Atanu sabyasachi (@AtanuMLA) header
Atanu sabyasachi (@AtanuMLA) profile picture

Former Cabinet Minister

Odisha,India
Joined October 2018
Photo by Atanu sabyasachi (@AtanuMLA)Photo by Atanu sabyasachi (@AtanuMLA)Photo by Atanu sabyasachi (@AtanuMLA)Photo by Atanu sabyasachi (@AtanuMLA)Photo by Atanu sabyasachi (@AtanuMLA)Photo by Atanu sabyasachi (@AtanuMLA)Photo by Atanu sabyasachi (@AtanuMLA)Photo by Atanu sabyasachi (@AtanuMLA)Photo by Atanu sabyasachi (@AtanuMLA)Photo by Atanu sabyasachi (@AtanuMLA)
Atanu sabyasachi retweeted
ପୂର୍ଣ୍ଣ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ବିଭିନ୍ନ ସୁବିଧା ଘୋଷଣା କରିଛନ୍ତି। ଚାକିରୀ କାର୍ଯ୍ୟକାଳ ଗଣନା ପ୍ରକ୍ରିୟାରେ ସଂଶୋଧନ ସହ Ph.D ର ଅତିରିକ୍ତ ଯୋଗ୍ୟତା ହାସଲ କରିବାକୁ ବେତନ ସ୍କେଲରେ ଦୁଇଟି ଅଗ୍ରୀମ ବୃଦ୍ଧି ପରି ବ୍ୟବସ୍ଥା କରାଯାଇଛି। #5T #NabinOdisha
271
323
14
1,098
48,969
Atanu sabyasachi retweeted
ପ୍ରତି ପଞ୍ଚାୟତରେ ବ୍ୟାଙ୍କିଙ୍ଗ ସେବା ପାଇଁ 'ଆମ ବ୍ୟାଙ୍କ' ରାଜ୍ୟ ସରକାରଙ୍କ ଏକ ଐତିହାସିକ ଓ ଯୁଗାନ୍ତକାରୀ ପଦକ୍ଷେପ। ଲୋକଙ୍କ ସୁବିଧାକୁ ପ୍ରାଥମିକତା ଦେଇ ବର୍ତ୍ତମାନ ସୁଦ୍ଧା ୨,୭୫୦ଟି ଆମ ବ୍ୟାଙ୍କ କାର୍ଯ୍ୟକ୍ଷମ ହୋଇଛି। ଗ୍ରାମାଞ୍ଚଳରେ ବରିଷ୍ଠ ନାଗରିକ, ଗର୍ଭବତୀ ଓ ଭିନ୍ନକ୍ଷମଙ୍କ ଘରପାଖରେ ବ୍ଯାଙ୍କ ସେବା ସୁନିଶ୍ଚିତ ହେଉଥିବା ସହ ଲୋକଙ୍କ ଆର୍ଥିକ କାରବାର ସହଜ ହେଉଛି। #AmaBank #NabinOdisha
74
196
3
756
25,686
Atanu sabyasachi retweeted
Further strengthening healthcare in #Odisha, CM @Naveen_Odisha is going to launch new #BSKYNabinCard. It will ensure health assurance for over 3.8 Cr people in empanelled private hospitals. #OdishaCares #SusthaOdisha
27
151
2
497
8,011
Atanu sabyasachi retweeted
ନୂଆ ସମ୍ଭାବନା, ନୂଆ ଆତ୍ମବିଶ୍ଵାସର ସହ ଆଗକୁ ବଢ଼ିବେ ଛାତ୍ରଛାତ୍ରୀ। ‘ନବୀନ ଓଡ଼ିଶା ମ୍ୟାଜିକ୍ କାର୍ଡ’ ଛାତ୍ରଛାତ୍ରୀଙ୍କ ପାଇଁ ସୃଷ୍ଟି କରିବ ନୂଆ ସୁଯୋଗ। ଏହି କାର୍ଡ ପାଇଁ ଛାତ୍ରଛାତ୍ରୀ magiccard.odisha.gov.in ରେ ପଞ୍ଜିକରଣ କରନ୍ତୁ। ସଶକ୍ତ ଯୁବଶକ୍ତି, ସଶକ୍ତ ଓଡ଼ିଶା ଗଠନରେ ଭାଗିଦାର ହୁଅନ୍ତୁ। #OdishaOnTheMove #NabinOdisha #5T #NuaO
136
196
4
705
30,596
Atanu sabyasachi retweeted
#Odisha Govt has announced #NabinOdishaMagicCard, ushering in a new era of student empowerment. The #MagicCard will be launched in August 2024, which would offer digital connectivity, access to online libraries, online courses, facilitate seamless travel, enabling students to achieve their dreams. The pioneering initiative will be their #PassportToProsperity. #OdishaOnTheMove #5T #NuaO
173
285
13
1,284
52,773
Atanu sabyasachi retweeted
