> ଶୁଭ ଦୀପାବଳୀ ଓ କାଳୀ ପୂଜାର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ🪴🙏
> ମା' କାଳୀଙ୍କ ଆଶୀର୍ବାଦରୁ ଆପଣଙ୍କ ଜୀବନ ଆଲୋକମୟ ହେଉ,🙏
> ସମସ୍ତ ଦୁଃଖ ଅନ୍ଧକାର ଦୂର ହେଉ ଏବଂ ସୁଖ ସମୃଦ୍ଧିର ଦୀପ ସର୍ବଦା ଜଳୁଥାଉ
> ଜୟ ମା' କାଳୀ 🪴👏
14
*ଶୁଭ ବିଜୟା ଦଶମୀ!*
*ସତ୍ୟର ଜୟ ହେଉ, ଅସତ୍ୟର ପରାଜୟ ହେଉ*
*ଦଶହରାର ଅନେକ ଶୁଭେଚ୍ଛା - ମା' ଦୁର୍ଗା ଆପଣଙ୍କ ଜୀବନରେ ଖୁସି ଓ ଶାନ୍ତି ଭରି ଦିଅନ୍ତୁ*
*ଅଧର୍ମ ଉପରେ ଧର୍ମର ବିଜୟ ହେଉ - ଶୁଭ ଦଶହରା!*🪴🙏
16
*ମା' ସିଦ୍ଧିଦାତ୍ରୀ - ନବମ ଦିବସ*
ନବମ ରୂପେ ଆସିଲୁ ମା' ଗୋ, ସିଦ୍ଧିଦାତ୍ରୀ ନାମେ,
ଭକତ ହୃଦୟ ଭରି ଦେଲୁ, ତୋର ଦିବ୍ୟ ଧାମେ
ପଦ୍ମ ଫୁଲେ ବିରାଜୁ ମା' ଗୋ, ଚାରି ଭୁଜ ଧାରିଣୀ,
ଶଙ୍ଖ ଚକ୍ର ଗଦା ପଦ୍ମ, ଜ୍ଞାନ ପ୍ରଦାୟିନୀ
ଅଣିମା ମହିମା ଗରିମା, ଲଘିମା ସିଦ୍ଧି ଦେଉ,
ପ୍ରାପ୍ତି ପ୍ରାକାମ୍ୟ ଈଶିତ୍ୱ, ବଶିତ୍ୱ ତୁ ଦେଉ👏
2
*ମା' ମହାଗୌରୀ*
ଅଷ୍ଟମ ରୂପେ ଆସ ମା' ଗୋ, ମହାଗୌରୀ ନାମ ଧରି,
ଧବଳ ବର୍ଣ୍ଣ ରୂପ ତୁମର, ଚନ୍ଦ୍ର ପରି ସୁନ୍ଦରୀ
ଶ୍ୱେତ ବସ୍ତ୍ର ପିନ୍ଧି ମା' ଗୋ, ବସ ବୃଷଭ ପରେ,
ତ୍ରିଶୂଳ ଡମରୁ ଧରି, ଶାନ୍ତି ଦିଅ ଘରେ
କଠିନ ତପସ୍ୟା କରି ତୁମେ, ପାଇଲ ଗୌର ବର୍ଣ୍ଣ,
ଭକତର ପାପ ଧୋଇ ଦିଅ, କର ଜୀବନ ଧନ୍ୟ👏
*ଜୟ ମା' ମହାଗୌରୀ!*🪴🙏🙏
2
*ମା' କାତ୍ୟାୟନୀ*
ଷଷ୍ଠ ରୂପେ ଆସ ମା' ଗୋ, କାତ୍ୟାୟନୀ ନାମ ଧରି,
କାତ୍ୟାୟନ ମୁନି ଘରେ ତୁମେ, କନ୍ୟା ରୂପେ ଅବତରି
ଚାରି ଭୁଜେ ଅସ୍ତ୍ର ଧରି, ସିଂହ ପରେ ବିରାଜ,
ଖଡ୍ଗ ପଦ୍ମ ଶୋଭା ପାଉଛି, ଦିବ୍ୟ ତୁମର ସାଜ
ମହିଷାସୁର ମାରିଣୀ ମା', ତୁମେ ଶକ୍ତିଶାଳିନୀ,
ଭକତ ଜନ ଡାକ ଶୁଣି, ହୁଅ କରୁଣାମୟୀ👏
🙏🪴*ଜୟ ମା' କାତ୍ୟାୟନୀ!*🪴🙏
5
"ଛଳୟସି ଵିକ୍ରମଣେ ବଳିମଦ୍ଭୁତ ବାମନ
ପଦନ ଖନୀର ଜନିତ ଜନ ପାଵନ ।
କେଶଵ ଧୃତ ବାମନ ରୂପ ଜୟ ଜଗଦୀଶ ହରେ ।।"
ଲିଳାମୟ ମହାପ୍ରଭୁ ଶ୍ରୀହରି ଙ୍କ ଜନ୍ମ ଦିବସ (ବାମନ ଜନ୍ମ) ଅବସରରେ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା।🙏
