ବାତ୍ୟା ‘ଅକ୍ୱାନ୍’ ପ୍ରଭାବରେ ବର୍ଷା ଓ ଅନ୍ଧକାର ମଧ୍ୟରେ ଗଞ୍ଜାମର ଗୋପାଳପୁର ଆର୍ମି ଏଡି କଲେଜ ନିକଟସ୍ଥ ନୂଆ ଗୋଳାବନ୍ଧ ଗ୍ରାମରେ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବାର ୧୨ ଜଣିଆ ଟିମ୍ ୧୦ଟି ଟାୱାର ଲାଇଟ୍ ସ୍ଥାପନ କରି ଆଲୋକ ବ୍ୟବସ୍ଥା କରିଛନ୍ତି ।
1
1
73
ଏହା ଫଳରେ ରାତିରେ ଜିଲ୍ଲା ପ୍ରଶାସନର ସ୍ଥାନାନ୍ତରଣ କାର୍ଯ୍ୟ ସୁବିଧାଜନକ ହୋଇପାରିଛି ଏବଂ ଗ୍ରାମବାସୀଙ୍କୁ ସୁରକ୍ଷିତ ଭାବରେ ନିକଟସ୍ଥ ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି ।
ବାତ୍ୟା ସାମୟରେ କୌଣସି ଜରୁରୀକାଳୀନ ସହାୟତା ପାଇଁ ୧୧୨କୁ କଲ୍ କରନ୍ତୁ ।
#OdishaFireService #CycloneAkvan #Odisha @SRC_Odisha
51
ମିଳିତ ଉଦ୍ଧାରକାରୀ ଦଳ ଉଭୟ ଗ୍ରାମରେ ପହଞ୍ଚି ବାସିନ୍ଦାମାନଙ୍କୁ ସୁରକ୍ଷିତ ଭାବେ ଦାରିଙ୍ଗବାଡ଼ିସ୍ଥିତ ସିଆଙ୍ଗବାଲି ଉଚ୍ଚ ବିଦ୍ୟାଳୟରେ ଥିବା ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିଛନ୍ତି ।
ଜନସାଧାରଣଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଅଗ୍ନିଶମ ଓ ଜରୁରୀକାଳୀନ ସେବା ବିପଦପୂର୍ଣ୍ଣ ଅଞ୍ଚଳରେ ନିରନ୍ତର ସଜାଗ ରହିଛି ।
1
14
ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ। ଜରୁରୀକାଳୀନ ସହାୟତା ପାଇଁ ୧୧୨କୁ କଲ୍ କରନ୍ତୁ।
#CycloneAkvan #StayAlertStaySafe #OdishaFireService @SRC_Odisha @osdmaodisha @IPR_Odisha @CMO_Odisha
63
ବାତ୍ୟା ‘ଅକ୍ୱାନ୍’ ପ୍ରଭାବରେ ଲଗାତାର ବର୍ଷା ଯୋଗୁଁ କଟକ ସହରର ବିଭିନ୍ନ ସ୍ଥାନରେ ଜଳ ଜମିବାର ଖବର ହସ୍ତଗତ ହୋଇଛି । ଏହି ସମ୍ପର୍କରେ ମିଳୁଥିବା ଅନୁରୋଧ ଆଧାରରେ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବାର ଟିମ୍ଗୁଡ଼ିକ ତତ୍କାଳ ଘଟଣାସ୍ଥଳରେ ପହଞ୍ଚି ଜଳ ନିଷ୍କାସନ କରିଛନ୍ତି ।
1
1
79
ବାତ୍ୟା ‘ଅକ୍ୱାନ୍’ ସମୟରେ ଜନସାଧାରଣଙ୍କ ସୁରକ୍ଷା ପାଇଁ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ନିରନ୍ତର ତତ୍ପର ରହିଛି ।
1
24
କୌଣସି ସ୍ଥାନରେ ଜରୁରୀକାଳୀନ ସହାୟତା ପାଇଁ ୧୧୨କୁ କଲ୍ କରନ୍ତୁ ।
#CycloneAkvan #StayAlertStaySafe #OdishaFireService @SRC_Odisha @osdmaodisha @IPR_Odisha
Odisha Fire & Emergency Services retweeted
🌀ବାତ୍ୟା ‘ଅକୱାନ’ର ମୁକାବିଲା ପାଇଁ ରାଜ୍ୟ ଅଗ୍ନିଶମ ଓ ଜରୁରୀକାଳୀନ ସେବା ବିଭାଗ ପ୍ରସ୍ତୁତ ରହିଛି ।
🌀ବାତ୍ୟା ମୁକାବିଲା ପାଇଁ ମୋଟ ୩୮୮ଟି ଟିମ୍ ପ୍ରସ୍ତୁତ ଥିବାବେଳେ ୨୧୬ଟି ଟିମ୍ ମୁତୟନ ହୋଇଥିବା ଅଗ୍ନିଶମ ଡିଜି ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ।
🌀ଗଞ୍ଜାମର ଗୋପାଳପୁର ଓ ବ୍ରହ୍ମପୁର ଉପରେ ସ୍ୱତନ୍ତ୍ର ନଜର ରହିଥିବା ସେ କହିଛନ୍ତି ।
🌀ଜରୁରୀ ସହାୟତା ପାଇଁ ୧୧୨ ନମ୍ବରକୁ ଯୋଗାଯୋଗ କରିବାକୁ ଅଗ୍ନିଶମ ଡିଜି ପରାମର୍ଶ ଦେଇଛନ୍ତି।
#CycloneAkvan #CycloneAlert #OdishaWeather #CycloneUpdate #WeatherUpdate #Ganjam
@Indiametdept @OdishaFS
