Subdega Panchayat Samiti , Sundargarh (@SubdegaS) header
Subdega Panchayat Samiti , Sundargarh (@SubdegaS) profile picture

Subdega Panchayat Samiti is among 17 Blocks in Sundargarh District of Odisha . Our Page does entertain putting greivance, suggestions for better administration

Joined May 2021
ଆଜି ତା ୧୩.୧୧.୨୦୨୬ ଦିନ ଓଡିଶା ସରକାର ଙ୍କ ତରଫରୁ ସମସ୍ତ ନୂତନ ହିତାଧିକାରୀ ମାନଙ୍କୁ ଭତ୍ତା ପ୍ରଦାନ କରା ଯାଇଥିଲା \ ଏହି ଅବସର ରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ଉପ-ବାଚସ୍ପତି ଶ୍ରୀ ଭବାନୀ ଭୋଇ ମହୋଦୟ ଯୋଗ ଦେଇ ହିତାଧିକାରୀ ମାନଙ୍କୁ ଭତ୍ତା ପ୍ରଦାନ କରି ଥିଲେ \ #SocialSecurity #Socialsecuritybenefits @PRDeptOdisha
15
Cleanliness Activity taken up at the Block Office Campus and also across all panchayats on the pledge of "Swachhata Hi Seva" yesterday on Dt.- 14.10.2026 . #SwachhBharat #SwachhataHiSeva #sevasetu2026 #administration @PRDeptOdisha @IPR_Odisha @CMO_Odisha @DMSundargarh
1
38
ଆଜି ତା ୦୯.୧୦.୨୦୨୬ ଦିନ ସବଡେ଼ଗା ବ୍ଲକ ଅଫିସ ପ୍ରାଙ୍ଗଣ ରେ ବ୍ଲକ ସ୍ତରୀୟ ସେବା ସେତୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି \ #sevasankalpaabhiyaan #SevaSetu #sevasetu2026 #administration #subdega #Sundargarh #Odisha @PRDeptOdisha @IPR_Odisha @CMO_Odisha @DMSundargarh @ZP_Sundargarh
2
28
Special Gram Sabha on the occasion of Gandhi Jayanti on Dt.- 02.10.2026 in all the Gram Panchayats under Sabdega Block.. #sevasankalpa2026 #SevaSetu #GandhiJayanti #administration #subdega #Sundargarh @PRDeptOdisha @IPR_Odisha @CMO_Odisha @DMSundargarh @ZP_Sundargarh
1
28
International Day of Older Person observed at Sabdega Block .... BDO Sir along with Vice-Chairman were present during the programme... #olderpeople #olderperson #administration #subdega #Sundargarh #Odisha @PRDeptOdisha @IPR_Odisha @CMO_Odisha
2
60
ଆଜି ତା ୨୫.୦୯.୨୦୨୬ ରିଖ ଦିନ ସବଡେ଼ଗା ବ୍ଲକ ର ସମସ୍ତ ପଂଚାୟତ ମାନଙ୍କ ଠାରେ "ଏକ ପେଡ ମା କେ ନାମ ୩.୦" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି \ଏହି ଅବସର ରେ ସବଡେ଼ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଯୋଗ ଦେଇ ଥିଲେ \#ekpedmaakenaaam #EkPedMaaKeNaam @PRDeptOdisha @IPR_Odisha @CMO_Odisha @DMSundargarh @ZP_Sundargarh
1
29
ଗତ କାଲି ସବଡେଗା ବ୍ଲକ୍ ର କରମଡିହି ସ୍ଥିତ ସରକାରୀ ଏଚ୍ଏସ୍ଏସ୍ ରେ ଆୟୋଜିତ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି \ ଉକ୍ତ କାର୍ଯ୍ୟକ୍ରମ ରେ ମାନ୍ୟବର ସଂସଦ ଶ୍ରୀ ଜୁଏଲ ଓରାମ ମହୋଦୟ ସାମିଲ ହୋଇ ଥିଲେ \ #SwachhBharat #SwachhataHiSeva #swachhatahisevaabhiyaan @PRDeptOdisha @IPR_Odisha @CMO_Odisha
1
42
ସେପ୍ଟେମ୍ବର ୧୭ ତାରିଖ ଠାରୁ ୦୨ ଅକ୍ଟୋବର ଯାଏଁ ଅନୁଷ୍ଠିତ ହେବାକୁ ଥିବା ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ରେ ସବଡେ଼ଗା ବ୍ଲକ ର ସମସ୍ତ ଗ୍ରାମ ପଂଚାୟତ ମାନଙ୍କ ପକ୍ଷ ରୁ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି \ #SwachhBharat #SwachhataHiSeva #swachhatahisevaabhiyaan @PRDeptOdisha @IPR_Odisha
