Debendra Prusty (@debendraprusty) profile picture

Chief Editor: Janagana TV and Portal. https://xitter.gq/t.co/YYSDuhEUE3, Editor https://xitter.gq/t.co/j9PggP4djt, tv anchor, news planner, development thinker, activist.

odisha
Joined May 2010
Photo by Debendra Prusty (@debendraprusty)Photo by Debendra Prusty (@debendraprusty)Photo by Debendra Prusty (@debendraprusty)Photo by Debendra Prusty (@debendraprusty)Photo by Debendra Prusty (@debendraprusty)Photo by Debendra Prusty (@debendraprusty)Photo by Debendra Prusty (@debendraprusty)Photo by Debendra Prusty (@debendraprusty)Photo by Debendra Prusty (@debendraprusty)Photo by Debendra Prusty (@debendraprusty)
ପୁଞ୍ଜିବାଦଟା ସନାତନ ଧର୍ମର କଥା ତ?
21
ଶିଳ୍ପପତିଙ୍କୁ ପେଟପୂରା ଖୁଆଇବା ଧର୍ମର କଥା ବୋଧେ!
21
୨୦୨୪ ଓଡ଼ିଶା ନିର୍ବାଚନରେ ମତଦାନ ଓ ମତ ଗଣନା ମଧ୍ୟରେ ବହୁ ସଂଖ୍ୟକ ଭୋଟ ବ୍ୟବଧାନ ଥିବା ନେଇ ନିର୍ବାଚନ କମିଶନଙ୍କ ନିକଟରେ ବିଜେଡି ଅଭିଯୋଗ କରିଥିଲା। ଏବେ ସେ ପ୍ରସଙ୍ଗରେ ଜାତୀୟ ସ୍ତରରେ ଚର୍ଚ୍ଚା ଓ ବିତର୍କ ଚାଲିଥିବା ବେଳେ ଆମ ଦଳଟି ଚୁପ୍ କାହିଁକି? ସୁପ୍ରିମ କୋର୍ଟରେ କିଛି ତଥ୍ୟ ଦାଖଲ କଲେ ହୁଅନ୍ତାନି!
3
29
665
ଶୋଷଣ।
Bought a railway ticket worth 1400 rupees ,paid 132 rupees as GST . When I reached the railway station ,in the waiting room ,I was asked pay ,for toilet,sitting ,and urination too !. What kind of system is this .Is railway a money extracting machinary?.?
2
1
4
465
Government should withdraw all mining and industrial companies from all schedule area and hand over all revenues whatever to local PR bodies.
On November 18, 2026 a two-judge bench of the Supreme Court delivered a verdict of very far-reaching significance. The verdict held that over 270 acres of agricultural land owned by scheduled tribes in Sundergarh district had been illegally acquired by the Odisha Govt in November 2021. Overturning an earlier Orissa High Court judgment delivered two years ago, the Supreme Court has now clealy held that Section 41(3) of the Right to Fair Compensation and Transparency in Land Acquisition, Rehabilitation and Resettlement Act, 2013 had been violated in letter and in procedure. This Act had been passed unanimously and enthusiastically by Parliament in September 2013 after over two years of intensive and extensive debates and discussions. Simply put, the Supreme Court has now made it categorical that for land acquisition in areas falling under the Fifth Schedule of the Constitution, prior consent of the concerned gram sabha is MANDATORY and not just advisory or directory. There have been many instances where the gram sabhas in the Fifth Schedule Areas continue to get bypassed, ignored or manipulated by private mining companies with the willing cooperation of the state governments concerned like in Odisha, Chhattisgarh, and Madhya Pradesh. This November 18th,2026 judgment of the Supreme Court is a warning to them and a beacon of hope that the law of the land will get upheld. The only criticism that can be offered is that it should not take five years to decide that a law has been violated so blatantly. api.sci.gov.in/supremecourt/…
3
153
ଅଧିକାଂଶ ଆସନରେ ଏମିତି ଅମେଳ।
In the Chittoor parliamentary seat, in 2024, the ECI’s internal records counted 56,067 voters polling at 6 pm. For the seven assembly seats that make up Chittoor, they counted only 24,596. the ECI never looked into the gap of more than 31,000 voters. @TweetSumedha explains.
108
ଚନ୍ଦ୍ରବାବୁ ନାଇଡୁଙ୍କ ବିଜୟ ବି ସନ୍ଦେହ ଘେରରେ।
3
9
360
ଉତ୍ତର ପ୍ରଦେଶ ବିଧାନ ସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ଆସନ ବୁଝାମଣା ବୈଠକ ୧୫ ମିନିଟରେ ଶେଷ। କାଲି ଦ୍ବିତୀୟ ବୈଠକ।
6
177
Debendra Prusty retweeted
It’s very unfortunate that many trains run very late within the territory of Odisha state. Most likely reason is priority being given to goods/freight trains over passenger trains. Request @RailMinIndia @AshwiniVaishnaw to look into historical data and solve the problem early.