ଜୟ ଶ୍ରୀଜଗନ୍ନାଥ🪴🙏🙏🙏
💐💐💐💐💐💐💐💐
3
ବକ୍ର ତୁଣ୍ଡ ମହାକାୟ ସୂର୍ଯ୍ୟ କୋଟି ସମପ୍ରଭଃ।
ନିର୍ବିଘ୍ନମ୍ କୁରମେ ଦେବ ସର୍ବ କାର୍ଯ୍ୟେସୁ ସର୍ବଦା।।.🪴👏
ଗଜାନନ ହେ ଶୁଦ୍ଭାନନ ଗୌରୀ ମନୋହର ପ୍ରିୟ ନନ୍ଦନ 🪴
ପବିତ୍ର ଗଣେଶ ଚତୁର୍ଥୀ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭକାମନା💐
ଅଗ୍ର ପୂଜ୍ୟ ଶ୍ରୀ ଗଣେଶ ଭଗବାନ ଆପଣଙ୍କର ତଥା ଆପଣଙ୍କ ପରିବାରର ମଙ୍ଗଳ କରନ୍ତୁ,ଏତିକି କାମନା🪴🙏
5
ଶିକ୍ଷା ହେଉଛି ବ୍ୟକ୍ତି, ସମାଜ ଓ ରାଷ୍ଟ୍ର ର ପ୍ରଗତିର ମୂଳ ଆଧାର...
ଜ୍ଞାନର ଆଲୋକରେ ଏକ ସୁସ୍ଥ, ସମୃଦ୍ଧ ଓ ସଶକ୍ତ ସମାଜ ଗଠନରେ ଶିକ୍ଷକ ମାନଙ୍କ ଭୂମିକା ସର୍ବାଧିକ ଗୁରୁତ୍ୱପୁର୍ଣ ****
ପବିତ୍ର ଗୁରୁ ଦିବସରେ ଆପଣଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ 🪴🙏
ଜୟ ଶ୍ରୀ ଗୁରୁଦେବ 🥗🙏
4
*ଦେବକୀ ରୂପରେ କୃଷ୍ଣ ଜନ୍ମ ଦେଉ*
*କୌଶଲ୍ୟା ରୂପରେ ରାମ*
*ସୁନାଜୁଡ଼ା ବାନ୍ଧି ବାଙ୍କ ଚୂଳ ପରେ*
*ନାରୀ ବେଶେ ଘନ ଶ୍ୟାମ*
*କେ ବୁଝିବ ତୋର ଲୀଳା*
*ମୋହିନୀ ଭାବରେ ସୁଧା ପରଶିଛୁ*
*ଦେବେ ହୋଇଛନ୍ତି ଭୋଳା ।।*
*ପବିତ୍ର ଜନ୍ମାଷ୍ଟମୀ ର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା* 🪴🙏🙏🙏
4
ମୁଁ ଜାଣିନି ମୋ ବନ୍ଧୁମାନଙ୍କ ପାଇଁ ମୁଁ କେତେ ଭଲ କି ଖରାପ , କିନ୍ତୁ ମୋ ବନ୍ଧୁ ମାନେ ସମସ୍ତେ ମୋ ପାଇଁ ବହୁତ ଭଲ l ବନ୍ଧୁତା ସେହି : ଯେ ସମ୍ପର୍କ କୁ ନୁହେଁ , ମନକୁ ଯୋଡ଼େ l ସୁଖରେ ସାଥୀ, ଦୁଃଖରେ ସାହାରା ହେଉଥିବା ବନ୍ଧୁ ଜୀବନର ସବୁଠାରୁ ବଡ଼ ଅମୁଲ୍ୟ ଉପହାର 👏
ଜୟ ଜୟ ଶ୍ରୀଜଗନ୍ନାଥ🪴🙏🙏🙏
2
ଯେତେବେଳେ ଜୀବନର ପଥ କଠିନ ଏବଂ ତୁଛ ଲାଗେ,
ସେତେବେଳେ ଭକ୍ତି ର ପଥ ବାଛନ୍ତୁ, କାରଣ ସେଠାରେ ଶାନ୍ତି ଅଛି ଏବଂ ସମାଧାନ ଵି ଅଛି
ଜୟ ଜୟ ଶ୍ରୀଜଗନ୍ନାଥ🪴🙏🙏🙏
2
ବିଶ୍ୱ ପ୍ରସିଦ୍ଧ ପବିତ୍ର ରଥ ଯାତ୍ରା -2026 ଅବସରରେ ଆପଣକୁ ଆନ୍ତରିକ ଶୁଭେଚ୍ଛା ଜଣାଉଛି I
ଓଡ଼ିଆ ଜାତିର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଆଶୀର୍ବାଦରେ ଆପଣଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧରେ ଭରିଉଠୁ, ଏହା ହିଁ ମୋର କାମନା 🙏🙏
