
Official Twitter Account of Rayagada District Administration, Odisha, Mail id : [email protected]
Rayagada, Odisha
Joined May 2019
- Tweets3.6K
- Following188
- Followers12.8K
- Likes1.2K
Collector & DM, Rayagada retweeted
ରାୟଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଉପସ୍ଥିତିରେ ସମ୍ଭାବ୍ୟ ବାତ୍ୟା 'ଅର୍ଣ୍ଣବ'ର ମୁକାବିଲା ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଓ ନିରାକରଣ ବ୍ୟବସ୍ଥା ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ବାତ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ସୁରକ୍ଷା, ରିଲିଫ୍ ବଣ୍ଟନ, ପାନୀୟ ଜଳ ଯୋଗାଣ ଏବଂ ଜରୁରୀକାଳୀନ ସେବାଗୁଡ଼ିକୁ ତ୍ୱରାନ୍ୱିତ କରିବା ପାଇଁ ସେ ଗୁରୁତ୍ୱାରୋପ କରିଛନ୍ତି।
ଏହି ସମୀକ୍ଷା ବୈଠକରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଶ୍ରୀ ସୁଦର୍ଶନ ଚକ୍ରବର୍ତ୍ତୀ, ରାୟଗଡ଼ା ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି, ରାୟଗଡ଼ା ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ଶ୍ରୀ ରାଜ ପ୍ରସାଦ, ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଗଣ ଏବଂ ଜିଲ୍ଲାର ସମସ୍ତ ବ୍ଲକ୍ର ଅଧିକାରୀମାନେ ଆଭାସୀ ମାଧ୍ୟମରେ ଉପସ୍ଥିତ ଥିଲେ।
Collector & DM, Rayagada retweeted
From a Small Plot to a Promising Livelihood!
Radhamani Melaka, a marigold farmer from Radhakrishna PG, Jagannathpur village, has embraced floriculture on a small 16-cent plot and is turning it into a promising source of income.
Within just three months of planting, she has already earned around ₹2,000 and expects to earn an additional ₹8,000–₹10,000 over the next 1–2 months.
Her journey reflects how small-scale floriculture, with the support of OLM and ORMAS and access to the right market linkages, can create sustainable livelihood opportunities for rural women—turning a small patch of land into a source of income, confidence and hope.
#WomenFarmers #MarigoldCultivation #Floriculture #SHGs #RuralLivelihoods #ORMAS #OLM #Rayagada #Odisha @ormas_odisha @ORMASRayagada @ZP_Rayagada @DM_Rayagada @CMO_Odisha @RabiNaikBJP
Collector & DM, Rayagada retweeted
🤔 ଭୋଟର ତାଲିକାରେ ଆପଣଙ୍କ ନାମ ଯୋଡ଼ିବା ପଛରେ କିଏ ନିଅନ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକା?
ଛୋଟା ଭୀମ ଓ ବିଦୁରଙ୍କ ସହ ଦେଖନ୍ତୁ ଏହି ମଜାଦାର ଭିଡିଓ ଏବଂ ଜାଣନ୍ତୁ! 🎬✨
🫡 ଆମ BLOଙ୍କୁ ଏକ ବଡ଼ Salute!
ଘରେ ଘରେ ପହଞ୍ଚି, ଭୋଟର ତାଲିକାକୁ ସଠିକ୍, ସ୍ୱଚ୍ଛ ଓ ସମାବେଶୀ କରିବାରେ ନିରନ୍ତର କାର୍ଯ୍ୟରତ ଆମ Booth Level Officers ହେଉଛନ୍ତି ଗଣତନ୍ତ୍ରର ଜାଗ୍ରତ ପ୍ରହରୀ। 🇮🇳🗳️
🎥 ଭିଡିଓଟି ଦେଖନ୍ତୁ | ଜାଣନ୍ତୁ | ସେୟାର କରନ୍ତୁ
କାରଣ, ସଠିକ୍ ଭୋଟର ତାଲିକାରୁ ହିଁ ସୁଦୃଢ଼ ଗଣତନ୍ତ୍ରର ଆରମ୍ଭ! 🇮🇳
#BLO #BoothLevelOfficer #Democracy #DemocracyHeroes #VoterAwareness #ElectionLiteracy #CEOOdisha #ECI #SVEEP #EveryVoteMatters
Collector & DM, Rayagada retweeted
ଆପଣ ଚିଠା ଭୋଟର ତାଲିକାରେ ନିଜ ନାମ ଯାଞ୍ଚ କରିଛନ୍ତି କି?
