rto_rayagada (@RtoRayagada) header
rto_rayagada (@RtoRayagada) profile picture
Joined July 2016
ରାସ୍ତା ଷ୍ଟଣ୍ଟ ଦେଖାଇବା ଜାଗା ନୁହେଁ, ଏହା ସୁରକ୍ଷିତ ଯାତାୟାତ ପାଇଁ। ସୋସିଆଲ୍ ମିଡିଆରେ ଲାଇକ୍ ପାଇବା ପାଇଁ ନିଜ ଜୀବନକୁ ବାଜି ଲଗାନ୍ତୁ ନାହିଁ। #DriveSafe #OdishaRoadSafety #ValueLife #ResponsibleRiding
8
20
1,762
rto_rayagada retweeted
A Small Act of Humanity Can Save a Life! Rayagada Police promotes the Good Samaritan Scheme, encouraging citizens to step forward and assist victims of road accidents without fear or hesitation. Your timely help can make the difference between life and death. Inform Police • Take the Victim to Hospital • Save Lives • Be a Good Samaritan. #RayagadaPolice #GoodSamaritanScheme #SaveLives #RoadSafety #SafeRoads #odishapolice @sprayagada @odisha_police @digswrkoraput @DGPOdisha @DM_Rayagada @STAOdisha @RtoRayagada
2
5
728
On the occasion of Gandhi Jayanti and Shastri Jayanti, 54 Good Samaritans were felicitated by the Collector, Rayagada, and the Superintendent of Police, Rayagada, in recognition of their selfless efforts and valuable contribution towards saving lives and promoting road safety.
1
3
50
ସେବା ସଂକଳ୍ପ ଅଭିଯାନ ଅବସରରେ RTO ରାୟଗଡ଼ା କାର୍ଯ୍ୟାଳୟରେ ସଡ଼କ ସୁରକ୍ଷା ଶପଥ ଗ୍ରହଣ କରାଯାଇଥିଲା। ସଡ଼କ ସୁରକ୍ଷା ନିୟମ ପାଳନ କରିବା ଏବଂ ଅନ୍ୟମାନଙ୍କୁ ମଧ୍ୟ ସୁରକ୍ଷିତ ଯାତାୟାତ ପାଇଁ ସଚେତନ କରିବାକୁ ସମସ୍ତେ ସଂକଳ୍ପ ନେଇଥିଲେ। #SevaSankalpAbhiyan #RoadSafety
1
45
Relive the nostalgia of the past through AI, but remember that a road accident leaves no room for return. Drive responsibly and prioritize road safety because memories can always be recreated, but a human life cannot. #80sNostalgia #RetroVibes #RoadSafety #SafeDriving #80sAITrend #AIPhotoTrend #80sRetro #ViralTrend
