Dikshya.. retweeted
BSE ODISHA ର ମନମାନି
- ପୂର୍ବ ବର୍ଷ ଗୋଟିଏ ପେପର କୁ ୬00 ଫର୍ମ ପୂରଣ ପାଉଣା ଥିବା ବେଳେ ଏଥର ୯୦୦ କାହିଁକି ?
- 2ଟି ପେପର କୁ 1000 ବେଳେ ଏବେ 1400 କାହିଁକି?
- CTET ଆହୁରି ଉତ୍କୃଷ୍ଟ ମାନର ପେପର ବ୍ୟବହାର ଉନ୍ନତ ପରୀକ୍ଷା କରୁଥିବା ବେଳେ ସେ 600,1200 ପାଉଣା ନେଉଛନ୍ତି ?
- ବୋର୍ଡ ଏତେ ଶୋଷଣ କାହିଁକି କରୁଚି?
Dikshya.. retweeted
Respected sir🙏 @MohanMOdisha
Please take a kind look at the application fees of OTET 2024 & take necessary steps sir. It is really very high for a student. Plz help the aspirants by providing exam center near the address provided by them.
@NityanandaBJP @CMO_Odisha @BSEOdisha
Dikshya.. retweeted
ସମ୍ମାନୀୟ ସାର୍ @CMO_Odisha @MoSarkar5T @Naveen_Odisha @GovernorOdisha ବିଗତ ୨ବର୍ଷ ହେଲା BSE ODISHA ତରଫରୁ OTET ପରୀକ୍ଷା କରା ଯାଉନାହିଁ ଯାହା ଫଳରେ ଓଡ଼ିଶାରୁ ଲକ୍ଷଲକ୍ଷ ଶିକ୍ଷକ ଚାକିରୀ ଆଶାୟୀ ଚାକିରୀ ଆବେଦନରୁ ବଞ୍ଚିତ ହେଉଛନ୍ତି , ଏବେ OSSSC ତରଫରୁ ପୁଣି SSD TGT ଓ JT ଆସିଛି ଯାହାର ONLINE ଆବେଦନ ୧ମେ ରୁ ଆରମ୍ଭ ହେବ , BSE ODISHA ର ଏହି ଗୁଣ ଯୋଗୁଁ ଓଡ଼ିଶାରୁ ଲକ୍ଷ ଲକ୍ଷ ପିଲା ଚାକିରୀ ଆବେଦନରୁ ବଞ୍ଚିତ ହେବେ , ଦୟାକରି BSE ODISHA କୁ ଆଦେଶ ଦିଅନ୍ତୁ OTET ପରୀକ୍ଷା କରିବା ପାଇଁ ଯାହା ଦ୍ଵାରା ଓଡ଼ିଶାର ପିଲା ଉପକୃତ ହେଇ ପାରିବେ , CBSE INDIA ଗୋଟିଏ ବର୍ଷରେ ୨ ଥର CTET ପରୀକ୍ଷା କରିପାରୁଛି କିନ୍ତୁ BSE ODISHA ୨ ବର୍ଷରେ ଗୋଟିଏ ପରୀକ୍ଷା କରିପାରୁନାହିଁ
@ANI @ArgusNews_in @NEWS7Odia @prameyaodia

ସମ୍ମାନୀୟ ସାର୍ @CMO_Odisha @MoSarkar5T @Naveen_Odisha @GovernorOdisha
OSSC - NO EXAM FEES
OSSSC- NO EXAM FEES
OPSC - NO EXAM FEES
