DM Kataka (@KatakaDM) header
DM Kataka (@KatakaDM) profile picture

Official Account of Collector & District Magistrate, Kataka. presently Shri. Dattatraya B Shinde,IAS.

Kataka, India
Joined June 2017
Photo by DM Kataka (@KatakaDM)Photo by DM Kataka (@KatakaDM)Photo by DM Kataka (@KatakaDM)Photo by DM Kataka (@KatakaDM)Photo by DM Kataka (@KatakaDM)Photo by DM Kataka (@KatakaDM)Photo by DM Kataka (@KatakaDM)Photo by DM Kataka (@KatakaDM)Photo by DM Kataka (@KatakaDM)Photo by DM Kataka (@KatakaDM)
RT @katakabalijatra: The Bali Jatra 2026 celebrations are taking shape! The ceremonial chariot is all set to bring the festive spirit to…
1
471
ପ୍ରାକୃତିକ ବିପର୍ଯ୍ୟୟ କେତେବେଳେ ବି ଆସିପାରେ, ତେଣୁ ବାତ୍ୟା ସମୟରେ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରି ନିଜର ଏବଂ ନିଜ ପରିବାରର ସୁରକ୍ଷା ସୁନିଶ୍ଚିତ କରନ୍ତୁ। ବିଦ୍ୟୁତ୍ ସମ୍ବନ୍ଧୀୟ ଯେକୌଣସି ସହାୟତା ପାଇଁ ଆମର ଟୋଲ୍-ଫ୍ରି ନମ୍ବର ୧୯୧୨ / ୧୮୦୦-୨୦୨୭ (1912 / 1800-2027) ରେ ଯୋଗାଯୋଗ କରନ୍ତୁ। #CycloneAkvan #StaySafe @CMO_Odisha @TataPower @SecyChief @IPR_Odisha @OPTCL_Odisha @OPGC_ODISHA @GridcoOdisha @KVSinghDeo1 @SRC_Odisha
2
3
7
1,452
ସାଧବ ପରମ୍ପରା ଆଉ ଓଡ଼ିଆ ଅସ୍ମିତାର ମହାଉତ୍ସବକୁ ଆଉ ମାତ୍ର ୫ ଦିନ! ଆମ ଐତିହ୍ୟ, ଆମ ଗର୍ବ... ଐତିହାସିକ ବାଲିଯାତ୍ରା କଟକ ୨୦୨୬! #Balijatra2026 #HistoricBalijatra #HistoricBalijatraKataka2026  #Kataka  Historic Balijatra Kataka 2026, Odisha's Glorious Maritime Legacy,OdiaCulture,IndianHeritage
1
2
17
456
ଆପଣଙ୍କ ସୁରକ୍ଷା, ଆମର ପ୍ରାଥମିକତା। ଝଡ଼ ବର୍ଷା ଓ ବାତ୍ୟା ସମୟରେ କୌଣସି ବୈଦ୍ୟୁତିକ ଉପକରଣ ବ୍ୟବହାର କରନ୍ତୁ ନାହିଁ। ପୂର୍ବରୁ ବ୍ୟାଟେରୀ ଚାଳିତ ଟର୍ଚ୍ଚ ଲାଇଟ୍, ମୋବାଇଲ ଫୋନ୍ ଆଦି ଚାର୍ଜ କରି ରଖନ୍ତୁ। ନଦୀ, ନାଳ, ଝରଣା, ସମୁଦ୍ର ତଥା ଯେକୌଣସି ଜଳାଶୟଠାରୁ ସୁରକ୍ଷିତ ଦୂରତା ଅବଲମ୍ବନ କରନ୍ତୁ। ନିଜେ ସଚେତନ ହେବା ସହ ଅନ୍ୟକୁ ସତର୍କ କରନ୍ତୁ। #TPCODL #CyclonePreparedness #CycloneAkvan #StaySafe #ForYouWithYouAlways @CMO_Odisha @TataPower @SecyChief @IPR_Odisha @OPTCL_Odisha @OPGC_ODISHA @GridcoOdisha @KVSinghDeo1 @EnergyOdisha @rdmodisha
