Manoj Kumar Pradhan (@ManojKu19829581) profile picture

ବଞ୍ଚିଥିବା ଯାଏ ଅସହାୟ ଙ୍କ ସେବା କରିବି

Joined February 2021
Photo by Manoj Kumar Pradhan (@ManojKu19829581)Photo by Manoj Kumar Pradhan (@ManojKu19829581)Photo by Manoj Kumar Pradhan (@ManojKu19829581)Photo by Manoj Kumar Pradhan (@ManojKu19829581)Photo by Manoj Kumar Pradhan (@ManojKu19829581)Photo by Manoj Kumar Pradhan (@ManojKu19829581)Photo by Manoj Kumar Pradhan (@ManojKu19829581)Photo by Manoj Kumar Pradhan (@ManojKu19829581)Photo by Manoj Kumar Pradhan (@ManojKu19829581)Photo by Manoj Kumar Pradhan (@ManojKu19829581)
#ଭଦ୍ରକ #ଉପଜିଲ୍ଲାପାଳଙ୍କ କାର୍ଯାଳୟରେ ଉପଜିଲ୍ଲାପାଳ କୋର୍ଟରେ ଦାଖିଲ କେଶର ନୋଟିସ ଅପର ପକ୍ଷକୁ ପଠାଇବା ପାଇଁ ପୋଷ୍ଟାଲ ଖର୍ଚ୍ଚ ଦେବା ପରେ ଗୋଟିଏ କେଶକୁ 3000 ଦାବି କରୁଛନ୍ତି ପେସ୍କାର,ଟଙ୍କା ନ ଦେଲେ ଦୀର୍ଘ ଦିନ ଧରୀ ନୋଟିସ ପଠାଉ ନାହାନ୍ତି, ସଠିକ ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ @rdmodisha @DM_Bhadrak
18
ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ଡୁକୁମ ଗ୍ରାମପଞ୍ଚାୟତ ର କାଚାପାଜୁ ଗ୍ରାମ ରେ ବସୁଧା ପାନୀୟ ଜଳ ଲୋକଙ୍କ ପାଇଁ ସାତ ସପନ ଗ୍ରୀଷ୍ମ ଦିନେ ପିଇବା ପାଇଁ ଲୋକଙ୍କ ଅବସ୍ଥା କହିଲେ ନ ସରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ବିନମ୍ର ଅନୁରୋଧ । @RWSS_rayagada @RWSS_Odisha @PRDeptOdisha @IPR_Odisha @DM_Rayagada
1
3
106
ଗଞ୍ଜାମ ଜିଲ୍ଲା କବସୂର୍ଯ୍ୟନଗର ବ୍ଲକ ମାଗୁରପୁଞ୍ଜା ଗ୍ରାମ ରେ electric cable ହାତପାହାନ୍ତା ରେ । ଏହାକୁ ଉଚ୍ଚତମ କରି ସୁରକ୍ଷା ଦେବାକୁ ବିନମ୍ର ଅନୁରୋଧ । @TPSouthOdisha @EnergyOdisha
1
1
87
#ଭଦ୍ରକ #ବାସୁଦେବପୁର ତହସିଲଦାର ରିପୋର୍ଟ ଦେଉନାହାନ୍ତି ଆଜି-କାଲି କରି ବାରମ୍ବାର ଦୌଡ଼ାଉଛନ୍ତି ସାଧାରଣ ଲୋକଙ୍କୁ,ଏଭଳି ହଇରାଣ କାହିଁକି? ଯିଏ ଟଙ୍କା ଦେଲା ତାଙ୍କର ଗୋଟିଏ ଦିନରେ ରିପୋର୍ଟ ଦେଉଛନ୍ତି ,ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଅନ୍ତୁ।@DM_Bhadrak @rdmodisha @AdmRevBhadrak #RIReport #CorruptionFreeOdisha