ଏବେ ଚିଠା ଭୋଟର ତାଲିକାରେ ନିଜ ନାମ ଯାଞ୍ଚ କରିବା ବହୁତ ସହଜ।
🌐 **ceoodisha.nic.in** ୱେବସାଇଟ୍କୁ ପରିଦର୍ଶନ କରନ୍ତୁ।
🔍 **"Search Your Name in 2026"** ବିକଳ୍ପକୁ ଚୟନ କରି ନିମ୍ନଲିଖିତ ଯେକୌଣସି ମାଧ୍ୟମରେ ନିଜ ନାମ ଖୋଜନ୍ତୁ:
✔️ EPIC ନମ୍ବର
✔️ ବ୍ୟକ୍ତିଗତ ବିବରଣୀ (Personal Details)
✔️ ମୋବାଇଲ୍ ନମ୍ବର
🗳️ ଚିଠା ଭୋଟର ତାଲିକାରେ ନିଜ ନାମ ନିଶ୍ଚିତ କରନ୍ତୁ। କୌଣସି ତ୍ରୁଟି କିମ୍ବା ଅସଙ୍ଗତି ଥିଲେ, ନିର୍ଦ୍ଧାରିତ ସମୟ ମଧ୍ୟରେ ଦାବି ଓ ଆପତ୍ତି ଦାଖଲ କରନ୍ତୁ।
📅 **ଦାବି ଓ ଆପତ୍ତି ଅବଧି:** *୦୫.୦୭.୨୦୨୬ – ୦୪.୦୮.୨୦୨୬*
@ECISVEEP
@PIB_India
@IPR_Odisha
@DDNational
@dd_odia
@MyGovOdia
#ECI #CEOOdisha #SIR2026 #DraftElectoralRoll #VoterList #SearchYourName
Collector & DM, Rayagada retweeted
ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା । ଶ୍ରୀବିଗ୍ରହମାନଙ୍କ ସ୍ନାନଯାତ୍ରାର ଏହି ପୁଣ୍ୟ ତିଥିରେ ଓଡ଼ିଶାର ପ୍ରଗତି ଏବଂ ସମସ୍ତଙ୍କ କଲ୍ୟାଣ ପାଇଁ ମହାପ୍ରଭୁଙ୍କ ନିକଟରେ ସେବା ପ୍ରାର୍ଥନା।
Collector & DM, Rayagada retweeted
ଆପଣଙ୍କ ନାମ, ଆପଣଙ୍କ ପରିଚୟ।
ଆପଣଙ୍କ ଭୋଟ, ଆପଣଙ୍କ ଅଧିକାର।
⏳ ଆଜି ଶେଷ ଦିନ। ନିଜ ଦାୟିତ୍ୱ ପାଳନ କରନ୍ତୁ।
ଆଜିହିଁ QR କୋଡ୍ ସ୍କାନ୍ କରି କିମ୍ବା voters.eci.gov.in ୱେବସାଇଟ୍କୁ ଯାଇ ପରିଗଣନା ଫର୍ମ (Enumeration Form) ପୂରଣ କରନ୍ତୁ। ସଠିକ୍, ତ୍ରୁଟିଶୂନ୍ୟ ଓ ଅଦ୍ୟତନ ଭୋଟର ତାଲିକା ପ୍ରସ୍ତୁତିରେ ନିଜର ସକ୍ରିୟ ସହଯୋଗ ଦିଅନ୍ତୁ।
#SIR2026 #ECI #CEOOdisha #ElectionCommission #Odisha
Collector & DM, Rayagada retweeted
ଆପଣଙ୍କ ଭୋଟର ପରିଚୟକୁ ସଠିକ୍, ସ୍ୱଚ୍ଛ ଓ ଅଦ୍ୟତନ ରଖିବା ପାଇଁ ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ ଅଧୀନରେ ପରିଗଣନା ଫର୍ମ ପୂରଣ କରିବାର ଆଜି ହିଁ ଶେଷ ଦିନ।
⏳ ମାତ୍ର କିଛି ମିନିଟ୍ ସମୟ ବାହାର କରନ୍ତୁ। ଆଜିହିଁ ପରିଗଣନା ଫର୍ମ ପୂରଣ କରି ଆପଣଙ୍କ BLOଙ୍କୁ ସହଯୋଗ କରନ୍ତୁ।
ଆପଣଙ୍କ ସକ୍ରିୟ ସହଭାଗିତା ହିଁ ଏକ ତ୍ରୁଟିଶୂନ୍ୟ, ସ୍ୱଚ୍ଛ ଓ ଅଦ୍ୟତନ ଭୋଟର ତାଲିକା ଗଠନର ମୂଳ ଆଧାର।
#SIR2026 #CEOOdisha #ECI #SIR #Odisha
Collector & DM, Rayagada retweeted
ଆସନ୍ତାକାଲି ପରିଗଣନା ଫର୍ମ ଦାଖଲର ଶେଷ ଦିନ।
⏳ ସମୟ ଆଉ ଅପେକ୍ଷା କରିବ ନାହିଁ।
ସ୍ୱଚ୍ଛ, ନିର୍ଭୁଲ ଏବଂ ଅଦ୍ୟତନ ଭୋଟର ତାଲିକା ପ୍ରସ୍ତୁତିରେ ଆପଣଙ୍କ ସହଯୋଗ ଅତ୍ୟନ୍ତ ଜରୁରୀ।
