Zilla Parishad, Sundargarh (@ZP_Sundargarh) profile picture

Principal organ at the dist. level to oversee the implementation of anti-poverty and developmental programmes irrespective of dept. under the control of PR&DW.

Sundargarh
Joined February 2020
Photo by Zilla Parishad, Sundargarh (@ZP_Sundargarh)Photo by Zilla Parishad, Sundargarh (@ZP_Sundargarh)Photo by Zilla Parishad, Sundargarh (@ZP_Sundargarh)Photo by Zilla Parishad, Sundargarh (@ZP_Sundargarh)Photo by Zilla Parishad, Sundargarh (@ZP_Sundargarh)Photo by Zilla Parishad, Sundargarh (@ZP_Sundargarh)Photo by Zilla Parishad, Sundargarh (@ZP_Sundargarh)Photo by Zilla Parishad, Sundargarh (@ZP_Sundargarh)Photo by Zilla Parishad, Sundargarh (@ZP_Sundargarh)Photo by Zilla Parishad, Sundargarh (@ZP_Sundargarh)
The Sports Authority of India and the District Swachh Bharat Mission (Grameen) team joined forces today for a massive #SwachhataRide. From the field to the streets, we’re proving that teamwork and fitness go hand-in-hand with a #CleanIndia.
1
86
ସ୍ବଚ୍ଛ ଓଡ଼ିଶା ଦିବସ -ଓଡ଼ିଆ ପକ୍ଷ ପାଳନ -୨୦୨୬ ଅବସରରେ ସୁନ୍ଦରଗଡ ଜିଲ୍ଲାର ସମସ୍ତ ପଞ୍ଚାୟତରେ ଦେବାଳୟ ଠାରୁ ସାର୍ବଜନୀନ ପୁଷ୍କରିଣୀ ପର୍ଯ୍ୟନ୍ତ, ସାମୁହିକ ସ୍ବଚ୍ଛତା ଅଭିଯାନ କରା ଯାଇଅଛି । @PRDeptOdisha @IPR_Odisha @CMO_Odisha @DMSundargarh @MoJSDDWS @swachhbharat
1
80
Zilla Parishad, Sundargarh retweeted
"ଓଡ଼ିଆ ପକ୍ଷ ପାଳନ" "ସ୍ୱଚ୍ଛତା ଅଭିଯାନ" \ ଦମକୁଡା ସ୍ଥିତ ଶିବ ମନ୍ଦିର ପ୍ରାଙ୍ଗଣ ରେ ହୋଇ ଥିବା କାର୍ଯ୍ୟକ୍ରମ ରେ ମାନ୍ୟବର ଉପ-ବାଚସ୍ପତି ଶ୍ରୀ ଭବାନୀ ଭୋଇ ମହୋଦୟ ଯୋଗ ଦେଇ ସ୍ୱଚ୍ଛତା ଅଭିଯାନ ରେ ସାମିଲ ହୋଇ ଥିଲେ \ #odiapakhya #swachhbharatmission #SwachhBharatAbhiyan #administration @PRDeptOdisha
1
3
51
Zilla Parishad, Sundargarh retweeted
ପୂର୍ବରୁ ଯେଉଁ ପରିବାରମାନେ ବର୍ଷ ବର୍ଷ ଧରି ପକ୍କାଘରଟିଏ ପାଇବାରୁ ବଞ୍ଚିତ ଥିଲେ, ବିଶେଷ କରି ଆର୍ଥିକ ଅନଗ୍ରସର, ଭିନ୍ନକ୍ଷମ ଭାଇଭଉଣୀ, ଗୁରୁତର ରୋଗରେ ପୀଡ଼ିତ ବ୍ୟକ୍ତି ଏବଂ ପ୍ରାକୃତିକ ବିପର୍ଯ୍ୟୟରେ ସର୍ବସ୍ୱ ହରାଇଥିବା ପରିବାରଙ୍କୁ ପକ୍କାଘର ଯୋଗାଇଦେବାକୁ ଆମେ ଯେଉଁ ପ୍ରତିଶ୍ରୁତି ଦେଇଥିଲୁ, ତାହା ଆଜି ଅଗଣିତ ପରିବାରର ମୁହଁରେ ହସ ଫୁଟାଇପାରିଛି। "ଲୋକଙ୍କ ସରକାରରେ ଲୋକଙ୍କ ସ୍ୱପ୍ନ ସାକାର ହେଉଛି" - ଏହି ସଂକଳ୍ପ ସହ 'ଅନ୍ତ୍ୟୋଦୟ ଗୃହ ଯୋଜନା' ମାଧ୍ୟମରେ ମିଳୁଥିବା ପ୍ରତିଟି ପକ୍କାଘର କେବଳ ଏକ ଘର ନୁହେଁ, ବରଂ ଏହା ସହିତ ଯୋଡ଼ି ହୋଇଛି ଅଗଣିତ ଭରସା, ବିଶ୍ୱାସ ଓ ନୂଆ ଆଶା। ଏହି ଅବସରରେ ସମସ୍ତ ହିତାଧିକାରୀଙ୍କୁ ମୋର ଅନେକ ଅନେକ ଅଭିନନ୍ଦନ। #OneYearOfAntyodaya
4
11
45
1,651
Zilla Parishad, Sundargarh retweeted
