Collector & DM, Balangir (@CollectorBgr) header
Collector & DM, Balangir (@CollectorBgr) profile picture

Office of the Collector & District Magistrate, Balangir, Odisha, Pin-767001

Balangir, India
Joined March 2018
Collector & DM, Balangir retweeted
ଜିଲ୍ଲାର ବିଭିନ୍ନ ଧାର୍ମିକ ପୀଠ ଓ ସୁଭଦ୍ରା ହିତାଧିକାରୀଙ୍କ ଘରେ ଦୀପ ପ୍ରଜ୍ୱଳନ କରାଯାଇଥିଲା। ଏକତା, ଆଶା ଓ ଆଲୋକର ବାର୍ତ୍ତା ନେଇ ସମଗ୍ର ଜିଲ୍ଲା ଦୀପମୟ ହୋଇଉଠିଥିଲା।
1
5
172
Collector & DM, Balangir retweeted
ଜିଲ୍ଲାସ୍ତରୀୟ ଆଶୀର୍ବାଦ ର ଦୀପ କାର୍ଯ୍ୟକ୍ରମରେ ସୁଭଦ୍ରା ହିତାଧିକାରୀ, ସ୍ୱୟଂ ସହାୟକ ଗୋଷ୍ଠୀ (SHG) ସଦସ୍ୟା ଓ ସ୍ଥାନୀୟ ସମୁଦାୟର ସକ୍ରିୟ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା। @CollectorBgr @PRDeptOdisha
1
1
3
217
Collector & DM, Balangir retweeted
⏰ ସମୟ ସରିବା ପୂର୍ବରୁ ଦାଖଲ କରନ୍ତୁ ନିଜ ଦାବି ଓ ଆପତ୍ତି ! ନାମ ନାହିଁ? 👉 Form 6 ବିବରଣୀରେ ସଂଶୋଧନ ଆବଶ୍ୟକ? 👉 Form 8 ⚠️ Form 6 ସହିତ ଘୋଷଣା ଫର୍ମ ଦାଖଲ କରିବା ଅନିବାର୍ଯ୍ୟ। 🗓️ ଶେଷ ତାରିଖ: ୧୯ ଅଗଷ୍ଟ ୨୦୨୬ 🌐 voters.eci.gov.in 📱 ECINET App 👤 ନିଜ ଅଞ୍ଚଳର BLO 🚨 ଆଉ ବିଳମ୍ବ ନୁହେଁ! ଆଜି ହିଁ ନିଜ ଦାବି ଓ ଆପତ୍ତି ଦାଖଲ କରନ୍ତୁ। 🗳️ #SIR2026 #Form6 #Form8 #DeclarationForm #CEOOdisha #VoterAwareness #EveryVoteMatters
16
29
2,472
Collector & DM, Balangir retweeted
🤝 ବନ୍ଧୁତ୍ୱରେ ବିଶ୍ୱାସ… 🗳️ ଗଣତନ୍ତ୍ରରେ ଭାଗୀଦାରି… ଉଭୟର ଆରମ୍ଭ ଏକ ସଠିକ୍ ପଦକ୍ଷେପରୁ। Form 6 ସହ ଘୋଷଣା ପତ୍ର ଦାଖଲ କରନ୍ତୁ ଏବଂ ନୂତନ ଭୋଟର ଭାବେ ନିଜ ନାମ ପଞ୍ଜୀକୃତ କରନ୍ତୁ। 📅 ଦାବି ଓ ଆପତ୍ତି ଦାଖଲର ସଂଶୋଧିତ ଶେଷ ତାରିଖ: ୧୯ ଅଗଷ୍ଟ ୨୦୨୬ ବନ୍ଧୁତା ଦିବସର ହାର୍ଦ୍ଦିକ ଶୁଭେଚ୍ଛା! 💛 #FriendshipDay #NewVoter #SIR2026 #CEOOdisha #ECI #Form6
12
14
1,895
Collector & DM, Balangir retweeted
✨ ୧୮ ବର୍ଷ... ନୂଆ ପରିଚୟ... ନୂଆ ଦାୟିତ୍ୱ ! ଏବେ ନୂତନ ଭୋଟର ଭାବେ ନିଜର ପ୍ରଥମ ପଦକ୍ଷେପ ନିଅନ୍ତୁ। ✅ ୦୧.୦୭.୨୦୨୬ ସୁଦ୍ଧା ୧୮ ବର୍ଷ ବୟସ ପୂରଣ କରିଥିଲେ ଫର୍ମ ୬ ଦାଖଲ କରନ୍ତୁ। ⚠️ ଫର୍ମ ୬ ସହ ଘୋଷଣା ଫର୍ମ ଦାଖଲ କରନ୍ତୁ ଦାବି ଓ ଆପତ୍ତି ଦାଖଲର ଶେଷ ତାରିଖ: ୧୯ ଅଗଷ୍ଟ ୨୦୨୬ #SIR2026 #VoterAwareness #SIR #FORM6 #ECI #CEOOdisha