ଆଜିହିଁ ଅନଲାଇନ୍ରେ କିମ୍ବା ଆପଣଙ୍କ BLOଙ୍କ ସହାୟତାରେ ପରିଗଣନା ଫର୍ମ ଦାଖଲ କରନ୍ତୁ।
#SIR2026 #ସ୍ୱତନ୍ତ୍ରସଘନସଂଶୋଧନ #ପରିଗଣନାଫର୍ମ #ଭୋଟରତାଲିକା #Odisha
Collector & DM, Rayagada retweeted
ଆଉ ଅପେକ୍ଷା ନୁହେଁ!
ଆଜିହିଁ voters.eci.gov.in ରେ ଯାଇ ଅନଲାଇନ୍ରେ ପରିଗଣନା ଫର୍ମ ପୂରଣ କରନ୍ତୁ।
ପ୍ରକ୍ରିୟାଟି ସରଳ, ସୁରକ୍ଷିତ ଏବଂ ସମ୍ପୂର୍ଣ୍ଣ ଅନଲାଇନ୍।
🗳️ ଆପଣଙ୍କ ଏକ ପଦକ୍ଷେପ, ସଠିକ୍, ଅଦ୍ୟତନ ଓ ତ୍ରୁଟିମୁକ୍ତ ଭୋଟର ତାଲିକା ଗଠନରେ ଗୁରୁତ୍ୱପୂର୍ଣ୍ଣ ଅବଦାନ।
#SIR2026 #OnlineForm #CEOOdisha #ECI
Collector & DM, Rayagada retweeted
⏳ ଆଉ ମାତ୍ର ୨ ଦିନ ବାକି!
ଏବେ ନୁହେଁ ତେବେ କେବେ?
ଆଜିହିଁ ପରିଗଣନା ଫର୍ମ ଦାଖଲ କରନ୍ତୁ ଏବଂ ଭୋଟର ତାଲିକାରେ ନିଜ ନାମ ସୁନିଶ୍ଚିତ କରନ୍ତୁ। 🗳️
💻 ଅନଲାଇନ୍ରେ ଫର୍ମ ପୂରଣ ପାଇଁ voters.eci.gov.in ପରିଦର୍ଶନ କରନ୍ତୁ।
#SIR2026 #2DaysToGo #CEOOdisha #ECI #SIR
Collector & DM, Rayagada retweeted
BLA-BLO meetings are being conducted at various booths under Gunupur Municipality as part of the ongoing Special Intensive Revision (SIR) 2026 exercise. The Sub-Collector-cum-ERO, Gunupur, visited the meetings and reviewed the proceedings.
During the visits, he advised all concerned to ensure that no eligible voter is left out of the electoral roll and directed that reverification be undertaken wherever necessary to ensure accuracy and smooth completion of the process. The Municipality Vice-Chairman, AERO, BLAs, BLOs, BLA Supervisors and members of the public actively participated in the meetings.
#SIR2026 #ElectionCommission #BLO #BLA #Gunupur #Rayagada #Odisha #ElectoralRoll #SIR2026Odisha
Collector & DM, Rayagada retweeted
Hon'ble CM Pushes AI-Powered Maritime Security for Safer Coastline
indiatoday.in/india/story/od…
Collector & DM, Rayagada retweeted
Avail the online Enumeration Form facility under #SIR2026 and complete your electoral verification with ease, anytime and from anywhere.
