sidhharth panda (@skpanda2007) profile picture

Self Employed, in Social & Political Activities.

Bhubaneshwar, India
Joined August 2017
Photo by sidhharth panda (@skpanda2007)Photo by sidhharth panda (@skpanda2007)Photo by sidhharth panda (@skpanda2007)Photo by sidhharth panda (@skpanda2007)Photo by sidhharth panda (@skpanda2007)Photo by sidhharth panda (@skpanda2007)Photo by sidhharth panda (@skpanda2007)Photo by sidhharth panda (@skpanda2007)Photo by sidhharth panda (@skpanda2007)Photo by sidhharth panda (@skpanda2007)
Received notification, Do u wish me to follow you ? @RituparnaRoutr1
38
Less access to X' than other social medias, coz it is still unacceptable to India's common people for some operational issues. And I have no hesitation for a self declaration that, me too an IT illiterate person..
33
ଓଡ଼ିଶାର ଆଜି ସମୟର ଏକମାତ୍ର ପ୍ରମୁଖ ଆବଶ୍ୟକତା ହେଉଛି, ଭଲ ବର୍ଷା ଆଉ ଚାଷ। ଅନ୍ୟ କିଛି ବି ଆମ ରାଜ୍ୟ ପାଇଁ ଶୁଭ ସମ୍ବାଦ ନୁହେଁ। Nothing feels like good news for us in Odisha right now except heavy rain followed by ploughing. That’s the only real need of the hour.
38
ମହାମହିମ ରାଷ୍ଟ୍ରପତି ଓ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଜାଣନ୍ତି କି ? Whether Her exllency Mdm President and the Honarable Prime mister of India are aware ?
40
ସରକାରୀ ବିହନ ଅପେକ୍ଷା ବେସରକାରୀ ଅଧିକ ଉପଲବ୍ଧ।ସାର ଅଭାବ ପୁଣି ଏ ବର୍ଷ ଦେଖା ଯିବନି ତ ? ତେବେ major ଜଳସେଚନ ପରିଚାଳନା ସିନା task force ସମ୍ଭାଳି ଦେବ। କ୍ଷୁଦ୍ର,ଅତି କ୍ଷୁଦ୍ର, ଆଡିବନ୍ଧ ଓ ଉଠା ଜଳସେଚନ କଥା? ନୂଆ କରି ଖୋଳା ଯାଇଥିବା DBW ତ ମେଲା ପଡିଛି। ନା ଅଛି ବିଦ୍ୟୁତ ସଂଯୋଗ ନା ସୋଲାର,ଦେଖ କଣ ହେଉଛି ଏଲ-ନିନୋ ପ୍ରତିଷେଧକ।
47
Delighted to have the opportunity to interact with Dr Kambhampati Hari Babu, the honorable Governor of Odisha, while extending an invitation.
64
Let the war be stopped. And may the propagation of disgusting/unsettling news reports and social media platforms like Facebook, X - handle, WhatsApp & Messenger etc be temporarily discontinued for a day to foster peace of mind.
67
Let the war be stopped. And may the propagation of disgusting/unsettling news reports and social media platforms like Facebook, X - handle, WhatsApp & Messenger etc be temporarily discontinued for a day to foster peace of mind.
41
Opposition Leader OLA Sri Nabin Patanaik should visit Cuttack and spell his opinion after the communal riot followed by the curfew. It's enough now to keep mum despite the knowledge and experience of 24 years as CM of Odisha.
77
ସମ୍ପ୍ରତି ଓଡିଶାର ମହିଳା ଅସୁରକ୍ଷିତ ଅଘଟଣ ଗୁଡିକ ସମ୍ପର୍କରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଲଜ୍ଜିତ କହି ନିଜ ଦାୟିତ୍ୱ ଓ କର୍ତ୍ତବ୍ୟ ରୁ ଓହରିଗଲେ ହବନି, ବରଂ ଅଧୁନା ଓଡିଶାକୁ ସଙ୍କଟ ରୁ ରକ୍ଷା କରିବାର ଗଠନମୂଳକ ପରାମର୍ଶ ସହ ଓ ସାଧାରଣ କାର୍ଯ୍ୟ ପ୍ରଣାଳୀର ଆଦେଶ ରଖିବା ଆବଶ୍ୟକ।
26
Reduction of X premium price in our country can never be good news as advertised by X, rather it encourages and indirectly forces the X users to quit.
