ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲଙ୍କ ଦ୍ୱାରା ଉଦ୍ଘାଟିତ ହୋଇଛି ୪୫ତମ ‘ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା–୨୦୨୬’। ଦେଶର ବିଭିନ୍ନ ରାଜ୍ୟର ସାମଗ୍ରୀ, ହସ୍ତଶିଳ୍ପ ଓ ଶିଳ୍ପଜାତ ଉତ୍ପାଦର ପ୍ରଦର୍ଶନ ଓ ବିକ୍ରି ପାଇଁ ଏହି ମେଳା ଏକ ପ୍ରମୁଖ ମଞ୍ଚ।
‘ବିକାଶ ଓ ଐତିହ୍ୟ’ ବିଷୟବସ୍ତୁକୁ ଆଧାର କରି ଆୟୋଜିତ ଏହି ମେଳାରେ ‘ଓଡ଼ିଶା ମଣ୍ଡପ’ ରାଜ୍ୟର ସମୃଦ୍ଧ କଳା, ସଂସ୍କୃତି ଓ ବିକାଶର ଝଲକ ପ୍ରଦର୍ଶନ କରିବ। ଏଠାରେ ଓଡ଼ିଶାର ଅନନ୍ୟ କଳା, ପରମ୍ପରା ଓ ଆଦିବାସୀ ଜୀବନଶୈଳୀ ସହ କୃଷି, ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରର ବିଭିନ୍ନ ସଫଳତାର ଝଲକ ଦେଖିବାକୁ ମିଳିବ।
ଓଡ଼ିଶା ମଣ୍ଡପରେ ୮ଟି ବିଭାଗ ଅଧୀନରେ ମୋଟ ୨୬ଟି ଷ୍ଟଲ ରହିଛି। ନଭେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାରେ ଦର୍ଶକମାନେ ଓଡ଼ିଶାର ଐତିହ୍ୟ ଓ ପ୍ରଗତିର ବିଭିନ୍ନ ଦିଗକୁ ଜାଣିବାର ସୁଯୋଗ ପାଇବେ।
#IITF2026 #OdishaPavilion #OdishaHeritage
@ITPODesk @PiyushGoyal @CimGOI @DoC_GoI @CMO_Odisha @SecyChief @IPR_Odisha
17
NALCO CMD Brijendra Pratap Singh shared insights into the company’s best-ever half-yearly performance in H1 of FY 2026–27, expansion plans at Anugola and strategic efforts to secure critical minerals, including lithium assets in Argentina.
#NALCO #BrijendraPratapSingh #AluminiumIndustry #BusinessGrowth #CriticalMinerals
@NALCO_India @CMDNALCO @MinesMinIndia @MHI_GoI @CMO_Odisha @IPR_Odisha
1
49
OdishaLIVE retweeted
କେଉଁ କାରଣରୁ ଡାଏବେଟିସ୍ ହୁଏ? | What causes Diabetes? | Dr Alok Kanungo
#WorldDiabetesDay #ActEarlyOnDiabetes #Diabetes360
@IntDiabetesFed @WHO @HFWOdisha @MoHFW_INDIA @UNinIndia @UNICEFIndia @CMO_Odisha @IPR_Odisha @nhmodisha @NHPINDIA @IFIFoundation @OdishaLIVE @amlComms
OdishaLIVE retweeted
Diabetes is a growing global health challenge, with nearly 1 in 9 adults worldwide living with the condition.
On the occasion of #WorldDiabetesDay2026, Swasthya Plus Network presents DIABETES 360, a comprehensive diabetes awareness campaign running from 13–15 November 2026.
Odisha-Tottori Partnership: Boost to Startups, Skills & Cultural Exchange
The Government of Odisha and Japan’s Tottori Prefecture strengthened bilateral ties through a friendship agreement signed by Chief Minister Mohan Charan Majhi and Governor Shinji Hirai.
Two MoUs were signed between Startup Odisha and Tottori’s Directorate of Industries, and the World Skill Center and Tottori Prefecture, in association with Nihon Edutech. The agreements aim to promote startup and business collaboration, skill development, investment, entrepreneurship, technology, tourism and cultural exchange.
Following the signing, Governor Shinji Hirai and the high-level delegation visited the World Skill Center, Bhubaneswar, where he announced the establishment of a Japanese Language Lab in collaboration with the Government of Japan.
