Pinned Tweet
Got an opportunity to interact with central finance minister @nsitharaman Ji and Education minister @dpradhanbjp Ji 🙏🏻
Om Prakash Mishra 🇮🇳 retweeted
In Odisha, there is someone who is a self-proclaimed journalist, political analyst, literary intellectual and whatnot — all rolled into one.
Known as a pervert and a lecher, he is also a rice-bag convert. Someone told me his name is Qadir Mishra.
#Thread
Om Prakash Mishra 🇮🇳 retweeted
ଆଜିର ଛାତ୍ରଛାତ୍ରୀ ହିଁ ଆସନ୍ତାକାଲିର ଓଡ଼ିଶାର ନେତୃତ୍ୱ।
୨୦୧୭ରୁ ବନ୍ଦ ହୋଇଥିବା ଏହି ଛାତ୍ର ସଂସଦ ନିର୍ବାଚନର ପୁନଃ ଆରମ୍ଭ କେବଳ ଏକ ନିର୍ବାଚନର ଫେରିବା ନୁହେଁ; ଏହା ଯୁବପିଢ଼ିକୁ ଗଣତନ୍ତ୍ର, ଦାୟିତ୍ୱ ଓ ନେତୃତ୍ୱର ଅନୁଭବ ଦେବାର ଏକ ନୂଆ ଅଧ୍ୟାୟ l
ଆମର ସଙ୍କଳ୍ପ—ଆଜିର ଯୁବଶକ୍ତିକୁ ଆସନ୍ତାକାଲିର ଦାୟିତ୍ୱବାନ ନେତୃତ୍ୱରେ ପରିଣତ କରିବା l
ନବୀନ ବାବୁଙ୍କ ସରକାର ଯୁବ ବର୍ଗର କଣ୍ଠରୋଧ ପାଇଁ 2017 ଠାରୁ ଯେଉଁ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଥିଲେ ଲୋକଙ୍କ ସରକାର ଆଜି ପୁଣି ତାକୁ ଆରମ୍ଭ କଲେ I
ଧନ୍ୟବାଦ @suryabanshibjp 🙏🏻
1
73
Om Prakash Mishra 🇮🇳 retweeted
ଓଡ଼ିଶାରେ ଏମ୍ଏମ୍ଡିଆର୍ ଉପରେ ବିଗତ କିଛି ଦିନ ହେଲା @Naveen_Odisha ବାବୁ, ଆପଣ ଓ ଆପଣଙ୍କ ଦଳ @bjd_odisha ଭୁଲ୍ କଥା କହି ରାଜ୍ୟବାସୀଙ୍କୁ ଭ୍ରମିତ କରୁଛନ୍ତି, ଯାହା ହାସ୍ୟାସ୍ପଦ । ଓଡ଼ିଶାର ଲୋକମାନେ ଏତେ ବୋକା ନୁହଁନ୍ତି ଯେ, ମିଛକୁ ବାରମ୍ବାର କହିଲେ ସତ ବୋଲି ବିଶ୍ୱାସ କରିବେ । ଗତକାଲି ମାନ୍ୟବର ହାଇକୋର୍ଟଙ୍କ ରାୟରୁ ସ୍ପଷ୍ଟ ଜଣାପଡ଼ୁଛି, ଆପଣ କେମିତି ଘରୋଇ କମ୍ପାନୀମାନଙ୍କୁ ଘଣ୍ଟ ଘୋଡ଼ାଇ ଅନୁକମ୍ପା ଦେବାର ବାଟ ତିଆରି କରିଥିଲେ ।
ମାନ୍ୟବର ଓଡ଼ିଶା ହାଇକୋର୍ଟ ଗତକାଲି ଏକ ନିର୍ଦ୍ଦିଷ୍ଟ ଶିଳ୍ପ ସଂସ୍ଥାକୁ ବିଜୁ ଜନତା ଦଳ ସରକାର ଦ୍ୱାରା ୨୦୦୪ରେ ଆବଣ୍ଟନ ହୋଇଥିବା ୧୫୦ ନିୟୁତ ଟନ୍ ବକ୍ସାଇଟ୍ ଯୋଗାଣ ଦାବିକୁ ସ୍ପଷ୍ଟ ଭାବେ ଖାରଜ କରିଦେଇଛନ୍ତି । ପ୍ରାକୃତିକ ସମ୍ପଦକୁ ନେଇ ପୁରୁଣା ପ୍ରତିଶ୍ରୁତି ଦେଖାଇ ଚାଲୁଥିବା ଆଇନକୁ ଅଣଦେଖା କରାଯାଇପାରିବ ନାହିଁ ବୋଲି ମାନ୍ୟବର ହାଇକୋର୍ଟ ସ୍ପଷ୍ଟ କରିଛନ୍ତି।