2
5
4
727
The Ultimate Balijatra Starter Pack is here! ଖାଦ୍ୟ, ମସ୍ତି, କିଣାକିଣି ଆଉ ସେଲ୍ଫି ବିନା କ'ଣ ବାଲିଯାତ୍ରା ସମ୍ପୂର୍ଣ୍ଣ ହୋଇପାରିବ? ଗରମ ଠୁଙ୍କାପୁରି ଖାଇବା ଠାରୁ ଆରମ୍ଭ କରି ପଲ୍ଲୀଶ୍ରୀ ମେଳାରେ ସପିଂ ଆଉ ବିଶାଳ ତୋରଣ ଆଗରେ ସେଲ୍ଫି ନେବା ପର୍ଯ୍ୟନ୍ତ... ଏହା ହିଁ ତ ଆମ ବାଲିଯାତ୍ରାର ପ୍ରକୃତ Vibe! 🤩 #Balijatra2026 #HistoricBalijatra #HistoricBalijatraKataka2026  #Kataka  Historic Balijatra Kataka 2026, Odisha's Glorious Maritime Legacy,OdiaCulture
1
15
420
ଐତିହାସିକ ବାଲିଯାତ୍ରା କଟକ –୨୦୨୬ର ବ୍ୟାପକ ପ୍ରଚାର ପ୍ରସାର ନିମନ୍ତେ କଟକ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ବୈଷ୍ଣବ ପାଣି ମଞ୍ଚ ସମ୍ମୁଖରୁ ପ୍ରଜ୍ଞାପନ ରଥର ଶୁଭାରମ୍ଭ କରିଛନ୍ତି। ଏହି ରଥ ବିଭିନ୍ନ ଜିଲ୍ଲା ପରିକ୍ରମା କରି ବାଲିଯାତ୍ରାର ଐତିହ୍ୟ ଓ ସାଂସ୍କୃତିକ ଗୌରବର ବାର୍ତ୍ତା ପ୍ରସାର କରିବ। Collector & DM, Kataka, flagged off a publicity tableau at Baishnaba Pani Mancha to promote the Historic Balijatra Kataka 2026. The tableau will travel across districts, showcasing Odisha’s rich maritime heritage and cultural legacy. @CMO_Odisha @SecyChief @IPR_Odisha @Culturedeptt #BaliJatra2026 #Kataka #Odisha
4
21
713
Behind every stall, every craft and every corner, there is a story of hard work, hope and ambition. This Balijatra, we celebrate the people who make it possible. The Heartbeat of Balijatra. #Balijatra2026 #HistoricBalijatra #HistoricBalijatraKataka2026  #Kataka
5
27
730
