BDO SORO retweeted
ଆଜି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସମ୍ମିଳନୀ କକ୍ଷରେ ମାନ୍ୟବର କମିଶନର-ତଥା-ଶାସନ ସଚିବଙ୍କ ଅଧ୍ୟକ୍ଷତାରେ, ନିର୍ଦ୍ଦେଶକ, ସ୍ୱତନ୍ତ୍ର ପ୍ରକଳ୍ପ; ନିର୍ଦ୍ଦେଶକ, ପଞ୍ଚାୟତିରାଜ; ସ୍ୱତନ୍ତ୍ର ସଚିବ ଏବଂ ବିଭାଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭିଡିଓ କନଫରେନ୍ସ (VC) ଅନୁଷ୍ଠିତ ହୋଇଥିଲା।
ଏହି ଅବସରରେ କମିଶନର-ତଥା-ଶାସନ ସଚିବ ଜିଲ୍ଲା ଓ ବ୍ଲକସ୍ତରର ସମସ୍ତ CDO-cum-EO ଏବଂ BDOଙ୍କ ସହ ସିଧାସଳଖ ଆଲୋଚନା କରି ବିଭିନ୍ନ ବିକାଶମୂଳକ ଓ ପ୍ରଶାସନିକ ପ୍ରସଙ୍ଗର ସମୀକ୍ଷା କରିଥିଲେ।
ବୈଠକରେ ବନ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ, SRCଙ୍କ ନିକଟରେ ବିସ୍ତୃତ କ୍ଷତିପୂରଣ ଦାବି ପ୍ରସ୍ତାବ ଦାଖଲ, PMAY-Gର PWL ସ୍ଥିତି, PMAY-G, PM-JANMAN ଓ AGJ ଗୃହ ନିର୍ମାଣର ଅଗ୍ରଗତି ଓ କିସ୍ତି ପ୍ରଦାନର ଅନ୍ତର, GPDP/BPDP/DPDP ଅପଲୋଡିଂ, ଭିତ୍ତିଭୂମି ପ୍ରକଳ୍ପ ପ୍ରସ୍ତାବ, ବିଦ୍ୟୁତ ବିଲ୍ ପୈଠ ଏବଂ BGBOର ଅଗ୍ରଗତି ଉପରେ ଆଲୋଚନା କରାଯାଇଥିଲା।
ଏଥିସହ ୨୦ଟି ସର୍ବନିମ୍ନ ପ୍ରଦର୍ଶନକାରୀ ବ୍ଲକର କାର୍ଯ୍ୟଦକ୍ଷତା, ଓଡ଼ିଶା ଭିଜନ ୨୦୩୬–୪୭ ଅଧୀନରେ ମଡେଲ୍ ଭିଲେଜ୍ ମିଶନ୍ ସର୍ଭେ, ସାମାଜିକ ଅଡିଟ୍ର ନିଷ୍କର୍ଷ ଓ ଆଦାୟ ସ୍ଥିତି ସମେତ ବିଭିନ୍ନ ପ୍ରମୁଖ ବିଷୟର ସମୀକ୍ଷା କରାଯାଇଥିଲା। ନିର୍ଦ୍ଧାରିତ ଲକ୍ଷ୍ୟଗୁଡ଼ିକର ସମୟୋଚିତ ପୂରଣ ଓ କାର୍ଯ୍ୟରେ ଅଧିକ ଗତିଶୀଳତା ଆଣିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
#PanchayatiRaj #RuralDevelopment #Odisha #ReviewMeeting @CMO_Odisha @RabiNaikBJP
BDO SORO retweeted
Shop Auction was held at Anantapur GP and total bid amount of more than 50lakh was registered. @DMBaleshwar @PRDeptOdisha
BDO SORO retweeted
ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଆଜି ଭୁବନେଶ୍ୱରସ୍ଥିତ ଜନତା ମୈଦାନଠାରେ 'ସୁଭଦ୍ରା' ଯୋଜନା ସମେତ ଅନ୍ୟାନ୍ୟ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ଅବସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ର ଦୁଇ ଜଣ ହିତାଧିକାରୀ ଯେପରିକି @DmSambalpur ଜିଲ୍ଲା @BamraBlock ର ଶ୍ରୀ ବିଶ୍ୱନାଥ ପ୍ରଧାନୀ ଓ @dmkoraput ଜିଲ୍ଲା ବୈପାରୀଗୁଡା ବ୍ଲକର ଶ୍ରୀମତୀ ସୁରୁବାଲି କିଷାନଙ୍କୁ ପ୍ରତୀକାତ୍ମକ ଚାବି ପ୍ରଦାନ କରି ଆନୁଷ୍ଠାନିକ ଭାବେ ଗୃହ ପ୍ରବେଶ କରାଇଛନ୍ତି ।
ଏହି ଅବସରରେ ମାନ୍ୟବର @GovernorOdisha ଶ୍ରୀ @dasraghubar, ମାନ୍ୟବର @CMO_Odisha ଶ୍ରୀ @MohanMOdisha ଙ୍କ ସମେତ ବରିଷ୍ଠ କେନ୍ଦ୍ର ମନ୍ତ୍ରୀ ଶ୍ରୀ @dpradhanbjp, ଶ୍ରୀ @jualoram, ଶ୍ରୀମତୀ @Annapurna4BJP, ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ @KVSinghDeo1, ଶ୍ରୀମତୀ @PravatiPOdisha ଓ ସ୍ଥାନୀୟ ସାଂସଦଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ ।
#ବିକଶିତଓଡ଼ିଶା #HousingForAll #RuralHousing #GraminAwaasSabkePaas
BDO SORO retweeted
