DCP TRAFFIC, BHUBANESWAR-KATAKA retweeted
📢 ସର୍ବସାଧାରଣଙ୍କ ନିମନ୍ତେ ବିଜ୍ଞପ୍ତି 📢
ମାନ୍ୟବର ଭାରତର ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ଅବସରରେ ଟ୍ରାଫିକ୍ ବ୍ୟବସ୍ଥାକୁ ସୁଚାରୁରୂପେ ପରିଚାଳନା ନିମନ୍ତେ ଜାରି କରାଯାଇଥିବା ଟ୍ରାଫିକ୍ କଟକଣା ଓ ନିୟମାବଳୀ ପାଳନ କରିବାକୁ ଜନସାଧାରଣଙ୍କୁ ଅନୁରୋଧ।
ଆପଣଙ୍କ ସହଯୋଗ ଓ ସଚେତନତା କାମନା କରୁଛୁ।
କମିଶନରେଟ୍ ପୋଲିସ, ଭୁବନେଶ୍ୱର–କଟକ .
@odisha_police @dcpbbsr @dcp_cuttack @DCP_TRAFFIC @IPR_Odisha
DCP TRAFFIC, BHUBANESWAR-KATAKA retweeted
TRAFFIC ADVISORY | Visit of the Hon’ble Vice President of India to Odisha on 16.11.2026
@odisha_police @dcpbbsr @dcp_cuttack @IPR_Odisha
DCP TRAFFIC, BHUBANESWAR-KATAKA retweeted
Traffic Advisory for construction of two culverts will be undertaken on road from City Women’s College to Jagamara Square for period of 40(forty)days w.e.f. 5th July,2026 to 13th August 2026.
@odisha_police @dcpbbsr @IPR_Odisha @DMKhordha @BDA_BBSR @bmcbbsr @CRUT_BBSR
DCP TRAFFIC, BHUBANESWAR-KATAKA retweeted
Traffic Advisory in connection with repairing and rehabilitation work of Palaspalli ROB shall remain in force for a further period of 10 (ten) days from 03.07.2026 to 12.07.2026(both days inclusive).
@odisha_police @dcpbbsr @bmcbbsr @BDA_BBSR @DMKhordha @BSCL_BBSR @IPR_Odisha
DCP TRAFFIC, BHUBANESWAR-KATAKA retweeted
🚦ସଡକ ସୁରକ୍ଷା ପ୍ରତି ସମସ୍ତେ ଦାୟିତ୍ୱବାନ ହେବା ଆବଶ୍ୟକ |
ସମସ୍ତେ ଟ୍ରାଫିକ ନିୟମ ପାଳନ କରନ୍ତୁ, ✅
ହେଲମେଟ ଏବଂ ସିଟ ବେଲ୍ଟ ସବୁବେଳେ ପିନ୍ଧନ୍ତୁ ✅
ଦ୍ରୁତ ଗତିରେ ଗାଡି ଚଲାନ୍ତୁ ନାହିଁ ଏବଂ ଗାଡି ଚଳାଇବା ସମୟରେ ମୋବାଇଲ ଫୋନ ବ୍ୟବହାର କରନ୍ତୁ ନାହିଁ 🚫
#ସୁରକ୍ଷିତଭାବେଘରକୁଫେରନ୍ତୁ #ComeHomeSafe 🏠
#NationalRoadSafetyMonth #cpbbsrctc #TrafficAwareness
DCP TRAFFIC, BHUBANESWAR-KATAKA retweeted
ପବିତ୍ର ମକର ସଂକ୍ରାନ୍ତି ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। 🪁
ଏହି ଆନନ୍ଦର ପର୍ବକୁ ସୁରକ୍ଷିତ ଭାବେ ପାଳନ କରନ୍ତୁ। ଗୁଡ଼ି ଉଡ଼ାଇବା ସମୟରେ ନିଜର ଓ ଅନ୍ୟମାନଙ୍କ ସୁରକ୍ଷା ପ୍ରତି ସଜାଗ ରୁହନ୍ତୁ। ମନେରଖନ୍ତୁ, ଆପଣଙ୍କ ସୁରକ୍ଷା ହିଁ ଆମର ପ୍ରାଥମିକତା।
#MakarSankranti #CommissioneratePolice #cpbbsrctc #OdishaPolice
DCP TRAFFIC, BHUBANESWAR-KATAKA retweeted
ଦୁଇ ଚକିଆ ଧରି ବୁଲିବାକୁ ବାହାରୁଛନ୍ତି ତ ?
