Titilagarh Municipality (@TtgMunicipality) header
Titilagarh Municipality (@TtgMunicipality) profile picture

Official Twitter Handle of the Executive Officer, Titilagarh

Titilagarh, Odisha India
Joined August 2017
Photo by Titilagarh Municipality (@TtgMunicipality)Photo by Titilagarh Municipality (@TtgMunicipality)Photo by Titilagarh Municipality (@TtgMunicipality)Photo by Titilagarh Municipality (@TtgMunicipality)Photo by Titilagarh Municipality (@TtgMunicipality)Photo by Titilagarh Municipality (@TtgMunicipality)Photo by Titilagarh Municipality (@TtgMunicipality)Photo by Titilagarh Municipality (@TtgMunicipality)Photo by Titilagarh Municipality (@TtgMunicipality)Photo by Titilagarh Municipality (@TtgMunicipality)
Titilagarh Municipality retweeted
ଭତ୍ତା ପାଇଁ ଅପେକ୍ଷାର ଯୁଗ ସରିଲା! UPMP ପୋର୍ଟାଲ୍ ମାଧ୍ୟମରେ ଏଣିକି ପେନ୍‌ସନ୍ ଆବେଦନ ହେବ ଆହୁରି ସହଜ। ଆବେଦନର ପରବର୍ତ୍ତୀ ମାସରୁ ମିଳିବ ଭତ୍ତା। ୮୦ ବର୍ଷ ପୂରଣ ହେଲେ ବିନା ନୂତନ ଆବେଦନରେ ମିଳିବ ବର୍ଦ୍ଧିତ ଭତ୍ତା। #SSEPD #କଥାଦେଇକଥାରଖିଲେ #ଭତ୍ତାପାଇଁଅପେକ୍ଷାରଯୁଗଶେଷ #promisedelivered #PensionSaturation #UPMP #UnifiedPensionManagementPortal #SocialSecurity #OdishaGovt #DigitalOdisha #PensionForAll #PensionReform #OdishaDevelopment #PensionReceived #2YearsofLokankaSarakar #BikasharaDharaOdishaSara @CMO_Odisha @NityanandaBJP @Drbrindhadeva1 @brindhaselva @MSJEGOI @siepodisha @state_scpd @IPR_Odisha
8
9
50
13,085
Titilagarh Municipality retweeted
24
55
2
208
76,817
Titilagarh Municipality retweeted
ମଧୁବାବୁ ପେନସନ୍ ଯୋଜନାରେ ବାର୍ଦ୍ଧକ୍ୟ ଓ ଅନ୍ୟାନ୍ୟ ଭତ୍ତା ନିମନ୍ତେ ଆବେଦନ କରିଥିବା ୫ ଲକ୍ଷରୁ ଉର୍ଦ୍ଧ୍ବ ଯୋଗ୍ୟ ହିତାଧିକାରୀଙ୍କୁ ଅକ୍ଟୋବର ମାସରୁ ଭତ୍ତା ପ୍ରଦାନ କରାଯିବ। ଚଳିତ ନଭେମ୍ବର ୧୦ ତାରିଖ ବାଲେଶ୍ୱରରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହାର ଶୁଭାରମ୍ଭ କରିବେ। ଏଣିକି ଭତ୍ତା ପାଇଁ ଆବେଦନ କରିଥିବା ହିତାଧିକାରୀଙ୍କୁ ଆବେଦନର ପରବର୍ତ୍ତି ମାସରୁ ଭତ୍ତା ପ୍ରଦାନ କରାଯିବ। ଯୋଗ୍ୟ ବ୍ୟକ୍ତି ଭତ୍ତା ପାଇବା ପାଇଁ ବିଡିଓଙ୍କ କାର୍ଯ୍ୟାଳୟକୁ ଯାଇ କିମ୍ବା upmp.odisha.gov.in ପୋର୍ଟାଲରେ ଆବେଦନ କରିପାରିବେ। ଭତ୍ତା ପାଉଥିବା ବ୍ୟକ୍ତି ୮୦ ବର୍ଷ ହେବାପରେ ବର୍ଦ୍ଧିତ ହାରରେ ଭତ୍ତା ପାଇବେ। ଏଥିପାଇଁ ନୂତନ ଆବେଦନ କରିବା ଆବଶ୍ୟକ ନାହିଁ। #Odisha #VikshitOdisha #OdishaCares