ସମୁଦ୍ରରେ ଉଚ୍ଚ ଜୁଆର ଓ ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ପୁରୀ ବେଳାଭୂମିର ବିଭିନ୍ନ ସ୍ଥାନରେ ଲାଲ୍ ପତାକା ଲଗାଯାଇଛି । ଲାଇଫଗାର୍ଡ ପକ୍ଷରୁ ଜନସାଧାରଣ ଓ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ପାଣି ଭିତରକୁ ପ୍ରବେଶ ନକରିବାକୁ, ଡ଼ାକବାଜି ଯନ୍ତ୍ରରେ ପ୍ରଚାର କରାଯାଇଛି ।
1
101
ଲାଇଫ୍ଗାର୍ଡ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜାରି ସୁରକ୍ଷା ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ।
#OdishaFireService #CycloneAkvan #CyclonePreparedness #DisasterManagement #Odisha @IPR_Odisha @SRC_Odisha @dm_puri @odisha_tourism
41
ବାତ୍ୟା ‘ଅକ୍ୱାନ୍’ ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି ।
ସମ୍ଭାବ୍ୟ ବାତ୍ୟାର ମୁକାବିଲା ଏବଂ ଜନସାଧାରଣଙ୍କ ଧନଜୀବନ ସୁରକ୍ଷା ନିମନ୍ତେ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ପକ୍ଷରୁ ୧୮ଟି ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲାରେ ବ୍ୟାପକ ଉଦ୍ଧାର ଓ ଜରୁରୀକାଳୀନ ଉପକରଣ ମୁତୟନ କରାଯାଇଛି।
1
3
139
ବାତ୍ୟାଜନିତ ଜଳବନ୍ଦୀ ପରିସ୍ଥିତି, ଉଦ୍ଧାର କାର୍ଯ୍ୟ, ରାସ୍ତାରୁ ଗଛ ହଟାଇବା ଏବଂ ରାତ୍ରିକାଳୀନ ଜରୁରୀକାଳୀନ କାର୍ଯ୍ୟ ପରିଚାଳନା ନିମନ୍ତେ ଏହି ଉପକରଣଗୁଡ଼ିକ ସହାୟକ ହେବ।
ରାଜ୍ୟ ନିର୍ଦ୍ଦେଶ କକ୍ଷରୁ ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯିବା ସହ ବିଭିନ୍ନ ବିଭାଗ ସହ ସମନ୍ୱୟ ରକ୍ଷା କରାଯାଉଛି ।
1
8
ଜନସାଧାରଣଙ୍କ ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା।
#OdishaFireService #CycloneAkvan #CyclonePreparedness #DisasterManagement #Odisha
15
ବାତ୍ୟା ‘ଅକ୍ୱାନ୍’ ମୁକାବିଲା ପାଇଁ ପ୍ରସ୍ତୁତ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା।
ସମ୍ଭାବ୍ୟ ବାତ୍ୟାର ମୁକାବିଲା ଏବଂ ଜନସାଧାରଣଙ୍କ ଧନଜୀବନର ସୁରକ୍ଷା ନିମନ୍ତେ ରାଜ୍ୟର ୧୮ଟି ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲାରେ ମୋଟ ୨୧୬ଟି ଅଗ୍ନିଶମ ଟିମ୍ ପର୍ଯ୍ୟାପ୍ତ ଉଦ୍ଧାର ଓ ଜରୁରୀକାଳୀନ ଉପକରଣ ସହ ମୁତୟନ କରାଯାଇଛି ।
1
2
106
ରାଜ୍ୟ ନିର୍ଦ୍ଦେଶ କକ୍ଷରୁ ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯିବା ସହ ବାତ୍ୟାର ମୁକାବିଲା ଏବଂ ଜରୁରୀକାଳୀନ ସ୍ଥିତିର ମୁକାବିଲା କରିବା ପାଇଁ ବିଭିନ୍ନ ବିଭାଗ ସହ ନିରନ୍ତର ସମନ୍ୱୟ ରକ୍ଷା କରାଯାଉଛି।
1
10
ତ୍ୱରିତ୍ ପ୍ରତିକ୍ରିୟା, ଉଦ୍ଧାର କାର୍ଯ୍ୟ ଓ ଜନସାଧାରଣଙ୍କୁ ସହାୟତା ଯୋଗାଇଦେବା ପାଇଁ ଅଗ୍ନିଶମ ବାହିନୀ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି।
ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ସମସ୍ତଙ୍କୁ ସତର୍କ ଓ ସୁରକ୍ଷିତ ରହିବାକୁ ଅନୁରୋଧ।
#OdishaFireService #CyclonePreparedness #CycloneAkvan #DisasterManagement #Odisha
18