ଧବଳେଶ୍ୱର ପୀଠରେ ସ୍ୱଚ୍ଛତା ଓ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବାକୁ ପ୍ରଶାସନ ପକ୍ଷରୁ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍‌ ନିଷେଧ ଓ ଖାଦ୍ୟ ସୁରକ୍ଷା ନିୟମର ଯାଞ୍ଚ। ନିୟମ ଉଲ୍ଲଂଘନକାରୀଙ୍କଠାରୁ ₹୨,୦୦୦ ଜରିମାନା ଆଦାୟ। #Dhabaleswar #Athagarh #PlasticFreeOdisha #FoodSafety
1
79
ତପୋଇର ଲୋକକଥା ସେହି ଅପେକ୍ଷାର କାହାଣୀ। ଯେଉଁମାନେ ନିଜ ପ୍ରିୟଜନଙ୍କୁ ସମୁଦ୍ର ପାରି ପଠାଇ ଘରେ ରହିଯାଉଥିଲେ, ସେମାନଙ୍କ ଆଶା, ଭୟ ଓ ବିରହର କାହାଣୀ। ବାଲିଯାତ୍ରା କେବଳ ସାହସୀ ସାଧବମାନଙ୍କ ସାମୁଦ୍ରିକ ଯାତ୍ରାର ସ୍ମୃତି ନୁହେଁ, ବରଂ ସେମାନଙ୍କୁ ଅପେକ୍ଷା କରି ରହିଥିବା ଲୋକଙ୍କ ସ୍ମୃତି ମଧ୍ୟ। କାରଣ ପ୍ରତ୍ୟେକ ଯାତ୍ରା ପଛରେ ରହିଥାଏ ଏକ ଅପେକ୍ଷାର କାହାଣୀ… ଏହି ବାଲିଯାତ୍ରାରେ ମନେ ପକାଇବା ସେହି ସମସ୍ତଙ୍କୁ, ଯେଉଁମାନଙ୍କ ଅପେକ୍ଷା ଏହି ଯାତ୍ରାକୁ ଆହୁରି ଅର୍ଥପୂର୍ଣ୍ଣ କରିଥିଲା। #Tapoi #Balijatra2026 #Kataka #OdishaHistory #OdiaFolklore
2
6
398
କଟକର ସବୁଠୁ ବଡ଼ ଉତ୍ସବକୁ ଆଉ ମାତ୍ର ୧୨ ଦିନ! ❤️ ସେଇ ଆଲୋକ, ସେଇ ଭିଡ଼, ବର୍ଷକର ଅପେକ୍ଷା ଏବେ ଶେଷ ହେବାକୁ ଯାଉଛି! ୧୨ ଦିନ ପରେ ଦେଖା ହେବ ବାଲିଯାତ୍ରାରେ! #Baliyatra2026 #Kataka #KatakaInKataka #Odisha #BaliyatraCountdown
9
1
62
1,374
କିଛି ଦୃଶ୍ୟ, କିଛି ସଙ୍ଗୀତ ଆଉ ଅସରନ୍ତି ଗର୍ବର ଅନୁଭୂତି! ଏହା କେବଳ ବାଲିଯାତ୍ରାର କିଛି ଝଲକ ନୁହେଁ, ଏହା ହେଉଛି ଆମ କଟକର ପରିଚୟ, ଆମ ଓଡ଼ିଆ ଅସ୍ମିତା ଆଉ ଆମ ଭାଇଚାରାର ଉତ୍ସବ। #Baliyatra2026 #Kataka #OdiaAsmita #KatakaInKataka #ProudOdia
3
10
427
ଐତିହ୍ୟର ଗାଥା, ପରମ୍ପରାର ମହକ ଆଉ ଓଡ଼ିଆ ଅସ୍ମିତାର ଗର୍ବ! ❤️ ଆସୁଛି ଆମ ଐତିହାସିକ କଟକ ବାଲିଯାତ୍ରା ୨୦୨୬। ଆସନ୍ତୁ, ଏକାଠି ହେବା ମହାନଦୀ କୂଳରେ ଏବଂ ପାଳନ କରିବା ଆମ ଗୌରବମୟ ଐତିହ୍ୟର ଏହି ମହାପର୍ବ। 📅 ୨୪ ନଭେମ୍ବର – ୧ ଡିସେମ୍ବର ୨୦୨୬ 📍 କଟକ, ଓଡ଼ିଶା ଆମ ବାଲିଯାତ୍ରା, ଆମ ଗର୍ବ! ❤️ #Baliyatra2026 #ଆମବାଲିଯାତ୍ରା #କଟକ #ଐତିହାସିକକଟକ #Odisha #OdiaPride #OdishaTourism #Mahanadi #Baliyatra
1
1
13
483
ଆଉ ମାତ୍ର ୧୪ ଦିନ! ଅପେକ୍ଷାର ଅନ୍ତ ହେବାକୁ ଯାଉଛି, ପୁଣି ଫେରୁଛି ଆମ କଟକର ଗର୍ବ, ଆମ ପରମ୍ପରା ଓ ଆମ ଖୁସିର ମହାପର୍ବ — ବାଲିଯାତ୍ରା! ଆଲୋକ, ଦୋଳି, ଖାଦ୍ୟ ଆଉ ଅସୁମାରୀ ସ୍ମୃତିରେ ଝଲସିବ ବାଲିଯାତ୍ରା ପଡ଼ିଆ। ତେବେ ଆଉ ଡେରି କାହିଁକି? ଦେଖା ହେବ ବାଲିଯାତ୍ରାରେ! 🎡 #ବାଲିଯାତ୍ରା୨୦୨୬ #ଆଉ୧୪ଦିନ #କଟକ #ଆମକଟକ #BaliYatra2026