25
56
4
252
148,546
Titilagarh Municipality retweeted
ସହରାଞ୍ଚଳ ବିକାଶକୁ ଅଧିକ ସୁସଂଗଠିତ ଓ ସୁଗମ କରିବା ଦିଗରେ ମାନ୍ୟବର ମନ୍ତ୍ରୀ @dr_kcmahapatra ବିଭାଗୀୟ ସମୀକ୍ଷା ବୈଠକରେ ବିଭିନ୍ନ ପଦକ୍ଷେପର ସମୀକ୍ଷା କରିଛନ୍ତି। ଏଥିରେ ଡ୍ରାଫ୍ଟ ଓଡ଼ିଶା ପାର୍କିଂ ନୀତି-୨୦୨୬, ସହରୀ ଯାତାୟାତ ଯୋଜନା ଓ ଅର୍ବାନ୍ ଚ୍ୟାଲେଞ୍ଜ ଫଣ୍ଡ ଉପରେ ଆଲୋଚନା ସହ ଉନ୍ନତ ସହର ପରିଚାଳନା ଉପରେ ଗୁରୁତ୍ୱ ଦେଇଥିଲେ।
2
14
2,428
Titilagarh Municipality retweeted
ଭତ୍ତା ପାଇଁ ଅପେକ୍ଷାର ଯୁଗ ସରିଲା, ଏଣିକି ଆବେଦନର ପରବର୍ତ୍ତୀ ମାସରୁ ମିଳିବ ଭତ୍ତା - ୫,୦୫,୮୧୭ ଯୋଗ୍ୟ ହିତାଧିକାରୀ ଅକ୍ଟୋବର ମାସରୁ ପାଇବେ ଭତ୍ତା। - ନଭେମ୍ବର ୧୦ ତାରିଖରେ ବାଲେଶ୍ୱରଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ କରିବେ ଶୁଭାରମ୍ଭ। - ନୂତନ ବ୍ୟବସ୍ଥା ଅନୁଯାୟୀ, ଆବେଦନର ପରବର୍ତ୍ତୀ ମାସରୁ ମିଳିବ ଭତ୍ତା। - ବିଡିଓଙ୍କ କାର୍ଯ୍ୟାଳୟ କିମ୍ବା upmp.odisha.gov.in ପୋର୍ଟାଲ୍‌ରେ ସିଧାସଳଖ ଆବେଦନ କରିପାରିବେ - ୮୦ ବର୍ଷ ବୟସ ପରେ ବିନା ପୁନଃ ଆବେଦନରେ ମିଳିବ ବର୍ଦ୍ଧିତ ଭତ୍ତା। #PensionForAll #MadhuBabuPensionYojana #SocialSecurity #SSEPD #Odisha #VikshitOdisha #OdishaCares #UPMP #MBPY #କଥାଦେଇକଥାରଖିଲେ #ଭତ୍ତାପାଇଁଅପେକ୍ଷାରଯୁଗଶେଷ #ସାମାଜିକସୁରକ୍ଷା #ସମସ୍ତଙ୍କପାଇଁଭତ୍ତା #ଲୋକଙ୍କସରକାର #PromiseDelivered #PensionForAll #NoMoreWaiting #PensionSaturation #UPMP #UniversalCoverage #TimelyPension #2YearsofLokankaSarakar #BikasharaDharaOdishaSara @CMO_Odisha @NityanandaBJP @Drbrindhadeva1 @brindhaselva @MSJEGOI @siepodisha @state_scpd @IPR_Odisha
15
23
1
130
64,248
Titilagarh Municipality retweeted
ଭାରତ ନିର୍ବାଚନ ଆୟୋଗ (ECI)ଙ୍କ ନିର୍ଦ୍ଦେଶକ୍ରମେ, ଜିଲ୍ଲା ନିର୍ବାଚନ ଅଧିକାରୀ, ବଲାଙ୍ଗିର ଏକ ସକ୍ରିୟ ତଥା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ହେଉଛି କୌଣସି ଯୋଗ୍ୟ ମତଦାତାଙ୍କ ନାମ ଯେପରି ମତଦାତା ତାଲିକାରୁ କୌଣସି କାରଣରୁ ବାଦ ନ ପଡ଼େ, ତାହା ସୁନିଶ୍ଚିତ କରିବା। #ECISVEEP #SpecialCamps
5
18
4,229
Titilagarh Municipality retweeted
