🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳 (@Rakeshkumarray8) header
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳 (@Rakeshkumarray8) profile picture

Memer, stand up comedian, Akkian।ଖାଣ୍ଟି ଓଡ଼ିଆ।ଜୀବନ ରେ ଏକ ମାତ୍ର ଲକ୍ଷ୍ୟ ଟିକେ ହସେଇବା କୁ।Profile ଆଡେ ମୁହଁ ବୁଲେଇ ଦିଅନ୍ତୁ ଆଶା କରେ ହସିବେ।Follow କଲେ ଖୁସି ନ କଲେ ଆନନ୍ଦ।

Jajpur, India
Joined February 2013
Photo by 🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳 (@Rakeshkumarray8)Photo by 🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳 (@Rakeshkumarray8)Photo by 🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳 (@Rakeshkumarray8)Photo by 🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳 (@Rakeshkumarray8)Photo by 🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳 (@Rakeshkumarray8)Photo by 🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳 (@Rakeshkumarray8)Photo by 🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳 (@Rakeshkumarray8)
ଯେବେ ମୁଁ ସୁର ଭାଇଙ୍କୁ ପ୍ରଥମ ଥର ଭେଟିବି।ଦେଖନ୍ତୁ ଭିଡ଼ିଓ ଟି।କେମିତି ଲାଗିଲା କହିବେ ନିଶ୍ଚୟ। #WhenSuraBhaiMetRakesh
129
51
18
787
ଦୀପାବଳି ର ଅନେକ ଅନେକ ଶୁଭେଚ୍ଛା ଆଉ ଶୁଭକାମନା।
2
196
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳 retweeted
Larger than life in every sense. Most of the things abt movie is top-notch. Visuals,scale & cinematic experience was simply spectacular. Some ppl always find reasons to nitpick. Let’s not give them the attention they crave. Celebrate good cinema. This one deserves all d love🙌🏽