SSB - 200 & 500 EXAM FEES
OAVS - 1200 & 1500 EXAM FEES
ଏପଟେ ସରକାର କହୁଛନ୍ତି, ଓଡ଼ିଶାର ପିଲାଙ୍କ ପାଇଁ ସମସ୍ତ ସରକାରୀ ଚାକିରୀ ଆବେଦନ ଫ୍ରୀ କିନ୍ତୁ ଦେଖିଲା ବେଳେ ସବୁ ଓଲଟା ହଉଛି ଏଠି I
Dikshya.. retweeted
ସମ୍ମାନୀୟ ସାର୍ @CMO_Odisha @MoSarkar5T @PradeepJenaIAS ବିଗତ ୨ବର୍ଷ ହେଲା BSE ODISHA ତରଫରୁ OTET ପରୀକ୍ଷା କରା ଯାଉନାହିଁ ଯାହା ଫଳରେ ଓଡ଼ିଶାରୁ ଲକ୍ଷଲକ୍ଷ ଶିକ୍ଷକ ଚାକିରୀ ଆଶାୟୀ ଚାକିରୀ ଆବେଦନରୁ ବଞ୍ଚିତ ହେଉଛନ୍ତି , ଏବେ OSSSC ତରଫରୁ ପୁଣି SSD TGT ଓ JT ଆସିଛି ଯାହାର ONLINE ଆବେଦନ ୧ମେ ରୁ ଆରମ୍ଭ ହେବ , BSE ODISHA ର ଏହି ଗୁଣ ଯୋଗୁଁ ଓଡ଼ିଶାରୁ ଲକ୍ଷ ଲକ୍ଷ ପିଲା ଚାକିରୀ ଆବେଦନରୁ ବଞ୍ଚିତ ହେବେ , ଦୟାକରି BSE ODISHA କୁ ଆଦେଶ ଦିଅନ୍ତୁ OTET ପରୀକ୍ଷା କରିବା ପାଇଁ ଯାହା ଦ୍ଵାରା ଓଡ଼ିଶାର ପିଲା ଉପକୃତ ହେଇ ପାରିବେ , CBSE INDIA ଗୋଟିଏ ବର୍ଷରେ ୨ ଥର CTET ପରୀକ୍ଷା କରିପାରୁଛି କିନ୍ତୁ BSE ODISHA ୨ ବର୍ଷରେ ଗୋଟିଏ ପରୀକ୍ଷା କରିପାରୁନାହିଁ
@ANI @ArgusNews_in @NEWS7Odia @prameyaodia
Dikshya.. retweeted
ସମ୍ମାନୀୟ ସାର୍ @CMO_Odisha @MoSarkar5T @VKPandian0 @PradeepJenaIAS
ଓଡ଼ିଶାରେ ଯେ କୌଣସି ଚାକିରୀ ଆବେଦନ କରିବା ପାଇଁ OPSC OSSC OSSSC ତରଫରୁ ଟଙ୍କା ଦେବାକୁ ପଡୁ ନାହିଁ କିନ୍ତୁ OAVS TGT PGT ପାଇଁ ୧୫୦୦,୧୦୦୦ ଲେଖାଏଁ ଟଙ୍କା ନିଆ ଯାଉଛି ଆବେଦନ କରିବା ପାଇଁ।। ଏମିତି କଣ ପାଇଁ ହେଉଛି ସାର୍ OAVS ODISHA କଣ ଓଡ଼ିଶା ସରକାରଙ୍କ ନିୟମ କୁ ମାନିବା ପାଇଁ ବାଧ୍ୟ ନୁହେଁ କି ? ଦୟାକରି ଓଡ଼ିଶାର ପିଲାଙ୍କ ପ୍ରତି ଧ୍ୟାନ ଦିଅନ୍ତୁ
@ArgusNews_in
@ANI
@NEWS7Odia
@NEWS7Odia
@SakalaNews
@DharitriLive1
@prameyaodia
Dikshya.. retweeted