6
64
2,274
DM Kataka retweeted
ଭତ୍ତା ପାଇଁ ଅପେକ୍ଷାର ଯୁଗ ସରିଲା, ଆବେଦନର ପରବର୍ତ୍ତୀ ମାସରୁ ମିଳିବ ପେନସନ୍ - ୫,୦୫,୮୧୭ ଯୋଗ୍ୟ ହିତାଧିକାରୀ ଅକ୍ଟୋବର ମାସରୁ ପାଇବେ ଭତ୍ତା। - ନଭେମ୍ବର ୧୦ ତାରିଖରେ ବାଲେଶ୍ୱରଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ କରିବେ ଶୁଭାରମ୍ଭ। - ନୂତନ ବ୍ୟବସ୍ଥା ଅନୁଯାୟୀ, ଆବେଦନର ପରବର୍ତ୍ତୀ ମାସରୁ ମିଳିବ ଭତ୍ତା। - ବିଡିଓଙ୍କ କାର୍ଯ୍ୟାଳୟ କିମ୍ବା upmp.odisha.gov.in ପୋର୍ଟାଲ୍‌ରେ ସିଧାସଳଖ ଆବେଦନ କରିପାରିବେ - ୮୦ ବର୍ଷ ବୟସ ପରେ ବିନା ପୁନଃ ଆବେଦନରେ ମିଳିବ ବର୍ଦ୍ଧିତ ଭତ୍ତା #PensionForAll #MadhuBabuPensionYojana #SocialSecurity #SSEPD #Odisha #VikshitOdisha #OdishaCares #UPMP #MBPY #କଥାଦେଇକଥାରଖିଲେ #ଭତ୍ତାପାଇଁଅପେକ୍ଷାରଯୁଗଶେଷ #ସାମାଜିକସୁରକ୍ଷା #ସମସ୍ତଙ୍କପାଇଁଭତ୍ତା #ଲୋକଙ୍କସରକାର #PromiseDelivered #PensionForAll #NoMoreWaiting #PensionSaturation #UPMP #UniversalCoverage #TimelyPension #2YearsofLokankaSarakar #BikasharaDharaOdishaSara @CMO_Odisha @NityanandaBJP @Drbrindhadeva1 @brindhaselva @MSJEGOI @siepodisha @state_scpd @IPR_Odisha
22
34
2
165
87,568
ସେଇ ଚିହ୍ନା ମାହୋଲ୍, ସେଇ ଉତ୍ସାହ ଆଉ ସେଇ ଅପେକ୍ଷା କିଛି ଦିନର ଅପେକ୍ଷା… ପୁଣି ଜମିବ କଟକ! ୨୪ ନଭେମ୍ବର ରୁ ୧ ଡିସେମ୍ବର ୨୦୨୬, ପର୍ଯ୍ୟନ୍ତ ଫେରିବ ଆମ ସଭିଙ୍କ ପ୍ରିୟ ବାଲିଯାତ୍ରା। ବାଲିଯାତ୍ରା ଆସୁଛି। ଆପଣମାନେ ପ୍ରସ୍ତୁତ ତ? #Baliyatra2026 #Baliyatra #kataka #katakaDiaries #Odisha [ OdiaCulture ,katakaBaliyatra, Mela , food , culture , tradition ]
1
3
353
📢 Public Notice | Historic Balijatra Kataka 2026 Interested individuals and organisations are invited to register during the Second Phase of Land Allotment Registration on 11–12 November 2026 and actively participate in the auction on 13 November 2026. 📍 Barabati Palace, Kataka @CMO_Odisha @SecyChief @IPR_Odisha @Culturedeptt #Balijatra2026 #Kataka