The Babasaheb Bhim Rao Ambedkar Bus Terminal or BSABT at Baramunda built under CM @Naveen_Odisha's unique #5T framework is one of the country's most advanced, integrated and feature-rich bus terminals. Constructed at a cost of ₹210 Cr and spread over 15 acres, the state-of-the-art megastructure is a testament to #Odisha's urban transformation and progress. #BaramundaBusStand #AmbedkarBusTerminal
53
213
7
994
32,567
Atanu sabyasachi retweeted
'ପ୍ରତିଟି ଜୀବନ ମୂଲ୍ୟବାନ' ମନ୍ତ୍ର ଆଧାରରେ ସୁନିଶ୍ଚିତ ହେଉଛି ଗୁଣାତ୍ମକ ସ୍ୱାସ୍ଥ୍ୟସେବା। ରାଜ୍ୟର ୫ଟି ମେଡିକାଲ କଲେଜରେ ୨,୯୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଶୁଭାରମ୍ଭ ସହ ବିଭିନ୍ନ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ହୋଇଛି। ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସୁରକ୍ଷା ଦିଗରେ ପ୍ରତିବଦ୍ଧତାକୁ ଦୃଢ଼ କରି ଗଠନ ହେଉଛି 'ସୁସ୍ଥ ଓଡ଼ିଶା'। #SusthaOdisha #OdishaCares
56
163
3
646
24,928
Atanu sabyasachi retweeted
ନବୀନ ଓଡ଼ିଶା, ଯୁବ ଓଡ଼ିଶା। ଛାତ୍ରଛାତ୍ରୀଙ୍କ କଲ୍ୟାଣ ପାଇଁ କାର୍ଯ୍ୟକାରୀ ହୋଇଛି ‘ନୂଆ-ଓ ଛାତ୍ରବୃତ୍ତି’ ଯୋଜନା। ରାଜ୍ୟର ଅଧ୍ୟୟନରତ ୬ଲକ୍ଷ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଙ୍କ ବଳିଷ୍ଠ ପଦକ୍ଷେପ। #NabinOdisha #5T
64
193
3
699
20,934
Atanu sabyasachi retweeted
ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରୂପାନ୍ତରର ଚିତ୍ରକୁ ‘ଆମ ହସ୍ପିଟାଲ’ ଆହୁରି ଉଜ୍ଜ୍ୱଳ କରିବ। ଲୋକଙ୍କ ପ୍ରସ୍ତାବ ଭିତ୍ତିରେ ‘ଆମ ହସ୍ପିଟାଲ’ ଆରମ୍ଭ କରାଯାଇଛି। ଏହା ସରକାରୀସ୍ତରରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିରାଟ ପରିବର୍ତ୍ତନ ଆଣିବ। ଆଗାମୀ ୫ ବର୍ଷରେ ୧୮୫୮ଟି ଡାକ୍ତରଖାନାକୁ ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯିବ। ଏଥିପାଇଁ ୨୦୨୩-୨୮ ମଧ୍ୟରେ ୩୩ ଶହ କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି। #NabinOdisha #5T
21
164
491
5,487
Atanu sabyasachi retweeted
ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ ସହାୟକ ହେବ ନୂଆ-ଓ ଛାତ୍ରବୃତ୍ତି। ସମ୍ବଲପୁର, ଦେବଗଡ଼, ଅନୁଗୋଳରେ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ନୂଆ -ଓ ଛାତ୍ରବୃତ୍ତି ବିତରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବାକୁ ଯାଉଛି। #NabinOdisha
41
179
3
641
9,594
Atanu sabyasachi retweeted
Out of 367 new recruits who joined the service, 80 are Staff nurses, 40 Pharmacists, 40 Lab Technicians, 8 ANMs, 8 X-Ray Technicians, 9 OT Assts in Directorate of ESI, 48 Handicrafts Promotion Officers, 7 Inspector of Cooperative Societies, 3 Auditors in @DhciOdisha, 11 Junior Assts in @ospcb123, 9 Asst Directors in @dfbodisha, and 104 Inspector of Supplies in @Food_Odisha.
