🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳 (@Rakeshkumarray8) header
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳 (@Rakeshkumarray8) profile picture

Memer, stand up comedian, Akkian।ଖାଣ୍ଟି ଓଡ଼ିଆ।ଜୀବନ ରେ ଏକ ମାତ୍ର ଲକ୍ଷ୍ୟ ଟିକେ ହସେଇବା କୁ।Profile ଆଡେ ମୁହଁ ବୁଲେଇ ଦିଅନ୍ତୁ ଆଶା କରେ ହସିବେ।Follow କଲେ ଖୁସି ନ କଲେ ଆନନ୍ଦ।

Jajpur, India
Joined February 2013
Photo by 🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳 (@Rakeshkumarray8)Photo by 🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳 (@Rakeshkumarray8)Photo by 🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳 (@Rakeshkumarray8)Photo by 🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳 (@Rakeshkumarray8)Photo by 🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳 (@Rakeshkumarray8)Photo by 🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳 (@Rakeshkumarray8)Photo by 🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳 (@Rakeshkumarray8)Photo by 🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳 (@Rakeshkumarray8)Photo by 🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳 (@Rakeshkumarray8)Photo by 🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳 (@Rakeshkumarray8)
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳 retweeted
Larger than life in every sense. Most of the things abt movie is top-notch. Visuals,scale & cinematic experience was simply spectacular. Some ppl always find reasons to nitpick. Let’s not give them the attention they crave. Celebrate good cinema. This one deserves all d love🙌🏽
Super excited to witness the magic unfold on screen🎥 #RamayanaMovie
2
7
45
872
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳 retweeted