2
23
32
2,776
Collector & DM, Balangir retweeted
💡 ଆପଣ ଜାଣନ୍ତି କି? ୦୧.୦୭.୨୦୨୬ ସୁଦ୍ଧା ୧୮ ବର୍ଷ ବୟସ ପୂରଣ କରିଥିଲେ ମଧ୍ୟ ଆପଣଙ୍କ ନାମ ଆପେ ଆପେ ଭୋଟର ତାଲିକାରେ ସାମିଲ ହେବ ନାହିଁ । ✅ ଏଥିପାଇଁ Form ୬ ଦାଖଲ କରିବା ଆବଶ୍ୟକ । 📌 Form ୬ ସହିତ ଘୋଷଣା ଫର୍ମ ଦାଖଲ କରିବାକୁ ଭୁଲନ୍ତୁ ନାହିଁ । ଦାବି ଓ ଆପତ୍ତି ଦାଖଲର ଶେଷ ତାରିଖ: ୧୯ ଅଗଷ୍ଟ ୨୦୨୬ #SIR2026 #Form6 #NewVoter #VoterRegistration #DeclarationForm #CEOOdisha #ECI #SVEEP #MyVoteMyRight
13
24
2,982
Collector & DM, Balangir retweeted
📢 ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-2026ର ସଂଶୋଧିତ କାର୍ଯ୍ୟସୂଚୀ ଭାରତ ନିର୍ବାଚନ ଆୟୋଗ ୦୧.୦୭.୨୦୨୬କୁ ଯୋଗ୍ୟତା ତାରିଖ ଭାବେ ବିବେଚନା କରି ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-2026 ଅନ୍ତର୍ଗତ ଭୋଟର ତାଲିକା ସଂଶୋଧନର କାର୍ଯ୍ୟସୂଚୀକୁ ସଂଶୋଧନ କରିଛନ୍ତି। 🗓️ ସଂଶୋଧିତ କାର୍ଯ୍ୟସୂଚୀ • ଦାବି ଓ ଆପତ୍ତି ଦାଖଲ: ୦୫ ଜୁଲାଇ ୨୦୨୬ – ୧୯ ଅଗଷ୍ଟ ୨୦୨୬ • ନୋଟିସ୍ ପର୍ଯ୍ୟାୟ ଏବଂ ଦାବି ଓ ଆପତ୍ତିର ସମାଧାନ: ୦୫ ଜୁଲାଇ ୨୦୨୬ – ୧୭ ସେପ୍ଟେମ୍ବର ୨୦୨୬ • ଭୋଟର ତାଲିକାର ଚୂଡ଼ାନ୍ତ ପ୍ରକାଶନ: ୨୧ ସେପ୍ଟେମ୍ବର ୨୦୨୬ #SIR2026 #ElectoralRoll #ElectionCommissionOfIndia #CEOOdisha #EveryVoteMatters #Democracy
3
34
2
60
7,696
Collector & DM, Balangir retweeted
Important! 🛑 The SDM, Balangir has imposed strict restrictions (BNSS 163) at the Lower Suktel Dam area due to rising water level. Unauthorized entry is prohibited for the general public for next 60 days. Refrain from visiting the LS dam area. @CollectorBgr @SRC_Odisha
3
3
1,541
Collector & DM, Balangir retweeted