77
Manoj Kumar Pradhan retweeted
ଶ୍ରୀକ୍ଷେତ୍ରରୁ(ପୁରୀ) ଅର୍କକ୍ଷେତ୍ର(କୋଣାର୍କ) ଏସି ବସ ଚଳାଇବାକୁ ମାନନୀୟ ମୁଖ୍ୟ ପ୍ରଶାସକ @arvindpadhee ଙ୍କୁ ଅନୁରୋଧ। ପୁରୀ ଓ କୋଣାର୍କ ବିଶ୍ୱ ମାନଚିତ୍ରରେ ଦୁଇ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହୋଇଥବାରୁ ଦୈନିକ ହଜାର ହଜାର ପର୍ଯ୍ୟଟକ ଭ୍ରମଣ କରିବାକୁ ଆସୁଛନ୍ତି। @dm_puri @CRUT_BBSR @SJTA_Puri @CMO_Odisha @SecyChief
1
16
2
39
669
#ଭଦ୍ରକ #ବାସୁଦେବପୁର ରେସନ କାର୍ଡ ନମ୍ବର 04010510565 ମାମିନା ଭୋଇ ବିବାହିତ କାହିଁକି ଏହି କାର୍ଡରୁ ନାମ ବାଦ ଦିଆଯାଇ ନାହିଁ କାହା ସ୍ୱାର୍ଥରେ ୟାଙ୍କପାଇଁ କଣ ନିୟମ ଅଲଗା?? କାର୍ଯାନୁଷ୍ଠାନ ନେବାକୁ ଅନୁରୋଧ @DM_Bhadrak @bdobasudevpur @Food_Odisha @SecyChief @kanak_news @satyapathalive @Krushnach_Patra
121
#ଭଦ୍ରକ #ବାସୁଦେବପୁର ନିର୍ବାଚନ ମଣ୍ଡଳୀ ଭୁଲ ତଥ୍ୟ ବାପାଙ୍କ ନାମ,ମା ଙ୍କ ନାମ ଏବଂ ସରନାମ ବଦଳ କରି ଭୋଟର କାର୍ଡ ହାତେଇ ଛନ୍ତି ପୁଣି ବିନା ଜନ୍ମ ସାର୍ଟିଫିକେଟ ଯାଞ୍ଚରେ କେମିତି ଭୋଟର କାର୍ଡ ଦିଆ ଗଲା?ଯାଞ୍ଚ କରି କାର୍ଯାନୁଷ୍ଠାନ ନେବାକୁ ଅନୁରୋଧ @DM_Bhadrak @OdishaCeo @AdmRevBhadrak @ECISVEEP @bdobasudevpur
1
180
Pls look at the matter.@IndiaPostOffice
Postmaster is working irregularly. Postal cannot reach the people. Postal No - EO607232938IN Wants to return the postal with wrong comments. Kindly request the postal department to investigate and deliver the postal to the right place @rajkish50492414 @IndiaPostOffice
1
78
Postmaster is working irregularly. Postal cannot reach the people. Postal No - EO607232938IN Wants to return the postal with wrong comments. Kindly request the postal department to investigate and deliver the postal to the right place @rajkish50492414 @IndiaPostOffice
1
184
#ଭଦ୍ରକ ଆଜି ବାସୁଦେବପୁର ବ୍ଲକରେ ରେ ଜିଲ୍ଲାପାଳ ଙ୍କ ଜନ ଅଭିଯୋଗ ଶୁଣାଣି ଶିବିର, ବାସୁଦେବପୁର ଥାନା ରେ FIR ରେଜିଷ୍ଟ୍ରସନ କରୁନାହାନ୍ତି, ବାରମ୍ବାର ଥାନାକୁ ଗରୀବ ଲୋକଙ୍କୁ ଦୌଡ଼ାଉ ଛନ୍ତି, @DM_Bhadrak ଜିଲ୍ଲାପାଳ ଏଥିପ୍ରତି ଧ୍ୟାନ ଦେବାକୁ ଅନୁରୋଧ, @CMO_Odisha @DGPOdisha @IPR_Odisha