Super excited to witness the magic unfold on screen🎥 #RamayanaMovie
2
7
45
868
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳 retweeted
ଆସନ୍ତୁ ଜାଣିବା IDBI Bank ଡିଲ ବାବଦରେ କିଛି ମଜାକଥା! ଉଦ୍ଦେଶ୍ୟ: ସତ ଜାଣିବା, କିଛି କଥା ସରକାରୀ କଳ ବିରୋଧୀ, ସେଥିପାଇଁ କାହାକୁ ଖରାପ/ଭଲ ଲାଗିପାରେ, ତେବେ ଚିନ୍ତନ ଓ ଆଲୋଚନା ଦେଶର ବୌଦ୍ଧିକ ସମ୍ବଳକୁ ସୁଦୃଢ କରେ ବୋଲି ମୋର ବିଶ୍ୱାସ! ତେଣୁ ଅପେକ୍ଷାକୃତ କୌତୁହଳ ବିହୀନ ବ୍ୟଙ୍କିଙ୍ଗ ବ୍ୟବସ୍ଥା ବାବଦରେ ଏ ଆଲୋଚନା ଦ୍ୱାରା ଦୃଷ୍ଟି ଆକର୍ଷଣ କରିବାର ଚେଷ୍ଟା! ବିବରଣୀ: ନିକଟରେ ଭାରତ ସରକାର IDBI Bank ର ୪୫.୪୮% ଅଂଶଧନ ରୁ ୩୦.୪୮% ଓ ସରକାର ଅଧିନସ୍ଥ ବୀମା କମ୍ପାନୀ LIC, IDBI Bank ର ୪୯.୨୪% ଅଂଶଧନ ରୁ ୩୦.୨୪%, କାନାଡ଼ାର Fairfax Financial କମ୍ପାନୀ କୁ ₹୫୨,୮୭୮ କୋଟି ରେ ବିକିବା ପାଇଁ ସ୍ଥିର କରିଛନ୍ତି! ଏହାଦ୍ୱାରା ରାଷ୍ଟ୍ରାୟତ IDBI Bank, ୬୦.୭୨% ବିଦେଶୀ ନିବେଶ ସହିତ HSBC, DBS ପରି ଏକ ବୈଦେଶିକ ବ୍ୟାଙ୍କ ପାଲଟିବ! ଅତଏବ ଆପଣ ଆଉ IDBI Bank ଭିତରେ ପଶି କର୍ମଚାରୀଙ୍କୁ “ମୋ ଟଙ୍କାରେ ଦରମା ନେଉଛୁ” କହି ପାରିବେ ନାହିଁ |🤭 ଆଲୋଚନା: ତେବେ ବ୍ୟାଙ୍କର ମାଲିକାନା ଭାରତର ମହାମହିମ ରାଷ୍ଟ୍ରପତି ଙ୍କ ହାତରୁ ଏକ ବିଦେଶୀ ଘରୋଇ କମ୍ପାନୀ ହାତକୁ ଟେକିଦେଇ, ଭଲ କରାଯାଉଛି କି ନାହିଁ ଏହା ବ୍ୟଙ୍କିଙ୍ଗ ର ପ୍ରଶ୍ନ ନୁହେଁ, ରାଜନୀତି ବିଜ୍ଞାନ ର ପ୍ରଶ୍ନ ସମାଜବାଦ ନା ପୁଞ୍ଜିବାଦ ଉପରେ ଆଧାରିତ! ଯଦି ସେ ବାଦ ଦୁଇଟା ଆପଣଙ୍କ ମସ୍ତିଷ୍କରେ ପ୍ରଥମ ଥର ବାଜିଲା, ତାହେଲେ ଡାକ୍ତରଖାନା ଉଦାହରଣ ନେଇ ପାରିବେ, ସରକାରୀ ଡାକ୍ତରଖାନା ଯେଉଁଠି ସବୁ ଚିକିତ୍ସା ମାଗଣାରେ ହୁଏ କିନ୍ତୁ ଡାକ୍ତର ନଥାନ୍ତି, ଆବଶ୍ୟକ ସଂଖ୍ୟାରେ ଆଧୁନିକ ଯନ୍ତ୍ରପାତି ନଥାଏ, କେବେ କେବେ ଖଟିଆ ବି ନଥାଏ ଆଉ ଘରୋଇ ଡାକ୍ତରଖାନା ଯେଉଁଠି ନାମକରା ଡାକ୍ତର ଥାଆନ୍ତି, ଆଧୁନିକ ଯନ୍ତ୍ରପାତି, ଚିକଣ ଚଟାଣ ଓ ଆରାମ ଖଟିଆ ଥାଏ କିନ୍ତୁ ପକେଟରେ ଟଙ୍କା ନଥିଲେ ଛଟଛଟ ହେଇ ମରିଗଲେ ବି ଡାକ୍ତରଖାନା ଭିତରକୁ ପଶି ପାରିବେ ନାହିଁ! ପ୍ରଥମଟା କୁ ସମାଜବାଦ ଓ ଦ୍ଵିତୀୟଟାକୁ ପୁଞ୍ଜିବାଦ କହି ପାରିବା! କୋଉଟା ଭଲ ? ସେଇଟା ଆମ କିଆରୀ ମୂଳା ନୁହେଁ, ତେଣୁ ଆମେ ଅଣ୍ଡା ଆଗେ ନା କୁକୁଡ଼ା, ମନ ବଡ଼ ନା ମଇଁଷି ଭଳି ବିଶେଷ ଜ୍ଞାନ ଆବଶ୍ୟକ କରୁଥିବା ଏ ପ୍ରଶ୍ନର ଉତ୍ତରରେ ଆମ କିଞ୍ଚିତ ବୁଦ୍ଧି ବ୍ୟୟ ନକରି ଆଗକୁ ବଢିବା! ମଜାକଥା: ୧. IDBI Bank ସମେତ ଅନେକ ଗୁଡିଏ ସରକାରୀ ସଂସ୍ଥା ଗୁଡିକୁ ବିକ୍ରି କରି ପୁଞ୍ଜି ସୃଷ୍ଟି କରିବା ପାଇଁ ୨୦୧୬ ରେ ପ୍ରଥମଥର NITI Aayog ପ୍ରସ୍ତାବ ଦେଇଥିଲେ, ସେତେବେଳେ NITI Aayog ର ମୁଖିଆ ଥିଲେ 1980 ବ୍ୟାଚ ର IAS ଅଫିସର Amitabh Kant, ସେଇ ବ୍ୟକ୍ତି ଯାହାକୁ ୨ ଦିନ ତଳେ Fairfax ନିଜର ବର୍ତମାନ IDBI Bank ର Advisor ନିଯୁକ୍ତ କରିଛି!😁 ତେବେ ଏଥିରେ ଅସୁବିଧା କ'ଣ? କିଛିନାହିଁ ! କିନ୍ତୁ ଯଦି IDBI କୁ ଉପଦେଶ ଦେଇ ସଫଳ କରାଇ ପାରିବା ପାଇଁ Amitabh Kant ଙ୍କ ଭଳି ଲୋକ ଆମ ପାଖରେ ଥିଲେ, ତାହେଲେ IDBI କୁ ଆମେ ବିକୁଥିଲେ କାହିଁକି? ସିଧାସିଧା Amitabh ଙ୍କୁ IDBI ର MD କିମ୍ବା CEO ବନେଇ ତାକୁ ଅତି ସଫଳ ସଂସ୍ଥା ବନେଇ ପାରି ଥାଆନ୍ତେ! ତେବେ କହିରଖେ ସବୁଠୁ ବଡ଼ ସରକାରୀ ବ୍ୟାଙ୍କ SBI ର Chairman ଙ୍କର ବାର୍ଷିକ ଦରମା ୩୬ ଲକ୍ଷ ଟଙ୍କା (ଅନ୍ୟାନ୍ୟ ଆନୁସଙ୍ଗିକ ଭତ୍ତା ଛାଡି), ସବୁଠୁ ବଡ଼ ଘରୋଇ ବ୍ୟାଙ୍କ HDFC ର CEO ଙ୍କ ଦରମା ବର୍ଷକୁ ପ୍ରାୟ ୩୬ କୋଟି ଟଙ୍କା ! 😉 ୨. IDBI କିଣିବା ପାଇଁ Fairfax ଦେଇଛି ୫୨,୮୭୮ କୋଟି ଟଙ୍କା, ତେବେ ଏ ଦର କିଏ ସ୍ଥିର କରିଛି ? ସରକାର ଙ୍କ କହିବା କଥା ଦର ସ୍ଥିର କରିବାରେ ସରକାର ଓ Fairfax ର କୌଣସି ହାତ ନାହିଁ, ଏ ଦର ସ୍ଥିର କରିଛନ୍ତି ଦୁଇଟି ସ୍ୱାଧୀନ ଓ ନିରପେକ୍ଷ ସଂସ୍ଥା !