#OdishaJapanPartnership #OdishaTottori #SkillDevelopment #StartupCollaboration
@JapanGov @CMO_Odisha @startup_odisha @WorldSkillCentr
Odisha to Strengthen Science & Research Ecosystem: Minister Krushna Chandra Patra
Speaking at the Odisha Bigyan Academy’s Felicitation and Award Investiture Ceremony – 2024, Science & Technology and Food Supplies & Consumer Welfare Minister Krushna Chandra Patra outlined key initiatives, including the proposed Science City, marine research facilities and a Biotechnology Park, aimed at strengthening Odisha’s science, research and innovation ecosystem.
He also emphasised the importance of recognising scientific excellence and encouraging young researchers.
@IndiaDST @_KrushnaChPatra @ScAndTechOdisha
#OdishaBigyanAcademy #ScienceandTechnology #Odisha
41
ସୁଗାର ଓ ବିପି ବଢ଼ାଉଛି କି ଷ୍ଟ୍ରୋକ୍ ବିପଦ? ଡାକ୍ତର ଅଶୋକ କୁମାର ମହାପାତ୍ର Do Diabetes and High BP Increase Stroke Risk? | Dr. Ashok Kumar Mahapatra
ପଦ୍ମଶ୍ରୀ ଡାକ୍ତର ଅଶୋକ କୁମାର ମହାପାତ୍ର ଭାରତର ଜଣେ ପ୍ରଖ୍ୟାତ ନ୍ୟୁରୋସର୍ଜନ ଏବଂ ଚିକିତ୍ସା କ୍ଷେତ୍ରର ଅଗ୍ରଣୀ ବ୍ୟକ୍ତିତ୍ୱ।ଚାରି ଦଶକରୁ ଅଧିକ ସମୟ ଧରି ସେ ଅସଂଖ୍ୟ ରୋଗୀଙ୍କୁ ନୂଆ ଜୀବନ ଦେବା ସହ ଏମ୍ସ ଭୁବନେଶ୍ୱରର ସ୍ଥାପନା ଓ ବିକାଶରେ ଅଗ୍ରଣୀ ଭୂମିକା ନିଭାଇଛନ୍ତି। ତାଙ୍କର ଦେହାନ୍ତ ଚିକିତ୍ସା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି।
ଓଡ଼ିଶାଲାଇଭ୍ର ସ୍ୱତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମ ‘କେତେକଥା’ରେ ସେ ଦେଇଥିଲେ ନିଜ ଜୀବନର ଶେଷ ସାକ୍ଷାତକାର। ଏଥିରେ ସେ ନିଜର ଚିକିତ୍ସା ଯାତ୍ରା, ନ୍ୟୁରୋସର୍ଜରୀ କ୍ଷେତ୍ରର ଅନୁଭବ, ଏମ୍ସ ଭୁବନେଶ୍ୱରର ଗଢ଼ିଉଠିବାର କାହାଣୀ, ଜଗା-କାଳିଆଙ୍କ ବିରଳ ଅସ୍ତ୍ରୋପଚାର ଏବଂ ଡାକ୍ତରୀ ପେଶାର ଆହ୍ୱାନ ସମ୍ପର୍କରେ ଖୋଲାଖୋଲି ଆଲୋଚନା କରିଥିଲେ। ଏହି ସାକ୍ଷାତକାରଟି ଓଡ଼ିଶାଲାଇଭ୍ ପକ୍ଷରୁ ୨୮ ମେ' ୨୦୨୬ରେ ରେକର୍ଡ କରାଯାଇଥିଲା।