With simple step-by-step guidance, electors can conveniently verify and update their details online, making participation in the electoral roll revision process faster, smoother, and more accessible. Every accurate update strengthens the quality, inclusiveness, and integrity of the electoral roll.
Be a part of the digital journey towards a cleaner and more accurate voter database.
@ECISVEEP
@PIB_India
@IPR_Odisha
@DDNational
@dd_odia
@MyGovOdia
#ElectionCommission #ElectoralRollRevision #OnlineEnumeration #DigitalParticipation #VoterAwareness #Odisha #SIR2026Odisha
Collector & DM, Rayagada retweeted
As part of SVEEP activities under SIR-2026, a Signature Campaign was organised at the Collectorate, Rayagada to promote voter awareness and electoral participation.
The programme witnessed enthusiastic participation from officers and staff of the Collectorate, who penned SIR awareness slogans in the presence of the DEO & Collector, Rayagada, ADM (General) and ADM (Revenue). Photo booths were also set up to encourage participation and amplify awareness messages. The initiative reflected the proactive efforts of the Rayagada district administration in strengthening public engagement with the Special Intensive Revision (SIR) 2026 exercise.
#SIR2026 #ElectionCommission #SVEEP #SignatureCampaign #Rayagada #Odisha #ElectoralAwareness #SIR2026Odisha
Collector & DM, Rayagada retweeted
💡 ଏକ ଛୋଟ ପ୍ରସ୍ତୁତି, ଫର୍ମ ପୂରଣ ହେବ ଆହୁରି ସହଜ!
ଅନଲାଇନ୍ ପରିଗଣନା ଫର୍ମ ଦାଖଲ ପୂର୍ବରୁ voters.eci.gov.in ରେ ଯାଇ ଶେଷ SIR ରେ ନିଜର କିମ୍ବା ବାପା, ମାଆ, ଜେଜେବାପା କିମ୍ବା ଜେଜେମାଆଙ୍କର ବିବରଣୀ ଯାଞ୍ଚ କରନ୍ତୁ।
📋 ଆବଶ୍ୟକ ତଥ୍ୟ ପୂର୍ବରୁ ପ୍ରସ୍ତୁତ ରଖନ୍ତୁ ଏବଂ ଫର୍ମକୁ ସହଜରେ ଦାଖଲ କରନ୍ତୁ।
#SIR2026 #OnlineEnumerationForm #ECI #CEOOdisha
Collector & DM, Rayagada retweeted
ଭାରତ ନିର୍ବାଚନ ଆୟୋଗଙ୍କ ସମସ୍ତ ଡିଜିଟାଲ୍ ସେବା ଏବେ ଏକାଠି, ECINET ଆପ୍ରେ।
🗳️ ଭୋଟର ତାଲିକାରେ ନିଜ ନାମ ଖୋଜିବା
🪪 e-EPIC ଡାଉନଲୋଡ୍
📍 ମତଦାନ କେନ୍ଦ୍ର ସୂଚନା
📊 ନିର୍ବାଚନ ପରିସଂଖ୍ୟନ
📢 ଅଭିଯୋଗ ଦାଖଲ ସହ ଅନ୍ୟାନ୍ୟ ସେବା
ଆଜିହିଁ QR କୋଡ୍ ସ୍କାନ୍ କରନ୍ତୁ କିମ୍ବା ECINET ଆପ୍ ଡାଉନଲୋଡ୍ କରନ୍ତୁ ଏବଂ ନିର୍ବାଚନ ସମ୍ବନ୍ଧୀୟ ସେବାକୁ ସହଜରେ ପାଆନ୍ତୁ।
#ECINET #ନିର୍ବାଚନ_ଆୟୋଗ #CEOOdisha #VoterServices #DigitalIndia
Collector & DM, Rayagada retweeted
ଦୁର୍ଗମ ପାହାଡ଼ ଅଞ୍ଚଳରୁ ଆରମ୍ଭ କରି ସହରର ପ୍ରତ୍ୟେକ ଘର ପର୍ଯ୍ୟନ୍ତ, BLOମାନେ ନିରନ୍ତର ପହଞ୍ଚୁଛନ୍ତି ଆପଣଙ୍କ ପାଖକୁ।
ଯଦି ଏପର୍ଯ୍ୟନ୍ତ ପରିଗଣନା ଫର୍ମ ଦାଖଲ କରିନାହାନ୍ତି, ତେବେ ଅପେକ୍ଷା ନୁହେଁ, ଅଂଶଗ୍ରହଣ କରନ୍ତୁ ଏବଂ ନିଜ BLOଙ୍କୁ ସହଯୋଗ କରନ୍ତୁ ଏବଂ ଭୋଟର ତାଲିକାରେ ନିଜ ନାମ ସୁନିଶ୍ଚିତ କରନ୍ତୁ । 🗳️
⏳ ପରିଗଣନା ପ୍ରକ୍ରିୟା ଶେଷ ହେବାକୁ ଆଉ ମାତ୍ର ୫ ଦିନ।
#SIR2026 #5DaysToGo #SIR #ECI #ceoodisha
Collector & DM, Rayagada retweeted
📱🗳️ ପରିଗଣନା ଫର୍ମ ପାଇଁ ନିଜ BLOଙ୍କ ସହ ଯୋଗାଯୋଗ କରିବେ କେମିତି?