📢 କେଉଁ ଫର୍ମ କେବେ ଦାଖଲ କରିବେ? ଚିଠା ଭୋଟର ତାଲିକାରେ ଆପଣଙ୍କ ଆବଶ୍ୟକତା ଅନୁଯାୟୀ ସଠିକ୍ ଫର୍ମ ବାଛନ୍ତୁ। 📝 Form 6 – ନୂତନ ଭୋଟର ପଞ୍ଜୀକରଣ ✅ ଚିଠା ଭୋଟର ତାଲିକାରେ ନାମ ନଥିଲେ ✅ ୦୧.୦୭.୨୦୨୬ ସୁଦ୍ଧା ୧୮ ବର୍ଷ ବୟସ ପୂରଣ କରିଥିଲେ ଏବଂ ନୂତନ ଭୋଟର ଭାବେ ନାମ ପଞ୍ଜୀକରଣ କରିବାକୁ ଚାହୁଁଥିଲେ 📌 Form 6 ସହିତ ଘୋଷଣା ଫର୍ମ ଦାଖଲ କରିବା ଅନିବାର୍ଯ୍ୟ। ✏️ Form 8 – ସଂଶୋଧନ / ସ୍ଥାନାନ୍ତରଣ ✅ ନାମ, ଠିକଣା, ଫଟୋ କିମ୍ବା ଅନ୍ୟାନ୍ୟ ବିବରଣୀରେ ସଂଶୋଧନ ପାଇଁ ✅ କେବଳ ଅନ୍ୟ ରାଜ୍ୟରୁ ବାସସ୍ଥାନ ସ୍ଥାନାନ୍ତରଣ କ୍ଷେତ୍ରରେ 📌 କେବଳ ଅନ୍ୟ ରାଜ୍ୟରୁ ସ୍ଥାନାନ୍ତରଣ କ୍ଷେତ୍ରରେ Form 8 ସହିତ ଘୋଷଣା ଫର୍ମ ଦାଖଲ କରିବା ଅନିବାର୍ଯ୍ୟ। 🗓️ ଦାବି ଓ ଆପତ୍ତି ଅବଧି: ୦୫.୦୭.୨୦୨୬ – ୦୪.୦୮.୨୦୨୬ 🌐 ଅଧିକ ସୂଚନା ପାଇଁ voters.eci.gov.in ପରିଦର୍ଶନ କରନ୍ତୁ। #SIR2026 #Form6 #Form8 #DeclarationForm #CEOOdisha #ECI
5
19
45
6,572
Collector & DM, Balangir retweeted
📢 ଚିଠା ଭୋଟର ତାଲିକାରେ ନାମ ନାହିଁ ? ନୂତନ ଭୋଟର ଭାବେ ପଞ୍ଜୀକରଣ ପାଇଁ Form ୬ ଦାଖଲ କରନ୍ତୁ । ⚠️ Form ୬ ସହିତ ଘୋଷଣା ଫର୍ମ ଦାଖଲ କରିବା ଅନିବାର୍ଯ୍ୟ । ⚠️ ପରିଗଣନା ପର୍ଯ୍ୟାୟରେ, ଅନଲାଇନ୍ Form ୬ ଦାଖଲ କରିଥିଲେ ମଧ୍ୟ ଘୋଷଣା ଫର୍ମ ଦାଖଲ କରନ୍ତୁ । ଦାବି ଓ ଆପତ୍ତି ଅବଧି: ୦୫.୦୭.୨୦୨୬ – ୦୪.୦୮.୨୦୨୬ #SIR2026 #FORM6 #DeclarationForm #SIR #CEOOdisha
2
20
34
6,983
Collector & DM, Balangir retweeted
ଆପଣ ଚିଠା ଭୋଟର ତାଲିକାରେ ନିଜ ନାମ ଯାଞ୍ଚ କରିଛନ୍ତି କି? ଏବେ ଚିଠା ଭୋଟର ତାଲିକାରେ ନିଜ ନାମ ଯାଞ୍ଚ କରିବା ବହୁତ ସହଜ। 🌐 **ceoodisha.nic.in** ୱେବସାଇଟ୍‌କୁ ପରିଦର୍ଶନ କରନ୍ତୁ। 🔍 **"Search Your Name in 2026"** ବିକଳ୍ପକୁ ଚୟନ କରି ନିମ୍ନଲିଖିତ ଯେକୌଣସି ମାଧ୍ୟମରେ ନିଜ ନାମ ଖୋଜନ୍ତୁ: ✔️ EPIC ନମ୍ବର ✔️ ବ୍ୟକ୍ତିଗତ ବିବରଣୀ (Personal Details) ✔️ ମୋବାଇଲ୍ ନମ୍ବର 🗳️ ଚିଠା ଭୋଟର ତାଲିକାରେ ନିଜ ନାମ ନିଶ୍ଚିତ କରନ୍ତୁ। କୌଣସି ତ୍ରୁଟି କିମ୍ବା ଅସଙ୍ଗତି ଥିଲେ, ନିର୍ଦ୍ଧାରିତ ସମୟ ମଧ୍ୟରେ ଦାବି ଓ ଆପତ୍ତି ଦାଖଲ କରନ୍ତୁ। 📅 **ଦାବି ଓ ଆପତ୍ତି ଅବଧି:** *୦୫.୦୭.୨୦୨୬ – ୦୪.୦୮.୨୦୨୬* @ECISVEEP @PIB_India @IPR_Odisha @DDNational @dd_odia @MyGovOdia #ECI #CEOOdisha #SIR2026 #DraftElectoralRoll #VoterList #SearchYourName
13
24
1
36
7,487
Collector & DM, Balangir retweeted