😊 ତେବେ ସେ ସଂସ୍ଥା ଦୁଇଟି ର ନାମ କ‘ଣ? ସରକାର ଙ୍କ ହିସାବରେ ଆମେ ଏ ନାମ କ’ଣ ପ୍ରଶ୍ନ ଦ୍ୱାରା ଭାରତର ସର୍ବଭୌମତ୍ତ୍ୱ ଓ ଗଣତାନ୍ତ୍ରିକତା କୁ ଆଘାତ କରୁଛନ୍ତି! 🥲 ୩. IDBI କିଣିବାକୁ Fairfax ଦେଇଛି ୫୨,୮୭୮ କୋଟି ଟଙ୍କା, ତେବେ ଏ ଟଙ୍କା ସେ ସଂସ୍ଥା ଆଣିଛି କେଉଁଠୁ ? କିଛି ବ୍ୟାଙ୍କ ଡିପୋଜିଟ, ଆଉ କିଛି ଋଣ, ଆଉ କିଛି ନିଜ ନାଁ ରେ ଥିବା GoDigit Insurance, GoDigit Life Insurance ଆଉ IIFL Capital ର ଶେୟାର ବିକି | କେତେ ଟଙ୍କାର ଶେୟାର ବିକିଲା ? ପାଖାପାଖି ୨୮,୩୦୦ କୋଟି ଟଙ୍କାରେ! କାହାକୁ ବିକିଲା ? IDBI Bank କୁ 😂 ଏସବୁ ପରେ ବି ଯଦି ଏ ବିକ୍ରିପଟା ଆପଣଙ୍କୁ ସ୍ୱଚ୍ଛ, ସୁନ୍ଦର, ଦୁର୍ନୀତି ଗନ୍ଧ ବିହୀନ ଲାଗୁଛି, ତାହେଲେ ଅଭିନନ୍ଦନ! 🙏 ଯଦି ଅଧାରୁ ବନ୍ଦ ନକରି ଏ ବିରକ୍ତିକର ଲେଖାକୁ ଶେଷ ଯାଏଁ ପଢ଼ିଛନ୍ତି ତାହେଲେ ଆପଣଙ୍କୁ ମୋର ପ୍ରଣାମ! 🙏
22
30
7
159
9,663
Math ସାର୍ ଟିଉସନ୍ ରେ ପିଲାଙ୍କୁ ଭୁଲ୍ formula ପକେଇ ଥିବାରୁ ମାରିକି ଛାଲ୍ ଉଠେଇ ଲେଣି ମୁଁ ଯିଏ math ଟିଉସନ୍ ରେ ଭୁଲ୍ ରେ ଇଂଲିଶ ଖାତା ନେଇ ଆସିଛି
3
23
1,465
"ଓଡ଼ିଶା ରେ ରହିବ ଆଉ ଓଡ଼ିଶା ପଇସା ରେ ତମ ଘର ଚଳିବ ହେଲେ ଓଡ଼ିଆ କହିବନି।" Non ଓଡ଼ିଆ ଙ୍କୁ କହିଥିବା ଗୋଟେ ନୂଆଁ ଓଡ଼ିଆ ଫିଲ୍ମର ଡାଇଲଗ। ଆରେ ଶଳେ ଓଡ଼ିଶା ର ଲୋକ ତ ଓଡ଼ିଆ କହୁ ନାହାଁନ୍ତି ତାଙ୍କୁ ଲାଜ ଲାଗୁଚି। ଆଉ ଆମେ ବାହାର ଲୋକ ଙ୍କୁ କହିଁକି ବାଧ୍ୟ କରିବାକୁ କହିବାକୁ! ଖାଲି ଟା ରେ ଘୃଣା ବାଣ୍ଟୁଛ।
3
5
112
4,249
Just look at the audacity! He dared to insult Shree Krishna, yet he remains one of India's favourite baba. Wah re Baba, wah! 👏
6
1
1
12
955
ମୋହନ ସରକାର ପ୍ରାକୃତିକ ବିପର୍ଯୟ ମୁକାବିଲାରେ ସଫଳ ନା ବିଫଳ?