ସମ୍ମାନୀୟ ସାର୍ @CMO_Odisha @MoSarkar5T @PradeepJenaIAS ବିଗତ ୨ବର୍ଷ ହେଲା BSE ODISHA ତରଫରୁ OTET ପରୀକ୍ଷା କରା ଯାଉନାହିଁ ଯାହା ଫଳରେ ଓଡ଼ିଶାରୁ ଲକ୍ଷଲକ୍ଷ ଶିକ୍ଷକ ଚାକିରୀ ଆଶାୟୀ ଚାକିରୀ ଆବେଦନରୁ ବଞ୍ଚିତ ହେଉଛନ୍ତି , ଏବେ OSSSC ତରଫରୁ ପୁଣି SSD TGT ଓ JT ଆସିଛି ଯାହାର ONLINE ଆବେଦନ ୧ ଅପ୍ରେଲରୁ ଆରମ୍ଭ ହେବ , BSE ODISHA ର ଏହି ଗୁଣ ଯୋଗୁଁ ଓଡ଼ିଶାରୁ ଲକ୍ଷ ଲକ୍ଷ ପିଲା ଚାକିରୀ ଆବେଦନରୁ ବଞ୍ଚିତ ହେବେ , ଦୟାକରି BSE ODISHA କୁ ଆଦେଶ ଦିଅନ୍ତୁ OTET ପରୀକ୍ଷା କରିବା ପାଇଁ ଯାହା ଦ୍ଵାରା ଓଡ଼ିଶାର ପିଲା ଉପକୃତ ହେଇ ପାରିବେ , CBSE INDIA ଗୋଟିଏ ବର୍ଷରେ ୨ ଥର CTET ପରୀକ୍ଷା କରିପାରୁଛି କିନ୍ତୁ BSE ODISHA ୨ ବର୍ଷରେ ଗୋଟିଏ ପରୀକ୍ଷା କରିପାରୁନାହିଁ
@ANI @ArgusNews_in @NEWS7Odia @prameyaodia
Dikshya.. retweeted
ସମ୍ମାନୀୟ ସାର୍ @CMO_Odisha @MoSarkar5T @VKPandian0 @PradeepJenaIAS ଓଡ଼ିଶାରେ ଯେ କୌଣସି ଚାକିରୀ ଆବେଦନ କରିବା ପାଇଁ OPSC OSSC OSSSC ତରଫରୁ ଟଙ୍କା ଦେବାକୁ ପଡୁ ନାହିଁ କିନ୍ତୁ OAVS TGT PGT ପାଇଁ ୧୫୦୦,୧୦୦୦ ଲେଖାଏଁ ଟଙ୍କା ନିଆ ଯାଉଛି ଆବେଦନ କରିବା ପାଇଁ।। ଏମିତି କଣ ପାଇଁ ହେଉଛି ସାର୍ OAVS ODISHA କଣ ଓଡ଼ିଶା ସରକାରଙ୍କ ନିୟମ କୁ ମାନିବା ପାଇଁ ବାଧ୍ୟ ନୁହେଁ କି ?
ଦୟାକରି ଓଡ଼ିଶାର ପିଲାଙ୍କ ପ୍ରତି ଧ୍ୟାନ ଦିଅନ୍ତୁ
@ArgusNews_in @ANI @NEWS7Odia @NEWS7Odia @SakalaNews @DharitriLive1 @prameyaodia
Dikshya.. retweeted
ସମ୍ମାନୀୟ ସାର୍ @CMO_Odisha @MoSarkar5T @VKPandian0 @PradeepJenaIAS ଓଡ଼ିଶାରେ ଯେ କୌଣସି ଚାକିରୀ ଆବେଦନ କରିବା ପାଇଁ OPSC OSSC OSSSC ତରଫରୁ ଟଙ୍କା ଦେବାକୁ ପଡୁ ନାହିଁ କିନ୍ତୁ OAVS TGT PGT ପାଇଁ ୧୫୦୦,୧୦୦୦ ଲେଖାଏଁ ଟଙ୍କା ନିଆ ଯାଉଛି ଆବେଦନ କରିବା ପାଇଁ।। ଏମିତି କଣ ପାଇଁ ହେଉଛି ସାର୍ OAVS ODISHA କଣ ଓଡ଼ିଶା ସରକାରଙ୍କ ନିୟମ କୁ ମାନିବା ପାଇଁ ବାଧ୍ୟ ନୁହେଁ କି ?