ମୋଦୀ ସରକାରଙ୍କ ସ୍ୱଚ୍ଛ ଏମ୍ଏମ୍ଡିଆର୍ ଆଇନ ଆସିବା ଦ୍ୱାରା MCR 2016 Rule 45 ସଂଶୋଧନ ପରେ ବକ୍ସାଇଟ୍ର ହାରାହାରି ବିକ୍ରୟ ମୂଲ୍ୟରେ କନଭର୍ସନ ଫ୍ୟାକ୍ଟର ଲାଗୁ ହେବା ଦ୍ୱାରା ବକ୍ସାଇଟ୍ର ଦର ପ୍ରତି ଟନ୍ରେ ୭୫୦ ଟଙ୍କାରୁ ୧୭୦୭ ଟଙ୍କାକୁ ବୃଦ୍ଧି ପାଇଥିଲା। ଏହି ଦର ବୃଦ୍ଧି ଯୋଗୁଁ OMCକୁ ଲାଭ ମିଳିବା ସହ ଓଡ଼ିଶାକୁ ମଧ୍ୟ ରୋୟାଲଟି, DMF ଓ NMET ଜରିଆରେ ହଜାର ହଜାର କୋଟି ଟଙ୍କାର ବର୍ଦ୍ଧିତ ରାଜସ୍ୱ ମିଳିଥାନ୍ତା।
କିନ୍ତୁ, ଆପଣ କେନ୍ଦ୍ର ସରକାରଙ୍କୁ ୧ ଫେବ୍ରୁଆରୀ ୨୦୨୦ (ଚିଠି ନଂ-୧୦୪୪) ଏବଂ ୭ ଅକ୍ଟୋବର ୨୦୨୦ (ଚିଠି ନଂ-୮୫୬୯/SM) ପୃଥକ ଚିଠି ଲେଖି କନଭର୍ସନ ଫ୍ୟାକ୍ଟରକୁ କମାଇ ଘରୋଇ କମ୍ପାନୀ ଚାହୁଁଥିବା ସର୍ବନିମ୍ନ ଦର ଲାଗୁ କରିବା ପାଇଁ ଅନୁରୋଧ କରିଥିଲେ।
ଏହି କଥାରୁ ଜଣାପଡ଼ୁଛି, ଆପଣ ଘରୋଇ କମ୍ପାନୀକୁ ଅନୁକମ୍ପା ଦେବା ପାଇଁ ଏହି ଚିଠି ଲେଖିଥିଲେ, ଯାହାର ଅନୁରୋଧକୁ କେନ୍ଦ୍ର ସରକାର ଖାରଜ କରିଦେଇଥିଲେ।
ରାଜ୍ୟ ପାଇଁ ଏତେ ଲାଭଦାୟକ ନିୟମକୁ କାର୍ଯ୍ୟକାରୀ ନକରି ତାହାକୁ ପୁନର୍ବିଚାର କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବା ପଛରେ ଆପଣଙ୍କ ପ୍ରକୃତ ଉଦ୍ଦେଶ୍ୟ କ’ଣ ଥିଲା? କାହା ସ୍ୱାର୍ଥରେ ଆପଣ ଏଭଳି ପଦକ୍ଷେପ ନେଇଥିଲେ?
ଆପଣ କହିବେ କି, ଆପଣଙ୍କ ଭୁଲ୍ ନିଷ୍ପତ୍ତି କାରଣରୁ ଏକ ନିର୍ଦ୍ଦିଷ୍ଟ ଘରୋଇ କମ୍ପାନୀ ଉପରେ ଦୀର୍ଘ ଦିନ ଧରି ପ୍ରାୟ ୫,୪୦୦ କୋଟି ଟଙ୍କା ବକେୟା ପଡ଼ିରହିଛି କି ନାହିଁ?
ଓଡ଼ିଶାବାସୀଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଏକ ଘରୋଇ କମ୍ପାନୀକୁ ଅହେତୁକ ଅନୁକମ୍ପା ଦେବା ପଛର ପ୍ରକୃତ ରହସ୍ୟ କ’ଣ? ରାଜ୍ୟର ଲକ୍ଷ ଲକ୍ଷ କୋଟି ଟଙ୍କାର ରାଜସ୍ୱ କ୍ଷତି କରି ସେତେବେଳେ ଏପରି ସୁବିଧା ଦେବା ପଛରେ କ’ଣ ସ୍ୱାର୍ଥ ଥିଲା? ଦୟାକରି ଓଡ଼ିଶାବାସୀଙ୍କୁ ବୁଝାଇଦେଲେ ଜନସାଧାରଣ ସତ୍ୟ ଜାଣିପାରିବେ ।
Om Prakash Mishra 🇮🇳 retweeted
The world applauds Captain Smit Machchhar!