77
Manoj Kumar Pradhan retweeted
ଖୋର୍ଦ୍ଧାବ୍ଲକ ଅନ୍ତର୍ଗତ ବଙ୍ଗିଦା ଗ୍ରାମପଞ୍ଚାୟତର 7ନମ୍ବର୍ ୱାର୍ଡର 84ପ୍ରତିଷଦ ଭିର୍ଣ୍ଣକ୍ଷମ ଥାଲାସେମିଆ ରୋଗୀଟିକୁ ମିଳୁନି ଜୁନ୍,ଜୁଲାଇ 2ମାସର ଭତାଟଙ୍କା,ଆଗରୁ ହାତକୁ ହାତ ମିଳୁଥିଲା କିନ୍ତୁ ମନଇଛା ଆକାଉଣ୍ଟକୁ ଛାଡ଼ିବା ପାଇଁ କହୁଛନ୍ତି,ଓ ଆଜି ମିଳିବ କାଲି ମିଳିବ କହିକହି ଦିନ ଗଡ଼େଇ ଚାଲିଛନ୍ତି ଖୋର୍ଦ୍ଧା ବ୍ଲକ ପ୍ରଶାସନ 1/2
13
19
2
30
1,317
#ଭଦ୍ରକ #ବାସୁଦେବପୁର ପୋଲିସଷ୍ଟେସନର କାର୍ଯାରତ ପୋଲିସ ଅଫିସର ମୀନକେତନ ସିଂ ବିନା ଟଙ୍କା ରେ କିଛି FIR ରେଜିଷ୍ଟ୍ରସନ କରିବାତ ଦୂରର କଥା ଷ୍ଟେସନ ଡ଼ାଇରୀ ମଧ୍ୟ୍ୟ କରନ୍ତି ନାହିଁ ଯାଞ୍ଚ କରି କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ @SecyChief @CMO_Odisha @DM_Bhadrak @SpBhadrak @odisha_police @PrithivirajBJP
1
114
ବିଦ୍ୟୁତ ଟ୍ରଂସ୍ପୋରମ୍ ଅସୁରକ୍ଷିତ ପାଲଟିଛି ଭକ୍ତ ଙ୍କ ନିମନ୍ତେ ତୁରନ୍ତ ଦୃଷ୍ଟି ଦେବାକୁ ବିନମ୍ର ଅନୁରୋଧ। @TpcodlT81047 @TPCentralOdisha @dm_puri @TataCompanies @KVSinghDeo1 @JagannathaDhaam
3
2
276
ପୁରୀ ରଥଯାତ୍ରା ନିମନ୍ତେ ଆସିଥିବା ଭକ୍ତ ଙ୍କ ଠାରୁ ଅଟୋ/ରିକ୍ସା ରେ ଯାତାୟାତ ନିମନ୍ତେ ଧାର୍ଯ୍ୟ ଠାରୁ ଅତ୍ୟଧିକ ମୂଲ୍ୟ ଆଦାୟ କରୁଛନ୍ତି। ଏଥିପ୍ରତି ଧ୍ୟାନ ଦେବାକୁ ବିନମ୍ର ଅନୁରୋଧ। @STAOdisha @dm_puri @SPPuri1
1
81
ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଲକ ରାମଗଡ଼ ପଞ୍ଚାୟତ ରେ କର୍ମଚାରି ଙ୍କ ତତ୍ୱ ବଧାନ ରେ ଚତୁରତା ର ସହିତ ବହୁ ଅଯୋଗ୍ୟ ହିତାଧିକାରୀ ମାନେ ପ୍ରଧାନ ମନ୍ତ୍ରୀ ଆବାସ ଗୃହ ଯୋଜନା ରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ପୁନର ତଦନ୍ତ କରି ଯୋଗ୍ୟ ବିବେଚିତ ଙ୍କୁ ପ୍ରଦାନ କରାଯାଉ । @CMO_Odisha @IPR_Odisha @Ganjam_Admin @YojanaAwas @BJP4Odisha
1
147
ମିଳିଲା ପ୍ରତିଶ୍ରୁତି ମିଳିପାରିଲା ନାହିଁ ସରକାରୀ ସହାୟତା @SSEPD2 @DSSOKHORDHA2 @DMKhordha @CMO_Odisha @MohanMOdisha @PRDeptOdisha
ଖୋର୍ଦ୍ଧାଜିଲ୍ଲା ,ବାଲିପାଟଣା ବ୍ଲକ,ଅଠାନ୍ତର ପଞ୍ଚାୟତ,ଗାରେଡି ପାଞ୍ଚଣ ଗ୍ରାମର ,ଚଗଲା ନାୟକ (୫୬) √ ପହଲି ନାୟକ ଚଗଲା ୯୦ ପ୍ରତିଶତ ଭିନ୍ନକ୍ଷମ ହେଲେ ମଧ୍ୟ ସରକାର ବର୍ଦ୍ଧିତ ଭତ୍ତା ୩୫୦୦ ରୁ ବଞ୍ଚିତ। ତୁରନ୍ତ ଯୋଗାଇ ଦେବାକୁ ବିନମ୍ର ଅନୁରୋଧ। @SSEPD2 @DSSOKHORDHA2 @DMKhordha @CMO_Odisha @MohanMOdisha @PRDeptOdisha
2
10
618
Manoj Kumar Pradhan retweeted
#ବୀଣାପାଣି_ଓଝାଙ୍କୁ_ସାତସପନ_ପାଲଟିଛି_ସରକାରୀ_ପକ୍କାଘର କେବେ ମିଳିବ PMAYG ନଚେତ୍ ଅନ୍ତୋଦୟ ଗୃହଯୋଜନାରେ ଏକ ପକ୍କା ଘର,ତାହା ଅପେକ୍ଷାରେ ବୀଣାପାଣି ଓଝା ଓ ତାଙ୍କର ପରିବାର @CMO_Odisha @MohanMOdisha @BJP4India @BJP4Odisha @PravatiPOdisha @JanaSunani @block_gop @RabiNaikBJP @PRDeptOdisha @_anugar @dm_puri
ଗୋପ ବ୍ଲକ୍ ଵନାଖଣ୍ଡି ଜିପିର ମାଙ୍କଡ ଗୋରଡିଗ୍ରାମ ୧୭ ନମ୍ବର WORD ର ବୀଣାପାଣି ଓଝାଙ୍କର ଘର ୩ ଥର ସର୍ଭେ ପରେ ପ୍ରଧାନମନ୍ତ୍ରୀ ଆବାସ ପାଇଵା ସାତସପନ । କେଭଳି ଘରେ ରହୁଛନ୍ତି ଦେଖନ୍ତୁ ଆଜ୍ଞା @JanaSunani @PMOIndia @block_gop @RabiNaikBJP @PRDeptOdisha @MohanMOdisha @_anugarg @PravatiPOdisha @dm_puri 🙏
5
13
23
504
ଖୋର୍ଦ୍ଧାଜିଲ୍ଲା ,ବାଲିପାଟଣା ବ୍ଲକ,ଅଠାନ୍ତର ପଞ୍ଚାୟତ,ଗାରେଡି ପାଞ୍ଚଣ ଗ୍ରାମର ,ଚଗଲା ନାୟକ (୫୬) √ ପହଲି ନାୟକ ଚଗଲା ୯୦ ପ୍ରତିଶତ ଭିନ୍ନକ୍ଷମ ହେଲେ ମଧ୍ୟ ସରକାର ବର୍ଦ୍ଧିତ ଭତ୍ତା ୩୫୦୦ ରୁ ବଞ୍ଚିତ। ତୁରନ୍ତ ଯୋଗାଇ ଦେବାକୁ ବିନମ୍ର ଅନୁରୋଧ। @SSEPD2 @DSSOKHORDHA2 @DMKhordha @CMO_Odisha @MohanMOdisha @PRDeptOdisha
14
32
4
64
3,498
କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି ବ୍ଲକ ଶ୍ରିର୍ଲୋ ପଞ୍ଚାୟତ ରାଧାନଗର ଗ୍ରାମ ରେ ଜଙ୍ଗଲ ଜମିରେ ବେଆଇନ ଭାବେ ଚାଲିଛି ଗଛ କଟା ଖାତିର ନାହିଁ ପ୍ରଶାସନ କୁ ।ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ବିନମ୍ର ଅନୁରୋଧ। @CuttackDM @nischintakoili @tdrnkoili @MohanMOdisha @ForestDeptt @CMO_Odisha @IPR_Odisha @ForestCuttack
2
159
ଓଡ଼ିଶା ଏବେ ଅଶାନ୍ତ ହୋଇପଡ଼ିଛି। ପୋଲିସ ପ୍ରଶାସନ କୁ ଡରୁନାହାନ୍ତି ମାଫିଆ। କନ୍ ଏ ସମସ୍ୟାର ସମାଧାନ ନାହିଁ...? @CMO_Odisha @PrithivirajBJP @DrHariBabuK @_anugarg @odisha_police @OPRBOdisha @CBIHeadquarters @homeodisha @DGPOdisha @igpsr @BJP4India
1
2
105