୧୯ତମ #ଅର୍ବାନ୍‌ମୋବିଲିଟି ଇଣ୍ଡିଆ କନଫରେନ୍ସ ଆଣ୍ଡ ଏକ୍ସପୋ–୨୦୨୬ ଏବଂ ଜାତୀୟ ଅର୍ବାନ୍ କନକ୍ଲେଭ୍‌ର ସଫଳ ଆୟୋଜନ ପାଇଁ ମାନ୍ୟବର ମନ୍ତ୍ରୀ @dr_kcmahapatra ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ପ୍ରସ୍ତୁତି କରିବା ସହ ଓଡ଼ିଶାର ସମୃଦ୍ଧ ସଂସ୍କୃତି ଓ ଆତିଥେୟତାକୁ ଜାତୀୟସ୍ତରରେ ପ୍ରତିପାଦିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି।
2
14
922
Titilagarh Municipality retweeted
A Waste to Art Exhibition organised at the SMC Conference Hall on the eve of Swachhata Hi Seva. It showcases creative & innovative artworks from waste materials, highlighting responsible waste mgmt. @HUDDeptOdisha @MoHUA_India @SwachhBharatGov #SHS2026 #SwacchataHiSeva2026
1
6
656
ହର୍ ଘର୍ ତ୍ରିରଙ୍ଗା
1
2
104
ଟିଟିାଗଡ଼ ପୌର ପରିଷଦ କାର୍ଯ୍ୟ।ଳୟ ତରଫରୁ ‘ଘରେ ଘରେ ତ୍ରିରଙ୍ଗା’ କାର୍ଯ୍ୟକ୍ରମ । @CollectorBgr @HUDDeptOdisha @CMO_Odisha @sudaodisha @duda_balangir @TigSDM
1
105
କେଚ ଦ ରେନ୍ (Catch the Rain _Save every drop) Hoarding installed by Titilagarh ULB. @CMO_Odisha @DM_Nuapada @HUDDeptOdisha @MoHUA_India #CatchTheRain #AMRUT2 #WaterSecurity
2
173
Catch the Rain, Save every drop
125
Titilagarh Municipality retweeted
ପବିତ୍ର ରଥଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ସମସ୍ତଙ୍କ ଜୀବନ ସୁଖ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ। #ରଥଯାତ୍ରା #puri
1
9
76
15,099
Titilagarh Municipality retweeted
ଏକ ସ୍ୱଚ୍ଛ ଓ ପ୍ରଗତିଶୀଳ ଭାରତ ଗଠନ ଦିଗରେ ନିଜର ସକ୍ରିୟ ସହଭାଗିତା ପ୍ରଦର୍ଶନ କରିବା । 'ସ୍ୱଚ୍ଛ ରଥଯାତ୍ରା' ଜନ ଅଭିଯାନରେ ସାମିଲ ହୋଇ ସ୍ୱଚ୍ଛତାକୁ ନିଜର ଦୈନନ୍ଦିନ ଅଭ୍ୟାସରେ ପରିଣତ କରିବା ପାଇଁ ଶପଥ ନେବା : ​🔗 pledge.mygov.in/swachh-rath-… #JaiJagannatha #ସ୍ୱଚ୍ଛତାହିଁସେବା #RathaJatra2026 #RathaYatra
ଓଡ଼ିଶାର ସ୍ୱାଭିମାନ ଓ ଆଧ୍ୟାତ୍ମିକ ଚେତନାର ପ୍ରତୀକ, ବିଶ୍ୱପ୍ରସିଦ୍ଧ ପବିତ୍ର ରଥଯାତ୍ରାର ଅନେକ ଅନେକ ଶୁଭକାମନା।
4
28
2,902
Titilagarh Municipality retweeted
ଓଡ଼ିଶାର ସ୍ୱାଭିମାନ ଓ ଆଧ୍ୟାତ୍ମିକ ଚେତନାର ପ୍ରତୀକ, ବିଶ୍ୱପ୍ରସିଦ୍ଧ ପବିତ୍ର ରଥଯାତ୍ରାର ଅନେକ ଅନେକ ଶୁଭକାମନା।
2
6
1
47
6,320
କ୍ୟାଚ୍ ଦ ରେନ୍," କାର୍ଯ୍ୟକ୍ରମ ପୌର ପରିଷଦର ସମସ୍ତ କର୍ମଚାରି ଙ୍କ ଉପସ୍ଥିତି ରେ ଅନୁଷ୍ଠିତ ହୋଇଯାଇଅଛି । @CMO_Odisha @DM_Nuapada @HUDDeptOdisha @MoHUA_India #CatchTheRain #AMRUT2 #WaterSecurity
149