Pinned Tweet
ନବୀନ ବାବୁ କିଛି କରିନାହାନ୍ତି କହୁଥିବା @BJP4Odisha ଟିକିଏ ଦେଖିବେ ନିଶୁଳ୍କ
'BIJU EXPRESSWAY' କେତେ ସୁନ୍ଦର। ନବରଙ୍ଗପୁର ରୁ କନ୍ଧମାଳ...
@narendramodi ଜୀଙ୍କ NH ଭଳି ନୁହଁ ଯାହା ଓଡିଶା ମଧ୍ୟରେ KM ପିଛା ଏବେ ପ୍ରାୟ ଦେଢ଼ ରୁ ଦୁଇଟଙ୍କା ଦେବାକୁ ହୁଏ।
@sasmitpatra
@BhruguOdisha
@Naveen_Odisha
@AdvGantayat
ପାତ୍ରପୁର ବ୍ଲକ ବାତ୍ୟା ସମୀକ୍ଷା ବୈଠକରେ @BDO_PATRAPUR ତହସିଲଦାର ଉପସ୍ଥିତ ଥିବାବେଳେ ଶିକ୍ଷା ବିଭାଗର BEO, ABEO କେହି ନାହାଁନ୍ତି। କିନ୍ତୁ ଏ CRCC ଙ୍କୁ ବୈଠକରେ ବସିବାକୁ କିଏ ଅନୁମତି ଦେଲା? ସେ କଣ BEO ଠାରୁ ଅଧିକ? ଜିଲ୍ଲାପାଳଙ୍କ ଛୁଟି ବାତିଲ ନିର୍ଦ୍ଦେଶ ସତ୍ତ୍ୱେ BEO Office ଖୋଲା ଥିଲା କି ନାହିଁ CCTV ଯାଞ୍ଚ ହେଉ।
When governance is reduced to camera angles, reels, and photoshoots, real progress takes a backseat.
#odisha_govt
@bjd_odisha @BJP4Odisha
4
15
614
ଆମ @SP_BRAHMAPUR ଙ୍କ ବାତ୍ୟା ସକାଶେ ପ୍ରସ୍ତୁତି ଓ ସହଯୋଗ ସତରେ ଅତି ପ୍ରଶଂସନୀୟ। 🙏❤️
ଏଥର ବାତ୍ୟା ପୂର୍ବ ପ୍ରସ୍ତୁତିରେ ଜିଲ୍ଲା ସ୍ତର ଓ ବ୍ଲକ ସହ ପଞ୍ଚାୟତ ସ୍ତରୀୟ ପ୍ରସ୍ତୁତି ଗଞ୍ଜାମ ରେ ବହୁତ ସୁନ୍ଦର ହୋଇଛି।
ଏ ସବୁ କେବଳ IAS, IPS ମାନଙ୍କ ଯୋଗୁଁ ସମ୍ଭବ ହୋଇପାରିଛି।
Thank you so much Jarada police ❤️
ପ୍ରକୃତରେ ଉକ୍ତ ପାହାଡିଆ ଅଞ୍ଚଳ ଲୋକେ ଅସୁନଥିଲେ ବାତ୍ୟା ଆଶ୍ରୟ ସ୍ଥଳୀକୁ, କିନ୍ତୁ ଜରଡ଼ା ପୋଲିସ ଯୋଗୁଁ ସେମାନେ ରାଜି ହୋଇଥିଲେ। 🙏❤️
@Ganjam_Admin @DGPOdisha @igpsr @homeodisha @SP_BRAHMAPUR
Jarada PS team evacuating people from hilltop village Marmaria ahead of Cyclone Akvan. Police assisting families to shift to nearby shelters. Please cooperate & move to shelter without delay.
Dial: 112
Emergency: +91 9438916670
#CycloneAkvan
#BrahmapurPolice
2
275
ଯଦି ସତ ତେବେ ଏହାଠୁ ନିନ୍ଦନୀୟ ଆଉ କିଛି ନାହିଁ।
Sir @Ganjam_Admin @BDO_CHIKITI @sdmbam plz ଏହା ଉପରେ ଧ୍ୟାନ ଦେଇ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ।
ଅର୍ଣ୍ଣବ ବାତ୍ୟା ସମୟରେ ସୁନାପୁର ପଞ୍ଚାୟତସମୁଦ୍ର କୂଳ ଉପକୂଳ ଅଞ୍ଚଳ ବାସୀଙ୍କ ପାଇଁ ଆସିଥିବା ରିଲିଫ୍ ସାମଗ୍ରୀ ଏପର୍ଯ୍ୟନ୍ତ ହିତାଧିକାରୀଙ୍କ ମିଳିନାହିଁ!