ଆସନ୍ତୁ ଜାଣିବା IDBI Bank ଡିଲ ବାବଦରେ କିଛି ମଜାକଥା! ଉଦ୍ଦେଶ୍ୟ: ସତ ଜାଣିବା, କିଛି କଥା ସରକାରୀ କଳ ବିରୋଧୀ, ସେଥିପାଇଁ କାହାକୁ ଖରାପ/ଭଲ ଲାଗିପାରେ, ତେବେ ଚିନ୍ତନ ଓ ଆଲୋଚନା ଦେଶର ବୌଦ୍ଧିକ ସମ୍ବଳକୁ ସୁଦୃଢ କରେ ବୋଲି ମୋର ବିଶ୍ୱାସ! ତେଣୁ ଅପେକ୍ଷାକୃତ କୌତୁହଳ ବିହୀନ ବ୍ୟଙ୍କିଙ୍ଗ ବ୍ୟବସ୍ଥା ବାବଦରେ ଏ ଆଲୋଚନା ଦ୍ୱାରା ଦୃଷ୍ଟି ଆକର୍ଷଣ କରିବାର ଚେଷ୍ଟା! ବିବରଣୀ: ନିକଟରେ ଭାରତ ସରକାର IDBI Bank ର ୪୫.୪୮% ଅଂଶଧନ ରୁ ୩୦.୪୮% ଓ ସରକାର ଅଧିନସ୍ଥ ବୀମା କମ୍ପାନୀ LIC, IDBI Bank ର ୪୯.୨୪% ଅଂଶଧନ ରୁ ୩୦.୨୪%, କାନାଡ଼ାର Fairfax Financial କମ୍ପାନୀ କୁ ₹୫୨,୮୭୮ କୋଟି ରେ ବିକିବା ପାଇଁ ସ୍ଥିର କରିଛନ୍ତି! ଏହାଦ୍ୱାରା ରାଷ୍ଟ୍ରାୟତ IDBI Bank, ୬୦.୭୨% ବିଦେଶୀ ନିବେଶ ସହିତ HSBC, DBS ପରି ଏକ ବୈଦେଶିକ ବ୍ୟାଙ୍କ ପାଲଟିବ! ଅତଏବ ଆପଣ ଆଉ IDBI Bank ଭିତରେ ପଶି କର୍ମଚାରୀଙ୍କୁ “ମୋ ଟଙ୍କାରେ ଦରମା ନେଉଛୁ” କହି ପାରିବେ ନାହିଁ |🤭 ଆଲୋଚନା: ତେବେ ବ୍ୟାଙ୍କର ମାଲିକାନା ଭାରତର ମହାମହିମ ରାଷ୍ଟ୍ରପତି ଙ୍କ ହାତରୁ ଏକ ବିଦେଶୀ ଘରୋଇ କମ୍ପାନୀ ହାତକୁ ଟେକିଦେଇ, ଭଲ କରାଯାଉଛି କି ନାହିଁ ଏହା ବ୍ୟଙ୍କିଙ୍ଗ ର ପ୍ରଶ୍ନ ନୁହେଁ, ରାଜନୀତି ବିଜ୍ଞାନ ର ପ୍ରଶ୍ନ ସମାଜବାଦ ନା ପୁଞ୍ଜିବାଦ ଉପରେ ଆଧାରିତ! ଯଦି ସେ ବାଦ ଦୁଇଟା ଆପଣଙ୍କ ମସ୍ତିଷ୍କରେ ପ୍ରଥମ ଥର ବାଜିଲା, ତାହେଲେ ଡାକ୍ତରଖାନା ଉଦାହରଣ ନେଇ ପାରିବେ, ସରକାରୀ ଡାକ୍ତରଖାନା ଯେଉଁଠି ସବୁ ଚିକିତ୍ସା ମାଗଣାରେ ହୁଏ କିନ୍ତୁ ଡାକ୍ତର ନଥାନ୍ତି, ଆବଶ୍ୟକ ସଂଖ୍ୟାରେ ଆଧୁନିକ ଯନ୍ତ୍ରପାତି ନଥାଏ, କେବେ କେବେ ଖଟିଆ ବି ନଥାଏ ଆଉ ଘରୋଇ ଡାକ୍ତରଖାନା ଯେଉଁଠି ନାମକରା ଡାକ୍ତର ଥାଆନ୍ତି, ଆଧୁନିକ ଯନ୍ତ୍ରପାତି, ଚିକଣ ଚଟାଣ ଓ ଆରାମ ଖଟିଆ ଥାଏ କିନ୍ତୁ ପକେଟରେ ଟଙ୍କା ନଥିଲେ ଛଟଛଟ ହେଇ ମରିଗଲେ ବି ଡାକ୍ତରଖାନା ଭିତରକୁ ପଶି ପାରିବେ ନାହିଁ! ପ୍ରଥମଟା କୁ ସମାଜବାଦ ଓ ଦ୍ଵିତୀୟଟାକୁ ପୁଞ୍ଜିବାଦ କହି ପାରିବା! କୋଉଟା ଭଲ ? ସେଇଟା ଆମ କିଆରୀ ମୂଳା ନୁହେଁ, ତେଣୁ ଆମେ ଅଣ୍ଡା ଆଗେ ନା କୁକୁଡ଼ା, ମନ ବଡ଼ ନା ମଇଁଷି ଭଳି ବିଶେଷ ଜ୍ଞାନ ଆବଶ୍ୟକ କରୁଥିବା ଏ ପ୍ରଶ୍ନର ଉତ୍ତରରେ ଆମ କିଞ୍ଚିତ ବୁଦ୍ଧି ବ୍ୟୟ ନକରି ଆଗକୁ ବଢିବା! ମଜାକଥା: ୧. IDBI Bank ସମେତ ଅନେକ ଗୁଡିଏ ସରକାରୀ ସଂସ୍ଥା ଗୁଡିକୁ ବିକ୍ରି କରି ପୁଞ୍ଜି ସୃଷ୍ଟି କରିବା ପାଇଁ ୨୦୧୬ ରେ ପ୍ରଥମଥର NITI Aayog ପ୍ରସ୍ତାବ ଦେଇଥିଲେ, ସେତେବେଳେ NITI Aayog ର ମୁଖିଆ ଥିଲେ 1980 ବ୍ୟାଚ ର IAS ଅଫିସର Amitabh Kant, ସେଇ ବ୍ୟକ୍ତି ଯାହାକୁ ୨ ଦିନ ତଳେ Fairfax ନିଜର ବର୍ତମାନ IDBI Bank ର Advisor ନିଯୁକ୍ତ କରିଛି!