A proud year of transforming lives through Antyodaya Gruha Yojana. Rooted in the spirit of uplifting the last person, the scheme ensures safe housing and dignity for the most vulnerable families across Odisha. From Kalahandi to every corner, the scheme is being successfully implemented across the State. #OneYearOfAntyodaya @PMOIndia @mopr_goi
ଆଜି ଆମ ସମସ୍ତଙ୍କ ପାଇଁ ଏକ ଗୌରବର ଦିନ। ଆମ ସରକାରର ପ୍ରମୁଖ ଜନକଲ୍ୟାଣକାରୀ ଯୋଜନା 'ଅନ୍ତ୍ୟୋଦୟ ଗୃହ ଯୋଜନା' ସଫଳତାର ସହ ଏକ ବର୍ଷ ପୂରଣ କରିଛି। ଠିକ୍ ବର୍ଷେ ତଳେ କଳାହାଣ୍ଡି ମାଟିରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଆଜି ଓଡ଼ିଶାର କୋଣ ଅନୁକୋଣରେ ଆର୍ଥିକ ଅନଗ୍ରସର ଓ ଅସହାୟ ପରିବାରଙ୍କ ପାଇଁ ନୂତନ ଆଶାର ଆଲୋକ ସାଜିଛି। 'ଅନ୍ତ୍ୟୋଦୟ'ର ପ୍ରକୃତ ଅର୍ଥ ହେଉଛି ସମାଜର ଶେଷ ଧାଡ଼ିରେ ଥିବା ବ୍ୟକ୍ତିଙ୍କର ଉତ୍ଥାନ, ଏବଂ ଆମ ସରକାର ଏହି ମୂଳମନ୍ତ୍ରକୁ ପାଥେୟ କରି ଆଶ୍ରୟ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଛି। #OneYearOfAntyodaya
5
11
43
2,100
Zilla Parishad, Sundargarh retweeted
ରାଜ୍ୟର ଗୃହହୀନ ଓ ଅସହାୟ ପରିବାରଙ୍କୁ ସ୍ୱାଭିମାନର ସହ ବଞ୍ଚିବାର ରାହା ଦେଖାଇ 'ଅନ୍ତ୍ୟୋଦୟ ଗୃହ ଯୋଜନା' ଆଜି ସଫଳତାର ଏକ ବର୍ଷ ଅତିକ୍ରମ କରିଛି। ଗତ ଏକ ବର୍ଷ ମଧ୍ୟରେ ଏହି ଯୋଜନା ମାଧ୍ୟମରେ ମୋଟ ୧,୫୭,୯୩୬ ପରିବାର ଉପକୃତ ହୋଇଥିବା ବେଳେ ଏହି ସମସ୍ତ ପରିବାରଙ୍କୁ ନିଜସ୍ୱ ପକ୍କାଘର ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି। ସରକାରଙ୍କ ନିରନ୍ତର ପ୍ରୟାସ ଯୋଗୁଁ ବର୍ତ୍ତମାନ ସୁଦ୍ଧା ୭୨,୨୬୩ ପରିବାରଙ୍କ ପକ୍କାଘର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି ଏବଂ ଅନ୍ୟ ୮୫,୬୭୩ ଘରର ନିର୍ମାଣ କାର୍ଯ୍ୟ ଜାରି ରହିଛି। ବିପର୍ଯ୍ୟୟ କ୍ଷତିଗ୍ରସ୍ତ, ଭିନ୍ନକ୍ଷମ, ସ୍ଥାନାନ୍ତରିତ ଏବଂ ଦୁରାରୋଗ୍ୟ ରୋଗଗ୍ରସ୍ତ ପରିବାରଙ୍କୁ ପ୍ରାଥମିକତା ଭିତ୍ତିରେ ସାମିଲ କରି ଏହି ଯୋଜନା ସାମାଜିକ ଓ ଅର୍ଥନୈତିକ ବିକାଶର ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି। ଏକ ସମୃଦ୍ଧ ଓଡ଼ିଶା ଗଠନ ସଂକଳ୍ପରେ ଏହି ଯୋଜନା ପ୍ରତିଟି ଗୃହହୀନଙ୍କ ମୁହଁରେ ହସ ଫୁଟାଇ ପାରିଛି। #OneYearOfAntyodaya
7
42
1
114
5,237
The District AdministrationandOdisha Rural DevelopmentandMarketing Society(ORMAS)have signed aMemorandum ofAgreement(MoA)withthe NIT Rourkela to boost livelihoods through food processing,focusing on Mahua.This partnership willprovidetechnical support, To benefiting over1000 Mahua
1
147
from 10 blocks initially.The goalisto create sustainable income opportunities and empower local collectors, particularlywomen SHGs. This was signedbetween collectorSundargarhand Director NIT RKL,in the presence of the HOD ofFood Processing Department, CDO-cum-EO, ZP, IAS Prob..