ଆଜି ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କ ନାହାନ୍ତି ସତ କିନ୍ତୁ ତାଙ୍କ ପ୍ରେରଣାଦାୟୀ କଥା , ସ୍ମୃତି ଓ ଅବଦାନ ସମ୍ପର୍କରେ ଜାଣିବା ପାଇଁ ଦେଖନ୍ତୁ ଏହି ସମ୍ପୂର୍ଣ୍ଣ ସାକ୍ଷାତକାର।
youtu.be/k5Oo0jIFsJs
#DrAshokKumarMahapatra #PadmaShri #KeteKatha #OdishaLIVE #AIIMSBhubaneswar #Neurosurgeon #bloodpressure #diabetes
41
ଆଲୋକ ଦୂର କରେ ଅନ୍ଧକାର, ଆଉ କାହାଣୀ ଆଲୋକିତ କରେ ଜୀବନର ଅର୍ଥକୁ। ଏହି ଦୀପାବଳିରେ ସତ୍ୟର ଆଲୋକ ଆମ ଚିନ୍ତାଧାରାକୁ ଉଜ୍ଜ୍ୱଳ କରୁ।
ଓଡ଼ିଶାଲାଇଭ୍ ପକ୍ଷରୁ ସମସ୍ତଙ୍କୁ ଆଲୋକର ପର୍ବ ଦୀପାବଳିର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।
#HappyDiwali #OdishaLIVE #Diwali2026
69
ଅପରେସନ ସମୟରେ କାହିଁକି ଦରକାର ହୁଏ ଫ୍ରେସ୍ ବ୍ଲଡ୍ ? ଡାକ୍ତର ଅଶୋକ କୁମାର ମହାପାତ୍ର
Why Is Fresh Blood Needed During Surgery? | Dr. Ashok Kumar Mahapatra
ପଦ୍ମଶ୍ରୀ ଡାକ୍ତର ଅଶୋକ କୁମାର ମହାପାତ୍ର ଭାରତର ଜଣେ ପ୍ରଖ୍ୟାତ ନ୍ୟୁରୋସର୍ଜନ ଏବଂ ଚିକିତ୍ସା କ୍ଷେତ୍ରର ଅଗ୍ରଣୀ ବ୍ୟକ୍ତିତ୍ୱ।ଚାରି ଦଶକରୁ ଅଧିକ ସମୟ ଧରି ସେ ଅସଂଖ୍ୟ ରୋଗୀଙ୍କୁ ନୂଆ ଜୀବନ ଦେବା ସହ ଏମ୍ସ ଭୁବନେଶ୍ୱରର ସ୍ଥାପନା ଓ ବିକାଶରେ ଅଗ୍ରଣୀ ଭୂମିକା ନିଭାଇଛନ୍ତି। ତାଙ୍କର ଦେହାନ୍ତ ଚିକିତ୍ସା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି।
ଓଡ଼ିଶାଲାଇଭ୍ର ସ୍ୱତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମ ‘କେତେକଥା’ରେ ସେ ଦେଇଥିଲେ ନିଜ ଜୀବନର ଶେଷ ସାକ୍ଷାତକାର। ଏଥିରେ ସେ ନିଜର ଚିକିତ୍ସା ଯାତ୍ରା, ନ୍ୟୁରୋସର୍ଜରୀ କ୍ଷେତ୍ରର ଅନୁଭବ, ଏମ୍ସ ଭୁବନେଶ୍ୱରର ଗଢ଼ିଉଠିବାର କାହାଣୀ, ଜଗା-କାଳିଆଙ୍କ ବିରଳ ଅସ୍ତ୍ରୋପଚାର ଏବଂ ଡାକ୍ତରୀ ପେଶାର ଆହ୍ୱାନ ସମ୍ପର୍କରେ ଖୋଲାଖୋଲି ଆଲୋଚନା କରିଥିଲେ। ଏହି ସାକ୍ଷାତକାରଟି ଓଡ଼ିଶାଲାଇଭ୍ ପକ୍ଷରୁ ୨୮ ମେ' ୨୦୨୬ରେ ରେକର୍ଡ କରାଯାଇଥିଲା।