10
11
1,275
ବାହନ ତଥ୍ୟାବଳୀରେ ସଂସ୍କାର ପାଇଁ କେନ୍ଦ୍ର ସରକାରଙ୍କ Vehicle Classification ନିୟମ ଅନୁଯାୟୀ ଯଦି ଅଣ-ବାଣିଜ୍ୟିକ ଗାଡ଼ି (୦–୧୫ ବର୍ଷ)ର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର କିମ୍ବା ବୀମା ଅବଧି ଦୁଇ ବର୍ଷରୁ ତିନି ବର୍ଷ ଧରି ବୈଧ ନଥିବ 'ଅସ୍ଥାୟୀ ଆର୍କାଇଭ' ଭାବରେ ବିବେଚନା କରାଯିବ। ତେଣୁ, ମୋଟର ଯାନ ଆଇନ୍ ଅନୁଯାୟୀ ଗାଡ଼ିର କାଗଜପତ୍ର ଅପଡେଟ୍ ରଖନ୍ତୁ ଏବଂ 'Active Compliant' ବର୍ଗରେ ରୁହନ୍ତୁ। #VehicleClassification #MotorVehicle #VehicleCompliance #RoadSafety
2
6
15
6,476
ଜୀବନ ଯାତ୍ରାରେ ଉଚିତ୍ ମାର୍ଗ ଦେଖାଉଥିବା ସମସ୍ତ ଶିକ୍ଷକ ଓ ଗୁରୁଜନଙ୍କୁ ଗୁରୁ ଦିବସର ଅଭିନନ୍ଦନ। ଯେପରି ଗୁରୁଙ୍କ ମାର୍ଗଦର୍ଶନ ଆମ ଜୀବନକୁ ନିରାପଦ ଓ ସଫଳ କରେ, ଆସନ୍ତୁ ଆମେ ମଧ୍ୟ ସଡ଼କ ନିୟମ ପାଳନ କରି ନିଜକୁ ତଥା ଅନ୍ୟମାନଙ୍କୁ ସୁରକ୍ଷିତ ରଖିବା। #HappyTeachersDay #RoadSafety #STAOdisha
1
6
10
1,818
ରାକ୍ଷୀ - ଭାଇ ଭଉଣୀ ସମ୍ପର୍କର ପବିତ୍ର ଉତ୍ସବ। ହେଲେ ଅନେକ ଭଉଣୀ ରାଖି ଧରି ବସିଥାନ୍ତି, ଭାଇ ଆସିପାରନ୍ତି ନାହିଁ। ଏହି ହୃଦୟସ୍ପର୍ଶୀ ଭିଡିଓରେ ରହିଛି ଜଣେ ଭଉଣୀର ଦୁଃଖ। ଏହି କ୍ଷୁଦ୍ର ଚଳଚ୍ଚିତ୍ରର ଉଦ୍ଦେଶ୍ୟ ଯେପରି କୌଣସି ଭଉଣୀ ଏଭଳି ଦୁଃଖୀ ନ ହୁଅନ୍ତୁ, ସେଥିପାଇଁ ଆମେ ସଡ଼କ ସୁରକ୍ଷା ପ୍ରତି ସଚେତନ ହେବା। #RakshaBandhan2026
6
7
2,663
ରାକ୍ଷୀ ପୂର୍ଣ୍ଣିମାର ପବିତ୍ର ଅବସରରେ କରନ୍ତୁ ଏକ ସ୍ୱତନ୍ତ୍ର 'ସୁରକ୍ଷା ଚୁକ୍ତି' ଏବଂ ପାଆନ୍ତୁ ସାର୍ଟିଫିକେଟ୍। ଏଥିପାଇଁ ପୋଷ୍ଟରରେ ଦିଆଯାଇଥିବା ସରଳ ପଦକ୍ଷେପଗୁଡ଼ିକୁ ଅନୁସରଣ କରନ୍ତୁ। ରାଜ୍ୟ ପରିବହନ ପ୍ରାଧିକରଣର ଏହି ଅଭିନବ ତଥା ସ୍ଵତନ୍ତ୍ର ଅଭିଯାନରେ ସାମିଲ ହୁଅନ୍ତୁ। ନିଜର ସାର୍ଟିଫିକେଟ୍‌କୁ ସୋସିଆଲ୍ ମିଡ଼ିଆ ପେଜ୍‌ରେ ପୋଷ୍ଟ କରିବା ସହିତ STA, Odisha ର ସୋସିଆଲ ମିଡିଆ ହ୍ୟାଣ୍ଡଲକୁ ଟ୍ୟାଗ୍ କରନ୍ତୁ। ୱେବସାଇଟ୍- odishatransport.gov.in #RakshaBandhan2026 #RakhiCertificate #STA #Odisha
5
7
637
