ୍ର ସରକାରର ବଡ଼ ଦୁର୍ନୀତିର ମହାଖୁଲାସା!
7
13
250
ଜନତା ଦୁଃଖିତ, ନେତା କୋପିତ! ନେତା ନିର୍ବାଚନ ପୂର୍ବରୁ ଜନତାଙ୍କ ଗୋଡ ତଳେ ଲୋଟିଯାଏ। ଥରେ ମୋତେ ଭୋଟ ଦିଅ ତମର ସବୁ ଦୁଃଖ ହରିବି, ସବୁ ସୁବିଧା କରିଦେବି। କିନ୍ତୁ ସେହି ନେତା ନିର୍ବାଚନ ଜିତି ସାରିଲା ପରେ ନିଜର ଅସଲ ଚରିତ୍ର ଦେଖାଏ। ଯେଉଁ ଜନତାଙ୍କୁ ପ୍ରତିଶ୍ରୁତିର ଧୂଆଁବାଣ ଦେଇଥିଲା, ତାଙ୍କ ସହିତ କିଭଳି ବ୍ୟବହାର କରେ ଆପଣ ଜାଣିଛନ୍ତି?
1
7
1
11
277
ଦିନ ହେଉ କିମ୍ବା ରାତି ହେଉ, ଖରା ହେଉ କିମ୍ବା ବର୍ଷା ହେଉ ଆପଣମାନଙ୍କର ଏହି ମହାନ ସଂଘର୍ଷରେ ଆମ୍ ଆଦ୍‌ମୀ ପାର୍ଟିର ପ୍ରତ୍ୟେକ କାର୍ଯ୍ୟକର୍ତ୍ତା କାନ୍ଧକୁ କାନ୍ଧ ମିଶେଇ ସହଯୋଗ ଜାରି ରଖିବେ। ଏହି ସଂଘର୍ଷ ପଥେ ଗତକାଲି ବିଳମ୍ବିତ ରାତ୍ରିରେ ଆମ୍ ଆଦ୍‌ମୀ ପାର୍ଟିର ରାଜ୍ୟ ସଙ୍ଗଠନ ସମ୍ପାଦକ @d_sandiptaa ଆନ୍ଦୋଳନରତ କର୍ମଚାରୀମାନଙ୍କୁ ଭେଟି ବିଶଦ ଆଲୋଚନା କରିଥିଲେ।
2
6
12
293
ଆପଣ ଜାଣନ୍ତି ମୋଦୀଜୀ ଯେତେବେଳେ ଡରନ୍ତି, ସେତେବେଳେ କ'ଣ କରନ୍ତି?
8
13
273
ମହାକାର୍ତ୍ତିକର ଏହି ପବିତ୍ର ବଡ଼ ଓଷାରେ ମହାଦେବଙ୍କ ଆଶୀର୍ବାଦ ସର୍ବଦା ଆପଣଙ୍କ ଉପରେ ବରଷୁ ଥାଉ।🙏
6
11
207
ସ୍ୱାଧୀନତା ସଂଗ୍ରାମୀ, ସମାଜବାଦୀ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ ଅବସରରେ କୋଟି କୋଟି ପ୍ରଣାମ।🙏
6
13
307
ଯେମିତି ଗୁରୁ, ସେମିତି ଚେଲା 😂
1
15
44
1,341
ଦଳିତ ବୋଲି କ'ଣ ଏମାନଙ୍କର ଭଲରେ ବଞ୍ଚିବାର ଅଧିକାର ନାହିଁ?
1
10
17
337
TATA Power ଠାରୁ ଚାନ୍ଦା ନେଇ ତାର ଗୋଲାମୀ କରୁଛି ବିଜେପି ସରକାର ଆଉ ଠିକା କର୍ମଚାରୀମାନଙ୍କ ପେଟରେ ମିଳିତ ଭାବରେ ମାରୁଛନ୍ତି ଗୋଇଠା ।
2
11
22
360
ଆପ୍ ର ଚ୍ୟାଲେଞ୍ଜ -29💪🔥 ଦେଖନ୍ତୁ AC ହଲରେ ବସି ବାହାସ୍ପୋଟ ମାରୁଥିବା ମନ୍ତ୍ରୀଙ୍କ କଥାର ବାସ୍ତବିକତା।
13
15
311
ଓଡିଶାର ଆଇନ ବ୍ୟବସ୍ଥାକୁ ଧ୍ଵସ୍ତ କରିଦେଇଛି ବିଜେପି ସରକାର! ରାଜ୍ୟରେ ଆଇନ ବ୍ୟବସ୍ଥା ସମ୍ପୂର୍ଣ୍ଣ ନିଷ୍କ୍ରିୟ ହୋଇଯାଇଛି, ଆଉ ମହିଳା ସୁରକ୍ଷା ନାମରେ ବିଜେପି ସରକାର କେବଳ ପ୍ରଚାର କରୁଛି ସିନା ବାସ୍ତବିକତା ସମ୍ପୂର୍ଣ୍ଣ ଭିନ୍ନ। ପୂର୍ବରୁ କେବେ ଏପରି ଅସହିଷ୍ଣୁ, ଅମାନବୀୟ ଘଟଣା ଓଡିଶା କିମ୍ବା ଓଡିଶାବାସୀ ଦେଖି ନଥିଲେ। ଆଗରୁ କେବଳ ବିଜେପି ଶାସିତ ଉତ୍ତରପ୍ରଦେଶ, ବିହାର ଇତ୍ୟାଦି ରାଜ୍ୟରୁ ଆମେ ଏଭଳି ଖବର ଶୁଣିବାକୁ ପାଉଥିଲେ, କିନ୍ତୁ ଆଜି ଅରାଜକ ବିଜେପି ଶାସନରେ ଓଡିଶାରେ ପ୍ରତିଦିନ ଏଭଳି ଘଟଣା ଦେଖିବାକୁ ମିଳୁଛି।
9
21
379
ପ୍ରଚାରଜୀବୀ ସରକାର ସରପଞ୍ଚଙ୍କୁ କାମ କରିବାକୁ ଦେଉନି?
17
29
502
ବିଜେପି ସରକାରର ଏଭଳି ଅତ୍ୟାଚାର, ଅନୀତି ବିରୋଧରେ ଆମ୍ ଆଦ୍‌ମୀ ପାର୍ଟିର ପ୍ରତ୍ୟେକ କାର୍ଯ୍ୟକର୍ତ୍ତା TATA Powerର ଠିକା କର୍ମଚାରୀଙ୍କ ସହିତ କାନ୍ଧକୁ କାନ୍ଧ ମିଶେଇ ଛିଡା ହୋଇଛନ୍ତି।
1
13
21
359