Odisha Fire & Emergency Services retweeted
🌀ବାତ୍ୟା ‘ଅକୱାନ’ର ମୁକାବିଲା ପାଇଁ ରାଜ୍ୟ ଅଗ୍ନିଶମ ଓ ଜରୁରୀକାଳୀନ ସେବା ବିଭାଗ ପ୍ରସ୍ତୁତ ରହିଛି ।
🌀ବାତ୍ୟା ମୁକାବିଲା ପାଇଁ ମୋଟ ୩୮୮ଟି ଟିମ୍ ପ୍ରସ୍ତୁତ ଥିବାବେଳେ ୨୧୬ଟି ଟିମ୍ ମୁତୟନ ହୋଇଥିବା ଅଗ୍ନିଶମ ଡିଜି ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ।
🌀ଗଞ୍ଜାମର ଗୋପାଳପୁର ଓ ବ୍ରହ୍ମପୁର ଉପରେ ସ୍ୱତନ୍ତ୍ର ନଜର ରହିଥିବା ସେ କହିଛନ୍ତି ।
🌀ଜରୁରୀ ସହାୟତା ପାଇଁ ୧୧୨ ନମ୍ବରକୁ ଯୋଗାଯୋଗ କରିବାକୁ ଅଗ୍ନିଶମ ଡିଜି ପରାମର୍ଶ ଦେଇଛନ୍ତି।
#CycloneAkvan #CycloneAlert #OdishaWeather #CycloneUpdate #WeatherUpdate #Ganjam
@Indiametdept @OdishaFS
Odisha Fire & Emergency Services retweeted
🌀ସମ୍ଭାବ୍ୟ ବାତ୍ୟା ଅକୱାନର ମୁକାବିଲା ପାଇଁ ଅଗ୍ନିଶମ ଓ ଜରୁରୀକାଳୀନ ସେବା ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ସୂଚନା ଦେଇଛନ୍ତି ଇନସ୍ପେକ୍ଟର ଜେନେରାଲ୍ ଉମାଶଙ୍କର ଦାସ।
🌀ବାତ୍ୟା ସମୟରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ଜୀବନହାନି ଓ ସମ୍ପତ୍ତି କ୍ଷୟକ୍ଷତିକୁ ସର୍ବନିମ୍ନ କରିବା ଉପରେ ବିଭାଗ ଗୁରୁତ୍ୱ ଦେଉଥିବା ଶ୍ରୀ ଦାସ କହିଛନ୍ତି ।
#CycloneAkvan #Odisha #CyclonePreparedness @Indiametdept @OdishaFS
Odisha Fire & Emergency Services retweeted
#ପୁରୀରୁ_ଗଞ୍ଜାମ_ବାତ୍ୟା_ଭୟ !
ବାତ୍ୟା 'ଅକୱାନ୍'ରେ ଟାର୍ଗେଟ ଜିରୋ କାଜୁଆଲିଟି ! ଆକ୍ସନ ମୋଡ଼ରେ ପ୍ରଶାସନ ଓ ଅଗ୍ନିଶମ ବାହିନୀ | Cyclone Akvan: Mission Zero Casualty in Ganjam ! District Administration and Fire Services on High Alert
#CycloneAkvan #Ganjam #CycloneAlert #ZeroCasualtyMission #OdishaCyclone #GanjamAdministration #OdishaFireServices #CyclonePreparedness #GanjamWeather #DisasterManagement #CycloneRescue #prameyanews7 @Ganjam_Admin @OdishaFS
ସାମ୍ଭାବ୍ୟ ବାତ୍ୟାପାଇଁ ଭୁବନେଶ୍ବର ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ସତର୍କ ସୂଚନା l
#EmergencyResponse #CyclonePreparedness #Bhubaneswar
Odisha Fire & Emergency Services retweeted
A high-level review meeting chaired by the Hon’ble Chief Minister at SEOC, Bhubaneswar, assessed cyclone ‘AKVAN’ preparedness. Special focus was placed on the safety and evacuation of vulnerable people, patients requiring critical care, and residents of landslide-prone areas, alongside resource readiness, inter-departmental coordination and effective emergency response to ensure public safety.
@CMO_Odisha @SecyChief @IPR_Odisha
Odisha Fire & Emergency Services retweeted
Strengthening Ground-Level Preparedness for Cyclone AKVAN!
ODRAF teams are undertaking clearance of obstructions from water sources in Olamba Gram Panchayat of Dharakote Block to ensure the smooth flow of water and minimise the risk of waterlogging and flooding during the impending cyclone.