ଭାଇ-ଭଉଣୀ ମଧ୍ୟରେ ସୁରକ୍ଷା ଚୁକ୍ତି : ରାକ୍ଷୀ ପୂର୍ଣ୍ଣିମାର ପବିତ୍ର ଅବସରରେ କରନ୍ତୁ ଏକ ସ୍ୱତନ୍ତ୍ର 'ସୁରକ୍ଷା ଚୁକ୍ତି' ଏବଂ ପାଆନ୍ତୁ ସାର୍ଟିଫିକେଟ୍। ପୋଷ୍ଟରରେ ଦିଆଯାଇଥିବା ସରଳ ପଦକ୍ଷେପଗୁଡ଼ିକୁ ଅନୁସରଣ କରନ୍ତୁ। ରାଜ୍ୟ ପରିବହନ ପ୍ରାଧିକରଣର ଏହି ଅଭିନବ ତଥା ସ୍ଵତନ୍ତ୍ର ଅଭିଯାନରେ ସାମିଲ ହୁଅନ୍ତୁ। ନିଜର ସାର୍ଟିଫିକେଟ୍‌କୁ ସୋସିଆଲ୍ ମିଡ଼ିଆ ପେଜ୍‌ରେ ପୋଷ୍ଟ କରିବା ସହିତ STA, Odisha ର ସୋସିଆଲ ମିଡିଆ ହ୍ୟାଣ୍ଡଲକୁ ଟ୍ୟାଗ୍ କରନ୍ତୁ। ୱେବସାଇଟ୍- odishatransport.gov.in/ #RakshaBandhan2026 #RakhiCertificate #STA #Odisha
9
26
2,433
ଅନଲାଇନରେ ଆପଣଙ୍କ ଘରେ ଜିନିଷ ପହଞ୍ଚାଉଥିବା ଲୋକଟି ବି କାହାର ଭାଇ। ତାଙ୍କର ସୁରକ୍ଷିତ ଫେରିବାକୁ ବି କେହି ଜଣେ ଅପେକ୍ଷା କରି ବସିଛନ୍ତି । ଆମେ ଯେମିତି ଆମ ଭାଇ ର ସୁରକ୍ଷା ଚାହୁଁଛେ । ସେମିତି ସେମାନଙ୍କ ସୁରକ୍ଷାକୁ ମଧ୍ୟ ଧ୍ୟାନରେ ରଖିବା ଉଚିତ । ଏମିତି ତରବର କରିବା ନାହିଁ ଯେ ସେମାନେ ସଡ଼କ ସୁରକ୍ଷା ନିୟମ ଭାଙ୍ଗି ବିପଦରେ ପଡ଼ିବେ । ରାଖି ପୂର୍ଣ୍ଣିମାରେ ଦେଖନ୍ତୁ ଏହି କ୍ଷୁଦ୍ର ଚଳଚ୍ଚିତ୍ରଟି । #RakshaBandhan2026 #ShortFilm #ComeHomeSafe
9
22
2,824
ଭାଇ-ଭଉଣୀ ମଧ୍ୟରେ ସୁରକ୍ଷା ଚୁକ୍ତି : ରାକ୍ଷୀ ପୂର୍ଣ୍ଣିମାର ପବିତ୍ର ଅବସରରେ କରନ୍ତୁ ଏକ ସ୍ୱତନ୍ତ୍ର 'ସୁରକ୍ଷା ଚୁକ୍ତି' ଏବଂ ପାଆନ୍ତୁ ସାର୍ଟିଫିକେଟ୍। ପୋଷ୍ଟରରେ ଦିଆଯାଇଥିବା ସରଳ ପଦକ୍ଷେପଗୁଡ଼ିକୁ ଅନୁସରଣ କରନ୍ତୁ। ରାଜ୍ୟ ପରିବହନ ପ୍ରାଧିକରଣର ଏହି ଅଭିନବ ତଥା ସ୍ଵତନ୍ତ୍ର ଅଭିଯାନରେ ସାମିଲ ହୁଅନ୍ତୁ। ନିଜର ସାର୍ଟିଫିକେଟ୍‌କୁ ସୋସିଆଲ୍ ମିଡ଼ିଆ ପେଜ୍‌ରେ ପୋଷ୍ଟ କରିବା ସହିତ STA, Odisha ର ସୋସିଆଲ ମିଡିଆ ହ୍ୟାଣ୍ଡଲକୁ ଟ୍ୟାଗ୍ କରନ୍ତୁ। ୱେବସାଇଟ୍- odishatransport.gov.in/ #RakshaBandhan2026 #RakhiCertificate #STA #Odisha
3
11
31
9,114
Speed thrills but kills କ୍ଷଣିକ ମୁହୂର୍ତ୍ତର ରୋମାଞ୍ଚ ପାଇଁ ଦ୍ରୁତଗତିରେ ଗାଡ଼ି ଚଳାଇ ନିଜ ଅମୂଲ୍ୟ ଜୀବନକୁ ବିପଦରେ ପକାନ୍ତୁ ନାହିଁ। ମନେରଖନ୍ତୁ, ଘରେ କେହି ଆପଣଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି, ତେଣୁ ସୁରକ୍ଷିତ ଗାଡ଼ି ଚଲାନ୍ତୁ। #RoadSafetyOdisa #SafeDriving #LifeIsPrecious #DriveSafe
1
6
21
3,265
ରାୟଗଡ଼ା RTO ପ୍ରବର୍ତ୍ତନ ଟିମ୍‌ର ମାନବିକ ପଦକ୍ଷେପ। ଦୁର୍ଘଟଣାରେ ଆହତଙ୍କୁ Golden Hour ମଧ୍ୟରେ Interceptor Vehicle ଯୋଗେ DHH ରାୟଗଡ଼ାକୁ ସ୍ଥାନାନ୍ତର କରି ଜୀବନ ରକ୍ଷାରେ ସହଯୋଗ। 👏❤️ #GoodSamaritan #RoadSafety