18
60
5
289
12,988
ଧର୍ମେନ୍ଦ୍ର ଗଲେ। ସିଜେପି ଗଲା। କଥା ସରିଲା।
1
1
1
26
739
ଅସନ ଗଛ ବର୍ଷା ଦିନ ପାଣିକୁ ଖରା ଦିନ ପାଇଁ ସାଇତି ରଖେ। ଗୋଟେ ଗୋଟେ ପୂର୍ଣ୍ଣ ବୟସ୍କ ଅସନ ଗଛ ୪-୨୦ ଲିଟର ଯାଏଁ ପାଣି ରଖିପାରେ।
1
3
23
864
ମାସିକ ୨୬ ଲକ୍ଷ ଟଙ୍କା ଦରମା! ଦରମା ବି ଏକ ଦୁର୍ନୀତି ହୋଇପାରେ।
2
10
260
ବାସ୍ତବରେ ସୁନା ନାଁ ରେ ରେନିୟମ ବିକ୍ରି ପାଇଁ ଏ ଧନ୍ୟବାଦ। ନହେଲେ ଧନତେରାସରେ ତ କେବଳ ଓଡ଼ିଶାରେ ବିକ୍ରି ହୋଇଛି ପ୍ରାୟ ୪୦୦ କୋଟିର ସୁନା।
1
7
197
ଏ ଖବରରେ ଓଡ଼ିଶା କଂଗ୍ରେସ ଆଶାବାଦୀ ହେବାର କୌଣସି କାରଣ ନାହିଁ।
3
1
3
42
1,139
ଯେତିକି ହାସ୍ୟାସ୍ପଦ ସେତିକି ବିଡ଼ମ୍ବନା।
99
Debendra Prusty retweeted
#ଲାଞ୍ଜିବେର୍ଣ୍ଣା #ସୁପ୍ରିମକୋର୍ଟରାୟ ସୁନ୍ଦରଗଡ଼ ଜିଲ୍ଲା ଲାଞ୍ଜିବେର୍ଣାଠାରେ ଡାଲମିଆ ସିମେଣ୍ଟ କମ୍ପାନୀ ପାଇଁ ରାଜ୍ୟ ସରକାରଙ୍କ ଜମି ଅଧିଗ୍ରହଣକୁ ଅବୈଧ ସିଦ୍ଧ କରି ମାନ୍ୟବର ସୁପ୍ରିମ କୋର୍ଟ ଗତ ୧୮ ତାରିଖରେ ଦେଇଥିବା ରାୟ ପରିପ୍ରେକ୍ଷୀରେ ସ୍ୱତଃ ଦୁଇଟି ପ୍ରଶ୍ନ ଉଠୁଛି । ପ୍ରଥମ: ସମ୍ବିଧାନ ଓ ଆଇନରେ ସ୍ପଷ୍ଟ ନିୟମ ଥିବା ସତ୍ତ୍ୱେ ମାନ୍ୟବର ହାଇକୋର୍ଟ କମ୍ପାନୀ ଓ ରାଜ୍ୟ ସରକାରଙ୍କ ଦ୍ୱାରା ଅବୈଧ ଜମି ଅଧିଗ୍ରହଣକୁ ବୈଧ ବୋଲି ରାୟ ଦେଇଥିଲେ କେମିତି ? ଦ୍ୱିତୀୟ: କେବଳ ଅଧିଗ୍ରହଣ ରଦ୍ଦ କରିଦେଲେ କଣ ସମ୍ପୂର୍ଣ୍ଣ ନ୍ୟାୟ ହୋଇଗଲା ବୋଲି କୁହାଯାଇ ପାରିବ ? ବେଆଇନ ଅଧିଗ୍ରହଣ ପାଇଁ କମ୍ପାନୀ ଓ ରାଜ୍ୟ ସରକାରଙ୍କୁ ଦଣ୍ଡିତ କରାଯିବ ନାହିଁ କାହିଁକି ?
1
3
25
809
ଖଣି ଦୁର୍ନୀତିର ତଦନ୍ତ ନକରି ବିଦେଶ ଗସ୍ତ ତଦନ୍ତର ମାନେ କ'ଣ?
10
4
2
37
909
ଓଡ଼ିଶା ସରକାର ଏ ଖବର ପଢିଲେଣି ତ?
93
ତାଙ୍କ କହିବାର ଅର୍ଥ ହେଲା ଆଗରେ ଉତ୍ତର ପ୍ରଦେଶ ନିର୍ବାଚନ। କିଛି ମାଲ୍ ଛାଡ଼, ରିହାତି ନିଅ।
8
231
In Maharashtra on 132 seats the ECI has no record of how many citizens voted after 5 pm. Kranti breaks down Part 2 of Election Audit Series in Marathi.
25
545
11
1,040
12,355