Đęvjęęt Đäšh🇮🇳 retweeted
ସ୍ନାନ ପୂର୍ଣ୍ଣିମାରେ ହାତୀ ବେଶରେ ଚତୁର୍ଦ୍ଧାମୂର୍ତ୍ତି 🙏🙏
#SnanaPurnima #ସ୍ନାନପୂର୍ଣ୍ଣିମା
Đęvjęęt Đäšh🇮🇳 retweeted
ଜୟ ଜଗନ୍ନାଥ 🙏🙏
#ସ୍ନାନଯାତ୍ରା #SnanaPurnima
Đęvjęęt Đäšh🇮🇳 retweeted
ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ର ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା 😍🙏
#ଦେବସ୍ନାନପୂର୍ଣ୍ଣିମା #SnanaPurnima
Đęvjęęt Đäšh🇮🇳 retweeted
ଅତୀତରେ ଶୀତଳଭଣ୍ଡାର ନଥିଲା(ଅବଶ୍ୟ ବର୍ତ୍ତମାନ ମଧ୍ୟ ନାହିଁ) ତଥାପି ଓଡ଼ିଆମାନେ ଖରାର ସଦୁପଯୋଗ କରି ଏବଂ ଭବିଷ୍ୟତକୁ ଆଖିଆଗରେ ରଖି ଅନେକ ଜିନିଷକୁ ସାଇତି କି ରଖୁଥିଲେ।ଶୁଖୁଆ ବିଷୟରେ ତ ଆପଣମାନେ ଜାଣିଥିବେ,ହେଲେ ପରିବାକୁ ଶୁଖେଇ ରଖିବା କଣ ଜାଣିଛନ୍ତି ?ଓଡ଼ିଶାର ପଶ୍ଚିମାଞ୍ଚଳରେ ଏହାକୁ "ସୁଲା" କୁହାଯାଏ
youtu.be/4pyNRYedYA8?si=hLCC…
Đęvjęęt Đäšh🇮🇳 retweeted
ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆପଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା 🙏
#ଅକ୍ଷୟତୃତୀୟା – at Puri, India
Đęvjęęt Đäšh🇮🇳 retweeted
Donate Blood Save Life!
#RedCrossBhavan #Bhubaneswar
Đęvjęęt Đäšh🇮🇳 retweeted
ପୁରୀ ପ୍ରସିଦ୍ଧ ପାରମ୍ପରିକ ପଣା "ହାତପାଣି"
#ଅଦା_ହାତପାଣି
#ଜାଇଫଳ_ହାତପାଣି
youtu.be/RuIPri_rf7E?si=iDhM…
#traditional #Summer #drink
#Puri #Odisha
Đęvjęęt Đäšh🇮🇳 retweeted
#ପଣା_ସଂକ୍ରାନ୍ତି_ବା_ମହାବିଷୁବ_ସଂକ୍ରାନ୍ତି
ପଣା ସଂକ୍ରାନ୍ତି (ମହାବିଷୁବ ସଂକ୍ରାନ୍ତି) ଓଡ଼ିଆ ନୂଆ ବର୍ଷ ଭାବରେ ପାଳନ କରାଯାଏ ।ଏହା ସାଧାରଣତଃ ଅପ୍ରେଲ ୧୪ (ବୈଶାଖ ୧) ତାରିଖରେ ପଡ଼େ । ଏହି ଦିନଠାରୁ ବସନ୍ତ ଋତୁର ଶେଷ ଓ ଗ୍ରୀଷ୍ମର ଆରମ୍ଭ ହୋଇଥାଏ । – at Puri, India
Đęvjęęt Đäšh🇮🇳 retweeted
ପବିତ୍ର ଶ୍ରୀରାମ ନବମୀ ର ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା 😍🙏
ଜୟ ଶ୍ରୀରାମ 🙏🙏
#RamNavami #RamNavami2025
Đęvjęęt Đäšh🇮🇳 retweeted