🗳️ ଆପଣ ୧୮ ବର୍ଷ ବୟସ ପୂରଣ କରିଛନ୍ତି କି? ନୂତନ ଭୋଟର ଭାବେ ପଞ୍ଜୀକୃତ ହେବାକୁ ଚାହୁଁଛନ୍ତି କି? ଗଣତନ୍ତ୍ରରେ ଆପଣଙ୍କ ମତଦାନ ଅଧିକାରକୁ ସୁନିଶ୍ଚିତ କରିବା ପାଇଁ ଭୋଟର ତାଲିକାରେ ନିଜ ନାମ ଅନ୍ତର୍ଭୁକ୍ତ କରନ୍ତୁ। ଏଥିପାଇଁ ଫର୍ମ–୬ ଦାଖଲ କରନ୍ତୁ ଏବଂ ଜଣେ ସଚେତନ ନାଗରିକ ଭାବେ ଗଣତାନ୍ତ୍ରିକ ପ୍ରକ୍ରିୟାର ଅଂଶୀଦାର ହୁଅନ୍ତୁ। #Form6 #SIR #SIR2026 #ECI #CEOOdisha
6
24
47
13,707
Collector & DM, Balangir retweeted
ଚିଠା ଭୋଟର ତାଲିକାରେ ଆପଣଙ୍କ ନାମ ନାହିଁ କି? ଚିନ୍ତା କରନ୍ତୁ ନାହିଁ। ଯଦି ଆପଣ— ✔️ ଭାରତର ଜଣେ ନାଗରିକ, ✔️ ୦୧.୦୭.୨୦୨୬ ସୁଦ୍ଧା ୧୮ ବର୍ଷ ବୟସ ପୂରଣ କରିଛନ୍ତି କିମ୍ବା ପୂରଣ କରିବେ, ଏବଂ ✔️ ଚିଠା ଭୋଟର ତାଲିକାରେ ଆପଣଙ୍କ ନାମ ନାହିଁ, ତେବେ ଫର୍ମ–୬ ଦାଖଲ କରି ଭୋଟର ତାଲିକାରେ ନିଜ ନାମ ଅନ୍ତର୍ଭୁକ୍ତ କରିବା ପାଇଁ ଆବେଦନ କରନ୍ତୁ। 📌 ମନେ ରଖନ୍ତୁ: ଫର୍ମ–୬ ସହିତ ଘୋଷଣା ଫର୍ମ (Declaration Form) ଦାଖଲ କରିବା ଅନିବାର୍ଯ୍ୟ। 🗳️ ଆଜିହିଁ ଆବେଦନ କରନ୍ତୁ ଏବଂ ନିଜ ମତାଧିକାରକୁ ସୁନିଶ୍ଚିତ କରନ୍ତୁ। #SIR2026 #Form6 #VoterRegistration #ElectionCommission #MyVoteMyRight
8
30
1
80
16,974
Collector & DM, Balangir retweeted
🔍 ଚିଠା ଭୋଟର ତାଲିକାରେ ନିଜ ନାମ ଯାଞ୍ଚ କରିଛନ୍ତି କି? 🌐 voters.eci.gov.in ୱେବସାଇଟ୍‌କୁ ପରିଦର୍ଶନ କରନ୍ତୁ । "Search Your Name in Voter List" ବିକଳ୍ପରେ କ୍ଲିକ୍ କରି EPIC ନମ୍ବର, ବ୍ୟକ୍ତିଗତ ବିବରଣୀ କିମ୍ବା ମୋବାଇଲ୍ ନମ୍ବର ମାଧ୍ୟମରେ ସହଜରେ ନିଜ ନାମ ଖୋଜନ୍ତୁ । 🗳️ ଯଦି ନାମ ନଥାଏ କିମ୍ବା କୌଣସି ସଂଶୋଧନ ଆବଶ୍ୟକ ଥାଏ, ତେବେ ୦୫.୦୭.୨୦୨୬ ରୁ ୦୪.୦୮.୨୦୨୬ ମଧ୍ୟରେ ଦାବି ଓ ଆପତ୍ତି ଦାଖଲ କରନ୍ତୁ। ଆଜିହିଁ ଯାଞ୍ଚ କରନ୍ତୁ—ଆପଣଙ୍କ ମତାଧିକାରକୁ ସୁନିଶ୍ଚିତ କରନ୍ତୁ । ✅ #Draftroll #SIR2026 #ECI #CEOOdisha #SIR
12
44
105
94,989
Collector & DM, Balangir retweeted
ଦୁର୍ଗମ ପାହାଡ଼ ଅଞ୍ଚଳରୁ ଆରମ୍ଭ କରି ସହରର ପ୍ରତ୍ୟେକ ଘର ପର୍ଯ୍ୟନ୍ତ, BLOମାନେ ନିରନ୍ତର ପହଞ୍ଚୁଛନ୍ତି ଆପଣଙ୍କ ପାଖକୁ। ଯଦି ଏପର୍ଯ୍ୟନ୍ତ ପରିଗଣନା ଫର୍ମ ଦାଖଲ କରିନାହାନ୍ତି, ତେବେ ଅପେକ୍ଷା ନୁହେଁ, ଅଂଶଗ୍ରହଣ କରନ୍ତୁ ଏବଂ ନିଜ BLOଙ୍କୁ ସହଯୋଗ କରନ୍ତୁ ଏବଂ ଭୋଟର ତାଲିକାରେ ନିଜ ନାମ ସୁନିଶ୍ଚିତ କରନ୍ତୁ । 🗳️ ⏳ ପରିଗଣନା ପ୍ରକ୍ରିୟା ଶେଷ ହେବାକୁ ଆଉ ମାତ୍ର ୫ ଦିନ। #SIR2026 #5DaysToGo #SIR #ECI #ceoodisha