😁 ତେବେ ଏଥିରେ ଅସୁବିଧା କ'ଣ? କିଛିନାହିଁ ! କିନ୍ତୁ ଯଦି IDBI କୁ ଉପଦେଶ ଦେଇ ସଫଳ କରାଇ ପାରିବା ପାଇଁ Amitabh Kant ଙ୍କ ଭଳି ଲୋକ ଆମ ପାଖରେ ଥିଲେ, ତାହେଲେ IDBI କୁ ଆମେ ବିକୁଥିଲେ କାହିଁକି? ସିଧାସିଧା Amitabh ଙ୍କୁ IDBI ର MD କିମ୍ବା CEO ବନେଇ ତାକୁ ଅତି ସଫଳ ସଂସ୍ଥା ବନେଇ ପାରି ଥାଆନ୍ତେ! ତେବେ କହିରଖେ ସବୁଠୁ ବଡ଼ ସରକାରୀ ବ୍ୟାଙ୍କ SBI ର Chairman ଙ୍କର ବାର୍ଷିକ ଦରମା ୩୬ ଲକ୍ଷ ଟଙ୍କା (ଅନ୍ୟାନ୍ୟ ଆନୁସଙ୍ଗିକ ଭତ୍ତା ଛାଡି), ସବୁଠୁ ବଡ଼ ଘରୋଇ ବ୍ୟାଙ୍କ HDFC ର CEO ଙ୍କ ଦରମା ବର୍ଷକୁ ପ୍ରାୟ ୩୬ କୋଟି ଟଙ୍କା ! 😉 ୨. IDBI କିଣିବା ପାଇଁ Fairfax ଦେଇଛି ୫୨,୮୭୮ କୋଟି ଟଙ୍କା, ତେବେ ଏ ଦର କିଏ ସ୍ଥିର କରିଛି ? ସରକାର ଙ୍କ କହିବା କଥା ଦର ସ୍ଥିର କରିବାରେ ସରକାର ଓ Fairfax ର କୌଣସି ହାତ ନାହିଁ, ଏ ଦର ସ୍ଥିର କରିଛନ୍ତି ଦୁଇଟି ସ୍ୱାଧୀନ ଓ ନିରପେକ୍ଷ ସଂସ୍ଥା !😊 ତେବେ ସେ ସଂସ୍ଥା ଦୁଇଟି ର ନାମ କ‘ଣ? ସରକାର ଙ୍କ ହିସାବରେ ଆମେ ଏ ନାମ କ’ଣ ପ୍ରଶ୍ନ ଦ୍ୱାରା ଭାରତର ସର୍ବଭୌମତ୍ତ୍ୱ ଓ ଗଣତାନ୍ତ୍ରିକତା କୁ ଆଘାତ କରୁଛନ୍ତି! 🥲 ୩. IDBI କିଣିବାକୁ Fairfax ଦେଇଛି ୫୨,୮୭୮ କୋଟି ଟଙ୍କା, ତେବେ ଏ ଟଙ୍କା ସେ ସଂସ୍ଥା ଆଣିଛି କେଉଁଠୁ ? କିଛି ବ୍ୟାଙ୍କ ଡିପୋଜିଟ, ଆଉ କିଛି ଋଣ, ଆଉ କିଛି ନିଜ ନାଁ ରେ ଥିବା GoDigit Insurance, GoDigit Life Insurance ଆଉ IIFL Capital ର ଶେୟାର ବିକି | କେତେ ଟଙ୍କାର ଶେୟାର ବିକିଲା ? ପାଖାପାଖି ୨୮,୩୦୦ କୋଟି ଟଙ୍କାରେ! କାହାକୁ ବିକିଲା ? IDBI Bank କୁ 😂 ଏସବୁ ପରେ ବି ଯଦି ଏ ବିକ୍ରିପଟା ଆପଣଙ୍କୁ ସ୍ୱଚ୍ଛ, ସୁନ୍ଦର, ଦୁର୍ନୀତି ଗନ୍ଧ ବିହୀନ ଲାଗୁଛି, ତାହେଲେ ଅଭିନନ୍ଦନ! 🙏 ଯଦି ଅଧାରୁ ବନ୍ଦ ନକରି ଏ ବିରକ୍ତିକର ଲେଖାକୁ ଶେଷ ଯାଏଁ ପଢ଼ିଛନ୍ତି ତାହେଲେ ଆପଣଙ୍କୁ ମୋର ପ୍ରଣାମ! 🙏
22
30
7
159
9,665
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳 retweeted
Summoning Odias 🙂‍↔️🙂‍↔️🙂‍↔️ One of the most iconic odia bhajan ever made .
Happy Birthday to the legendary voice of Bollywood melodies💐 Quote your favourite songs of Anuradha Paudwal ji
22
114
8
772
20,190
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳 retweeted
To whomsoever it may concern...