ଜୟ ଜୟ ଶ୍ରୀ ଜଗନ୍ନାଥ 🪴🙏🙏
7
ମା ହେଉଛନ୍ତି ଭଗବାନଙ୍କର ସବୁଠାରୁ ସୁନ୍ଦର ସୃଷ୍ଟି
ମା କେବଳ ଏକ ଶବ୍ଦ ନୁହେଁ, ସେ ହେଉଛନ୍ତି ତ୍ୟାଗ, ସ୍ନେହ, ସହନଶୀଳତାର ଓ ସଂଘର୍ଷ ର ଅନ୍ୟ ନାମ 👏
ମାତୃ ଦିବସ ର ଶୁଭ କାମନା ଓ ହାର୍ଦିକ ଶୁଭେଚ୍ଛା 🌹🌹🌹🙏🙏🙏
10
ପଣା ସଂକ୍ରାନ୍ତି ଓ ଓଡ଼ିଆ ନୂତନ ବର୍ଷ ଅବସରରେ ମହାପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ଆପଣଂକର ମଙ୍ଗଳ କାମନା କରୁଛି 🌷🌷🙏🙏
*ଜୟ.*ଜୟ ଶ୍ରୀ ଜଗନ୍ନାଥ* 🪴🙏 *🙏*🙏
9
Post your badge on a social media platform (Fireside Forum, X, Instagram, etc.) using #PiOpenNetwork. After sharing, return here and submit your post link to enter the raffle.
1
7
ଇଂରାଜୀ ନବବର୍ଷ ୨୦୨୬ ଆପଣଙ୍କ ନିମିତ୍ତ ସୁଖ ଶାନ୍ତି ଓ ସମ୍ରୂଦ୍ଧିର ବର୍ଷ ହେଉ👏
ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ କରୁଣା ଆପଣଙ୍କୁ ଏବଂ ତତସହିତ ସପରିବାରଙ୍କୁ ପ୍ରାପ୍ତ ହେଉ ଏହା ହିଁ ଈଶ୍ୱଙ୍କ ନିକଟରେ ପ୍ରାଥନା
( 🙏ଜୟ ଜୟ ଶ୍ରୀଜଗନ୍ନାଥ🙏)
🪷🪷🙏🙏🪷🪷
9
🪔💞💐ଶୁଭ ଦୀପାବଳୀ 🪔💞💐
।ଆଲୋକର ପର୍ବ ଦୀପାବଳୀ ଅବସରରେ ଆପଣଙ୍କୁ ତଥା ଆପଣଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ଶୁଭେଚ୍ଛା ଓ ଶୁଭକାମନା। ମହାପ୍ରଭୁ ଆପଣଙ୍କର କଲ୍ୟାଣ କରନ୍ତୁ ଏତିକି କାମନା।ଜୟ ଜୟ ଶ୍ରୀ ଜଗନ୍ନାଥ।🙏💞🫂
💐💐💐💐💐💐💐💐💐
1
2
Ashok Kumar Pratihary retweeted
ପ୍ରିୟ ଭଉଣୀମାନଙ୍କୁ ସ୍ନେହପୂର୍ଣ୍ଣ ଅନୁରୋଧ ପଦେ,
ସେନେହ ଡୋରିରେ ମମତାର ମାଳି ଗୁନ୍ଥି, ଭାଇ ହାତେ ଭଉଣୀ ବାନ୍ଧି ଦେବ ରାକ୍ଷୀ। ଖଣ୍ଡିଏ ରେଶମୀ ଡୋର ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କର ମୂକସାକ୍ଷୀ ହେବ। ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଲାଣି ଗାଁଠୁ ସହର। ଆଜିର ଡିଜିଟାଲ୍ ଯୁଗରେ ସାମାଜିକ ଗଣମାଧ୍ୟମରେ ପରସ୍ପରକୁ ଶୁଭେଚ୍ଛା ଜଣାଉଥିଲେ ମଧ୍ୟ ଏହି ଦିନ ଭାଇଟିଏ ଯେତେ ଦୂରରେ ଥାଉନା କାହିକିଁ ଭଉଣୀଟିଏ ତା’ ପାଖକୁ ଧାଇଁ ଆସେ ସେନେହର ଡୋରିଟିଏ ହାତରେ ବାନ୍ଧି ଦେବାକୁ।