1
14
38
3,253
Collector & DM, Balangir retweeted
❌ ଭ୍ରମକୁ ନୁହେଁ, ସତ୍ୟକୁ ବିଶ୍ୱାସ କରନ୍ତୁ। 🗳️ SIR 2026 ନାମ ବାଦ ଦେବା ପ୍ରକ୍ରିୟା ନୁହେଁ। ଏହା ଭୋଟର ତାଲିକାକୁ ଅଧିକ ସଠିକ୍, ଅଦ୍ୟତନ ଓ ସମାବେଶୀ କରିବା ପାଇଁ ଏକ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା। "କୌଣସି ଯୋଗ୍ୟ ମତଦାତା ବାଦ ପଡ଼ିବେ ନାହିଁ।" 🇮🇳 #SIR2026 #MythVsFact #OdishaVotes #CEOodisha #ECI #SIR
3
18
1
46
2,683
Collector & DM, Balangir retweeted
SIR 2026 ସମ୍ପର୍କରେ ସହାୟତା ଦରକାର କି? 📋 ୩୦ ମଇରୁ ୨୮ ଜୁନ ପର୍ଯ୍ୟନ୍ତ, ପ୍ରତିଦିନ ଅପରାହ୍ନ ୩ଟାରୁ ୫ଟା ମଧ୍ୟରେ ନିର୍ଦ୍ଧାରିତ ମତଦାନ କେନ୍ଦ୍ର/କାର୍ଯ୍ୟାଳୟରେ BLOମାନେ ଆପଣଙ୍କ ସହାୟତା ପାଇଁ ଉପଲବ୍ଧ ରହିବେ। #SIR2026 #VoterSupport #CEOOdisha #ECI #SIR
2
21
1
44
2,643
Collector & DM, Balangir retweeted
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗ ଆଜି ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ ଅଧୀନରେ ନିଜର ପରିଗଣନା ଫର୍ମ (EF) ଦାଖଲ କରି ନିର୍ବାଚନ ପ୍ରକ୍ରିୟାକୁ ସୁଦୃଢ଼ କରିବା ପ୍ରତି ନିଜର ପ୍ରତିବଦ୍ଧତାର ପ୍ରମାଣ ଦେଇଛନ୍ତି। ସେ ସମସ୍ତ ଯୋଗ୍ୟ ମତଦାତାଙ୍କୁ ସଂଶୋଧନ ପ୍ରକ୍ରିୟାରେ ସକ୍ରିୟ ଭାବେ ସାମିଲ ହୋଇ ନିଜର ପରିଗଣନା ଫର୍ମ ଦାଖଲ କରିବା ସହ ମତଦାତା ତାଲିକାରେ ସେମାନଙ୍କର ବିବରଣୀ ସଠିକ୍ ଭାବେ ଅନ୍ତର୍ଭୁକ୍ତ ହୋଇଥିବା ସୁନିଶ୍ଚିତ କରିବାକୁ ଆହ୍ୱାନ କରିଛନ୍ତି। Hon’ble Health & Family Welfare Minister Shri Mukesh Mahaling submitted his Enumeration Form (EF) today under the Special Intensive Revision (SIR)-2026, demonstrating his commitment to strengthening the electoral process. He urged all eligible electors to actively participate in the revision exercise by submitting their Enumeration Forms and ensuring that their details are correctly reflected in the electoral roll. #SIR2026 #ElectionCommission #ElectoralRoll #Loisingha #Balangir #Odisha #EnumerationForm #SIR2026Odisha