These proactive efforts reflect the administration’s commitment to disaster preparedness and public safety.
#CyclonePreparedness #CycloneAKVAN #ODRAF #Odisha @CMO_Odisha @RabiNaikBJP @BdoDharakote @Ganjam_Admin @ZP_Ganjam @SRC_Odisha @rdmodisha @IPR_Odisha @OdishaFS
Odisha Fire & Emergency Services retweeted
Proactive Cyclone Preparedness Through Precautionary Tree Cutting!
As part of cyclone preparedness measures, precautionary tree cutting is being carried out across Basudevpur Block of Bhadrak District to minimise potential risks from falling trees and prevent obstruction during the impending cyclone.
These preventive measures aim to safeguard lives and property and ensure safer movement during emergency response operations.
#CyclonePreparedness #PreventiveMeasures #DisasterManagement #Bhadrak #Odisha #StaySafe
@CMO_Odisha @RabiNaikBJP @DM_Bhadrak @OdishaFS @SRC_Odisha @rdmodisha @SecyChief @IPR_Odisha
Odisha Fire & Emergency Services retweeted
ବାତ୍ୟା ‘ଅର୍ଣ୍ଣବ’ ପରେ ପ୍ରଭାବିତ ଅଞ୍ଚଳରେ ଜନଜୀବନକୁ ଶୀଘ୍ର ସ୍ୱାଭାବିକ କରିବା ଓ ଲୋକଙ୍କ ଅସୁବିଧା ଦୂର କରିବାକୁ ସଫେଇ କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଉଛି। ରାସ୍ତାଘାଟର ପୁନଃସ୍ଥାପନ ଓ ଜନଜୀବନର ସ୍ୱାଭାବିକତା ଫେରାଇ ଆଣିବା ଦିଗରେ ନିରନ୍ତର ପଦକ୍ଷେପ ଜାରି ରହିଛି।
Odisha Fire & Emergency Services retweeted
ବନ୍ୟାଜଳ ହ୍ରାସ ପରେ ବିଭିନ୍ନ ସାହି ଓ ବସ୍ତିରେ ଜମି ରହିଥିବା ପାଣି ନିଷ୍କାସନ କାର୍ଯ୍ୟ ଜାରି ରହିଛି। ଉଚ୍ଚ କ୍ଷମତାସମ୍ପନ୍ନ ପମ୍ପ ସହ ଉଦ୍ଧାରକାରୀ ଦଳ ଜଳ ନିଷ୍କାସନ କାର୍ଯ୍ୟରେ ନିୟୋଜିତ ଅଛନ୍ତି।
Odisha Fire & Emergency Services retweeted
Fire Department teams are working tirelessly to clear roads and restore safe passage, while cooked meals and snacks are being provided at cyclone shelters to ensure the safety, comfort, and well-being of people during the cyclone.
#CyclonePreparedness #EmergencyResponse #PublicSafety #OdishaGovernment #DisasterManagement #mohana @DM_Gajapati @BDO_Mohana @DMnabarangpur @CMO_Odisha @RabiNaikBJP @SecyChief @SRC_Odisha @OdishaFS
#WATCH | Bhubaneswar, Odisha | Fire and Emergency Services IGP Dr Umashankar Dash says, “In view of the heavy rainfall in the last few days in Odisha, the fire department had made elaborate arrangements by placing equipment, personnel, and vehicles at very critical junctures as per the prediction of the Met Department… Our team have so far rescued more than 150 persons who were trapped. We have already cleared 500 road blockages. Our teams have cut down the trees and cleared the roads so that communication can remain free…”
#WATCH | Bhubaneswar, Odisha | Fire and Emergency Services IGP Umashankar Dash says, "... Every day, new technologies are coming to the market. New challenges are also being faced by the fire department, such as electric vehicle fires, solar panel fires, high-rise building fires, and different industrial and chemical-related fires... To give a transparent, open, and equal platform to all the manufacturers in India, we have invited everyone to showcase their products. Our officers are seeing it and gaining knowledge about different products that can address our needs better..."