ଅଶୋକାଷ୍ଟମୀ ଦିନ ଅଶୋକ ଫୁଲକୁ ମହାଦେବଙ୍କ ନିକଟରେ ଲାଗି କରାଯାଇ,ତା'କୁ ପାଇବାର ବିଧି ଆମ ଓଡ଼ିଆ ଙ୍କର ରହିଛି ।ଆମ ଓଡ଼ିଆ ଘରେ ବିଭିନ୍ନ ପ୍ରକାରର ପିଠା ସବୁ ହେଇଥାଏ।ଅଶୋକ ଫୁଲରେ ତିଆରି ପିଠା ମଧ୍ୟ ବହୁତ ସୁଆଦିଆ ଲାଗିଥାଏ ।
#ପିଠା #Pitha
youtu.be/pN3CTmdE_-4?si=yYHv…
#Odiafood #state_flower_of_Odisha
Đęvjęęt Đäšh🇮🇳 retweeted
ପର୍ବପର୍ବାଣୀ ମାନଙ୍କରେ ଓଡ଼ିଶାର ଦକ୍ଷିଣାଞ୍ଚଳରେ ହେଉଥିବା "ରାଗଖେଚୁଡ଼ି" ।
#ଖେଚୁଡ଼ି #khechudi
#Odiafood
youtu.be/LOiIN9n2HyI?si=tf4m…
#special #HealthyFood
Đęvjęęt Đäšh🇮🇳 retweeted
କେତେ ଜୀବନ୍ତ ଛବିଟିଏ ସତରେ ! କିଏ କହିବ ଇଏ ମୁରୁଜ ଅଙ୍କା ଛବିଟିଏ ବୋଲି? ୟାକୁ ଆଙ୍କିଛନ୍ତି ମୁରୁଜରେ @D_pujabhatta ଜଣେ ସୁନ୍ଦର ପ୍ରତିଭା! ଏହିପରି କଳା ପ୍ରତି ସମର୍ପଣ ଜାରି ରହୁ। ଶୁଭେଚ୍ଛା! #ମୁରୁଜ #Rangoli #SugyaniBhatta
Đęvjęęt Đäšh🇮🇳 retweeted
ଦଶଦୋଳ ମେଳଣ 😍🤗
#Dompada
Đęvjęęt Đäšh🇮🇳 retweeted
ଗିଲିରି ଫୁଲରେ ପତ୍ରପୋଡ଼ା ।ବର୍ଷର କେବଳ ଅଳ୍ପ ସମୟ ପାଇଁ ଏହି ଫୁଲଟି ମିଳିଥାଏ ।
#Giliri #Girel #Giddi #Jhirel phula
#Seasonal #Odia #Food
#LocalCuisine
youtu.be/WxtQguH_E8E?si=2niq…
Đęvjęęt Đäšh🇮🇳 retweeted
#ପଦ୍ମାବତୀଙ୍କ_ଇଚ୍ଛା_ପୂରଣ_ହେଲା #ଶ୍ରୀଜଗନ୍ନାଥ_ହାତରେ_ନେଲେ_ତୁଳସୀମାଳ
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରହସ୍ୟ ଉନ୍ମୋଚନ କରିବା ସାମାନ୍ୟ ମଣିଷ ନିକଟରେ ସମ୍ପୂର୍ଣ୍ଣ ଅସମ୍ଭବ । ତାଙ୍କରି ଇଚ୍ଛା ବିନା କେହି ତାଙ୍କୁ ମଧ୍ୟ ଜାଣି ପାରନ୍ତି ନାହିଁ । ଲୀଳାମୟ ମହାପ୍ରଭୁ କେବଳ ଭାବର ଠାକୁର ଭାବଗ୍ରାହୀ ।
Đęvjęęt Đäšh🇮🇳 retweeted
#ପବିତ୍ର_ଧନୁ_ସଂକ୍ରାନ୍ତି_ଓ_ପହିଲିଭୋଗ
"ବଡ଼ଦେଉଳରେ ଲାଗିଛି ନାଟ
ନଇତି ପୁନିଅ ନଇତି ହାଟ"
ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ ଦ୍ଵାପର ଯୁଗରେ ମା’ ଯଶୋଦାଙ୍କ ପୁତ୍ର ବାତ୍ସଲ୍ୟ ତଥା ପୁତ୍ର ସ୍ନେହର ପ୍ରମାଣ ସ୍ୱରୂପ ରକ୍ମିଣୀ(ଲକ୍ଷ୍ମୀ) ପିତୃ ଗୃହକୁ ଗମନ ହେତୁ ମାତାଙ୍କର ପୁତ୍ର ସେବା ରୂପକ ‘ପହିଲି ଭୋଗ’ର ସୃଷ୍ଟି ହୋଇଛି ।
















































