Zilla Parishad, Rayagada retweeted
ଆମର ବିଭିଦତା ହେଉଛି ଭାରତର ଆତ୍ମା ଏବଂ ସର୍ଦ୍ଦାର ପଟେଲ ଏହାକୁ ଏକଟରେ ପରିଣତ କରିଥିଲେ, ପ୍ରଧାନମନ୍ତ୍ରୀ ମୋଦି ଏହି ଦୃଷ୍ଟିକୋଣକୁ ଆଗକୁ ବଢାଇଛନ୍ତି ।
ପଟେଲଙ୍କ ୧୫୦ ତମ ଜନ୍ମବାର୍ଷିକ ପାଳନ କରିବା ଏବଂ ଏକତା ପାଇଁ ଦୌଡ଼ରେ ଯୋଗଦାନ କରିବା ଏବଂ ଏକ ଭାରତ ଶ୍ରେଷ୍ଠ ଭାରତର ଭାବନାକୁ ସୁଦୃଢ କରିବା ।
#EktaDiwasBharat #EktaDiwas #SardarPatel150 #RunForUnity #RashtriyaEktaDiwas150
Zilla Parishad, Rayagada retweeted
Honoring Our Pride – Ms. Magai Majhi!
Rayagada takes immense pride in felicitating Ms. Magai Majhi, the Kho Kho World Cup Champion, for her outstanding achievement and bringing glory to our district. Her dedication, perseverance, and sporting spirit are an inspiration for all.
Zilla Parishad, Rayagada retweeted
One Year [email protected]!!!
"Marking a milestone! It's been an incredible year since we earned our GI Tag. We're grateful for the recognition and more determined than ever to innovate, improve, and excel. Cheers to many more achievements! #GITag #Anniversary #Innovation"
Zilla Parishad, Rayagada retweeted
District Administration, Rayagada, in collaboration with the Skill Development & Technical Education Department, Govt. of Odisha, is hosting the Job Fair 2024-25 at GCD High School Ground, Rayagada, on 6th February 2025.
Zilla Parishad, Rayagada retweeted
Hon'ble MP, Koraput chaired the District Development Coordination and Monitoring Committee (DISHA) meeting today at Zilla Parishad Conference Hall, Rayagada.
@CMO_Odisha
@IPR_Odisha
@PRDeptOdisha
@rdmodisha
Zilla Parishad, Rayagada retweeted
Throwback to the vibrant celebrations of Rayagada Mahotsav Chaiti 2023!
Relive the energy, culture, and joy of last year as we eagerly await the 2024 edition to kick off!
#RayagadaMahotsav #Chaiti2024 #Rayagada
Zilla Parishad, Rayagada retweeted
ଦୀପାବଳିର ଏଇ ପବିତ୍ର ଅବସରରେ ଜିଲ୍ଲା ପ୍ରଶାସନ ରାୟଗଡ ସମସ୍ତଙ୍କୁ ଆନନ୍ଦମୟ ଓ ସୁରକ୍ଷିତ ଦୀପାବଳିର ଅଭିନନ୍ଦନ ଜଣାଉଛି। ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନରେ ସମୃଦ୍ଧି, ଶାନ୍ତି ଓ ଖୁସି ଆଣୁ। ଦୀପାବଳିର ଆଲୋକ ଆମର ଜୀବନକୁ ଆଶା ଓ ସମନ୍ୱୟର ଆଲୋକରେ ଉଜ୍ଜ୍ୱଳ କରୁ।
#ଶୁଭଦୀପାବଳି
Zilla Parishad, Rayagada retweeted
Observation of Swachhata Hi Seva 2024 and Swachh Bharat Diwas on October 2, 2024 at Gunupur Block and GP Area @ZP_Rayagada @DM_Rayagada @PRDeptOdisha @CMO_Odisha #SBD2024 #SHS2024
Zilla Parishad, Rayagada retweeted
ବିଭିନ୍ନ ଗ୍ରାମ ପଞ୍ଚାୟତ ସ୍ତରରେ ଗାନ୍ଧୀ ଜୟନ୍ତୀ ଅବସରରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ #SBD2024 #SwachhataHiSeva2024 #SHS2024 @ZP_Rayagada @DM_Rayagada @CMO_Odisha @PRDeptOdisha