2
5
304
📢 Public Notice | Historic Balijatra Kataka 2026 A Special Auction Process for Land Allotment will be held on 10 November 2026, from 10 AM onwards, at Barabati Palace, Kataka. All registered applicants are requested to attend the auction process as scheduled. @CMO_Odisha @SecyChief @IPR_Odisha @Culturedeptt #Balijatra2026 #Kataka
1
4
297
🗳️ ଓଡ଼ିଶାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (SSR)-୨୦୨୭ ଘୋଷଣା ଭାରତର ନିର୍ବାଚନ ଆୟୋଗ ପକ୍ଷରୁ ଓଡ଼ିଶା ସମେତ ୬ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ୦୧.୦୧.୨୦୨୭କୁ ଯୋଗ୍ୟତା ତାରିଖ ଭାବେ ଧାର୍ଯ୍ୟ କରି ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (SSR-2027) କାର୍ଯ୍ୟକ୍ରମ ଘୋଷଣା କରାଯାଇଛି। 📌 ଗୁରୁତ୍ୱପୂର୍ଣ୍ଣ ତାରିଖ: 🔹 ମତଦାନ କେନ୍ଦ୍ରଗୁଡ଼ିକର ପୁନର୍ବିନ୍ୟାସ/ ପୁନଃ ସଜ୍ଜିକରଣ: ୨୦.୧୧.୨୦୨୬ ସୁଦ୍ଧା 🔹 ସମନ୍ୱିତ ଚିଠା ଭୋଟର ତାଲିକା ପ୍ରକାଶ: ୩୦.୧୧.୨୦୨୬ 🔹 ଦାବି ଓ ଆପତ୍ତି ଦାଖଲ: ୩୦.୧୧.୨୦୨୬ ରୁ ୩୦.୧୨.୨୦୨୬ 🔹 ଦାବି ଓ ଆପତ୍ତିର ଫଇସଲା: ୧୬.୦୧.୨୦୨୭ ସୁଦ୍ଧା 🔹 ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ୨୧.୦୧.୨୦୨୭ ଓଡ଼ିଶାର ସମସ୍ତ ଯୋଗ୍ୟ ନାଗରିକ, ବିଶେଷକରି ଯୁବ ଓ ପ୍ରଥମ ଥର ଭୋଟର ହେବାକୁ ଯାଉଥିବା ନାଗରିକମାନେ ଭୋଟର ତାଲିକାରେ ନିଜ ନାମ ପଞ୍ଜୀକରଣ କରିବା ସହ ତାଲିକାରେ ନିଜ ନାମ ଯାଞ୍ଚ କରନ୍ତୁ। କୌଣସି ଯୋଗ୍ୟ ଭୋଟର ବାଦ୍ ନ ପଡ଼ନ୍ତୁ। ପ୍ରତ୍ୟେକ ଭୋଟ ଗୁରୁତ୍ୱପୂର୍ଣ୍ଣ। #SSR2027 #CEO_Odisha #Odisha #VoterRegistration #ECI
1
22
1
61
33,052
🗳️ ସଠିକ୍ ଭୋଟର ତାଲିକା, ସଶକ୍ତ ଗଣତନ୍ତ୍ରର ଆଧାର! ଆସନ୍ତୁ, ଗଣତନ୍ତ୍ରକୁ ଆହୁରି ମଜବୁତ କରିବା। ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (SSR)-୨୦୨୭ ଭାରତ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ୦୧ ଜାନୁଆରୀ ୨୦୨୭କୁ ଯୋଗ୍ୟତା ତାରିଖ ଭାବେ ଧାର୍ଯ୍ୟ କରାଯାଇ ଏହି ସଂଶୋଧନ କାର୍ଯ୍ୟକ୍ରମ ଘୋଷଣା କରାଯାଇଛି। 