16
38
2,850
1% ବି ଲକ୍ଷ୍ମୀ ମା ଙ୍କ ପରି ଲାଗୁନାହିଁ। ଏ ପ୍ରତିଯୋଗିତା ଦୁନିଆରେ ଆମେ ଦେବା ଦେବୀ ଙ୍କୁ ବି ବ୍ୟବହାର କରି ସାରିଲୁଣି। 🥺
6
80
2,314
Should we bow down? ABSOLUTELY! HE IS THE KING. 🔥👑
1
3
46
933
ଯାଜପୁର ରୁ ବିଞ୍ଝାରପୁର ର ରାସ୍ତା ଅବସ୍ଥା ଏତେ ଖରାପ ଅଛି ଯେ କେବଳ ଗୋଟେ ମୁଖ୍ଯମନ୍ତ୍ରୀ ଙ୍କ ଗସ୍ତ ହିଁ ଏହା ଠିକ କରିପାରିବ। #ହାଇରେବିଧାତା
6
47
1,827
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳 retweeted
Summoning Odias 🙂‍↔️🙂‍↔️🙂‍↔️ One of the most iconic odia bhajan ever made .
Happy Birthday to the legendary voice of Bollywood melodies💐 Quote your favourite songs of Anuradha Paudwal ji
22
114
8
772
20,190
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳 retweeted
To whomsoever it may concern...
13
22
4
119
14,933
Jagannath swami nayan path gami bhava tume🙏 Jay Jagannath.
2
2
65
1,565
ଝିଅ ଙ୍କ ପାଇଁ - ଓଷା କର ଚାନ୍ଦ ପୂଜା କର ପାଇଯିବ। ପୁଅ ଙ୍କ ପାଇଁ - ପାଠ ପଢ଼, Govt job କର ତା ପରେ ପାଇବ। ଏ ଭେଦ୍ ଭାବ୍ କ୍ୟୁଁ ପ୍ରଭୁ। #ହାଇରେବିଧାତା
5
7
160
5,803
ମନୋଜ ମିଶ୍ର ଜଣେ ବଢ଼ିଆ ଅଭିନେତା ହେଲେ ଜଣେ ଅଳିଆ ମଣିଷ।
5
1
63
3,912
ଓଡ଼ିଆ ସିନେମା ରେ ଜଣେ ହିରୋ ଆସିଛନ୍ତି। ଫିଲ୍ମ୍ produce ସେ ନିଜେ କରୁଛନ୍ତି । ଫିଲ୍ମ୍ Hero ବି ସେ ନିଜେ ହେଉଛନ୍ତି । ଫିଲ୍ମ୍ କୁ hit ବି ସେ ନିଜେ କହୁଛନ୍ତି। ଫିଲ୍ମ୍ ବି ସେ ନିଜେ ଦେଖୁଛନ୍ତି । ଆଜି ଯାଏ ୭/୮ ଟି ଫିଲ୍ମ୍ ରେ ହିରୋ ହେଲେଣି ହେଲେ ଗୋଟେ ବି ହିଟ୍ ହେଇନି। କହିଲେ ସେ କିଏ?
44
6
1
227
37,582
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳 retweeted
ଦଶହରା ଆଉ #ରାବଣପୋଡି ମୋ ପାଇଁ ପରିପୁରକ। ଏତେ ବର୍ଷ ପରେ ବି କାହାଣୀ ନୂଆ ଲାଗେ;ଆପଣାର ଲାଗେ। @OdiaoneOfficial ଏହାର ଦ୍ଵିତୀୟ ଅଧ୍ୟାୟ ଆଣିବା ଉଚିତ ଥିଲା। @samareshroutray ଏ ଦିଗରେ ଆଗକୁ ଚିନ୍ତା କରିବେ ବୋଲି ଆଶା। 🙏 youtu.be/l9b1AvF1wVE?si=tE5Y…
3
10
591
ଏ ଧନ Its Sunday, It's ଗର୍ଭଣା ସଂକ୍ରାନ୍ତି। କଣ କରୁଚୁ? ସୁରା ପାନ କରୁଚୁ ଧୂମ୍ରପାନ କରୁଚୁ ଦାଣ୍ଡିଆ ନାଚ କରୁଚୁ ଗର୍ବା ଖେଳୁଚୁ ବତା ଗଜ ପୂଜା କଲୁଣି ତ? #ହାଇରେବିଧାତା
3
2
1
62
3,071