1
7
755
Collector & DM, Balangir retweeted
Today, Odisha Deputy Chief Minister Shri K. V. Singh Deo participated in the Special Intensive Revision (SIR)-2026 by filling and submitting his Enumeration Form (EF), underscoring the importance of citizen participation in the electoral roll revision process. His participation encourages electors to verify their details and submit Enumeration Forms on time, helping ensure accurate, inclusive, and updated electoral rolls. #SIR2026 #VoterAwareness #ElectoralRollRevision #Odisha #ElectionCommissionOfIndia
3
10
671
Collector & DM, Balangir retweeted
SIR-2026 ଅନ୍ତର୍ଗତ ପରିଗଣନା ଫର୍ମକୁ ଅଫଲାଇନ୍‌ରେ କିପରି ପୂରଣ କରିବେ ଜାଣିବାକୁ ଚାହୁଁଛନ୍ତି କି? ଏହି ଭିଡିଓରେ ଦର୍ଶାଯାଇଥିବା ପଦକ୍ଷେପ ଅନୁସାରେ ଅଫଲାଇନ୍‌ ପରିଗଣନା ଫର୍ମ ପୂରଣ ପ୍ରକ୍ରିୟାକୁ ସରଳ ଓ ସ୍ପଷ୍ଟ ଭାବରେ ଜାଣନ୍ତୁ। ସଠିକ୍, ଅଦ୍ୟତନ ଏବଂ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତିରେ ନିଜର ମୂଲ୍ୟବାନ ସହଯୋଗ ଦିଅନ୍ତୁ। କୌଣସି ଯୋଗ୍ୟ ମତଦାତା ଯେପରି ବାଦ୍‌ ନ ପଡ଼ନ୍ତି, ସେଥିପାଇଁ ଏହି ଅଭିଯାନରେ ସକ୍ରିୟ ଭାବେ ସହଭାଗୀ ହୁଅନ୍ତୁ। ଆପଣଙ୍କ ସକ୍ରିୟ ସହଭାଗିତା ହିଁ ଏକ ସୁଦୃଢ଼ ଓ ସଶକ୍ତ ଗଣତନ୍ତ୍ରର ଭିତ୍ତି। ✨ Want to know how to fill the Enumeration Form offline under SIR-2026? Watch this video and follow the step-by-step instructions to understand the offline form-filling process in a simple and clear manner. Your cooperation is essential for preparing an accurate, updated and error-free electoral roll. Participate actively in the campaign to ensure that no eligible elector is left out. @ECISVEEP @PIB_India @IPR_Odisha @DDNational @dd_odia @MyGovOdia #SIR2026 #SIR2026Odisha #ElectionCommission #ElectoralRoll #EnumerationForm #VoterAwareness #Odisha #DemocracyInAction
1
39
63
4,029