ZEE Odisha News (@ZeeOdisha) header
ZEE Odisha News (@ZeeOdisha) profile picture

ZEE Odisha News is 24x7 Odia news channel. This Digital channel update news bulletins and current affairs of your interest. WhatsApp Link: https://xitter.gq/t.co/Wc1gSzZu9p

Bhubneshwar
Joined November 2013
Photo by ZEE Odisha News (@ZeeOdisha)Photo by ZEE Odisha News (@ZeeOdisha)Photo by ZEE Odisha News (@ZeeOdisha)Photo by ZEE Odisha News (@ZeeOdisha)Photo by ZEE Odisha News (@ZeeOdisha)Photo by ZEE Odisha News (@ZeeOdisha)Photo by ZEE Odisha News (@ZeeOdisha)Photo by ZEE Odisha News (@ZeeOdisha)Photo by ZEE Odisha News (@ZeeOdisha)Photo by ZEE Odisha News (@ZeeOdisha)
ଥାନା ଛକରେ ୩ ଅଜଣା ଆଟାଚ ବକ୍ସ । ଜଗତସିଂହପୁର ସଦର ଥାନା ଛକ ନିକଟରେ ଏକ ଫୁଲ ଦୋକାନ ନିକଟରେ କେହି ଅଜଣା ବ୍ୟକ୍ତି ୩ଟି ଆଟାଚି ଛାଡି ଚାଲି ଯାଇଥିବାର ଦେଖାଯାଇଛି । ଆଟାଚରେ କଣ ଅଛି ଏବଂ ତାକୁ କିଏ ସେଠାରେ ରଖିଦେଇ ଯାଇଛି ତାହା ଜଣାପଡିନାହିଁ । #OdiaNews #Jagatsinghpur
275
କୋଟିଆ ଓ ସୀମା ବିବାଦ ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ତାରା ବାହିନୀପତି: ବିଧାନସଭା ଭିତରେ ଆତ୍ମହୁତି ଦେବାକୁ ଚେତାବନୀ... #OdiaNews #Bhubaneswar
258
ପର୍ଯ୍ୟଟନର ଗୁରୁତ୍ୱ ଦୃଷ୍ଟିରୁ ସମ୍ବଲପୁରରେ ୫ଟି ଜିଲ୍ଲାର ନିବେଶକ ସମ୍ମିଳନୀ । #OdiaNews #Sambalpur
251
ଫେରିବାଲା ସାଜି ଚଳାଇଥିଲେ ଚୋରା କାରବାର, ଜଗତସିଂହପୁରରୁ ଫିଟିଲା ବଡ ଗୁମର #OdiaNews #Jagatsinghpur
223
ବାତ୍ୟା ‘ଆକୱାନ’ ପ୍ରଭାବରେ ଗଞ୍ଜାମରେ ସର୍ବାଧିକ ୧୧୯ ମିମି ବର୍ଷା, ବଢ଼ିଲା ଋଷିକୁଲ୍ୟା ଓ ବାହୁଦା ନଦୀର ଜଳସ୍ତର #OdiaNews #Bhubaneswar
175
ବାତ୍ୟାର ପ୍ରଭାବରେ ଡେଲାଙ୍ଗ ଓ କଣାସ ଅଞ୍ଚଳରେ ରାସ୍ତାରେ ଭାଙ୍ଗି ପଡ଼ିଛି ଗଛ। ରାସ୍ତା ସଫା କରିବା ପାଇଁ ଅଗ୍ନିଶମ ବିଭାଗ କର୍ମଚାରୀମାନେ କଟର୍ ସାହାଯ୍ୟରେ ଗଛ କାଟୁଛନ୍ତି #OdiaNews #Puri
200
ବାତ୍ୟା ପ୍ରଭାବରେ ପାରାଦୀପରେ ଲାଗି ରହିଛି ପ୍ରବଳ ବର୍ଷା #Paradip #CycloneUpdate
171
ଏବେ ବିଜେପି 'ଲୋକତନ୍ତ୍ର ବଞ୍ଚାଅ ଅରାଜକତା ହଟାଅ' ବାର୍ତ୍ତା ନେଇ ରାଲି ସଭା ସମିତି କରୁଛି । କିନ୍ତୁ ରାଜ୍ୟ ଓ କେନ୍ଦ୍ରରେ ବିଜେପି ସରକାର ତଥାପି କଣ ଲୋକତନ୍ତ୍ର ବିପଦରେ! #OdiaNews #Sambalpur
2
14
1,416
ବାତ୍ୟା ପରବର୍ତ୍ତୀ ସ୍ଥିତି ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ ସଜାଗ ରହିଛି #cyclone
183
ବାତ୍ୟାର ପ୍ରଭାବ ସତ୍ତ୍ୱେ ଆଜି ସକାଳ ୫ଟା୧୭ ମିନିଟରେ ଖୋଲିଲା ଶ୍ରୀମନ୍ଦିର #puri
232