
#ଡାକ୍ତର #ଓଡ଼ିଆ #ବାଲେଶ୍ୱରିଆ #ହିନ୍ଦୁ #ଖୁସମିଜାଜୀ #ଆପଣଙ୍କ_ବନ୍ଧୁ #ଝଗଡା_କରନ୍ତୁନି #ଶାଳୀନତା_ରଖନ୍ତୁ #ହସ_ବାଣ୍ଟନ୍ତୁ #ଜୟଜଗନ୍ନାଥ🙏 एको अहं,द्वितीयो नास्ति,न भूतो न भविष्यति
Bharat
Joined November 2012
- Tweets114K
- Following418
- Followers10.6K
- Likes303K
Pinned Tweet
ଟ୍ୱିଟରରେ ଲୋକସମ୍ପର୍କ ସ୍ଥାପନ କରନ୍ତୁ...ଖୁସି ବାଣ୍ଟନ୍ତୁ | ଯଦି ଆପଣଙ୍କୁ କେହି ଭଲ ନ ଲାଗୁଛି, mute/block/ignore କରି ଆଗେଇ ଚାଲନ୍ତୁ | ଅଯଥା Msg କରି ଖରାପ ଭାଷାରେ ଗାଳିଗୁଲଜ କରନ୍ତୁ ନାହିଁ | ନିଜର ଶାଳୀନତା ରକ୍ଷା କରନ୍ତୁ | ବଡ଼ମାନଙ୍କୁ ସମ୍ମାନ କରନ୍ତୁ, ସାନମାନଙ୍କୁ ଭଲପାଆନ୍ତୁ😊🙏
#ସାମ୍ପ୍ରତିକୀ #ମୋ_ମତ #HappyLife
Raliv, Galiv, ya Chaliv !
“1990 Kashmiri Pandits Exodus” happened under the careful watch of the then CM Farooq Abdullah.
2026- A Kashmiri Pandit Women marrying Farooq kaa Beta. Is it Love or Raliv !!!
#JustAsking
ଗାଁ ଡାକ୍ତର👨⚕️💉💊 retweeted
Remember Ganga, the rhino rescued from the Brahmaputra floods? She's now a granny.
Her daughter, Ganga-A, has given birth to an adorable calf at Manas National Park.
One rescued rhino has become three generations thriving in the wild. That's what conservation looks like
ଗାଁ ଡାକ୍ତର👨⚕️💉💊 retweeted
दिव्य दीपोत्सव की प्रतीक्षा में सजी भव्य राम नगरी
दीपावली के पावन पर्व पर अपने आराध्य प्रभु श्रीराम के स्वागत में संपूर्ण श्रीराम जन्मभूमि परिसर अलौकिक आभा से दमक रहा है। आधुनिक रोशनी से जगमगाते भव्य मंदिर की छटा मन मोह लेने वाली है। आइए, इस पावन बेला पर श्रद्धा का एक दीप आप भी प्रज्वलित करें।
फोटो - श्रीराम जन्मभूमि तीर्थ क्षेत्र ट्रस्ट, अयोध्या
ଗାଁ ଡାକ୍ତର👨⚕️💉💊 retweeted
୩ ବର୍ଷ ହେଲା କାମ ସରିଛି, ହେଲେ ଦୁଇ ମାଲିକ ସଂଘର ଟଣାଓଟରାରେ ଯାତ୍ରୀ ହନ୍ତସନ୍ତ, ଆଉ ବସ୍ଷ୍ଟାଣ୍ଡ ଅଳିଆରେ ଭର୍ତ୍ତି!
ଲୋକଙ୍କ ଟଙ୍କାରେ ବସ୍ଷ୍ଟାଣ୍ଡ, ଏଠି ଦାୟିତ୍ୱ ନେବାକୁ କେହି ନାହାନ୍ତ, ସମସ୍ତେ ଚୁପ୍ ?
ଲୋକଙ୍କ ପ୍ରଶ୍ନ; ଦାୟିତ୍ୱ କାହାର? ଏହା କେବେ କାର୍ଯ୍ୟକ୍ଷମ ହେବ?
@DMBaleshwar @manaskumardutta
@pcsarangi
#କୋମାରେ_ବସ୍ଷ୍ଟାଣ୍ଡ
ବିବାଦ ଘେରରେ ବାଲେଶ୍ବର ଅତ୍ୟାଧୁନିକ ବସ୍ଷ୍ଟାଣ୍ଡ । ଦୁଇ ମାଲିକ ସଂଘ ବିବାଦରୁ ହନ୍ତସନ୍ତ ହେଉଛନ୍ତି ଯାତ୍ରୀ । ୩ ବର୍ଷ ହେଲା କାମ ସରିଲାଣି, ହୋଇପାରୁନି କାର୍ଯ୍ୟକ୍ଷମ । ଅଳିଆ ଆବର୍ଜନାରେ ଭର୍ତ୍ତି ପରିସର
#BusStand #Odisha #KanakNews #Balasore
Our Hero, Capt. Smit Machchhar 🫡
#SmitMachchhar
ରାଜ୍ୟ ସରକାରଙ୍କ କର୍ମଚାରୀମାନଙ୍କୁ କେବେ ଏଇ ଦୀପାବଳି ଭେଟି ମିଳିବ 🥺🙏
@CMO_Odisha @PIBodisha @eit_
@srrashmi1.... Bade khush to honge aaj aap🧐
#କେନ୍ଦ୍ରୀୟ_କର୍ମଚାରୀଙ୍କ_DA_୩ପ୍ରତିଶତ_ବଢ଼ିଲା
-କେନ୍ଦ୍ରୀୟ କର୍ମଚାରୀଙ୍କ DA ୩% ବୃଦ୍ଧି କଲେ କେନ୍ଦ୍ର ସରକାର
-ଗତ ଏପ୍ରିଲ୍ରେ କେନ୍ଦ୍ରୀୟ କର୍ମଚାରୀଙ୍କ DA ୨% ବଢ଼ିଥିଲା
-ମୂଦ୍ରାସ୍ଫିତିକୁ ଦେଖି ବର୍ଷକୁ ୨ଥର DA ବୃଦ୍ଧି କଲେ ସରକାର
#DearnessAllowance #DAHike #CentralGovernmentEmployees #GovernmentEmployees #OTV
ଯୋଉଁ ଲୋକ ଆଗରୁ ନେତା ହେଇକି ସାଧାରଣ ଲୋକଙ୍କ ସହ ବସାଉଠା କରନ୍ତି...ପ୍ରଧାନମନ୍ତ୍ରୀ/ମୁଖ୍ୟମନ୍ତ୍ରୀ ହେଲାପରେ ତାଙ୍କ ପାଇଁ ରାସ୍ତା ସବୁ ଘଣ୍ଟା ଘଣ୍ଟା ବନ୍ଦ ରହେ । ଶହେଟି ଗାଡ଼ି ଧରି ଅଯଥା ରାଜକୋଷ ନଷ୍ଟ କରନ୍ତି ।
ହାୟ ରେ ଦୁନିଆ !
