𝐒𝐮𝐧𝐢𝐥 𝐊𝐮𝐦𝐚𝐫 𝐒𝐰𝐚𝐢𝐧 retweeted
Coastal clean-up and awareness program conducted by students and staff of Fakir Mohan University, Balasore
#NSS
#Swachhsagarsurakshitsagar
𝐒𝐮𝐧𝐢𝐥 𝐊𝐮𝐦𝐚𝐫 𝐒𝐰𝐚𝐢𝐧 retweeted
Inaugural Function of NSS State Integration Camp -2023 ( 01.07.23 to 05.07.23 ) at F.M. University, Balasore
#NSS #NSS2023 #FakirMohanUniversity #FMUniversity #FMU #Balasore – at Baleshwar, India
𝐒𝐮𝐧𝐢𝐥 𝐊𝐮𝐦𝐚𝐫 𝐒𝐰𝐚𝐢𝐧 retweeted
ଫକୀର ମୋହନ ବିଶ୍ବବିଦ୍ୟାଳୟରେ ୭୪ତମ ବନମହୋତ୍ସବ ସପ୍ତାହ ପାଳନ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ।
#FakirMohanUniversity #FMUniversity #BanoMahotsava – at Baleshwar, India
𝐒𝐮𝐧𝐢𝐥 𝐊𝐮𝐦𝐚𝐫 𝐒𝐰𝐚𝐢𝐧 retweeted
3rd Alumni Meet 2023 on 9th July, 2023.
Register using the link
forms.gle/9XK24GBodDMzXXWx8
#FakirMohanUniversity #FMUniversity #FMUAlumni – at Baleshwar, India
𝐒𝐮𝐧𝐢𝐥 𝐊𝐮𝐦𝐚𝐫 𝐒𝐰𝐚𝐢𝐧 retweeted
Hockey World Cup 2023 Opening Ceremony Live Streaming at #FakirMohanUniversity #FMUniversity – at Baleshwar, India
𝐒𝐮𝐧𝐢𝐥 𝐊𝐮𝐦𝐚𝐫 𝐒𝐰𝐚𝐢𝐧 retweeted
ସବୁ ବାଲେଶ୍ଵରିଆ ଙ୍କ ପାଇଁ 💞
𝙵𝚘𝚛 𝙰𝚕𝚕 𝙱𝚊𝚕𝚊𝚜𝚘𝚛𝚒𝚊💞
#ଆମ_ବାଲେଶ୍ୱର 💞
𝐒𝐮𝐧𝐢𝐥 𝐊𝐮𝐦𝐚𝐫 𝐒𝐰𝐚𝐢𝐧 retweeted
ସୋର, ଆସନ୍ତା ତା ୩ /୫/୨୦୨୨ ରିଖ (ରବିବାର) ଦିନ ଉପେନ୍ଦ୍ର ନାଥ ମହାବିଦ୍ୟାଳୟ ପରିସରରେ ନିର୍ମାଣାଧିନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ନିମନ୍ତେ ପ୍ରସ୍ତୁତି କାର୍ଯ୍ୟ ଏବଂ କଲେଜ ପଡ଼ିଆରେ ଆରମ୍ଭ ହେବାକୁ ଥିବା ଇନ୍ଡୋର ଷ୍ଟାଡିୟମ କାର୍ଯ୍ୟର ତଦାରଖ..!
𝐒𝐮𝐧𝐢𝐥 𝐊𝐮𝐦𝐚𝐫 𝐒𝐰𝐚𝐢𝐧 retweeted
ଗୁରୁଜନ ତଥା ଶିକ୍ଷାର୍ଥୀ ବନ୍ଧୁମାନଙ୍କ ସହଯୋଗ କ୍ରମେ ଭଦ୍ରକ ସ୍ଥିତ 'ଉତ୍କଳମଣି ଦରିଦ୍ର ନାରାୟଣ ସେବା ମନ୍ଦିର'ର ପିଲାମାନଙ୍କୁ ବିଭିନ୍ନ #ପାଠ୍ୟପୁସ୍ତକ_ସହ_ନୀତିଶିକ୍ଷା ପ୍ରଦାନକାରୀ #ପୁସ୍ତକ_ବଣ୍ଟନ କରିଛୁ।
ସହଯୋଗ ପାଇଁ ସଭିଙ୍କୁ ଧନ୍ୟବାଦ ଜଣାଇ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ କାମନା କରୁଛି।🙏🙏
𝐒𝐮𝐧𝐢𝐥 𝐊𝐮𝐦𝐚𝐫 𝐒𝐰𝐚𝐢𝐧 retweeted
ଛାତ୍ରଛାତ୍ରୀଙ୍କ ଏକତାର ବିରାଟ ବିଜୟ ହୋଇଛି;
ଶିକ୍ଷାର୍ଥୀ ମାନଙ୍କ ଦାବିକୁ ସହୃଦୟେ ଗ୍ରହଣ କରି, #ୟୁଜି_୩ୟ_ସେମିଷ୍ଟାର ପରୀକ୍ଷା #ଅନଲାଇନ୍_ମୋଡ଼ରେ କରିବାକୁ ଫକୀର ମୋହନ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି।
ସମସ୍ତ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଉଚ୍ଚାଧିକାରୀ ମାନଙ୍କୁ କୃତଜ୍ଞତା ଜଣାଉଅଛୁ।
𝐒𝐮𝐧𝐢𝐥 𝐊𝐮𝐦𝐚𝐫 𝐒𝐰𝐚𝐢𝐧 retweeted
ଆଜିର ପଞ୍ଚମ ଦିବସରେ ପବିତ୍ର ମହାଳୟ ଅବସରରେ ବିଜୁ ଛାତ୍ର ଜନତା ଦଳ ସୋର ତରଫରୁ ଉପେନ୍ଦ୍ରନାଥ ମହାବିଦ୍ୟାଳୟର କଲେଜ ଛକରେ ବିଭିନ୍ନ ସ୍ଥାନରେ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ସମସ୍ତ ଛାତ୍ରମାନଙ୍କୁ ବହୁତ ବହୁତ ଧନ୍ୟବାଦ।@Naveen_Odisha @pranabpdas @DhadaParshuram @tripathy_devi
𝐒𝐮𝐧𝐢𝐥 𝐊𝐮𝐦𝐚𝐫 𝐒𝐰𝐚𝐢𝐧 retweeted
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ନଭେମ୍ବର ୨ ପର୍ଯ୍ୟନ୍ତ ବିଭିନ୍ନ ସାମାଜିକ ସେବା କାର୍ଯ୍ୟକ୍ରମ ଚାଲୁଥିବା ବେଳେ ଆମ ସୋର ର ପ୍ରିୟ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପର୍ଶୁରାମ ଧଡାଙ୍କ ଅଦେଶ କ୍ରମେ .