Congratulations to @GautamGambhir on being appointed as the Head Coach of the Indian Cricket Team. We fondly remember your outstanding performance during the Ranji Trophy games at KIIT. We wish you great success. Your vision & experience will take Indian Cricket to new heights.
BDO SORO retweeted
Sachin Tendulkar once said, my bat will answer my critics, not me.
I went door to door and listened to people's problems, collected pension forms and if there were any errors in the documents, I personally went to all the concerns offices and got everything rectified.
The result is in front of you, the MBPY pension of my Panchayat has been approved the most among all the GP/NACs in the district.
Distributed #MBPY Pension’s to total 99 New Beneficiary.
Thank you sir for Guidance and quick approval @BPSethi @DM_Nuapada @SSEPD2 @DssoNuapada @PradeepJenaIAS
BDO SORO retweeted
ଗ୍ରାମାଞ୍ଚଳବାସୀଙ୍କ ଗମନାଗମନ ସେବାରେ #5T ଉପକ୍ରମରେ ରୂପାନ୍ତରଣ ନେଇ ଆସିଛି ଲକ୍ଷ୍ମୀ ବସ୍ I ବାଲେଶ୍ୱର, ଜଗତସିଂହପୁର, ଗଞ୍ଜାମ, ନୂଆପଡ଼ା ଓ ବୌଦ୍ଧରେ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha I ସହର ସହ ଯୋଡ଼ିହୋଇ ଆର୍ଥିକ ପ୍ରଗତି ପଥରେ ଆଗକୁ ବଢିବେ ଗାଁ ଲୋକେ I #GhareGhareLaxmi #LaxmiYojana
BDO SORO retweeted
ରାଜ୍ୟ ସରକାରଙ୍କ 'ନୂଆ ଓଡ଼ିଶା' କାର୍ଯ୍ୟକ୍ରମ ଅଧୀନରେ ଭୁବନେଶ୍ୱରଠାରେ ଆୟୋଜିତ ଦୁଇଦିନିଆ "ବିଶ୍ୱ ଅଭିବୃଦ୍ଧି ଓ ନିଯୁକ୍ତି" ସମ୍ମିଳନୀରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଯୋଗଦେଇ ଏଭଳି ପଦକ୍ଷେପ ରାଜ୍ୟର ଦୀର୍ଘସ୍ଥାୟୀ ବିକାଶ ତଥା ଭବିଷ୍ୟତ ଲାଗି ଯୁବପିଢ଼ିଙ୍କ ଦକ୍ଷତା ବୃଦ୍ଧି ଲାଗି ଏକ ମାର୍ଗଦର୍ଶନ ହେବ ବୋଲି କହିଛନ୍ତି।
ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ‘ସ୍କିଲ୍ଡ ଇନ୍ ଓଡ଼ିଶା’ ଇଣ୍ଟର୍ଣ୍ଣସିପ୍ କାର୍ଯ୍ୟକ୍ରମ ଏବଂ ନାନୋ ୟୁନିକର୍ଣ୍ଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ବିଦେଶରେ ଓଡ଼ିଶାର ଯୁବପିଢ଼ିଙ୍କ ନିଯୁକ୍ତି ସୁଯୋଗ ପାଇଁ ବିଶ୍ୱ ଦକ୍ଷତା କେନ୍ଦ୍ର ଏବେ ଏକ ରିକ୍ରୁଟମେଣ୍ଟ ଏଜେନ୍ସି ଭାବେ କାମ କରିବ। ଏହି ଅଧିବେଶନରେ ୫ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ୍ ଯୋଗ ଦେଇଥିଲେ। #NaveenOdisha #5T
BDO SORO retweeted
CM @Naveen_Odisha has laid foundation stone for transformation of Dr. Harekrushna Mahatab State Library in #Bhubaneswar. The transformation work will be carried out jointly by @Culturedeptt and @odisha_mining. A library honouring the legacy of Santhakabi Bhimabhoi was also inaugurated within the Integrated Public Service Center in Bapuji Nagar.