ଆଜି ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କ ନାହାନ୍ତି ସତ କିନ୍ତୁ ତାଙ୍କ ପ୍ରେରଣାଦାୟୀ କଥା , ସ୍ମୃତି ଓ ଅବଦାନ ସମ୍ପର୍କରେ ଜାଣିବା ପାଇଁ ଦେଖନ୍ତୁ ଏହି ସମ୍ପୂର୍ଣ୍ଣ ସାକ୍ଷାତକାର।
youtu.be/k5Oo0jIFsJs
#DrAshokKumarMahapatra #PadmaShri #KeteKatha #OdishaLIVE #AIIMSBhubaneswar #Neurosurgeon
27
ଏୟାରପୋର୍ଟରେ ଭାବିଲି, ଅଟେରି ବ୍ଲକ୍ ହୋଇଗଲା! | Thought It Was an Artery Block! | Ashok Kumar Mahapatra
ପଦ୍ମଶ୍ରୀ ଡାକ୍ତର ଅଶୋକ କୁମାର ମହାପାତ୍ର ଭାରତର ଜଣେ ପ୍ରଖ୍ୟାତ ନ୍ୟୁରୋସର୍ଜନ ଏବଂ ଚିକିତ୍ସା କ୍ଷେତ୍ରର ଅଗ୍ରଣୀ ବ୍ୟକ୍ତିତ୍ୱ।ଚାରି ଦଶକରୁ ଅଧିକ ସମୟ ଧରି ସେ ଅସଂଖ୍ୟ ରୋଗୀଙ୍କୁ ନୂଆ ଜୀବନ ଦେବା ସହ ଏମ୍ସ ଭୁବନେଶ୍ୱରର ସ୍ଥାପନା ଓ ବିକାଶରେ ଅଗ୍ରଣୀ ଭୂମିକା ନିଭାଇଛନ୍ତି। ତାଙ୍କର ଦେହାନ୍ତ ଚିକିତ୍ସା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି।
ଓଡ଼ିଶାଲାଇଭ୍ର ସ୍ୱତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମ ‘କେତେକଥା’ରେ ସେ ଦେଇଥିଲେ ନିଜ ଜୀବନର ଶେଷ ସାକ୍ଷାତକାର। ଏଥିରେ ସେ ନିଜର ଚିକିତ୍ସା ଯାତ୍ରା, ନ୍ୟୁରୋସର୍ଜରୀ କ୍ଷେତ୍ରର ଅନୁଭବ, ଏମ୍ସ ଭୁବନେଶ୍ୱରର ଗଢ଼ିଉଠିବାର କାହାଣୀ, ଜଗା-କାଳିଆଙ୍କ ବିରଳ ଅସ୍ତ୍ରୋପଚାର ଏବଂ ଡାକ୍ତରୀ ପେଶାର ଆହ୍ୱାନ ସମ୍ପର୍କରେ ଖୋଲାଖୋଲି ଆଲୋଚନା କରିଥିଲେ। ଏହି ସାକ୍ଷାତକାରଟି ଓଡ଼ିଶାଲାଇଭ୍ ପକ୍ଷରୁ ୨୮ ମେ' ୨୦୨୬ରେ ରେକର୍ଡ କରାଯାଇଥିଲା।
ଆଜି ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କ ନାହାନ୍ତି ସତ କିନ୍ତୁ ତାଙ୍କ ପ୍ରେରଣାଦାୟୀ କଥା , ସ୍ମୃତି ଓ ଅବଦାନ ସମ୍ପର୍କରେ ଜାଣିବା ପାଇଁ ଦେଖନ୍ତୁ ଏହି ସମ୍ପୂର୍ଣ୍ଣ ସାକ୍ଷାତକାର।
youtu.be/k5Oo0jIFsJs
#DrAshokKumarMahapatra #PadmaShri #KeteKatha #OdishaLIVE #AIIMSBhubaneswar #Neurosurgeon
1
37
ପ୍ରଥମ ପସନ୍ଦ, ଏମ୍ସ ଭୁବନେଶ୍ୱର ! ପଦ୍ମଶ୍ରୀ ଡାକ୍ତର ଅଶୋକ କୁମାର ମହାପାତ୍ର । First Choice: AIIMS Bhubaneswar ! Padma Shri Dr. Ashok Kumar Mahapatra.