ଆମ ଭାରତରେ ଏଇ VVIP Culture କେବେ ସରିବ🥲
ଭାରତର ଚା' ଉତ୍ପାଦନର ~୫୫% ଭାଗ ଦେଉଥିବା ରାଜ୍ୟର ଏକ ଚା ବଗିଚା ଭିତରେ ଏକ ହାଲୁକା ମୁହୁର୍ତ୍ତରେ🥰
Tribute to the Legend #ZubeenGarg for this beautiful song 💐🙏🏻
Finally an Indian Minister who is arguing with those clown Goras in a roundtable debate👏🏻👏🏻@PiyushGoyal .
#WATCH | Berlin, Germany | Union Minister Piyush Goyal says, "Who's responsible for this mess in the first place? Where did the ozone layer get damaged? Who sent all that carbon into the atmosphere?... I represent 17% of the world's population, but my contribution to global carbon emissions is less than 3%. You (Europe) represent probably 3% or 4% of the world's population, yet your contribution to those carbon emissions—or this mess—is humongous...The problem was caused by you...Even today, as we sit here, my per capita contribution to carbon emissions is probably less than 10% or 15% of yours. Even today, Europe's per capita contribution to carbon emissions—and its per capita environmental impact—is probably seven or eight times that of India...I'm representing 17% of the world's population, and I am more conscious of waste and the circular economy. I also have to meet the needs of 1.4 billion people. I have to meet their energy needs, their food needs, and ensure that my nation remains secure. Despite all of that, we have one of the world's fastest-growing clean energy programmes..."
(Source: Piyush Goyal Social Media Page)
ଗାଁ ଡାକ୍ତର👨⚕️💉💊 retweeted
One thing I am REALLY impressed with in Meghalaya is the cleanliness. The entire state is clean. Japan level cleanliness. Even on Forest trails, there are these cute bamboo trash cans and people actually use them in the smallest of villages. Locals gently remind tourists to use them as well. It is a culture of cleanliness. I wish the rest of India learns something from this. @SangmaConrad
ପୂଜା ଅନ୍ତେ ରାମେଶ୍ୱର ମନ୍ଦିରରେ ପ୍ରସାଦ ସେବନ 🙏🏻
#ବିଜୟାଦଶମୀ
ଅକାଳ ବୋଧନୀ ମା'ଙ୍କର ମୃଣ୍ମୟୀ ବିଜୟା ଦଶମୀ ପୂଜାରମ୍ଭ 🙏🏻
#ବିଜୟାଦଶମୀ_୨୦୨୬
ଯିଏ ଯିଏ କାଲି "ନିଜ ଭିତରର ରାବଣ"କୁ ପୋଡ଼ିଛନ୍ତି, ସେମାନେ ଆଜି ସକାଳୁ "ଅଗି ଶୀତଳିବାକୁ" ଗଲଣି ନା ନାହିଁ 🫣🥹
#ବିଜୟାଦଶମୀ #Dusshera2026
ଆଜିକାଲି ଆଉ କେହି "ନିଜ ଭିତରର ରାବଣ"କୁ ମାରୁନାହାନ୍ତି ବୋଧେ !!
ସକାଳୁ ଠୁ କାହିଁ ସେଇସବୁ ମେସେଜ ଆସିନି 🥲
#ବିଜୟାଦଶମୀ #ଦଶହରା
ଦଶହରା ଛୁଟିର ପଇସା ଉଠିଲା… “ମେଦିନୀଶିଳା ଜଳପ୍ରପାତ”🤗
ନୀଳଗିରି-କପ୍ତିପଦା ରାସ୍ତାରେ ଛତ୍ରପୁର ଛକରୁ ବାମପଟେ କିଛି ଦୂର ଗଲେ ବାରାଖେଦା ଗାଁ ମୁଣ୍ଡରେ ପଡ଼ିବ ଏଇ ସୁନ୍ଦର ଛୋଟିଆ ଜଳପ୍ରପାତଟି । ଗାଧେଇବା/ବଣଭୋଜି କରିବାରେ ଅସଲ ମଜା ଆସିବ । ଉପର ଚଚରାରେ ଗାଧେଇବା ମଜା ଆହୁରି ଅଲଗା 😎
Sorry for the U/A Picture😂🙏🏻
ବହୁତ କମ୍ ପାଦଚଲା ଲୋକ ଏମିତି ଫାଟକ ପାଖେ ଅଟକନ୍ତି !
#CivicSense






