55
The district today marked the launching of World Toilet Day 25 with highlight the significance of improved toilet usage, community participation, and long-term behavioral change under the SBM-G. #HamaraShauchalayaHamaraBhavishya
1
77
The primary focus of this year’s campaign revolves around strengthening Individual Household Latrine (IHHL) usage, improving Community Sanitary Complex (CSC) management, ensuring the effective distribution of LOPs, and reinforcing our pledge towards ODF sustainability.
1
53
Zilla Parishad, Sundargarh retweeted
Our diversity is India’s soul and Sardar Patel wove it into unity. PM Modi carries this vision forward. Celebrate his 150th birth anniversary, join the Run for Unity and strengthen the spirit of Ek Bharat Shreshtha Bharat! 🇮🇳 #EktaDiwasBharat #EktaDiwas #SardarPatel150 #RunForUnity #RashtriyaEktaDiwas150
87
963
121
1,767
2,966,550
Zilla Parishad, Sundargarh retweeted
Congratulations Team India! A historic moment for the nation as our women’s cricket team, @BCCIWomen, enters the ICC #WomensWorldCup2025 finals with a magnificent victory over Australia, scripting one of the highest successful run chases in the history of women’s ODI cricket. Your exceptional performance and team spirit have made the entire nation proud. Wishing you grand success in bringing home the World Cup trophy.
18
43
2
936
10,461
Zilla Parishad, Sundargarh retweeted
ଆମର ବିଭିଦତା ହେଉଛି ଭାରତର ଆତ୍ମା ଏବଂ ସର୍ଦ୍ଦାର ପଟେଲ ଏହାକୁ ଏକଟରେ ପରିଣତ କରିଥିଲେ, ପ୍ରଧାନମନ୍ତ୍ରୀ ମୋଦି ଏହି ଦୃଷ୍ଟିକୋଣକୁ ଆଗକୁ ବଢାଇଛନ୍ତି । ପଟେଲଙ୍କ ୧୫୦ ତମ ଜନ୍ମବାର୍ଷିକ ପାଳନ କରିବା ଏବଂ ଏକତା ପାଇଁ ଦୌଡ଼ରେ ଯୋଗଦାନ କରିବା ଏବଂ ଏକ ଭାରତ ଶ୍ରେଷ୍ଠ ଭାରତର ଭାବନାକୁ ସୁଦୃଢ କରିବା । #EktaDiwasBharat #EktaDiwas #SardarPatel150 #RunForUnity #RashtriyaEktaDiwas150
6
73
8
100
7,472
#GlobalHandwashingDay 2025 demonstrations were conducted at different Schools and AWCs to promote personal hygiene and healthy habits among the Children of Sundargarh dist.
57
As part of the SHS 2025 campaign, a comprehensive program was conducted across Sundargarh District, featuring the distribution of Dignity cards and PPE kits to Swachh Sathis, along with their profiling and a block-level orientation program. #SHS2025 #SwachhataHiSeva2025
2
3
452
Zilla Parishad, Sundargarh retweeted
Mass cleanliness drive of Public places
1
2
61
Zilla Parishad, Sundargarh retweeted
Distribution of PPE KIT and Dignity card of Sanitation workers for Safai Mitra Suraksha Shivir Rajgangpur block
2
1
80
Zilla Parishad, Sundargarh retweeted
ONE DAY BLOCK LEVEL TRAINING PROGRAMME of PEO, Sarpanch, All PRI MEMBERS AND SANITATION WORKS OF RAJGANGPUR BLOCK
1
3
64
Zilla Parishad, Sundargarh retweeted
On Aug 11, 2025, Collector & DM Sundargarh, visited Kuarmunda MRF alongside officials. Interacted with Swachh Sathis on social security & welfare. Took keen interest in MRF operations & discussed strategies to scale it into a sustainable, profitable model.
4
6
175