ପଦ୍ମଶ୍ରୀ ଡାକ୍ତର ଅଶୋକ କୁମାର ମହାପାତ୍ର ଭାରତର ଜଣେ ପ୍ରଖ୍ୟାତ ନ୍ୟୁରୋସର୍ଜନ ଏବଂ ଚିକିତ୍ସା କ୍ଷେତ୍ରର ଅଗ୍ରଣୀ ବ୍ୟକ୍ତିତ୍ୱ।ଚାରି ଦଶକରୁ ଅଧିକ ସମୟ ଧରି ସେ ଅସଂଖ୍ୟ ରୋଗୀଙ୍କୁ ନୂଆ ଜୀବନ ଦେବା ସହ ଏମ୍ସ ଭୁବନେଶ୍ୱରର ସ୍ଥାପନା ଓ ବିକାଶରେ ଅଗ୍ରଣୀ ଭୂମିକା ନିଭାଇଛନ୍ତି। ତାଙ୍କର ଦେହାନ୍ତ ଚିକିତ୍ସା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି।
ଓଡ଼ିଶାଲାଇଭ୍ର ସ୍ୱତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମ ‘କେତେକଥା’ରେ ସେ ଦେଇଥିଲେ ନିଜ ଜୀବନର ଶେଷ ସାକ୍ଷାତକାର। ଏଥିରେ ସେ ନିଜର ଚିକିତ୍ସା ଯାତ୍ରା, ନ୍ୟୁରୋସର୍ଜରୀ କ୍ଷେତ୍ରର ଅନୁଭବ, ଏମ୍ସ ଭୁବନେଶ୍ୱରର ଗଢ଼ିଉଠିବାର କାହାଣୀ, ଜଗା-କାଳିଆଙ୍କ ବିରଳ ଅସ୍ତ୍ରୋପଚାର ଏବଂ ଡାକ୍ତରୀ ପେଶାର ଆହ୍ୱାନ ସମ୍ପର୍କରେ ଖୋଲାଖୋଲି ଆଲୋଚନା କରିଥିଲେ। ଏହି ସାକ୍ଷାତକାରଟି ଓଡ଼ିଶାଲାଇଭ୍ ପକ୍ଷରୁ ୨୮ ମେ' ୨୦୨୬ରେ ରେକର୍ଡ କରାଯାଇଥିଲା।
ଆଜି ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କ ନାହାନ୍ତି ସତ କିନ୍ତୁ ତାଙ୍କ ପ୍ରେରଣାଦାୟୀ କଥା , ସ୍ମୃତି ଓ ଅବଦାନ ସମ୍ପର୍କରେ ଜାଣିବା ପାଇଁ ଦେଖନ୍ତୁ ଏହି ସମ୍ପୂର୍ଣ୍ଣ ସାକ୍ଷାତକାର।
youtu.be/k5Oo0jIFsJs
#DrAshokKumarMahapatra #PadmaShri #KeteKatha #OdishaLIVE #AIIMSBhubaneswar #Neurosurgeon
38
ଡାକ୍ତର କାହିଁକି ହେଲି? ପଦ୍ମଶ୍ରୀ ଡାକ୍ତର ଅଶୋକ କୁମାର ମହାପାତ୍ର । Why I Chose to Become a Doctor ? Padma Shri Dr. Ashok Kumar Mahapatra

47
ଷ୍ଟ୍ରୋକ୍ର ଲକ୍ଷଣ ଜାଣନ୍ତୁ, ଜୀବନ ବଞ୍ଚାନ୍ତୁ | Recognise the Signs of Stroke | Dr. Ashok Kumar Mahapatra
ପଦ୍ମଶ୍ରୀ ଡାକ୍ତର ଅଶୋକ କୁମାର ମହାପାତ୍ର ଭାରତର ଜଣେ ପ୍ରଖ୍ୟାତ ନ୍ୟୁରୋସର୍ଜନ ଏବଂ ଚିକିତ୍ସା କ୍ଷେତ୍ରର ଅଗ୍ରଣୀ ବ୍ୟକ୍ତିତ୍ୱ।ଚାରି ଦଶକରୁ ଅଧିକ ସମୟ ଧରି ସେ ଅସଂଖ୍ୟ ରୋଗୀଙ୍କୁ ନୂଆ ଜୀବନ ଦେବା ସହ ଏମ୍ସ ଭୁବନେଶ୍ୱରର ସ୍ଥାପନା ଓ ବିକାଶରେ ଅଗ୍ରଣୀ ଭୂମିକା ନିଭାଇଛନ୍ତି। ତାଙ୍କର ଦେହାନ୍ତ ଚିକିତ୍ସା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି।