13
22
4
119
14,933
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳 retweeted
ଦଶହରା ଆଉ #ରାବଣପୋଡି ମୋ ପାଇଁ ପରିପୁରକ। ଏତେ ବର୍ଷ ପରେ ବି କାହାଣୀ ନୂଆ ଲାଗେ;ଆପଣାର ଲାଗେ। @OdiaoneOfficial ଏହାର ଦ୍ଵିତୀୟ ଅଧ୍ୟାୟ ଆଣିବା ଉଚିତ ଥିଲା। @samareshroutray ଏ ଦିଗରେ ଆଗକୁ ଚିନ୍ତା କରିବେ ବୋଲି ଆଶା। 🙏 youtu.be/l9b1AvF1wVE?si=tE5Y…
3
10
591
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳 retweeted
Really saddened by the news of Nana ji’s passing. He was one of those rare actors who never needed to do too much to make you sit up and watch. That voice, that intensity, that honesty in every performance… he was completely his own. I feel fortunate that we got to work together in Welcome, and then again more recently in Housefull 5. There are so many memories from those sets that I’ll always hold close. Nana ji was truly one of a kind. It’s hard to believe you’re gone. Thank you for all the memories. You will be missed more than words can say. 🙏
943
6,305
168
95,086
2,165,459
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳 retweeted
Hello Twitter! #myfirstTweet
1
1
2
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳 retweeted
He will,lacs of people are manifesting that, me too a #RohitPaglu The best captain that India had. @ImRo45 always forever a team player
1
3
541
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳 retweeted
बहुत ख्वाहिश थी हिंदुस्तान की अलग-अलग भाषाओं में अभिनय करने की… बंगाल से उड़ीसा तक… हर भाषा में अपना आशीर्वाद बनाए रखिए। जय जगन्नाथ 🙏🌺 जय लिंगराज 🙏🌺 जय भारत 🇮🇳 #Madhumallati #Madhumallatiteaser #OdiaCinema #OdiaMovie #OdiaFilmIndustry
8
34
4
292
10,680
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳 retweeted
ଆଜିକାଲିର "ଗଣେଶ ଚତୁର୍ଥୀ" ଜାକଜମକ ଭିତରେ ଆମ ପିଲାଦିନର "ଗଣେଶ ପୂଜା" ର ଖୁସି ଟା ଆଉ ମିଳୁନି ! ନୂଆ ଡ୍ରେସ ପିନ୍ଧି ସାଇକେଲ ଧରି ଇସ୍କୁଲ ଯିବା, ଗାଁ କଲେଜକୁ ବି ଭୋଗ ଖାଇ ଯିବା, ସାହି କ୍ଳବ୍ ପୂଜାରେ ଘଟ ବୁଡ଼େଇବା, ବୋଉ ଠୁ ମାଡ଼ ନ ଖାଇବା ଯାଏଁ କ୍ଳବ ମେଢ଼ ପାଖରୁ ନ ଆସିବା >>> ହୀନସ୍ତାଗାଁ ରେ ଗଣେଶ ଚତୁର୍ଥୀ ରିଲ୍ ଛାଡ଼ିବା
10
6
122
3,645
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳 retweeted
ବିଶିଷ୍ଟ ଚରିତ୍ର ଅଭିନେତା ଦେବୁ ବୋଷଙ୍କୁ ଅନେକ ଓଡ଼ିଆ ସିନେମାରେ ସମ୍ଭ୍ରାନ୍ତ ପିତା ଭୂମିକାରେ ଦେଖିଥିବେ। ତେବେ ଜାଣନ୍ତି କି, ସେ ଜଣେ ନୃତ୍ୟଶିଳ୍ପୀ ମଧ୍ୟ? ୧୯୭୪ର ଚଳଚ୍ଚିତ୍ର ‘ମନ ଆକାଶ’ରେ ନୃତ୍ୟ ସହ ସହକାରୀ ନୃତ୍ୟ ନିର୍ଦ୍ଦେଶକ ଭାବେ ତାଙ୍କ ଓଡ଼ିଆ ସିନେମା ଯାତ୍ରା ଆରମ୍ଭ ହୋଇଥିଲା। 📽️ ଏହି ଦୃଶ୍ୟାଂଶ ‘କାଳିଆ ଭରଷା’ (୧୯୯୧)ରୁ
4
18
384
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳 retweeted
ପ୍ରଥମଥର ଏଇ ଚଳଚ୍ଚିତ୍ର ପ୍ରେକ୍ଷାଳୟ ଆସିଲି । ଲାଗିଲା ଯେପରି କୌଣସି ସୁଲଭ ଶୌଚାଳୟକୁ ପୁନରୁଦ୍ଧାର କରି ମନୋରଞ୍ଜନ ପାଇଁ ବଳାତ୍କାର ପୂର୍ବକ ଲୋକଙ୍କ ପାଇଁ ଉଦ୍ଧିଷ୍ଟ କରାଯାଇଅଛି । ଏଇଥିରେ ପ୍ରେକ୍ଷାଳୟ ମାଲିକ ଓ ଚଳଚ୍ଚିତ୍ର ନିର୍ମାତା କୁହନ୍ତି କାହିଁକି ଦର୍ଶକ କମୁଛନ୍ତି ! ସବୁ ବନ୍ଦ କରିଦିଅ , ଆମେ ଡାଉନଲୋଡ଼ କରି ଦେଖିବୁ ଭଲ ।🤦
6
1
31
2,350
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳 retweeted
ନମସ୍କାର ....ସଭିଙ୍କୁ ୮୦ ତମ ସ୍ୱାଧୀନତା ଦିବସ ପରର ଶୁଭେଚ୍ଛା 🇮🇳🙏🏻 #स्वतंत्रता_दिवस #ସ୍ୱାଧୀନତା_ଦିବସ
4
1
21
1,029
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳 retweeted
