Atanu sabyasachi (@AtanuMLA) header
Atanu sabyasachi (@AtanuMLA) profile picture

Former Cabinet Minister

Odisha,India
Joined October 2018
Photo by Atanu sabyasachi (@AtanuMLA)Photo by Atanu sabyasachi (@AtanuMLA)Photo by Atanu sabyasachi (@AtanuMLA)Photo by Atanu sabyasachi (@AtanuMLA)Photo by Atanu sabyasachi (@AtanuMLA)Photo by Atanu sabyasachi (@AtanuMLA)Photo by Atanu sabyasachi (@AtanuMLA)Photo by Atanu sabyasachi (@AtanuMLA)Photo by Atanu sabyasachi (@AtanuMLA)Photo by Atanu sabyasachi (@AtanuMLA)
ବନ୍ଦେ ଧେନୁ ମାତରମ 🙏 ୮୧ ତମ ବାର୍ଷିକଉତ୍ସବ ତଥା ଚିତାଲାଗି ଅମାବାସ୍ୟା ଅବସରରେ ଅସୁରେଶ୍ୱର ସ୍ଥିତ ଗୋରକ୍ଷଣିରେ ପାଳନ କରାଯାଇଅଛି I ଏଥିରେ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗଦେଇ ଗୋ ' ମାତାଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ ।
5
1
40
1,136
ଓଡ଼ିଶାର ଗର୍ବ ଓ ଗୌରବ, ପଦ୍ମଶ୍ରୀ କମଳା ପୂଜାରୀଙ୍କ ଦେହାନ୍ତ ଖବର ଜାଣି ମୁଁ ଦୁଃଖିତ। ବିଭିନ୍ନ କିସମର ଧାନ ସଂଗ୍ରହ କରିବା ସହ ଜୈବିକ ଚାଷକୁ ପ୍ରୋତ୍ସାହିତ କରିବା ଦିଗରେ ତାଙ୍କର ବିରଳ କୃତିତ୍ୱ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ।(1/2)
4
21
995
(2/2)ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛି। ଓମ୍ ଶାନ୍ତି
9
596
ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ମହାପ୍ରଭୁଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଏବଂ ସମୃଦ୍ଧିରେ ଭରିଯାଉ, ଏତିକି ପ୍ରାର୍ଥନା🙏
3
36
1,064
ବିଶ୍ଵ ପ୍ରସିଦ୍ଧ ପୁରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ଅବସରରେ
1
39
692
ଜୟ ଜଗନ୍ନାଥ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ। ପବିତ୍ର ରଥଯାତ୍ରା ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା
3
1
47
1,189
ଓଡ଼ିଶା ସରକାରଙ୍କ ପୂର୍ବତନ ମନ୍ତ୍ରୀ ତଥା କାକଟପୁରର ପୂର୍ବତନ ବିଧାୟକ ଶ୍ରୀ ସୁରେନ୍ଦ୍ର ନାଥ ନାୟକ (ସୁର ଭାଇ) ଙ୍କର ଆଜି ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ମର୍ମାହତ ଓ ଦୁଃଖିତ। ତାଙ୍କର ବିୟୋଗ କେବଳ ମୋ ପାଇଁ ନୁହଁ ସମଗ୍ର ରାଜନୈତିକ କ୍ଷେତ୍ର ପାଇଁ ଏକ ଅପୂରଣୀୟ କ୍ଷତି।
2
1
25