ଓଡ଼ିଶାଲାଇଭ୍ର ସ୍ୱତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମ ‘କେତେକଥା’ରେ ସେ ଦେଇଥିଲେ ନିଜ ଜୀବନର ଶେଷ ସାକ୍ଷାତକାର। ଏଥିରେ ସେ ନିଜର ଚିକିତ୍ସା ଯାତ୍ରା, ନ୍ୟୁରୋସର୍ଜରୀ କ୍ଷେତ୍ରର ଅନୁଭବ, ଏମ୍ସ ଭୁବନେଶ୍ୱରର ଗଢ଼ିଉଠିବାର କାହାଣୀ, ଜଗା-କାଳିଆଙ୍କ ବିରଳ ଅସ୍ତ୍ରୋପଚାର ଏବଂ ଡାକ୍ତରୀ ପେଶାର ଆହ୍ୱାନ ସମ୍ପର୍କରେ ଖୋଲାଖୋଲି ଆଲୋଚନା କରିଥିଲେ। ଏହି ସାକ୍ଷାତକାରଟି ଓଡ଼ିଶାଲାଇଭ୍ ପକ୍ଷରୁ ୨୮ ମେ' ୨୦୨୬ରେ ରେକର୍ଡ କରାଯାଇଥିଲା।
ଆଜି ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କ ନାହାନ୍ତି ସତ କିନ୍ତୁ ଷ୍ଟ୍ରୋକ୍ ଚିକିତ୍ସା କ୍ଷେତ୍ରରେ ତାଙ୍କର ପରାମର୍ଶ ବହୁତ ଉପଯୋଗୀ। ତାଙ୍କ ସ୍ମୃତି ଓ ଅବଦାନ ସମ୍ପର୍କରେ ଜାଣିବା ପାଇଁ ଦେଖନ୍ତୁ ଏହି ସମ୍ପୂର୍ଣ୍ଣ ସାକ୍ଷାତକାର।
#DrAshokMahapatra #ketekatha #StrokeSigns
73
ଭୁବନେଶ୍ୱରର ଆଦର୍ଶ ଶିଶୁଗୃହ | Bhubaneswar's Model Creche Nurturing Little Minds
ଆଜିର ବ୍ୟସ୍ତବହୁଳ ସହରୀ ଜୀବନରେ କର୍ମଜୀବୀ ଅଭିଭାବକଙ୍କ ପାଇଁ ଶିଶୁଙ୍କ ଉପଯୁକ୍ତ ଯତ୍ନ ଏକ ବଡ଼ ଆବଶ୍ୟକତା ପାଲଟିଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ଆରମ୍ଭ ହୋଇଛି ଏକ ଆଦର୍ଶ ଶିଶୁଗୃହ। ୬ ମାସରୁ ୬ ବର୍ଷ ବୟସର ଶିଶୁଙ୍କୁ ଏଠାରେ ମିଳୁଛି ସୁରକ୍ଷିତ, ସ୍ନେହପୂର୍ଣ୍ଣ ଓ ଅନୁକୂଳ ପରିବେଶ।
ମିଳିତ ଜାତିସଂଘ ବିକାଶ କାର୍ଯ୍ୟକ୍ରମ (ୟୁଏନଡିପି) ଏବଂ ଭୁବନେଶ୍ୱର ମହାନଗର ନିଗମର ତତ୍ତ୍ୱାବଧାନରେ ଏହି ଶିଶୁଗୃହକୁ ମୋବାଇଲ୍ କ୍ରେଚେସ୍ ପରିଚାଳନା କରୁଛି। ପ୍ରାରମ୍ଭିକ ଶିକ୍ଷା, ପୁଷ୍ଟି, ସୁରକ୍ଷା ଓ ଶିଶୁଙ୍କ ସାମଗ୍ରିକ ବିକାଶ ଉପରେ ଏଠାରେ ଗୁରୁତ୍ୱ ଦିଆଯାଉଛି। ପ୍ରଶିକ୍ଷିତ ଏସଏଚଜି ମହିଳାଙ୍କ ଦ୍ୱାରା ପରିଚାଳିତ ଏହି ଶିଶୁଗୃହ ଗୋଷ୍ଠୀଭିତ୍ତିକ ସହଭାଗିତାକୁ ପ୍ରୋତ୍ସାହିତ କରିବା ସହ ଶିଶୁଙ୍କ ଉଜ୍ଜ୍ୱଳ ଭବିଷ୍ୟତର ମୂଳଦୁଆ ଗଢ଼ୁଛି।
In today’s fast-paced urban life, quality childcare is a growing need for working parents. Addressing this, a Model Creche in Bhubaneswar is providing a safe, nurturing and child-friendly environment for children aged 6 months to 6 years.
