Pinned Tweet
୨୪ ବର୍ଷ ପରେ...
ସେ କଳା ରାତିର ଚିତ୍କାର ସତରେ ଅତି ଭୟଙ୍କର ଥିଲା .....
ସ୍କୁଲ ଛୁଟି ହେବାର ଠିକ ୧୦ ରୁ ୧୫ ମିନିଟ ମଧ୍ୟରେ, ସ୍କୁଲଗେଟ ଠାରୁ ୨୦୦ ରୁ ୩୦୦ ମିଟର ଦୂର ପ୍ରାୟ, ୨୭ ଅକ୍ଟୋବର ୧୯୯୯, ବୁଧୁବାର: ସଦ୍ଦାମ ହୁସେନ ର ଚର୍ଚିତ ଘଟଣାର ଠିକ ଆଲୋଚନା ପରେ ସାଙ୍ଗ ମାନଙ୍କ ମଧ୍ୟରୁ ଜଣେ କହିଲା ରେଡ଼ିଓ କହିଛି 1/6
କେତେ ରହିବ ପବନ?
ଅତିଭୀଷଣ ବାତ୍ୟା #ଅର୍ଣ୍ଣବ ହେତୁ ସର୍ବାଧିକ ସ୍ଥାୟୀ ପବନର ବେଗ ସମୁଦ୍ର ମଧ୍ୟରେ ଆଜି ଦିନ ୧୧ ଟା ୩୦ ରୁ ସନ୍ଧ୍ୟା ୫ଟା ୩୦ ମଧ୍ୟରେ ୧୫୦ ରୁ ୧୬୦ କିମି ସହ ଝଟକା ପବନ ୧୮୦କିମି ଯାଏଁ ରହିବାର ସମ୍ଭାବନା
ବର୍ତମାନ ସମୁଦ୍ର ମଧ୍ୟରେ ଅର୍ଣ୍ଣବର କେନ୍ଦ୍ର ଆଖପାଖରେ ପବନର ବେଗ ୧୩୦ ରୁ ୧୪୦ ଝଟକା ୧୫୦ କିମି ଯାଏଁ ରହୁଛି


