14
144
441
5,871
Atanu sabyasachi retweeted
CM asked the new officers to follow #5T principles to achieve desired transformation in their respective fields. Highlighting that the ultimate objective is Odisha must lead in every sector, he emphasized that this can happen if all work as a team - The Team Odisha. He urged all to work for a #NewOdisha, an #EmpoweredOdisha. #NabinOdisha
15
143
435
5,369
Atanu sabyasachi retweeted
CM @Naveen_Odisha attended the orientation function of 367 officers and staff who joined four departments of the State Govt. Addressing the event, CM said that all new recruits should have only one purpose that is to serve the people of #Odisha. 'We may work in different capacities, but at the end of the day, we all are public servants. Our ultimate goal is greater public good,' he added. #OdishaOnTheMove
25
166
4
802
21,976
Atanu sabyasachi retweeted
ବିଦ୍ୟାଳୟ ପାଚିକା ଓ ସହାୟିକାଙ୍କ ପାରିଶ୍ରମିକରେ ହୋଇଛି ବୃଦ୍ଧି। ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ପାରିଶ୍ରମିକ ରାଶି ୧,୪୦୦ ଟଙ୍କାରୁ ୨,୦୦୦ ଟଙ୍କାକୁ ବଢ଼ାଇ ଦେଇଛନ୍ତି। ଏଥିସହ କାର୍ଯ୍ୟରେ ପ୍ରାଣ ହରାଇଲେ ୧ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ମଧ୍ୟ ରହିଛି। ବିଦ୍ୟାଳୟରେ ପିଲାମାନଙ୍କ ପୁଷ୍ଟିସାଧନ ଦିଗରେ ପ୍ରମୁଖ ଭୂମିକା ତୁଲାଉଥିବା ୧ଲକ୍ଷ ୧୦ହଜାର ପାଚିକା ଓ ସହାୟିକା ଏହାଦ୍ୱାରା ହେଉଛନ୍ତି ଉପକୃତ। #NabinOdisha
167
211
7
865
36,807
Atanu sabyasachi retweeted
ସୁରକ୍ଷିତ ମାତୃତ୍ଵକୁ ଗୁରୁତ୍ଵ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ମମତା ଯୋଜନା ସହାୟତା ରାଶି ୨ଗୁଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଯୋଜନାରେ ଗର୍ଭବତୀ ମହିଳାମାନଙ୍କୁ ₹୫୦୦୦ ଲେଖାଏଁ ମିଳୁଥିବାବେଳେ ବର୍ତ୍ତମାନ ୨ଟି କିସ୍ତିରେ ₹୧୦,୦୦୦ ସହାୟତା ମିଳିବ। ଅଗଷ୍ଟ ୨୦୨୩ରୁ ସମସ୍ତ ଯୋଗ୍ୟ ହିତାଧିକାରୀ ଏହି ବର୍ଦ୍ଧିତ ରାଶି ପାଇବେ। #OdishaCares
29
197
3
716
20,338
Atanu sabyasachi retweeted