ଦୟାକରି ଓଡ଼ିଶାର ପିଲାଙ୍କ ପ୍ରତି ଧ୍ୟାନ ଦିଅନ୍ତୁ
@ArgusNews_in @ANI @NEWS7Odia @NEWS7Odia @SakalaNews @soumyajitt
Dikshya.. retweeted
ସମ୍ମାନୀୟ ସାର୍ @CMO_Odisha @MoSarkar5T @PradeepJenaIAS ବିଗତ ୨ବର୍ଷ ହେଲା BSE ODISHA ତରଫରୁ OTET ପରୀକ୍ଷା କରା ଯାଉନାହିଁ ଯାହା ଫଳରେ ଓଡ଼ିଶାରୁ ଲକ୍ଷଲକ୍ଷ ଶିକ୍ଷକ ଚାକିରୀ ଆଶାୟୀ ଚାକିରୀ ଆବେଦନରୁ ବଞ୍ଚିତ ହେଉଛନ୍ତି , ଏବେ OSSSC ତରଫରୁ ପୁଣି SSD TGT ଓ JT ଆସିଛି ଯାହାର ONLINE ଆବେଦନ ୧ ଅପ୍ରେଲରୁ ଆରମ୍ଭ ହେବ , BSE ODISHA ର ଏହି ଗୁଣ ଯୋଗୁଁ ଓଡ଼ିଶାରୁ ଲକ୍ଷ ଲକ୍ଷ ପିଲା ଚାକିରୀ ଆବେଦନରୁ ବଞ୍ଚିତ ହେବେ , ଦୟାକରି BSE ODISHA କୁ ଆଦେଶ ଦିଅନ୍ତୁ OTET ପରୀକ୍ଷା କରିବା ପାଇଁ ଯାହା ଦ୍ଵାରା ଓଡ଼ିଶାର ପିଲା ଉପକୃତ ହେଇ ପାରିବେ , CBSE INDIA ଗୋଟିଏ ବର୍ଷରେ ୨ ଥର CTET ପରୀକ୍ଷା କରିପାରୁଛି କିନ୍ତୁ BSE ODISHA ୨ ବର୍ଷରେ ଗୋଟିଏ ପରୀକ୍ଷା କରିପାରୁନାହିଁ
Dikshya.. retweeted
ସମ୍ମାନୀୟ ସାର @MoSarkar5T @PradeepJenaIAS SSB ODISHA ତରଫରୁ ଆସିଥିବା JUNIOR ASSISTANT, NON-TEACHING ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା କେବଳ +୩ ପାସ କିନ୍ତୁ ଅନଲାଇନ ଆବେଦନ ସମୟରେ HONOURS PERCENTAGE ମାଗୁଛି ॥ ସାର ଦୟାପୂର୍ବକ SSB ODISHA କୁ ନିର୍ଦ୍ଦେଶ ଦୀୟନ୍ତୁ ଏହାର ସମାଧାନ କରିବା ପାଇଁ ॥ SSB ODISHA ର ଏଭଳି ମନମୁଖୀ କାମ ଯୋଗୁଁ ଓଡ଼ିଶା ସାରା ପିଲା ହୋଇରାଣ ହଉଛନ୍ତି ଆଉ ସାର ଯଦି SSB ODISHA ଫୋନ କିମ୍ବା ଇମେଲ ମାଧ୍ୟମରେ ଓଡ଼ିଶାର ପିଲାଙ୍କୁ ସାହାର୍ଯ୍ୟ କରୁ ନାହାନ୍ତି ତେବେ ଦୟାପୂର୍ବକ ତାଙ୍କର helpline ନମ୍ବରକୁ ବନ୍ଦ କରିଦିୟନ୍ତୁ
@soumyajitt
@DianaSahu_TNIE
@NEWS7Odia
@NEWS7Odia
@prameyaodia