ଯାଆନ୍ତୁ, କିଛି ଅସୁବିଧା ନାହିଁ।
କିନ୍ତୁ ମୁଣ୍ଡରେ ଯଦି ହେଲମେଟ୍ ନାହିଁ, ତେବେ ସମସ୍ୟାଟି ସେଇଠି।
#WearHelmet
#RoadSafety
#Odisha
DCP TRAFFIC, BHUBANESWAR-KATAKA retweeted
ରାସ୍ତାରେ ଯିବାବେଳେ ସର୍ଟକଟ୍ ଆପଣାନ୍ତୁ ନାହିଁ କିମ୍ବା ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନ କରନ୍ତୁ ନାହିଁ
ଏହା ବୁଦ୍ଧିମାନର କାମ ନୁହେଁ, ଏହାଦ୍ୱାରା ଆପଣ ମୃତ୍ୟୁକୁ ଆମନ୍ତ୍ରଣ କରନ୍ତି
ସଚେତନ ଗାଡ଼ି ଚାଳକ ଭାବେ ସଡ଼କ ସୁରକ୍ଷାର ସମସ୍ତ ନିୟମ ପାଳନ କରନ୍ତୁ ।
#NoShortcutOnRoad #RoadSafety #ObeyTrafficRules #STAOdisha
DCP TRAFFIC, BHUBANESWAR-KATAKA retweeted
ଗାଡ଼ି ଚଳାଇବା ବେଳେ ସାମାନ୍ୟ ଅସାବଧାନତା ବଡ଼ ଦୁର୍ଘଟଣାର କାରଣ ହୋଇପାରେ।
ନିଜର ଓ ଅନ୍ୟମାନଙ୍କ ଜୀବନ ସୁରକ୍ଷା ପାଇଁ ସଚେତନ ରହିବା ସମସ୍ତଙ୍କ କର୍ତ୍ତବ୍ୟ।
ସଡ଼କ ସୁରକ୍ଷା ନିୟମ ମାନନ୍ତୁ, ଦୁର୍ଘଟଣାରୁ ଦୂରେଇ ରୁହନ୍ତୁ।
#NationalRoadSafetyMonth
#SadakSurakshaAbhiyan
#RoadSafety
#Odisha
#ComeHomeSafe
DCP TRAFFIC, BHUBANESWAR-KATAKA retweeted
Zero Hour should never be your Final Hour.
Choose life, Don’t drink and drive.
#DriveSober #ZeroHourAlert #RoadSafety #DontDrinkAndDrive #STAOdisha #SafeNewYear
DCP TRAFFIC, BHUBANESWAR-KATAKA retweeted
ମଦ୍ୟପାନ କରି ଗାଡ଼ି ଚଳାଇବା ଦ୍ୱାରା ଆପଣଙ୍କ ବହୁମୂଲ୍ୟ ଜୀବନ ବିପଦରେ ପଡ଼ିପାରେ
ଗାଡ଼ି ଚଳାଇବା ବେଳେ ଏଭଳି ଭୁଲ କରନ୍ତୁ ନାହିଁ
ଟ୍ରାଫିକ ନିୟମ ପାଳନ କରନ୍ତୁ, ସୁରକ୍ଷିତ ଯାତ୍ରାକୁ ଗୁରୁତ୍ୱ ଦିଅନ୍ତୁ
#DontDrinkAndDrive
#DriveSober
#RoadSafety
#DriveSafe
DCP TRAFFIC, BHUBANESWAR-KATAKA retweeted
ସଡ଼କ ଦୁର୍ଘଟଣା ହ୍ରାସ ଲକ୍ଷ୍ୟରେ ସଡ଼କ ସୁରକ୍ଷା ସଚେତନତାକୁ ବ୍ୟାପକ କରାଯାଉଛି ।
ଏହା ସହ ବିଭିନ୍ନ ସ୍ଥାନରେ, ବିଶେଷ କରି ପିକନିକ୍ ସ୍ଥଳିରେ RTO ମାନଙ୍କ ଦ୍ୱାରା ଏନଫୋର୍ସମେଣ୍ଟ ଜାରି ରହିଛି । ମଦ୍ୟପାନ, ବେଆଇନ ପାର୍କିଂ, ଦ୍ରୁତଗତି ତଥା ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉଛି ।
ଏହାସହ କୁହୁଡ଼ିକୁ ଦୃଷ୍ଟିରେ ରଖି ଅତ୍ୟନ୍ତ ସାବଧାନତାର ସହ ଗାଡ଼ି ଚଳାଇବାକୁ ଅନୁରୋଧ କରାଯାଉଛି ।
ସଡ଼କ ସୁରକ୍ଷା ନିୟମ ମାନନ୍ତୁ, ଦୁର୍ଘଟଣାରୁ ଦୂରେଇ ରୁହନ୍ତୁ ।
#Enforcement #RoadSafety #DriveSober #Odisha #ComeHomeSafe #FogAlert
DCP TRAFFIC, BHUBANESWAR-KATAKA retweeted