ଉକ୍ତ ରିଲିଫ୍ ସାମଗ୍ରୀ ବିଜେପି କର୍ମୀଙ୍କ ଘରେ ରହିଛି।
@BibhutiJena93 ଆଜ୍ଞା ଅସହାୟ ବାତ୍ୟା ବିପନ୍ନ ଲୋକଙ୍କ ପାଇଁ ଆସିଥିବା ରିଲିଫ୍ ସାମଗ୍ରୀ ଘରେ ରଖିବାର ଅଧିକାର କିଏ ଦେଲା
7
330
ଆମ @BDO_PATRAPUR ଓ entire staff ଙ୍କୁ ଅଶେଷ ଧନ୍ୟବାଦ ବହୁତ ସୁନ୍ଦର ଭାବରେ ବାତ୍ୟା ପ୍ରସ୍ତୁତି ଏ ଥର କରିଥିଲେ ଏବଂ ଲୋକଙ୍କ ସମସ୍ୟା ସମାଧାନ ଦିଗରେ ଗୁରୁତ୍ୱ ଦେଇଛନ୍ତି।
@CMO_Odisha @Ganjam_Admin
5
379
ଧନ୍ୟବାଦ @sdmbam ଓ @BDO_CHIKITI ଏଭଳି ବାତ୍ୟା ସମୟରେ ଲୋକଙ୍କ ସମସ୍ୟା ରାତି ସାରା ବୁଲି ବୁଲି ବୁଝିଥିବାରୁ। 🙏
@Ganjam_Admin @CMO_Odisha
ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ sir @Ganjam_Admin 🙏
@Vijaykulange 🙏
No electricity at Tumba GP Cyclone Shelter, Soroda. Sheltered people are stuck in darkness during the cyclone. Please arrange power/generator immediately. 🙏 @Ganjam_Admin @Vijaykulange
I hv never seen an RDC reach the grassroots level nd lead from the front during a crisis.
Watching our RDC @Vijaykulange Sir personally visit the ground and oversee cyclone preparedness is truly inspiring. If every ofcr works with such dedication, our nation will truly shine
No electricity at Tumba GP Cyclone Shelter, Soroda. Sheltered people are stuck in darkness during the cyclone. Please arrange power/generator immediately. 🙏 @Ganjam_Admin @Vijaykulange
Commendable cyclone management, Sir @keerthi_ias! Over 5,000 people in Chikiti and 3,000 in Patrapur were safely evacuated with proper cooked food arranged for all.
Special thanks to RDC Sir @vijay_ias for his tireless efforts on the ground. 🙏 @CollectorGanjam
Titu panda retweeted
UN ଡାକିକି ନେଇ ତାଙ୍କ ପିଲାମାନଙ୍କ ଭବିଷ୍ୟତ ଗଢ଼ୁଛନ୍ତି, ଆଉ ଏଠି ଓଡ଼ିଆ, ତାମିଲ ହେଉଛନ୍ତି। ଆଜି ଯଦି ଏହି ଲୋକ ରହିଥାନ୍ତେ, ତେବେ ଓଡ଼ିଆ ପିଲାମାନେ କେତେ ଆଗକୁ ଯାଇଥାନ୍ତେ, ଭାବିଲେ ଆଶ୍ଚର୍ଯ୍ୟ ଲାଗେ। କିନ୍ତୁ ଆମ ମୁଣ୍ଡରେ ମିଛ କଥା ଭର୍ତ୍ତି କରି ଆମକୁ ଭ୍ରମିତ କରାଯାଉଛି। ଏମିତି ହେଲେ ଓଡ଼ିଆ କେମିତି ଆଗକୁ ବଢ଼ିବେ?
ସମ୍ଭାବ୍ୟ ବାତ୍ୟା ନେଇ ଜରୁରୀକାଳୀନ ହେଲ୍ପ ଲାଇନ ଜାରି କରିଛନ୍ତି @Ganjam_Admin
ସମ୍ଭାବ୍ୟ ବାତ୍ୟା ‘ଅକବାନ’କୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୪×୭ ଜରୁରୀକାଳୀନ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି। ଜରୁରୀକାଳୀନ ସହାୟତା ପାଇଁ ନିଜ ଅଞ୍ଚଳର ହେଲ୍ପଲାଇନ୍ ନମ୍ବରରେ ଯୋଗାଯୋଗ କରନ୍ତୁ।
@CMO_Odisha @IPR_Odisha @rdmodisha @SRC_Odisha
3
339
ମୋଦି ସରକାର 😀
ବାପା ମା ପଇସା ଖାଇକି ଭୋଟ ଦେବେ ପିଲାମାନେ ଭାତ ଆଉ ଆଳୁ ଅଣ୍ଡା ପାଣି ଖାଇବେ।