@Naveen_Odisha @odishabcjd @DhadaParshuram @BcjdSoro
𝐒𝐮𝐧𝐢𝐥 𝐊𝐮𝐦𝐚𝐫 𝐒𝐰𝐚𝐢𝐧 retweeted
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଅହିଂସାର ପ୍ରତୀକ ତଥା ଜାତିର ପିତା" ମହାତ୍ମା ଗାନ୍ଧୀଙ୍କ ୧୫୨ ତମ ଜନ୍ମ ଜୟନ୍ତୀ" ଅବସରରେ ଏକ ମାସ ବ୍ୟାପୀ ହେବାକୁ ଥିବା "ସମାଜ ସେବା" କାର୍ଯ୍ୟକ୍ରମରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ସଫେଇ କାର୍ଯ୍ୟକ୍ରମରେ ଯୋଗଦାନ.!
𝐒𝐮𝐧𝐢𝐥 𝐊𝐮𝐦𝐚𝐫 𝐒𝐰𝐚𝐢𝐧 retweeted
Nature is the Answer 🏞️
The tree has immense medicinal values, Anti-diabetic, Limits growth of Cancer cells, Anti Bacterial, Parasitic,the list goes on. Kadamba’ flower was the emblem of Athmallik State, an erstwhile princely state, now part of Odisha
#WorldPhotographyDay
𝐒𝐮𝐧𝐢𝐥 𝐊𝐮𝐦𝐚𝐫 𝐒𝐰𝐚𝐢𝐧 retweeted
ମାନ୍ୟବର @CMO_Odisha @dr_arunsahoo @DBalasore @SPBalasore @DHE_Odisha
ମହୋଦୟଙ୍କୁ #ଫକୀର_ମୋହନ_ବିଶ୍ୱବିଦ୍ୟାଳୟରେ ଧାରଣାରତ #ୟୁଜି_୩ୟ_ସେମିଷ୍ଟାର ଛାତ୍ରଛାତ୍ରୀଙ୍କ ବାସ୍ତବ ସମସ୍ୟା ଜଣାଉଅଛୁ।
#ଅନଲାଇନ୍_ପରୀକ୍ଷାର ନିଷ୍ପତ୍ତି ପାଇଁ ସହଯୋଗ କରିବାକୁ ବିନମ୍ର ଗୁହାରି।
𝐒𝐮𝐧𝐢𝐥 𝐊𝐮𝐦𝐚𝐫 𝐒𝐰𝐚𝐢𝐧 retweeted
Replying to @CMO_Odisha
@CMO_Odisha @DHE_Odisha @dr_arunsahoo @DBalasore
ମହାଶୟ,
#ଫକୀର_ମୋହନ_ବିଶ୍ୱବିଦ୍ୟାଳୟ ଅଧିନସ୍ଥ ସମସ୍ତ ଅନୁବନ୍ଧିତ କଲେଜର #ୟୁଜି_୩ୟ_ସେମିଷ୍ଟାର ଛାତ୍ରଛାତ୍ରୀଙ୍କ ପରୀକ୍ଷାକୁ ଅନଲାଇନରେ କରିବାକୁ, ଛାତ୍ରଛାତ୍ରୀଙ୍କ ପକ୍ଷରୁ ଦରଖାସ୍ତ ଦେଇ ନିବେଦନ କରିଅଛୁ।
#WeWantOnlineExam
#StopOfflineExamFMUniversity
𝐒𝐮𝐧𝐢𝐥 𝐊𝐮𝐦𝐚𝐫 𝐒𝐰𝐚𝐢𝐧 retweeted
Brilliant in Blue 👏
Congratulations Indian Men’s #Hockey Team on the spectacular victory to give us an Olympic medal after 41 long years. This historic win at #Tokyo2020 will inspire generation of sportspersons. All the very best for future.
#Cheer4India
@thehockeyindia
𝐒𝐮𝐧𝐢𝐥 𝐊𝐮𝐦𝐚𝐫 𝐒𝐰𝐚𝐢𝐧 retweeted
Under the leadership of CM @Naveen_Odisha, Odisha has witnessed transformative changes over the last two decades. Initiatives like #5T, #MoSarkar, world class healthcare & education have significantly improved the lives of people.
newsroomodisha.com/odisha-tr…

































