Dikshya.. retweeted
ସମ୍ମାନୀୟ ସାର୍ @CMO_Odisha @MoSarkar5T @PradeepJenaIAS @VKPandian0 SSB ODISHA ତରଫରୁ ଆସିଥିବା JUNIOR ASSISTANT ଓ Laboratory Assistant ପଦବୀ ପାଇଁ ଅନଲାଇନ ଆବେଦନ ଆରମ୍ଭ ହେଇଛି କିନ୍ତୁ ଏ ପର୍ଯ୍ୟନ୍ତ SYLLABUS କୁ ବାହାର କରାଯାଇ ନାହିଁ, ଏହା ଦ୍ବାରା ପିଲାଙ୍କର ପଢ଼ିବାରେ ଅସୁବିଧା ହେଉଛି ବିନା SYLLABUS ରେ।।
ଦୟାକରି ଓଡ଼ିଶାର ପିଲାଙ୍କୁ ଧ୍ୟାନ ଦିଅନ୍ତୁ
Dikshya.. retweeted
ସମ୍ମାନୀୟ ସାର୍ @CMO_Odisha @MoSarkar5T @VKPandian0 @PradeepJenaIAS ଓଡ଼ିଶାରେ ଯେ କୌଣସି ଚାକିରୀ ଆବେଦନ କରିବା ପାଇଁ OPSC OSSC OSSSC ତରଫରୁ ଟଙ୍କା ଦେବାକୁ ପଡୁ ନାହିଁ କିନ୍ତୁ SSB ODISHA ତରଫରୁ ଆସିଥିବା PGT ,NON TEACHING ଆଉ LECTURERS ପଦବୀ ପାଇଁ ଓ OAVS TGT PGT ପାଇଁ ୧୫୦୦,୧୦୦୦,୫୦୦ ଲେଖାଏଁ ନିଆ ଯାଉଛି ଆବେଦନ କରିବା ପାଇଁ।। ଏମିତି କଣ ପାଇଁ ହେଉଛି ସାର୍ SSB ODISHA, OAVS ODISHA କଣ ଓଡ଼ିଶା ସରକାରଙ୍କ ନିୟମ କୁ ମାନିବା ପାଇଁ ବାଧ୍ୟ ନୁହେଁ କି ?
ଦୟାକରି ଓଡ଼ିଶାର ପିଲାଙ୍କ ପ୍ରତି ଧ୍ୟାନ ଦିଅନ୍ତୁ
@ArgusNews_in @ANI @NEWS7Odia @NEWS7Odia @SakalaNews @soumyajitt
Dikshya.. retweeted
ସମ୍ମାନୀୟ ସାର୍ @CMO_Odisha @MoSarkar5T @VKPandian0 @PradeepJenaIAS ଓଡ଼ିଶାରେ ଯେ କୌଣସି ଚାକିରୀ ଆବେଦନ କରିବା ପାଇଁ OPSC OSSC OSSSC ତରଫରୁ ଟଙ୍କା ଦେବାକୁ ପଡୁ ନାହିଁ କିନ୍ତୁ SSB ODISHA ତରଫରୁ ଆସିଥିବା PGT ,NON TEACHING ଆଉ LECTURERS ପଦବୀ ପାଇଁ ଓ OAVS TGT PGT ପାଇଁ ୧୫୦୦,୧୦୦୦,୫୦୦ ଲେଖାଏଁ ନିଆ ଯାଉଛି ଆବେଦନ କରିବା ପାଇଁ।। ଏମିତି କଣ ପାଇଁ ହେଉଛି ସାର୍ SSB ODISHA, OAVS ODISHA କଣ ଓଡ଼ିଶା ସରକାରଙ୍କ ନିୟମ କୁ ମାନିବା ପାଇଁ ବାଧ୍ୟ ନୁହେଁ କି ?