Zilla Parishad, Rayagada retweeted
Swachhata Rally on Swachhata Divas,Ramnaguda Block, Rayagada District.#SBD2024 #SHS2024 #rayagada @DM_Rayagada @PRDeptOdisha
Zilla Parishad, Rayagada retweeted
Cleanliness and plastic free campaign in panchayat Samiti office premises on the occasion of observation of Cleanliness is Service. Nature is cleanliness, cleanliness of culture.#SBD2024 #SHS2024 @IPR_Odisha @CMO_Odisha @DM_Rayagada @PRDeptOdisha @ZP_Rayagada @IPR_Odisha
Zilla Parishad, Rayagada retweeted
ସ୍ଵଚ୍ଛତା ହିଁ ସେବା" ପାଳନ ଅବସରରେ ପଦ୍ମପୁର ବ୍ଲକ ର ସମସ୍ତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସଫେଇ ଏବଂ ପ୍ଲାଷ୍ଟିକ ମୁକ୍ତ ଅଭିଯାନ କାର୍ଯକ୍ରମ.#ସ୍ଵଭାବ ସ୍ୱଚ୍ଛତା , ସଂସ୍କାର ସ୍ୱଚ୍ଛତା । #SwachhataHiSeva2024 @DM_Rayagada @CMO_Odisha @ZP_Rayagada @PRDeptOdisha
#SBD2024 #SHS2024
Zilla Parishad, Rayagada retweeted
ସ୍ଵଚ୍ଛତା ହିଁ ସେବା" ପାଳନ ଅବସରରେପଦ୍ମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସଫେଇ ଏବଂ ପ୍ଲାଷ୍ଟିକ ମୁକ୍ତ ଅଭିଯାନ କାର୍ଯକ୍ରମ.#ସ୍ଵଭାବ ସ୍ୱଚ୍ଛତା , ସଂସ୍କାର ସ୍ୱଚ୍ଛତା । #SwachhataHiSeva2024 @DM_Rayagada @CMO_Odisha @ZP_Rayagada @PRDeptOdisha
#SBD2024 #SHS2024
Zilla Parishad, Rayagada retweeted
"ସ୍ଵଚ୍ଛତା ହିଁ ସେବା" ପାଳନ ଅବସରରେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସଫେଇ ଏବଂ ପ୍ଲାଷ୍ଟିକ ମୁକ୍ତ ଅଭିଯାନ କାର୍ଯକ୍ରମ #SwachhataHiSeva2024 @DM_Rayagada @CMO_Odisha @ZP_Rayagada @PRDeptOdisha
Zilla Parishad, Rayagada retweeted
Observation of international older person day . A yoga and free health camp organised for older persons . New mbpoap pension provided to 14 number of beneficiaries in this program.
Zilla Parishad, Rayagada retweeted
ବିଭିନ୍ନ ପଞ୍ଚାୟତ ସ୍ତରରେ ବର୍ଜ୍ୟବସ୍ତୁରୁ ନିର୍ମିତ ବିଭିନ୍ନ କଳାକୃତ୍ତି #SBD2024 #SwachhataHiSeva2024 #shs2024 @CMO_Odisha @DM_Rayagada @PRDeptOdisha @ZP_Rayagada
Zilla Parishad, Rayagada retweeted
ଗଣତନ୍ତ୍ର ପ୍ରତି କର୍ତ୍ତବ୍ୟ, ଦେଶ ପ୍ରତି କର୍ତ୍ତବ୍ୟ l
ମତଦାନର ସୁଯୋଗ ହାତଛଡା କରନ୍ତୁ ନାହିଁ l
ଗାଁ ବା ସହର ଯେଉଁଠି ଥାଅ, ନିଜର ମତ ନିଶ୍ଚୟ ଦିଅ l
Zilla Parishad, Rayagada retweeted
🚴♂️ ସାଇକ୍ଲୋଥନ୍ ମାଧ୍ୟମରେ ଭୋଟର ସଚେତନତା।🗳️
ବିଏମସି କମିଶନର୍ ଏବଂ କଲେକ୍ଟର ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଖୋର୍ଦ୍ଧା ଭୁବନେଶ୍ୱରରେ ଅନୁଷ୍ଠିତ ସାଇକ୍ଲୋଥନ୍ ରେ ସାମିଲ ହୋଇ ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରିଥିଲେ ।
🛣️ ଶକ୍ତିଶାଳୀ ଗଣତନ୍ତ୍ର ଗଠନ ପାଇଁ ଭୋଟ୍ ଆମର ପଥ ! 🌟
#ChunavKaParv #DeshKaGarv #YouAreTheOne













































