
Official Twitter Account of Rayagada District Administration, Odisha, Mail id : [email protected]
Rayagada, Odisha
Joined May 2019
- Tweets3.6K
- Following188
- Followers12.8K
- Likes1.2K
ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର, ପଞ୍ଚାୟତ ସମିତି କାର୍ଯ୍ୟାଳୟ, କାଶୀପୁର ଠାରେ ଜିଲ୍ଲାପାଳଓ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଅଛି। ସମସ୍ତ ପ୍ରକାର ଅଭିଯୋଗର କାର୍ଯ୍ୟାନୁଷ୍ଠାନ ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶ ଦିଆଯାଇଅଛି।
@CMO_Odisha
@IPR_Odisha
3
494
ଚଇତି ଲୋକ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା–୨୦୨୬ ଆୟୋଜନ ନିମନ୍ତେ ଆଜି ନୂତନ କନଫରେନ୍ସ ହଲ୍ ରାୟଗଡ଼ାଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ମାନ୍ୟବର ବିଧାୟକ, ରାୟଗଡ଼ଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି, ବରିଷ୍ଠ ବୁଦ୍ଧିଜୀବୀ, କଳାକାର ଓ ବିଭିନ୍ନ ବିଭାଗର ଅଧିକାରୀମାନେ ବୈଠକରେ ଯୋଗଦେଇଥିଲେ।
@CMO_Odisha
2
16
1,073
ବୈଠକରେ ମହୋତ୍ସବର ସଫଳ ଆୟୋଜନ, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, କଳା ଓ ସଂସ୍କୃତିର ପ୍ରଚାର ପ୍ରସାର ଏବଂ ପଲ୍ଲିଶ୍ରୀ ମେଳାର ସୁଚାରୁ ପରିଚାଳନା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।
@IPR_Odisha
@Culturedeptt
1
132
Collector, Rayagada chaired a review meeting to assess progress in school education, focusing on APAAR ID generation, student attendance, dropout prevention, school infrastructure and inclusive education.
@CMO_Odisha
@SMEOdisha
@IPR_Odisha
@SecyChief
1
8
831
ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର, ପଞ୍ଚାୟତ ସମିତି କାର୍ଯ୍ୟାଳୟ, ବିଷମକଟକ ଠାରେ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଓ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଅଛି।
@CMO_Odisha
@IPR_Odisha
ଜିଲ୍ଲପାଳ ରାୟଗଡ଼ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ଦୁଗ୍ଧ ଉତ୍ପାଦନ ଓ ସଂଗ୍ରହ ବୃଦ୍ଧି ନିମନ୍ତେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।
@CMO_Odisha
@IPR_Odisha
1
402
ଜିଲ୍ଲାପାଳ, ରାୟଗଡ଼ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ICDS ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଶିଶୁମାନଙ୍କ ପୁଷ୍ଟିସାଧନ ସ୍ଥିତି ଏବଂ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ସାମଗ୍ରିକ କାର୍ଯ୍ୟକାରିତା ସମୀକ୍ଷା କରାଯାଇଥିଲା।
@CMO_Odisha
@IPR_Odisha
@WCDOdisha
ବୈଠକରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ବିଦ୍ୟୁତୀକରଣ କାର୍ଯ୍ୟ ତ୍ୱରାନ୍ୱିତ କରିବା, ବକେୟା ବିଦ୍ୟୁତ୍ ଖୁଣ୍ଟି ସ୍ଥାପନ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା, ଅଙ୍ଗନବାଡ଼ି କୋଠାଗୁଡ଼ିକର ନିର୍ମାଣ ଓ ସୁରକ୍ଷା ଏବଂ ସେବାର ଗୁଣବତ୍ତା ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଥିଲା।
The District Youth Festival will be held on 7th November 2026 at Biju Patnaik Auditorium, Rayagada.
Scan the QR code to register in My bharat portal.
@sports_odisha
@CMO_Odisha
@IPR_Odisha
#VBYLD2027 #DistrictYouthFestival2026 #NashaMuktYuva
#ViksitBharat
3
446
A review meeting was held under the chairmanship of the Collector, Rayagada, on 04.11.2026 to review pending grievances on the Janasunani and CPGRAMS portals. The Collector directed all departmental officers,Tahsildars and BDOs to ensure timely and effective grievance redressal.
ଭୋଟରମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା!
SIR-2026 ଚିଠା ଭୋଟର ତାଲିକାରେ ନାମ ନଥିବା ଯୋଗ୍ୟ ଭୋଟରମାନେ, ପୂର୍ବରୁ ପଞ୍ଜୀକୃତ ଥିଲେ ମଧ୍ୟ, ନିଜ ନାମ ସାମିଲ କରିବା ପାଇଁ Form-6 ଦାଖଲ କରିପାରିବେ।
ଏହି ସୁବିଧା SIR ସମୟରେ ଦାବି ଓ ଆପତ୍ତି ଅବଧି ସହିତ ପରବର୍ତ୍ତୀ Continuous Updation ସମୟରେ ମଧ୍ୟ ଉପଲବ୍ଧ।
ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ,ରାୟଗଡ଼ ଠାରେ, ମିଳିତ ଅଭିଯୋଗ ଶୁଣାଣି, ଜିଲ୍ଲାପାଳ ଓ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଅଛି। ସମସ୍ତ ପ୍ରକାର ଅଭିଯୋଗର କାର୍ଯ୍ୟାନୁଷ୍ଠାନ ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶ ଦିଆଯାଇଛି।
@CMO_Odisha
@IPR_Odisha
456
ରାୟଗଡ଼ ଜିଲ୍ଲା ପାଇଁ ମଙ୍ଗଳ ବିଭାଗ ଅଧୀନରେ ୧୭୩ ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି। ଜିଲ୍ଲାସ୍ତରୀୟ ସମାରୋହରେ ଜିଲ୍ଲାପାଳ, ରାୟଗଡ଼ ୧୦୩ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବା ସହ ଶିକ୍ଷାଦାନକୁ କେବଳ ବୃତ୍ତି ନୁହେଁ, ବରଂ ସମାଜ ପରିବର୍ତ୍ତନର ଏକ ମହତ୍ ସେବା ଭାବେ ଗ୍ରହଣ କରିବାକୁ ଆହ୍ୱାନ ଜଣାଇଥିଲେ।
9
653
ଗୁଜରାଟର ଏକତା ନଗରଠାରେ ଆୟୋଜିତ ହେବାକୁ ଥିବା #ରାଷ୍ଟ୍ରୀୟଏକତାଦିବସ ପାଳନ ନିମନ୍ତେ ରାୟଗଡ଼ ରେଳ ଷ୍ଟେସନଠାରୁ ୧୬୦ ଜଣ ପ୍ରତିନିଧିଙ୍କ ଯାତ୍ରାକୁ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ସବୁଜ ପତାକା ପ୍ରଦର୍ଶନ କରି ଶୁଭାରମ୍ଭ କରିଥିଲେ।
@CMO_Odisha
Collector & DM, Rayagada retweeted
ରାୟଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଉପସ୍ଥିତିରେ ସମ୍ଭାବ୍ୟ ବାତ୍ୟା 'ଅର୍ଣ୍ଣବ'ର ମୁକାବିଲା ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଓ ନିରାକରଣ ବ୍ୟବସ୍ଥା ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ବାତ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ସୁରକ୍ଷା, ରିଲିଫ୍ ବଣ୍ଟନ, ପାନୀୟ ଜଳ ଯୋଗାଣ ଏବଂ ଜରୁରୀକାଳୀନ ସେବାଗୁଡ଼ିକୁ ତ୍ୱରାନ୍ୱିତ କରିବା ପାଇଁ ସେ ଗୁରୁତ୍ୱାରୋପ କରିଛନ୍ତି।
ଏହି ସମୀକ୍ଷା ବୈଠକରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଶ୍ରୀ ସୁଦର୍ଶନ ଚକ୍ରବର୍ତ୍ତୀ, ରାୟଗଡ଼ା ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି, ରାୟଗଡ଼ା ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ଶ୍ରୀ ରାଜ ପ୍ରସାଦ, ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଗଣ ଏବଂ ଜିଲ୍ଲାର ସମସ୍ତ ବ୍ଲକ୍ର ଅଧିକାରୀମାନେ ଆଭାସୀ ମାଧ୍ୟମରେ ଉପସ୍ଥିତ ଥିଲେ।










