Seriously injured but unwavering under pressure, the Indian pilot’s actions during a mid-air emergency have earned recognition from leaders worldwide, with US President Donald Trump calling him a hero, Israel PM Benjamin Netanyahu praising his extraordinary bravery, and Israel’s Ambassador to India, Reuven Azar, applauding his courage and character.
#CaptainSmitMachchhar
Om Prakash Mishra 🇮🇳 retweeted
Witness the wilderness of Odisha come alive in Debrigarh! 🌿✨
Discover its rich wildlife, breathtaking landscapes and the beauty of nature this World Tourism Day.
#WorldTourismDay2026
He still is one of the most popular leaders in India among Gen Z… @dpradhanbjp 🙏🏻
2
57
Om Prakash Mishra 🇮🇳 retweeted
Replying to @ommbjp
@ommbjp
Kantamal Leader Om Prakash Mishra to Represent India at International Festival of Youth 2026 in Russia sopana.in/kantamal-leader-om…
Om Prakash Mishra 🇮🇳 retweeted
ଜୟ ମା' ସମଲେଇ 🙏
“ସମ୍ବଲପୁରୀ ଦିନ୍”ର ହାର୍ଦ୍ଦିକ ଶୁଭେଚ୍ଛା ।
ସମ୍ବଲପୁରୀ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ସମୃଦ୍ଧ କରାଇବାରେ ମହାନ୍ ପୁରୋଧା ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାରଙ୍କ ଅମୂଲ୍ୟ ଯୋଗଦାନ ଆମ ସମସ୍ତଙ୍କୁ ସର୍ବଦା ପ୍ରେରିତ କରିବ ।
#SambalpuriDin #SambalpuriDay
Om Prakash Mishra 🇮🇳 retweeted
VIDEO | Bhubaneswar, Odisha: Former Union Minister Dharmendra Pradhan receives a rousing welcome from his supporters upon his arrival at Bhubaneswar Airport.
(Full video available on PTI Videos - ptivideos.com)
Om Prakash Mishra 🇮🇳 retweeted
More strict actions against paper leaks to come in tomorrow’s Cabinet!
Om Prakash Mishra 🇮🇳 retweeted
END OF HUNGER... BEGINNING OF ACCOUNTABILITY...!
Sonam Wangchuk ends his fast after 26 days upon getting assurance from the government and members of parliament of all political parties that the issue of accountability in the failing examination system will be discussed on the floors of the Indian Parliament. The government also gave assurance that families of suicide victims in the recent NEET examination paper leak will be given adequate compensation and that there will be no cases registered against the peacefully protesting students and youths.
Watch full video on YouTube Channel: Sonam Wangchuk
Sonam's videos have no copyrights; can be shared freely.
ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ଲୋକସଭା କ୍ଷେତ୍ରର ଲୋକପ୍ରିୟ ସାଂସଦ ଶ୍ରୀ @dpradhanbjp ଙ୍କୁ ଜନ୍ମଦିନ ଅବସରରେ ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା ।
ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା ସମଲେଇଙ୍କ ଅପାର କୃପାରୁ ଆପଣ ଦୀର୍ଘାୟୁ , ସୁସ୍ଥ ରହିବା ସହ ଓଡିଶା ଏବଂ ଦେଶବାସୀଙ୍କ ଉନ୍ନତି ପାଇଁ ଅଧିକ ଶକ୍ତି ଲାଭ କରନ୍ତୁ I
ଲୋକଙ୍କ ସରକାରର 2 ବର୍ଷ ପୂର୍ତ୍ତି ଅବସରରେ ଏ ଭିଡିଓଟି ମତେ ବିଶେଷ ସନ୍ତୋଷ ଦେଇଛି I ମୁଖ୍ୟମନ୍ତ୍ରୀ ବସକୁ ବୌଦ୍ଧ ଜିଲ୍ଲା କଣ୍ଟାମାଲ ନିର୍ବାଚନ ମଣ୍ଡଳୀ ଶୁଣ୍ଡିପଦର ଗ୍ରାମ ପଞ୍ଚାୟତରେ ଭବ୍ୟ ସ୍ୱାଗତ I @CMO_Odisha @BJP4Odisha
So this is where it has hurt the gang and deep state… kudos to my leader @dpradhanbjp 🙏🏻
Remember what India’s Education Minister Dharmendra Pradhan did to the Leftists and Islamists back in September 2021⁉️ Perhaps they are settling the old score today by demanding his resignation through protests‼️
What he did? He backed a specialization course in the JNU University on the global nexus of Communists and the radical Islamists. The left-cartel was complacent with “Salafi Jihadism” counterterrorism studies. But they got irked with the introduction of a research-based course on Red-Green alliance.
The Education Minister was responsible for eradicating the deeprooted disease of radical left from the Indian academia. Hence they flung into action to push him out!
50


