31
A two-day excursion with friends to Dubulagadi's "Ocean Breeze Resort", situated near Bahabalpur port muhan in Baleswar District, Odisha's one of the prominent sea fishing hub.
45
କେବଳ ରାଜଧାନୀ ଭୁବନେଶ୍ବର ରେ ନୁହେଁ, ପୁରା ରାଜ୍ୟରେ ଆଇନ ଶୃଙ୍ଖଳା ବିଗିଡିବା ସାଙ୍ଗକୁ ଶାସନ ବ୍ୟବସ୍ଥାରେ ବିଶୃଙ୍ଖଳା ଖବର ଆସୁଛି। ନେତା ବିରୋଧୀଦଳ କି ତାଙ୍କ ପ୍ରତିନିଧିଦଳ କୋଉଠିକୁ ବି ଥରେ ଯାଇ ତଥ୍ୟ ଅନୁଧ୍ୟାନ କରୁନାହାନ୍ତି। ଏହା କଣ ଗଣତନ୍ତ୍ରପ୍ରେମୀଙ୍କ ପାଇଁ ଚିନ୍ତାର ବିଷୟ ନୁହେଁ କି ? ଅନ୍ତତଃ ଥରେ ମାଣ୍ଡିପଙ୍କା ଯାଆନ୍ତୁ।
23
We the Odias feel sorry , next time his voter list will be in odisha if honestly he respects our land for everything he got till date.
क्या आपने कभी राष्ट्रीय नेता देखे हैं? अगर नहीं तो आज हमारे रेल मंत्री जी अश्विनी वैष्णव जी को देख लो, आज अश्वनी वैष्णव जी ने हरियाणा में वोट डाला है अश्वनी वैष्णव जी राजस्थान के मूल निवासी हैं अश्वनी वैष्णव जी उड़ीसा से राज्यसभा सांसद हैं अश्वनी वैष्णव जी रहते दिल्ली में हैं अब हुए न राष्ट्रीय नेता😂😂
39
କିଛି ଲୋକଙ୍କ ଦ୍ୱାରା କାହାର ନାଁ କୁ ଅପଭ୍ରଂଶ କରି ଅବା ଭୁଲ ଉଚ୍ଚାରଣ କରି ବାରମ୍ବାର ସମ୍ବୋଧନ କଲେ କଣ ମୂଳ ନାଁ ଟି ବଦଳିଯିବ କି ?
17
ନିର୍ବାଚନ ସମୟ ଭଳି, ଉଭୟ ବିଜେଡି ଓ ବିଜେପି ଦଳ ଏବେ ମିଶ୍ରଣ ପର୍ବ ପାଇଁ ଗୋଟେ ଗୋଟେ ମଞ୍ଚ ବାନ୍ଧିବା ଦରକାର। ହୁଏତ କିଏ କେମିତି ଅନ୍ୟ ଦଳରୁ ଆସି ମିଶି ପାରନ୍ତି। କିନ୍ତୁ ବିଜେଡି ଓ ତାର ନେତାକୁ, ଟିକେ ପାଣ୍ଡିଆନ ପ୍ରେମ ଛାଡିବାକୁ ପଡିପାରେ। ଆଉ ବିଜେପି ବି ଅନ୍ୟ ଦଳକୁ ଭାଙ୍ଗିବା ପ୍ରୟାସକୁ ଅଧିକ ତ୍ୱରାନ୍ୱିତ କରିବାକୁ ହେବ।
17
ପ୍ରମୁଖ ଓଡ଼ିଆ ଖବରକାଗଜର ପ୍ରଥମ ପୃଷ୍ଠାରେ ଏଭଳି ଭୁଲ କଣ ଇଛାକୃତ ? ନା ଆଜିକାଲି କାଶ୍ମୀର ବଦଳରେ କଶ୍ମୀର ହୋଇଯାଇଛି ?
46
Doesn't matter,who so ever is candidate in Loksabha or Assembly segments of Odisha. Whether ex-BJD leader as BJP/Cong candidate or the vice versa. But the contest will be between D & P only in brand MODI or NAVIN. Let's test in votes,whether identity crisis of few matters or not.
3
101
She is not so attractive either way to be welcomed. If at all, then hope not useful, rather harmful for tomorrow or day after. And not deserves to be covered even by local news, forget of National.
1
41
Needless to remember, when I joined Twitter, coz it's use is slighter, since then and there. #MyTwitterAnniversary
1
76