739
ପ୍ରଭୁ ଜଗନ୍ନାଥ ତାଙ୍କର ଅମର ଆତ୍ମାର ସଦଗତି କରିବା ସହିତ ଏହି ଦୁଃଖଦ ସମୟରେ ତାଙ୍କର ସମସ୍ତ ପରିବାରବର୍ଗ ଓ ଅଗଣିତ ସମର୍ଥକଙ୍କୁ ସାହସ ଓ ଧୈର୍ଯ୍ୟ ଦିଅନ୍ତୁ ଏହାହିଁ ମୋର ପ୍ରଭୁଙ୍କ ନିକଟରେ କାମନା । #ଓଁମଶାନ୍ତି
1
5
283
ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମାରେ ଝଙ୍କଡବାସିନୀ ମା' ଶାରଳାଙ୍କୁ ଦର୍ଶନ ପୂର୍ବକ ଆଶିର୍ବାଦ ଭିକ୍ଷl କଲି l
3
1
36
591
ପରମ୍ପରା, ଆଧ୍ୟାତ୍ମ୍ୟ, ସଂସ୍କୃତି ଏବଂ ଭକ୍ତିର ସମାଗମରେ ପରିପୂର୍ଣ୍ଣ ଓଡ଼ିଆ ଜାତିର ଆରାଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କର ସ୍ନାନ ଉତ୍ସବ ସମସ୍ତଙ୍କ ଜୀବନରେ ଆନନ୍ଦ ଓ ଉଲ୍ଲାସ ଆଣିଦେଉ, ଏହା ହିଁ କାମନା।
4
21
529
ପବିତ୍ର ଇଦ୍‌-ଉଜ୍‌-ଜୁହା ପର୍ବ ଉପଲକ୍ଷେ ମୁସଲମାନ ଭାଇ ଭଉଣୀମାନଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ
37
845
ଓଡ଼ିଆ ସଂସ୍କୃତି ର ଏହି ମହାନ ଗଣପର୍ବ "ପବିତ୍ର ରଜପର୍ବ" ଅବସରରେ ଅନେକ ଅନେକ ଶୁଭେଚ୍ଛା।
1
25
544
ନବୀନ ଗ୍ୟାରେଣ୍ଟି-ଓଡ଼ିଶାର ଚାରିଆଡେ ଶଙ୍ଖ ମ୍ୟାଜିକ ବିକଶିତ ଓଡିଶା-ବିକଶିତ ମହାକାଳପଡ଼ା ଶଙ୍ଖ ଚିହ୍ନରେ ଦୁଇ ଥର ଭୋଟ ଦିଅନ୍ତୁ
3
1
18
778
ଆମ ଚିହ୍ନ ଶଙ୍ଖ ଚିହ୍ନ ପାଟୁଳିପଙ୍କ ପଞ୍ଚାୟତରେ ଅନୁଷ୍ଠିତ କର୍ମୀ ସମ୍ମୀଳନୀରେ ଯୋଗଦେଇ ଯୋଡ଼ି ଶଙ୍ଖ ଚିହ୍ନରେ ଭୋଟ ଦେଇ ନବୀନ ବାବୁଙ୍କ ବିକାଶ ଧାରାକୁ ମହାକାଳପଡ଼ାରେ ଆଗେଇ ନେବା ନିମନ୍ତେ ସହଯୋଗ ଓ ଆଶୀର୍ବାଦ କାମନା କରିଥିଲି l
1
4
432
ଏ ଫୋଟୋ କହେ ଅନେକ କଥା l ମହାକାଳପଡ଼ା ନିର୍ବାଚନ ମଣ୍ଡଳୀର ଭୋଟର ଭାଇ ଭଉଣୀ ମାନଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ l ଶଙ୍ଖ ବାଜିବ ଆଉ ଥରେ ନବୀନ ପଟ୍ଟନାୟକ ପୁଣି ଥରେ
1
12
386
BJD ର ବରିଷ୍ଠ ନେତା ବିଧାୟକ ଦେବୀ ପ୍ରସାଦ ମିଶ୍ର ମହାକାଳପଡ଼ାରେ ବିଜୁ ଜନତା ଦଳର ପ୍ରଚାର କାର୍ଯ୍ୟକ୍ରମରେ ମୋ ସହିତ ସାମିଲ ହୋଇ ଉତ୍ସାହିତ କରିଛନ୍ତି
1
21
432
ଓଡ଼ିଶାର ଚାରିଆଡେ ଶଙ୍ଖ ମ୍ୟାଜିକ, ଆମ ଚିହ୍ନ ଶଙ୍ଖ ଚିହ୍ନ
1
2
29
411
ଓଡ଼ିଶାର ପରିଚୟ "ନବୀନଙ୍କ ଦୁଇ ଦଶକ" ଆମର ଚିହ୍ନ ଶଙ୍ଖ ଶଙ୍ଖ ଚିହ୍ନରେ ମହାକାଳପଡ଼ା ବାସୀ ଆଶୀର୍ବାଦ କରନ୍ତୁ
1
2
24
358
ମୋର ନିବେଦନ ମିଛୁଆଙ୍କ ଯୁଗ ଶେଷ କରନ୍ତୁ : ଶଙ୍ଖ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରାନ୍ତୁ @bjd_odisha
6
11
334
ନବୀନ ଗ୍ୟାରେଣ୍ଟି ଓଡିଶାବାସୀ ଭାରି ଖୁସି:ମୋତେ ଶଙ୍ଖ ଚିହ୍ନରେ ଭୋଟ ଦେଇ ଆଶୀର୍ବାଦ କରନ୍ତୁ @bjd_odisha
14
245