1
2
3
121
ଓଭରଲୋଡିଂ କରିଥାଏ ଦୁର୍ଘଟଣାକୁ ଆହ୍ୱାନ, ଭିଡ଼ିଓଟି ଦେଖି ସଚେତନ ହୁଅନ୍ତୁ । ସଡ଼କ ସୁରକ୍ଷା ନିୟମ ସଦାସର୍ବଦା ମାନନ୍ତୁ। ଅତ୍ୟଧିକ ବୋଝ ଗାଡ଼ିର ସନ୍ତୁଳନ ବିଗାଡ଼େ, ତେଣୁ ଧାର୍ଯ୍ୟ ସୀମା ମଧ୍ୟରେ ପରିବହନ କରି ସତର୍କତାର ସହ ଗାଡ଼ି ଚଳାଇ ସୁରକ୍ଷିତ ଘରକୁ ଫେରନ୍ତୁ। #StopOverloading #RoadSafetyAwareness #DriveSafe #Odisha #SaveLives
1
6
11
1,735
ଅଗଷ୍ଟ କ୍ରାନ୍ତି ଦିବସର ଅଭିନନ୍ଦନ ସହ ଦେଶ ସ୍ଵାଧୀନତା ପାଇଁ ବଳିଦାନ ଦେଇଥିବା ପ୍ରତିଟି ସ୍ଵାଧୀନତା ସଂଗ୍ରାମୀଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ।
2
7
20
2,035
ମଦ୍ୟପାନ କରି ଏବଂ ଦ୍ରୁତଗତିରେ ଗାଡ଼ି ଚଳାଇବା ଦ୍ୱାରା ହସଖୁସିର ସଂସାର ମୁହୂର୍ତ୍ତକ ମଧ୍ୟରେ ଉଜୁଡ଼ିଯାଏ। ଏହି ଅସାବଧାନତା କେବଳ ଆପଣଙ୍କ ଜୀବନକୁ ବିପଦରେ ପକାଏ ନାହିଁ, ବରଂ ପରିବାରକୁ ଦୁଃଖ ସାଗରକୁ ଠେଲିଦିଏ। ସେଥିପାଇଁ ସଡ଼କ ସୁରକ୍ଷା ନିୟମ ମାନି ଗାଡ଼ି ଚଳାନ୍ତୁ ସୁରକ୍ଷିତ ଘରକୁ ଫେରନ୍ତୁ। #DontDrinkAndDrive #SafeDriving #Odisha #RoadSafety #STA
1
6
14
1,647
ରାସ୍ତାରେ ଯାତ୍ରା କରିବା ସମୟରେ ବିନା କାରଣରେ ହର୍ଣ୍ଣ ବଜାଇବା ଦ୍ୱାରା ଅନାବଶ୍ୟକ ଶବ୍ଦ ପ୍ରଦୂଷଣ ସୃଷ୍ଟି ହୋଇଥାଏ, ଯାହା ପରିବେଶ ଏବଂ ଲୋକଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଏ। ଜଣେ ଦାୟିତ୍ୱବାନ ଚାଳକ ଭାବେ ଆସନ୍ତୁ ଆବଶ୍ୟକ ନଥିଲେ ହର୍ଣ୍ଣ ବଜାଇବା ବନ୍ଦ କରିବା। ସୁରକ୍ଷିତ ଯାତ୍ରାକୁ ଗୁରୁତ୍ୱ ଦେବା । #NoHonking #SoundPollution #Odisha #RoadSafety #ResponsibleDriving
1
7
13
2,490
ଯାଞ୍ଚରୁ ବର୍ତ୍ତିବାକୁ ନୁହେଁ, ସୁରକ୍ଷିତ ଯାତ୍ରା ପାଇଁ ଟ୍ରାଫିକ ନିୟମ ମାନନ୍ତୁ ଦୁଇ ଚକିଆ ଚଳାଉଥିବା ବେଳେ ହେଲମେଟ୍ ପିନ୍ଧନ୍ତୁ। #WearHelmet #RoadSafety #STA #Odisha
1
7
12
2,488
ରାସ୍ତାରେ ଅଚାନକ ମୋଡ଼ ନିଅନ୍ତୁ ନାହିଁ କିମ୍ବା ଲେନ୍ ବଦଳାନ୍ତୁ ନାହିଁ। ➡️ ଇଣ୍ଡିକେଟର ବ୍ୟବହାର କରନ୍ତୁ, ଅନ୍ୟ ଗାଡ଼ିର ସ୍ଥିତି ଦେଖନ୍ତୁ, ଆପଣଙ୍କ ପରବର୍ତ୍ତୀ ମୋଡ଼ ସମ୍ପର୍କରେ ସଂକେତ ଦିଅନ୍ତୁ। ନିଜର ଓ ଅନ୍ୟମାନଙ୍କ ସୁରକ୍ଷା ଧ୍ୟାନରେ ରଖି ସାବଧାନତାର ସହ ଆଗକୁ ବଢ଼ନ୍ତୁ। #SignalBeforeYouTurn #RoadSafety #Odisha
6
15
2,214