1
30
ସବଡେ଼ଗା ମାଟିର ପୁଅ ତଥା ଅନ୍ତର୍ଜାତୀୟ କନିଷ୍ଠ ହକି ଖେଳାଳି ରୀତିକ ଲାକ୍ରା ସବଡେ଼ଗା ବ୍ଲକ ପ୍ରଶାସନ ତରଫରୁ ସମ୍ବର୍ଦ୍ଧିତ \ ସୂଚନା ଯୋଗ୍ୟ ଯେ ରୀତିକ ଚଳିତ ବର୍ଷ ଭାରତ ପକ୍ଷ ରୁ କନିଷ୍ଠ ବର୍ଗ ରେ ପ୍ରତିନିଧିତ୍ବ କରି ଏସିଆ କପି ହକି ରେ ଅଂଶ ଗ୍ରହଣ କରି ସମଗ୍ର ଜ଼ିଲ୍ଲା ପାଇଁ ଗୌରବ ଆଣି ପାରିଥିଲେ \ #HockeyIndia @PRDeptOdisha
1
38
ଏସିଆନ ହକି ଖେଳ ରେ ଅଂଶ ଗ୍ରହଣ କରି ଥିବା ସବଡେ଼ଗା ବ୍ଲକ ଅନ୍ତର୍ଗତ ଦେଓଗାଁ ଗ୍ରାମ ପଞ୍ଚାୟତ ର ଶ୍ରି ରିତିକ ଲାକ୍ରା ସବଡେ଼ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ଦ୍ୱାରା ସମ୍ବର୍ଦ୍ଧିତ \ #hockeyplayer #RuralTalent #administration #subdega #Sundargarh #Odisha @PRDeptOdisha @IPR_Odisha @CMO_Odisha @DMSundargarh
2
34
ଗତ କାଲି ତା ୧୭.୦୯.୨୦୨୬ ରିଖ ଦିନ ସବଡେ଼ଗା ବ୍ଲକ ଅଫିସ ପ୍ରାଙ୍ଗଣ ରେ ଶ୍ରୀ ଶ୍ରୀ ବିଶ୍ୱକର୍ମା ପୂଜା ପାଳନ କରା ଯାଇ ଥିଲା \ ଏହି ଅବସର ରେ ସବଡେ଼ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ବିଶ୍ୱନାଥ ସାହୁ କର୍ତ୍ତା ଦାୟିତ୍ୱ ତୁଲାଇ ଥିଲେ ଏବଂ ସମସ୍ତ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ \ #biswakarmapuja #administration @PRDeptOdisha
2
49
ଗତ କାଲି ତା ୧୭.୦୯.୨୦୨୬ ରିଖ ଦିନ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜି ଙ୍କ ଜନ୍ମ ଦିନ ଅବସର ରେ ବିଭିନ୍ନ ଗ୍ରାମ ପଂଚାୟତ ଠାରେ ଆଶୀର୍ବାଦ ଦୀପ ପ୍ରଜ୍ବଳନ କର ଯାଇଥିଲା\ଏହି ଅବସର ରେ ଏକ ମାସ ଧରି ଚାଲି ବାକୁ ଥିବା ସେବା ସଂକଳ୍ପ ଅଭିଯାନ ମଧ୍ୟ ଆରମ୍ଭ କରା ଯାଇ ଥିଲା\ #AshirwadKaDiya #SevaSankalpa @PRDeptOdisha
3
79
Block Level Social Audit for MGNREGA & Samagra Sikhya Abhijan conducted on Dt.- 03.09.2026 at Block Meeting Hall .... #MGNREGA #administration #subdega #Sundargarh #Odisha @PRDeptOdisha @IPR_Odisha @CMO_Odisha @DMSundargarh @ZP_Sundargarh
1
46
ଆଜି ତା ୧୨.୦୮.୨୦୨୬ ଦିନ ସବଡେ଼ଗା ବ୍ଲକ ପ୍ରଶାସନ ତରଫରୁ " ହର ଘର ତ୍ରିରଙ୍ଗା " କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି \ଏହି ଉପଲକ୍ଷେ ମୁଖ୍ୟ ଅତିଥି ଭାବରେ ଓଡିଶା ବିଧାନ ସଭା ର ମାନ୍ୟବର ଉପ-ବାଚସ୍ପତି ଶ୍ରୀ ଭବାନୀ ଭୋଇ ମହୋଦୟ ଯୋଗ ଦେଇ ଥିଲେ \ #HarGharTiranga #administration #subdega #Sundargarh #Odisha @PRDeptOdisha
1
53
Bhima Bhoi Samarthya Sibira - BBSA Camp organized by Subdega Block administration on Dt.- 31.07.2026 at Sabdega Block Office Campus #administration #subdega #Sundargarh #Odisha @PRDeptOdisha @IPR_Odisha @CMO_Odisha @DMSundargarh @ZP_Sundargarh
1
73
ACDC Meeting held on Dt.- 23.07.2026 at Subdega Block Meeting Hall . Hon'ble Deputy Speaker , OLA Sri Bhabani Bhoi presided over the meeting #administration #subdega #Sundargarh #Odisha @PRDeptOdisha @IPR_Odisha @CMO_Odisha
1
67
ଗତ ତା ୨୫.୦୬.୨୦୨୬ ଦିନ ସବଡେ଼ଗା ବ୍ଲକ ର ତିନୋଟି ପଂଚାୟତ ଯଥା କୁଲବା,ସବଡେ଼ଗା ତଥା କୁରୁମ୍କେଲ ଠାରେ "ବିକାଶ ର ଧାରା ଓଡିଶା ସାରା" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି \ #GovernmentOutreach #outreachprogramme #ବିକାଶରଧାରାଓଡିଶାସାରା #twoyearscelebration @PRDeptOdisha @IPR_Odisha @CMO_Odisha @DMSundargarh
2
72