ଯଦି ଆପଣ ଏପର୍ଯ୍ୟନ୍ତ ପରିଗଣନା ଫର୍ମ ପାଇନାହାନ୍ତି କିମ୍ବା ନିଜ ଅଞ୍ଚଳର BLOଙ୍କ ସହ ଯୋଗାଯୋଗ କରିବାକୁ ଚାହୁଁଛନ୍ତି, ତେବେ ceoodisha.nic.in ୱେବସାଇଟ୍ ପରିଦର୍ଶନ କରନ୍ତୁ ।
"BLO Contact Details" ବିକଳ୍ପ ମାଧ୍ୟମରେ ଆପଣ ନିଜ ଅଞ୍ଚଳର BLOଙ୍କ ନାମ ଓ ଯୋଗାଯୋଗ ସୂଚନା ସହଜରେ ପାଇପାରିବେ ।
🤝 SIR 2026 ସମ୍ପର୍କିତ ସହାୟତା ପାଇଁ ନିଜ BLOଙ୍କ ସହ ସିଧାସଳଖ ଯୋଗାଯୋଗ କରନ୍ତୁ ।
#SIR2026 #BLOContact #CEOOdisha #SIR #ECI
Collector & DM, Rayagada retweeted
ଓଡ଼ିଶା ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ "ବିକାଶର ଧାରା,ଓଡ଼ିଶା ସାରା" ରାଜ୍ୟବ୍ୟାପୀ ଜନସମ୍ପର୍କ କାର୍ଯ୍ୟକ୍ରମ ଅବସରରେ"ବିଭିନ୍ନ ସରକାରୀ ଯୋଜନା ଅଧୀନରେ ସୁବିଧା ବଣ୍ଟନ" ସମ୍ବନ୍ଧୀୟ ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ ଅଦ୍ୟ ତା ୨୨/୦୬/୨୦୨୬ ରିଖ ରେ ସଫଳତାର ସହ ଆୟୋଜିତ ହୋଇଥିଲା।
@ZP_Rayagada @DM_Rayagada @PRDeptOdisha
Collector & DM, Rayagada retweeted
⏳ ମାତ୍ର ୬ ଦିନ ବାକି!
🗳️ SIR 2026 ଅନ୍ତର୍ଗତ ପରିଗଣନା ଫର୍ମ (Enumeration Form) ଦାଖଲ କରିବାର ସମୟସୀମା ଶୀଘ୍ର ଶେଷ ହେବାକୁ ଯାଉଛି।
ଯଦି ଆପଣ ଏପର୍ଯ୍ୟନ୍ତ ପରିଗଣନା ଫର୍ମ ଦାଖଲ କରିନାହାନ୍ତି, ତେବେ ବିଳମ୍ବ ନକରି ନିର୍ଦ୍ଧାରିତ ସମୟ ମଧ୍ୟରେ ନିଜ BLOଙ୍କୁ କିମ୍ବା ନିକଟସ୍ଥ ନିର୍ବାଚନ କାର୍ଯ୍ୟାଳୟରେ ଫର୍ମ ଦାଖଲ କରନ୍ତୁ।
✅ ସମୟ ମଧ୍ୟରେ ଫର୍ମ ଦାଖଲ କରି ଭୋଟର ତାଲିକାରେ ନିଜ ସୂଚନା ସଠିକ୍ ଭାବେ ସୁନିଶ୍ଚିତ କରନ୍ତୁ ଏବଂ ନିଜର ମତାଧିକାରକୁ ସୁରକ୍ଷିତ ରଖନ୍ତୁ।
#SIR2026 #6DaysToGo #CEOOdisha #ECI #SIR
