BDO SORO retweeted
ଚିଲିକା ନିର୍ଵାଚନମଂଡଳୀ ଗସ୍ତ ଅବସରରେ ମୋ ଗାଁ ସୁନାଖଳାରେ ପହଂଚିଥିଲି | ପରିଣତ ବୟସରେ ପାଦ ଦେଇଥିବା କିଛି ଗୁରୁଜନଙ୍କ ସହିତ ହଠାତ ଭେଟ ହେଲାବେଳେ ଭାବବିହ୍ୱଳ ହୋଇ ପଡ଼ିଥିଲି |
BDO SORO retweeted
#24_ବର୍ଷ_ଧରି_କେମିତି_୧ନଂ
୧ ନମ୍ୱର ସ୍ଥାନକୁ ଆସିବା ପାଇଁ ଗୋଟିଏ ପିଲାକୁ କଠିନ ପରିଶ୍ରମ କରିବାକୁ ପଡିବ.. ଯେମିତି 24 ବର୍ଷ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାରା ଭାରତରେ ଏକ ନମ୍ୱର ସ୍ଥାନରେ ଅଛନ୍ତି : କାର୍ତ୍ତିକ ପାଣ୍ଡିଆନ୍
#5tchairman #CMNaveenPatnaik #VKPandian #NandighoshaTV
BDO SORO retweeted
ପ୍ରସିଦ୍ଧ ଖଣ୍ଡଗିରି ମାଘ ମେଳା ଉପଲକ୍ଷେ ସ୍ଥାନୀୟ ଗ୍ରାମବାସୀମାନଙ୍କ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଲି। ପବିତ୍ର ମାଘ ମାସରେ ଦେଶର ବିଭିନ୍ନ ଭାଗରୁ ସାଧୁସନ୍ଥମାନଙ୍କ ଖଣ୍ଡଗିରି ପାହାଡ଼ ପାଦଦେଶରେ ଆଗମନ ଏବଂ ଏହି ମେଳା ଓ ଯାତ୍ରା ଯୋଗୁ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି।
BDO SORO retweeted
ଆଜି ଆଠଗଡ଼ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଦ୍ଵାରା ପୁରସ୍କୃତ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ ଓ ଗ୍ରାମ ପଞ୍ଚାୟତମାନଙ୍କର ସରପଞ୍ଚ ମାନଙ୍କୁ ସମ୍ବର୍ଦ୍ଧିତ କଲି।
ଏହି ଅବସରରେ ପୁରସ୍କାର ପ୍ରାପ୍ତ ବ୍ୟକ୍ତିମାନଙ୍କୁ ପୁରସ୍କାର ବିତରଣ କରିବା ସହ ସେମାନଙ୍କ ଉତ୍ତମ ଭବିଷ୍ୟତ ପାଇଁ କାମନା କରୁଛି।
BDO SORO retweeted
Congratulate the Indian women’s badminton team on winning historic gold at @BATC_ASIA. The team displayed excellent skills and spirit to clinch the #BadmintonAsiaChampionships title after defeating Thailand. May the team continue its winning streak and make the country proud.