ଘନ କୁହୁଡ଼ି ସମୟରେ ଗାଡ଼ି ଚଲାନ୍ତୁ ନାହିଁ
ନିହାତି ଆବଶ୍ୟକ ଥିଲେ ଧ୍ୟାନ ଦିଅନ୍ତୁ:
-ଧୀରେ ଓ ସାବଧାନତାର ସହ ଗାଡ଼ି ଚଳାନ୍ତୁ
-ଗାଡ଼ି ପାର୍କିଂ ସମୟରେ ହାଜାର୍ଡ ଲାଇଟ୍ ବ୍ୟବହାର କରନ୍ତୁ
-ଆବଶ୍ୟକ ନଥିଲେ ଗାଡ଼ି ଓଭରଟେକ୍ କରନ୍ତୁ ନାହିଁ
-ଦ୍ରୁତଗତିରେ ଗାଡ଼ି ଚଳାନ୍ତୁ ନାହିଁ
-ହଠାତ୍ ଲେନ୍ ପରିବର୍ତ୍ତନ କରନ୍ତୁ ନାହିଁ
-ଗାଡ଼ି ଗାଡ଼ି ମଧ୍ୟରେ ସୁରକ୍ଷିତ ବ୍ୟବଧାନ ରଖନ୍ତୁ
#FogSafety #TravelAlert
#VisibilityMatters
#RoadSafety #Odisha
DCP TRAFFIC, BHUBANESWAR-KATAKA retweeted
କ୍ରିକେଟ୍ ହେଉ କି ସଡ଼କ
ହେଲମେଟ ହେଉଛି ସୁରକ୍ଷା କବଚ
ବାରବାଟୀରେ ଟିମ୍ ଇଣ୍ଡିଆକୁ ଚିଅର୍ କରିବାକୁ ଆସୁଥିବେ,
କିନ୍ତୁ ଷ୍ଟାଡିୟମ୍କୁ ଆସିବା ଉତ୍ସାହ ଭିତରେ ସଡ଼କ ସୁରକ୍ଷା ନିୟମ ଭୁଲିବେ ନାହିଁ
#CricketMatch
#BarabatiStadium #ObeyTrafficRules
#RoadSafety
DCP TRAFFIC, BHUBANESWAR-KATAKA retweeted
ବକେୟା ଥିବା ଟ୍ରାଫିକ ଇ-ଚାଲାଣ ପୈଠ କରନ୍ତୁ। OTS ଯୋଜନାରେ ଇ-ଚାଲାଣ ପୈଠ ପାଇଁ echallan.parivahan.gov.in ଭିଜିଟ୍ କରନ୍ତୁ ।
ଜରିମାନା ପୈଠ ନକଲେ ମୋଟର ଯାନ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ।
#Echallan #Odisha #OTS
DCP TRAFFIC, BHUBANESWAR-KATAKA retweeted
#IndiavSA #Preparatory_Meet
As the Twin Cities of Bhubaneswar and Cuttack gear up to host the cricket clash between #India and #SouthAfrica, Commissionerate Police convened a preparatory meeting, chaired by Police Commissioner Dr. Suresh Dev Dutt Singh, IPS along with Additional CP Shri Narasingh Bhol, IPS, and other senior officers from Bhubaneswar and Cuttack UPD.
Key stakeholders from Odisha Cricket Association (OCA), Airport authority, Fire, Medical and hospitality services also participated in the discussions.
We remain fully committed to ensure top-notch safety and a hassle-free experience for all spectators attending this cricketing spectacle.
#Cricket #IndiavSA #cpbbsrctc #Bhubaneswar #Cuttack
@odisha_police @dcp_cuttack @dcpbbsr @DCP_TRAFFIC @cricket_odisha @BCCI @ICC @ProteasMenCSA @IPR_Odisha











