Odisha Fire & Emergency Services retweeted
ନୟାଗଡ଼ର କାଣୀପଡ଼ା ଜଙ୍ଗଲରେ ଅସହାୟ ସ୍ଥିତିରେ ରହିଥିବା ଜଣେ ୧୪ ବର୍ଷର ବାଳକକୁ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ବାହିନୀ ଅତି ସଫଳତାର ସହ ସୁରକ୍ଷିତ ଭାବରେ ଉଦ୍ଧାର କରିଛନ୍ତି। ଜଟିଳ ପରିସ୍ଥିତିରେ ଆମ ଉଦ୍ଧାରକାରୀ ଦଳ ଯେଉଁ ଅଦମ୍ୟ ସାହସ ଓ ବୈଷୟିକ ଦକ୍ଷତା ପ୍ରଦର୍ଶନ କରିଛନ୍ତି, ତାହା ପ୍ରକୃତରେ ପ୍ରଶଂସନୀୟ।
ଆମ ସରକାର ପାଇଁ ରାଜ୍ୟର ପ୍ରତିଟି ଜୀବନର ସୁରକ୍ଷା ଓ କଲ୍ୟାଣ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ବିପତ୍ତି ସମୟରେ ଆମର ଏହି ତତ୍ପରତା ଓ ସମୟୋଚିତ ପଦକ୍ଷେପ ହିଁ ଏକ ଦକ୍ଷ ପ୍ରଶାସନର ପରିଚୟ। ଆମେ କେବଳ ସଙ୍କଳ୍ପ କରୁନାହୁଁ, ବରଂ ପ୍ରତିଟି ସଙ୍କଟରେ ଓଡ଼ିଶାବାସୀଙ୍କ ପାଇଁ ଏକ ସୁରକ୍ଷା କବଚ ସାଜିବାକୁ ପ୍ରତିବଦ୍ଧ। #ଲୋକଙ୍କସରକାର
Odisha Fire & Emergency Services retweeted
A big salute to @OdishaFS.
Rescuing a boy whose head was trapped between massive rocks in difficult hilly terrain, with an Indian python (ଅଜଗର) nearby, was nothing short of extraordinary.
The boy had got stuck while trying to collect a honeycomb lodged deep inside a rock crevice in Nayagarh forest.
Using specialized tools and immense patience, @OdishaFS safely rescued him before evening.
A big salute to the entire team. They deserve every bit of praise for this brave operation. 🙏
@SarangiSudhansu @CMO_Odisha
Odisha Fire & Emergency Services retweeted
ଅଗ୍ନିଶମ ସେବା ସପ୍ତାହ-୨୦୨୬ ଅବସରରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଷ୍ଟ୍ରାଇକିଂ ଫାୟାର ଫୋର୍ସ (ଦକ୍ଷିଣାଞ୍ଚଳ) ପକ୍ଷରୁ ଏକ ଅଭିଯାନ ଆୟୋଜିତ ହୋଇଯାଇଛି । ବ୍ରହ୍ମପୁର ସର୍କଲର ଜିଲ୍ଲା ଅଗ୍ନିଶମ ଅଧିକାରୀ ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ମାର୍ଣ୍ଡିଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ଏହି ଅଭିଯାନରେ
Odisha Fire & Emergency Services retweeted
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ସ୍ଥିତ ମାଉଲିମା ଛକ ନିକଟରେ ଏକ ଅଭାବନୀୟ ଘଟଣା ଘଟିଥିଲା । ଜଣେ ସ୍ଥାନୀୟ ବ୍ୟକ୍ତି ଅସାବଧାନତା ବଶତଃ ଏକ ୩୦ ଫୁଟ ଗଭୀର କୂଅ ଭିତରକୁ ଖସି ପଡ଼ିଥିଲେ ।
Odisha Fire & Emergency Services retweeted
The Four-Legged Soldier & Guardian of Lives
Meet Anshi, a fearless soldier with fur and a heart of pure gold, who stands as a pillar of strength within the K-9 squad. Anshi joined the fire service on April 4, 2024, as a mere three-month-old pup. Now as an elite K9 soldier,
Odisha Fire & Emergency Services retweeted
'ଚତୁର୍ଥ ମହଲାରେ ପହଞ୍ଚି ହେଉନଥିଲା, କାନ୍ଥ ଭାଙ୍ଗିକି ଭିତରେ ପଶିଲୁ..ଆହୁରି ୩-୪ ଘଣ୍ଟା ଲାଗିବ !': Fire DG Sudhanshu Sarangi | Massive Fire at Lingipur Super Market #sudhanshusarangi #lingipur #supermarketfire #prameyanews7 #bhubaneswar #firetragedy @OdishaFS

