ଦୋଷ କାହାର ?😡
ବିଜେପି ସରକାରଙ୍କ ଅଧୀନରେ ଓଡ଼ିଶାରେ ମଧ୍ୟାହ୍ନ ଭୋଜନ (ମିଡ୍-ଡେ ମିଲ୍) ଯୋଜନା
ଓଡ଼ିଶାର ୨୦୨୬–୨୭ ଆର୍ଥିକ ବର୍ଷର ବଜେଟରେ, ପିଏମ୍-ପୋଷଣ (PM-POSHAN) ବା ମଧ୍ୟାହ୍ନ ଭୋଜନ ଯୋଜନା ପାଇଁ ₹୧,୨୭୮ କୋଟି ବ୍ୟୟବରାଦ କରାଯାଇଛି।
ଏହି ଯୋଜନା ସମ୍ପର୍କିତ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ:
ସାପ୍ତାହିକ ଖାଦ୍ୟ ତାଲିକା (ମେନୁ): ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସୋମବାର, ବୁଧବାର ଓ ଶୁକ୍ରବାର ଦିନ ଭାତ ଓ ଅଣ୍ଡା ତରକାରୀ (ଅଣ୍ଡା ଖାଉନଥିବା ପିଲାଙ୍କ ପାଇଁ ଫଳ) ଦିଆଯାଉଥିବା ବେଳେ ମଙ୍ଗଳବାର, ଗୁରୁବାର ଓ ଶନିବାର ଦିନ ଭାତ, ଡାଲମା/ସୋୟାବଡ଼ି ତରକାରୀ ସହିତ ପୁଷ୍ଟିକର ମାଣ୍ଡିଆ (ମିଲେଟ୍) ଲଡୁ ପ୍ରଦାନ କରାଯାଉଛି।
ପରିଚାଳନା: ରାଜ୍ୟର ହଜାର ହଜାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG) ଏବଂ କେନ୍ଦ୍ରୀୟ ରୋଷେଇ ଘର ମାଧ୍ୟମରେ ବିଦ୍ୟାଳୟଗୁଡ଼ିକରେ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି।
#Odisha #OdishaBudget #OdishaBudget2026 #MidDayMeal #PMPoshan #OdishaEducation #OdishaGovt #BJPOdisha #SchoolNutrition
3
10
317
Privileged to attend the 93rd Birth Anniversary celebration of Harishchandra Baxipatra at Jaydev Bhawan, Bhubaneswar. Truly inspiring to listen to Justice V. Gopal Gowda, Anjali Bhardwaj, and Shri Bhakta Charan Das, and connect with fellow colleagues and friends. 🙏
@BhruguOdisha
Mam...you are truly a fighter. Every piece of advice you gave me will stay with me forever, and I will move forward keeping them in mind. 🙏
@DrLekhaShree 🙏❤️
ବ୍ରହ୍ମପୁର ୱାର୍ଡ - ୫ ର ଅବସ୍ଥା ଶୋଚନୀୟ।
ପୁଣି ବାତ୍ୟା ଓ ଅତ୍ୟଧିକ ବର୍ଷା ବିପଦ ଥିଲା ବେଳେ ବ୍ରହ୍ମପୁରର ସଫା ହେଇନି ନାଳ।
Sir @Ganjam_Admin & @Vijaykulange sir plz ଧ୍ୟାନ ଦେବେ। ନଚେତ ପାଣି ଜମିବାର chances ରହିବ। 🙏
@BrahmapurCorp ଦୟାକରି ଧ୍ୟାନ ଦିଅନ୍ତୁ।
@sdmbam @CMO_Odisha @SecyChief
Sir @Vijaykulange ମୁଁ କହିଥିଲି ଆପଣଙ୍କୁ ସେଠିକା ଲୋକଙ୍କ ଅବସ୍ଥା ବହୁତ ଦୟନୀୟ। ସବୁ sources ଥାଇ କିଛି ସୁବିଧା ପାଇପାରୁ ନାହାନ୍ତି। 😓
ଆପଣଙ୍କୁ ଅନୁରୋଧ କରିବି ଅନ୍ତତଃ ଥରେ visit କରନ୍ତୁ। ଦ୍ଵଖିବେ କେମିତି ଆନ୍ଧ୍ର ଓ ଓଡିଶା ଭିତରେ ଫରକ। plz sir 🙏😓
ଉକ୍ତ ଗାଁ ବତ୍ରା ସାହି ଯାଏଁ ତୁମ୍ବା ରୁ ବହୁତ ଭଲ ରାସ୍ତା ଅଛି।
Sir @Vijaykulange ଏଇ news paper ରେ ଯାହା ବାହାରିଛି ସବୁ ସତ ହିଁ। ସେମାନେ ବି କରିବେ କଣ ଆନ୍ଧ୍ର ପ୍ରଦେଶ ତା ଗାଁ ଗୁଡାକୁ ପାଣି ଓ କରେଣ୍ଟ ଯୋଗାଇଛି, କିନ୍ତୁ ତା ପାଖରେ ଓଡିଶା ଗାଁ ଗୁଡାକ ଅନ୍ଧାର, ପାଣି ବି ନାହିଁ।
ଧ୍ୟାନ ଦେଲେ ଭଲ ହୁଅନ୍ତା। 🙏 ମୁଁ ଏନେଇ ସେପ୍ଟେମ୍ବରରେ ଅଭିଯୋଗ ଓ ଅନୁରୋଧ କରିଥିଲି ପ୍ରଶାସନ ଓ ସରକାରଙ୍କୁ।