An initiative under the guidance of UNDP and Bhubaneswar Municipal Corporation (BMC), the creche is managed by Mobile Creches, focusing on early childhood education, nutrition, safety and holistic development. Managed by trained SHG women, the initiative promotes community participation while supporting working parents and nurturing young minds.
@bmcbbsr @UNDP_India @WCDOdisha @UNICEF @UNICEFIndia @IPR_Odisha @SSEPD2
#bhubaneswar #bmc #Creches
37
ପଦ୍ମଶ୍ରୀ ଡାକ୍ତର ଅଶୋକ କୁମାର ମହାପାତ୍ର ଥିଲେ ଭାରତର ଜଣେ ପ୍ରଖ୍ୟାତ ନ୍ୟୁରୋସର୍ଜନ ଏବଂ ଚିକିତ୍ସା ଜଗତର ଅନନ୍ୟ ପ୍ରତିଭା। ଚାରି ଦଶନ୍ଧିରୁ ଅଧିକ ସମୟ ଧରି ଚିକିତ୍ସା କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ। ତାଙ୍କର ନିଷ୍ଠା ଓ ମାନବସେବାର ମହାନ ଆଦର୍ଶ ସର୍ବଦା ସ୍ମରଣୀୟ ହୋଇ ରହିବ।
ଓଡ଼ିଶାଲାଇଭ୍ ପରିବାର ପକ୍ଷରୁ ପଦ୍ମଶ୍ରୀ ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି।
The passing of renowned Odia neurosurgeon Padma Shri Dr. Ashok Kumar Mahapatra marks the end of an extraordinary journey in medicine, spanning over four decades of dedicated service, academic excellence and pioneering contributions to healthcare. His commitment to healing and the selfless service of humanity will remain an enduring source of inspiration.
OdishaLIVE mourns his demise and pays heartfelt tribute to the departed stalwart. His legacy will continue to inspire generations.
#AshokMahapatra #neurosurgeon #odisha
ଓଡ଼ିଆ ପାଠକଙ୍କ ପାଇଁ ପି. ସାଇନାଥଙ୍କ ପୁସ୍ତକ | P. Sainath’s Books Reach Odia Readers
ବରିଷ୍ଠ ସାମ୍ବାଦିକ ତଥା ଲେଖକ ପି. ସାଇନାଥଙ୍କ ଦୁଇଟି ପୁସ୍ତକ ‘The Last Heroes: Foot Soldiers of Indian Freedom’ ଓ ‘Everybody Loves a Good Drought’ର ଓଡ଼ିଆ ଅନୁବାଦ ପ୍ରକାଶ ପାଇଛି। ଏହି ଅବସରରେ ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନରେ ‘ପେନ୍ ଇନ୍ ବୁକ୍ସ’ ପ୍ରକାଶନ ପକ୍ଷରୁ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି ଅବସରରେ ପି. ସାଇନାଥ କହିଥିଲେ, “ଏହି ଦୁଇଟି ପୁସ୍ତକ ଓଡ଼ିଆ ପାଠକଙ୍କ ପାଇଁ ବେଶ୍ ଉପଯୋଗୀ ହେବ। ଏହା ମାଧ୍ୟମରେ ପାଠକମାନେ ଓଡ଼ିଶାର ବିଭିନ୍ନ ଅଜଣା କାହାଣୀ, ସଂଘର୍ଷ ଓ ଇତିହାସ ସହ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀମାନଙ୍କ ଅବଦାନ ସମ୍ପର୍କରେ ଜାଣିବାର ସୁଯୋଗ ପାଇବେ।”
The Odia translations of two acclaimed books by senior journalist and author P. Sainath, ‘The Last Heroes: Foot Soldiers of Indian Freedom’ and ‘Everybody Loves a Good Drought’, have been released. On this occasion, a ‘Meet the Author’ programme was organised by ‘Pen in Books’ at Geeta Govinda Sadan in Bhubaneswar.
Speaking at the event, P. Sainath said that both books would be highly useful for Odia readers. Through these books, readers will get an opportunity to explore several lesser-known stories, struggles and historical accounts of Odisha, along with the contributions of freedom fighters from the state.
@PSainath_org @PARINetwork
#PSainath #PARI #OdiaBooks
36