ଆମ କୋରାପୁଟରୁ କଳାକାର ନେଇ ଢେମସା ନଚେଇଥାନ୍ତ ,କେତେ ବଢ଼ିଆ ଲାଗିଥାନ୍ତା
#ପ୍ରଧାନମନ୍ତ୍ରୀଙ୍କୁ_ସ୍ବାଗତ_ପାଇଁ #ଆଦିବାସୀ_ନୃତ୍ୟ_ସହ_ସ୍ବାଗତ_କରାଯିବ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ ପାଇଁ ସଜେଇ ହୋଇଛି ଭୁବନେଶ୍ବର। ରାଜଭବନ ଛକରେ ବିଶେଷ ଆୟୋଜନ କରାଯାଇଛି। ଆଦିବାସୀ ନୃତ୍ୟ ସହ ସ୍ବାଗତ କରାଯିବ ପ୍ରଧାନମନ୍ତ୍ରୀଙ୍କୁ। #SubhadraYojana #PMModi #Bhubaneswar #OTV
1
3
15
660
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳 retweeted
Abuses never solve anything. Let’s guide the misguided. Let’s work together. Let’s work for Bharat.
21,628
41,171
8,270
169,214
20,462,195
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳 retweeted
Pulled the rope at Jagannath Yatra this year. Didn't expect it to be that heavy. Hundreds of hands on the same rope, all pulling in together, nobody in charge.Asked one of the men next to me what he was praying for. He said nothing. Just love. Jai Jagannath 🙏
34
55
11
2,028
44,589
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳 retweeted
Dr Anil Acharya, a MS in Paralakhemundi DHH runs a parallel clinic near the hospital, every single prescription is more than 3K, that son of the b!tch yesterday injected a drug while treating my didi for fever, my didi was unresponsive for 2 mins. He replied that he injected
6
17
5
58
10,852
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳 retweeted
It was such a peaceful movement, feel so sad that it had to take a violent turn. My heart goes out to the students and their families who were hurt. Paper leak is a very serious issue, and I am glad to know n see that the kids of our country have come together for a better educational system, and their parents supported them. I truly appreciate the stand they have taken, showing dedication, sincerity, and keenness to study hard n make their future and a greater, educated India. This andolan, this protest, is the right way to go abt it, n the students have done this peacefully. So courageous and brave. Driven and motivated towards education, this generation will make India proud. This issue is between the students and the educational system, it should not be hijacked politically, the credit should only go to the students of our country, and I am sure the government will also give them all the support n make it a stronger educational system. It’s a win-win situation. Hoping n praying for a positive decision. God bless all of you who wanna be educated. Education should be the next trend and fashion, and should get trendier n more fashionable yr by yr, itna k bahar se log come to India to study and India becomes an educational hub.
12,127
43,256
5,807
250,695
20,159,369
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳 retweeted
The Best Gift Ever! Can’t wait to see you play my cover drive! #RajkummarRao #Dada #DadaTheSouravGangulyStory #DadaFirstLook
984
2,910
523
34,946
1,733,441