ଏବେ ଏହି ପର୍ବ କେବଳ ଭାଇ ଓ ଭଉଣୀଙ୍କ ସ୍ନେହବନ୍ଧନର ପ୍ରତୀକ ଭିତରେ ସୀମିତ ହୋଇନାହିଁ, ଆମ ଗ୍ରାମୀଣ ଶିଳ୍ପ, ସ୍ଵାବଲମ୍ବନ ଓ ପରିବେଶ ସୁରକ୍ଷା ପାଇଁ ଏକ ସୁନ୍ଦର ଅବସର ଆଣିଦେଇଛି। ଓଡ଼ିଶାର ବିଭିନ୍ନ ଜିଲ୍ଲାର ସ୍ଵୟଂ ସହାୟକ ଗୋଷ୍ଠୀର ମା’ମାନେ @PRDeptOdisha ବିଭାଗ ଅଧୀନସ୍ଥ @ormas_odisha ସହଯୋଗରେ ସବାଇ ଘାସ, ମାଟି, ଝୋଟ, ଧାନ, ଟସର ସୂତା, ସମ୍ବଲପୁରୀ କପଡ଼ା ଓ ଅନ୍ୟାନ୍ୟ ପରିବେଶ ପ୍ରିୟ ଉପାଦାନ ବ୍ୟବହାର କରି ସୁନ୍ଦର, ଆକର୍ଷଣୀୟ ସ୍ଵଦେଶୀ ରାକ୍ଷୀ ପ୍ରସ୍ତୁତ କରିଛନ୍ତି। ପ୍ରତିଟି ଭଉଣୀ ଏହି ରାକ୍ଷୀ କିଣିବା ପାଇଁ ଆଗେଇ ଆସନ୍ତୁ। ଏହା ଆମ ଗ୍ରାମୀଣ ମହିଳାଙ୍କୁ ସ୍ଵାବଲମ୍ବନଶୀଳ କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ।
ବାଲେଶ୍ବର, ବରଗଡ, ବୌଦ୍ଧ, କଟକ, ଢେଙ୍କାନାଳ, କଳାହାଣ୍ଡି, କନ୍ଧମାଳ, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡା, ରାୟଗଡ଼ା, ସମ୍ବଲପୁରରେ ଥିବା ଓରମାସ୍ ଷ୍ଟଲଗୁଡ଼ିକରେ ଏହି ସ୍ଵଦେଶୀ ରାକ୍ଷୀ ସବୁ ମିଳୁଛି।
#HarGharSwadeshi #OrmasRakhi #VocalForLocal #Odisha
Ashok Kumar Pratihary retweeted
Replying to @SecyChief
@SecyChief Odisha is yet to formulate IT cader for e-governance employees working under Dept of Odisha.
God of Binary Sri Jagattannath OIO,Being said that Rath Yatra is under the cover of AI.
😊Simply illusion.INDIA is having compromised EGOVERNMENT Rules with ignorant IT employees
#ZERO_EGOV_MONITORINGSYSTEM
@GoI_MeitY
@ScAndTechOdisha
@PRDeptOdisha
@CMO_Odisha @PMOIndia