ଦୟାକରି ଓଡ଼ିଶାର ପିଲାଙ୍କ ପ୍ରତି ଧ୍ୟାନ ଦିଅନ୍ତୁ
@ArgusNews_in @ANI @NEWS7Odia @NEWS7Odia @SakalaNews @soumyajitt
Dikshya.. retweeted
ସମ୍ମାନୀୟ ସାର୍ @CMO_Odisha @MoSarkar5T @VKPandian0 @PradeepJenaIAS ଓଡ଼ିଶାରେ ଯେ କୌଣସି ଚାକିରୀ ଆବେଦନ କରିବା ପାଇଁ OPSC OSSC OSSSC ତରଫରୁ ଟଙ୍କା ଦେବାକୁ ପଡୁ ନାହିଁ କିନ୍ତୁ SSB ODISHA ତରଫରୁ ଆସିଥିବା PGT ,NON TEACHING ଆଉ LECTURERS ପଦବୀ ପାଇଁ ଓ OAVS TGT PGT ପାଇଁ ୧୫୦୦,୧୦୦୦,୫୦୦ ଲେଖାଏଁ ନିଆ ଯାଉଛି ଆବେଦନ କରିବା ପାଇଁ।। ଏମିତି କଣ ପାଇଁ ହେଉଛି ସାର୍
SSB ODISHA OAVS ODISHA କଣ ଓଡ଼ିଶା ସରକାରଙ୍କ ନିୟମ କୁ ମାନିବା ପାଇଁ ବାଧ୍ୟ ନୁହେଁ କି ?
ଦୟାକରି ଓଡ଼ିଶାର ପିଲାଙ୍କ ପ୍ରତି ଧ୍ୟାନ ଦିଅନ୍ତୁ
@ArgusNews_in @ANI @NEWS7Odia @NEWS7Odia @SakalaNews @soumyajitt
Dikshya.. retweeted
ସମ୍ମାନୀୟ ସାର୍ @CMO_Odisha @MoSarkar5T @DHE_Odisha @AtanuMLA @VKPandian0 ଆପଣଙ୍କର ନୂତନ ନୋଟିଫିକେଶନ ଅନୁସାରେ ଓଡ଼ିଶାର ସମସ୍ତ UG & PG ପିଲାଙ୍କୁ NUA O SCHOLARSHIP ମିଳିବା କଥା କିନ୍ତୁ ଓଡ଼ିଶାର ୬୫୫୦ଜଣ ସିଟି କୋର୍ସ (DELED) କରୁଥିବା ପିଲା ଏଥରୁ ଏ ପର୍ଯ୍ୟନ୍ତ ବଞ୍ଚିତ ଅଛନ୍ତି , ଦୟାକରି ଏହା ପ୍ରତି ଧ୍ୟାନ ଦିଅନ୍ତୁ ଓ ଓଡ଼ିଶାର ସମସ୍ତ ପିଲାଙ୍କୁ ସମାନ ସୁଯୋଗ ଦିଅନ୍ତୁ
@AtanuMLA
@ArgusNews_in @ANI @NEWS7Odia @prameyaodia @samajalive @SakalaNews @soumyajitt
Dikshya.. retweeted
ସମ୍ମାନୀୟ ସାର @CMO_Odisha @MoSarkar5T @Naveen_Odisha @VKPandian0 @PradeepJenaIAS ବିଗତ ୨ବର୍ଷ ହେଲା BSE ODISHA ଦ୍ବାରା ଓଟିଇଟି ପରୀକ୍ଷା କରାଯାଉ ନାହିଁ ଯାହା ଫଳରେ ଓଡ଼ିଶାର ଶିକ୍ଷକ ଆଶାୟୀ ମାନେ ଚାକିରୀରୁ ବଞ୍ଚିତ ହେଉଛନ୍ତି ,ଯଦି CBSE ଦ୍ବାରା CTET ପରୀକ୍ଷା ବର୍ଷକୁ ୨ଥର କରାଯାଇ ପାରୁଛି ତେବେ BSE ODISHA କାହିଁକି କରିପାରୁନାହିଁ । ଦୟାପୂର୍ବକ ଏହା ପ୍ରତି ଧ୍ୟାନ ଦିଅନ୍ତୁ
@SakalaNews
@otvnews
@kanak_news
@NandighoshaTV
@NEWS7Odia
@prameyaodia
@soumyajitt