ଖାଦ୍ଯ ସୁରକ୍ଷା ଯୋଜନା ହିତାଧିକାରୀ ହେବେ ଉପକୃତ। ଏହି ଯୋଜନାର ପ୍ରତ୍ଯେକ ହିତାଧିକାରୀ ପରିବାରଙ୍କୁ ₹୧୦୦୦ ସହାୟତା ସହ ୨ଟି ଲେଖାଏଁ ଝୋଟ ବ୍ୟାଗ୍ ପ୍ରଦାନ କରିବାକୁ ରାଜ୍ୟ କ୍ୟାବିନେଟ୍ ପକ୍ଷରୁ ନିଷ୍ପତ୍ତି ହୋଇଛି। ରାଜ୍ଯର ୯୫.୯୦ ଲକ୍ଷ ପରିବାରଙ୍କ ଖାଦ୍ୟ ସୁରକ୍ଷା ଓ ପୁଷ୍ଟିକରତା ସୁନିଶ୍ଚିତ ହେବା ପରେ ସେମାନଙ୍କ ଜୀବନଜୀବିକାକୁ ଗୁରୁତ୍ଵ ଦିଆଯାଉଛି। #OdishaCabinet
37
187
4
610
13,454
୫-ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ ଅଧିନରେ ଶିକ୍ଷାଦାନରେ ଅଧିକ ଉତ୍ସାହ ତଥା ପ୍ରୋତ୍ସାହନ ନିମନ୍ତେ ପ୍ରଦାନ କରାଯିବ "ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର।" ଆଜି ଅପରାହ୍ନରେ କଳିଙ୍ଗ ଷ୍ଟାଡିଅମରେ ଆୟୋଜିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମୁଖ୍ଯ ଅତିଥି ଭାବରେ ଯୋଗଦାନ କରିବେ। #NaveenOdisha
30
15
109
10,214
Atanu sabyasachi retweeted
ଅତ୍ୟାଧୁନିକ ଶିକ୍ଷା ଭିତ୍ତିଭୂମି ଗଠନ କରୁଛି ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ। ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha #5T ସ୍କୁଲ ରୂପାନ୍ତରଣ ଚତୁର୍ଥ ପର୍ଯ୍ୟାୟର ଆଉ ୩୪୩ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପଣ କରିବାକୁ ଯାଉଛନ୍ତି। #OdishaSchoolTransformation #NabinOdisha
55
164
3
540
8,927
Atanu sabyasachi retweeted
ମହାପ୍ରଭୁ ଶ୍ରୀଜଗନ୍ନାଥ ଆମ ସଂସ୍କୃତି, ପରମ୍ପରା, ଚେତନାର ଆଧାର। ତାଙ୍କ ଇଚ୍ଛାରେ ଆସନ୍ତା ଜାନୁୟାରୀ ୧୭ ତାରିଖରେ 'ଶ୍ରୀମନ୍ଦିର ପରିକ୍ରମା' ପ୍ରକଳ୍ପ ଲୋକାର୍ପିତ ହେବାକୁ ଯାଉଛି। ଆସନ୍ତୁ ଏହି ଦିନଟିକୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମର୍ପଣ କରି ଏହି ଉତ୍ସବରେ ଆନନ୍ଦ, ଭକ୍ତି ଓ ସମର୍ପଣ ଭାବ ସହ ସାମିଲ ହେବା। ସବୁ ସେହି ମହାପ୍ରଭୁଙ୍କ ଇଚ୍ଛା। ଜୟ ଜଗନ୍ନାଥ 🙏 #ParikramaPrakalpa
191
422
26
2,232
50,674
Atanu sabyasachi retweeted
Attending the Nijukta Parba of 512 newly recruited Assistant Professors, Assistant Training Officers, and Junior Assistants who joined the #Odisha Govt, CM @Naveen_Odisha congratulated the new recruits, and thanked them for joining the noble profession of shaping and skilling the young minds.
24
144
1
683
28,247