📋 ଆପଣଙ୍କ ନାମ ଭୋଟର ତାଲିକାରେ ଅଛି ତ? ଆଜି ହିଁ ଯାଞ୍ଚ କରନ୍ତୁ! ✅ ନାମ ନଥିଲେ, ନୂତନ ଭୋଟର ଭାବେ ପଞ୍ଜୀକରଣ କରନ୍ତୁ। ✅ ତାଲିକାରେ ତ୍ରୁଟି ଥିଲେ, ସଂଶୋଧନ କରନ୍ତୁ। ✅ ଯୋଗ୍ୟ ନାଗରିକ ଭାବେ ନିଜର ଗଣତାନ୍ତ୍ରିକ ଅଧିକାର ସୁନିଶ୍ଚିତ କରନ୍ତୁ। 📅 ଗୁରୁତ୍ୱପୂର୍ଣ୍ଣ ତାରିଖ ମନେ ରଖନ୍ତୁ! 🔹 ୩୦ ନଭେମ୍ବର ୨୦୨୬ – ଚିଠା ଭୋଟର ତାଲିକା ପ୍ରକାଶ 🔹 ୩୦ ନଭେମ୍ବରରୁ ୩୦ ଡିସେମ୍ବର ୨୦୨୬ – ଦାବି ଓ ଆପତ୍ତି ଦାଖଲ 🔹 ୨୧ ଜାନୁଆରୀ ୨୦୨୭ – ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ 🌟 ଆପଣଙ୍କ ନାମ, ଆପଣଙ୍କ ଅଧିକାର, ଆପଣଙ୍କ ଗଣତନ୍ତ୍ର! ଆସନ୍ତୁ, SSR-୨୦୨୭ରେ ସକ୍ରିୟ ଭାବେ ସାମିଲ ହେବା ଏବଂ ସୁନିଶ୍ଚିତ କରିବା ଯେ କୌଣସି ଯୋଗ୍ୟ ନାଗରିକ ଭୋଟର ତାଲିକାରୁ ବାଦ୍ ନ ପଡ଼ନ୍ତି। ପ୍ରତ୍ୟେକ ଯୋଗ୍ୟ ଭୋଟରଙ୍କ ନାମ, ସଶକ୍ତ ଗଣତନ୍ତ୍ରର ପରିଚୟ! #SSR2027 #CEO_Odisha #Odisha #VoterRegistration #ECI
18
40
2,388
📚✍️ ଜ୍ଞାନରେ ଦକ୍ଷତା, ଲେଖନୀରେ ପ୍ରତିଭା, ଗଣତନ୍ତ୍ର ପ୍ରତି ସଚେତନତା! 🏆 ଯୁବପିଢ଼ିଙ୍କ ଚିନ୍ତାଧାରାକୁ ନୂଆ ଦିଗ, ଜ୍ଞାନକୁ ନୂଆ ପରିଚୟ! ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ପକ୍ଷରୁ ନିର୍ବାଚନୀ ସାକ୍ଷରତା କ୍ଲବ୍‌ (ELCs) ମାଧ୍ୟମରେ ଯୁବପିଢ଼ିଙ୍କ ମଧ୍ୟରେ ନିର୍ବାଚନୀ ସଚେତନତା, ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ସୃଜନଶୀଳତାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଆୟୋଜିତ ହେଉଛି ପ୍ରବନ୍ଧ ଓ କୁଇଜ୍‌ ପ୍ରତିଯୋଗିତା। 📝 ପ୍ରବନ୍ଧ ପ୍ରତିଯୋଗିତା: ନିଜ ଭାବନା, ସୃଜନଶୀଳତା ଓ ଲେଖନୀ ମାଧ୍ୟମରେ ଗଣତନ୍ତ୍ରର ମହତ୍ତ୍ୱକୁ ପ୍ରକାଶ କରନ୍ତୁ। ❓ କୁଇଜ୍‌ ପ୍ରତିଯୋଗିତା: ନିର୍ବାଚନୀ ପ୍ରକ୍ରିୟା, EVM ଓ VVPAT, ଭୋଟର ପଞ୍ଜୀକରଣ ଏବଂ ନିର୍ବାଚନୀ ସଚେତନତା ସମ୍ପର୍କିତ ଜ୍ଞାନର ପରିଚୟ ଦିଅନ୍ତୁ। 📅 ୨ ନଭେମ୍ବରରୁ ୨୦ ନଭେମ୍ବର ୨୦୨୬ 🏫 ବିଦ୍ୟାଳୟ ସ୍ତରରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ଏହି ପ୍ରତିଯୋଗିତାରେ ଭାଗ ନିଅନ୍ତୁ, ନିଜ ପ୍ରତିଭାର ପରିଚୟ ଦିଅନ୍ତୁ ଓ ଶ୍ରେଷ୍ଠତାର ନୂଆ ଅଧ୍ୟାୟ ରଚନ୍ତୁ। 💙 କଲମ ଧରନ୍ତୁ। ଜ୍ଞାନ ପରଖନ୍ତୁ। ଗଣତନ୍ତ୍ରକୁ ଜାଣନ୍ତୁ! #ELC #ElectoralLiteracyClubs #CEOOdisha #SVEEP #Democracy #VoterAwareness #Odisha
9
1
18
1,362