Make way for the history makers, the girls of 🇮🇳an #Badminton🏸😍🥳
Kudos to these powerhouses as they clinch 🇮🇳 Women's Team's FIRST-EVER medal at #BadmintonAsiaChampionships, smashing through obstacles to emerge as CHAMPIONS 🏆 against 🇹🇭🔥
Many congratulations to all! This will indeed be a Sunday to remember 😍🎉
BDO SORO retweeted
ମାନ୍ୟବର ରାଜ୍ୟପାଳ କେନ୍ଦୁଝର ଜିଲ୍ଲାର ଘଟଗାଁରେ ମା ତାରିଣୀ ମନ୍ଦିର ଯାଇ ପୂଜାର୍ଚ୍ଚନା କରି ରାଜ୍ୟବାସୀଙ୍କ ମଙ୍ଗଳ କାମନା କରିଛନ୍ତି।
BDO SORO retweeted
ତା: ୧୮/୦୨/୨୦୨୪
ପହିଲି ପ୍ରଭାତର ପୁଲକିତ ମୂହୁର୍ତ୍ତରେ ଭକତ ଭାବରେ ବନ୍ଧା କୋଟି ବ୍ରହ୍ମାଣ୍ଡେଶ୍ଵର ମହାବାହୁ ଶ୍ରୀ ଜଗନ୍ନାଥଙ୍କର ଦ୍ୱାରଫିଟା ନୀତିର ଭବ୍ୟ ଦର୍ଶନ।
BDO SORO retweeted
ପ୍ରତିଶ୍ରୁତି ହେଉଛି ପୂରଣ। ଚୌଦ୍ୱାରରେ ପ୍ରତିଷ୍ଠା ହେବ ବିଶ୍ୱ ପ୍ରସିଦ୍ଧ ବୟନଶିଳ୍ପ କମ୍ପାନୀ ୱେଲସ୍ପନର ଟେକ୍ସଟାଇଲ କମ୍ପ୍ଲେକ୍ସ। ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଶିଳାନ୍ୟାସ କରିଥିବା ଏହି ₹୩୦୦୦ କୋଟିର ପ୍ରକଳ୍ପ ୧୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। #MakeInOdisha #NabinOdisha #5T
BDO SORO retweeted
Joint public grievance hearing has been held at Khaira Block and after the hearing Collector promoted OGOP products by MSG groups. Special focus has been given on timely redressal of grievances.
@CMO_Odisha @MoSarkar5T @gapg_dept @mission_shakti
BDO SORO retweeted
ଭାରତୀୟ ଭାଷାଗୁଡ଼ିକ ମଧ୍ୟରେ ଅନ୍ୟତମ ଶାସ୍ତ୍ରୀୟ ଭାଷା ହେଉଛି ଓଡ଼ିଆ। ଆଜି ଅନ୍ତର୍ଜାତୀୟ ମାତୃଭାଷା ଦିବସରେ ଓଡ଼ିଆ ଭାଷାର ସଂରକ୍ଷଣ ସହ ଏହାକୁ ଆହୁରି ସମୃଦ୍ଧ କରିବା ପାଇଁ ମାନ୍ୟବର ରାଜ୍ୟପାଳ ଆହ୍ବାନ ଦେଇଛନ୍ତି। #MotherLanguageDay
BDO SORO retweeted
#ଆଦିବାସୀଙ୍କ_ଉପରୁ_ଛୋଟ_ମକଦ୍ଦମା_ପ୍ରତ୍ୟାହାର
ଆଦିବାସୀଙ୍କ ଉପରୁ ମାମଲା ପ୍ରତ୍ୟାହାର ପାଇଁ ନିର୍ଦ୍ଦେଶ
ମାମଲା ପ୍ରତ୍ୟାହାର ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ପ୍ରତ୍ୟାହୃତ ହେବ ଜଙ୍ଗଲ ଓ ଅବକାରୀ ସଂପର୍କିତ ମାମଲା
୪୮୦୧୮ଟି ଏନେଇ ମାମଲା ହଟାଇବାକୁ CMଙ୍କ ନିର୍ଦ୍ଦେଶ
@CMO_Odisha


























































