BDO CHATRAPUR retweeted
ବାତ୍ୟା ‘ଅର୍ଣ୍ଣବ’ ଓ ‘ଅକବାନ’ ପରବର୍ତ୍ତୀ ସ୍ଥିତି ଓ କ୍ଷୟକ୍ଷତିର ଅନୁଧ୍ୟାନ ପାଇଁ ଗଞ୍ଜାମ ଜିଲ୍ଲାପାଳ ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ବଉଳଗାଁ ଗ୍ରାମ ପଞ୍ଚାୟତ ପରିଦର୍ଶନ କରିଥିଲେ। ଋଷିକୁଲ୍ୟା ନଦୀର ଜଳ ପ୍ରବେଶ ଯୋଗୁଁ କ୍ଷତିଗ୍ରସ୍ତ ଚାଷଜମି ଓ ଭାଙ୍ଗିଯାଇଥିବା ରାସ୍ତାର ମରାମତି କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ଗସ୍ତ ସମୟରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
@CMO_Odisha @IPR_Odisha @rdmodisha @SRC_Odisha
BDO CHATRAPUR retweeted
ବାତ୍ୟା ‘ଅକବାନ’ର ମୁକାବିଲା ଓ ଜନସୁରକ୍ଷା ନିମନ୍ତେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ସ୍ଥାନାନ୍ତରଣ, ଆଶ୍ରୟସ୍ଥଳୀ ଓ ଖାଦ୍ୟ ବ୍ୟବସ୍ଥାର ସମୀକ୍ଷା କରିଥିଲେ।
@CMO_Odisha @IPR_Odisha @rdmodisha @SRC_Odisha
BDO CHATRAPUR retweeted
ବାତ୍ୟା ‘ଅକବାନ’ ପରବର୍ତ୍ତୀ ସ୍ଥିତି ଅନୁଧ୍ୟାନ ପାଇଁ ଗଞ୍ଜାମ ଜିଲ୍ଲାପାଳ ଛତ୍ରପୁର ବ୍ଲକ୍ର ଗଙ୍ଗାପୁର ପଞ୍ଚାୟତ ଅନ୍ତର୍ଗତ ପୋଟଲାମପୁରର ମୁନିସିପେଣ୍ଠ ହାଇସ୍କୁଲସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରିଥିଲେ। ସେଠାରେ ଆଶ୍ରୟ ନେଇଥିବା ପ୍ରାୟ ୧୦୦୦ ଜଣଙ୍କ ପାଇଁ ରନ୍ଧା ଖାଦ୍ୟ ବ୍ୟବସ୍ଥାର ଅନୁଧ୍ୟାନ କରିବା ସହ ସେମାନଙ୍କ ସୁବିଧା ଓ ଆବଶ୍ୟକତା ସମ୍ପର୍କରେ ପଚାରି ବୁଝିଥିଲେ।
@CMO_Odisha @IPR_Odisha @rdmodisha @SRC_Odisha
ମଧୁବାବୁ ପେନ୍ସନ୍ ଯୋଜନା ଅନ୍ତର୍ଗତ ନୂତନ ହିତାଧିକାରୀ ଏବଂ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (NSAP) ଅଧୀନରେ ବ୍ୟାଙ୍କ ମାଧ୍ୟମରେ ଭତ୍ତା ପାଉଥିବା ହିତାଧିକାରୀଙ୍କ ପାଇଁ ଜରୁରୀ ସୂଚନା
#SSEPD #କଥାଦେଇକଥାରଖିଲେ #ଭତ୍ତାପାଇଁଅପେକ୍ଷାରଯୁଗଶେଷ #promisedelivered #PensionSaturation #UPMP #UnifiedPensionManagementPortal #SocialSecurity #OdishaGovt #DigitalOdisha #PensionForAll #PensionReform #OdishaDevelopment #PensionReceived #2YearsofLokankaSarakar #BikasharaDharaOdishaSara
@CMO_Odisha @NityanandaBJP @Drbrindhadeva1 @brindhaselva @MSJEGOI @siepodisha @state_scpd @IPR_Odisha
BDO CHATRAPUR retweeted
ବାତ୍ୟା ‘ଅକବାନ’ର ମୁକାବିଲା ଓ ଜନସୁରକ୍ଷା ନିମନ୍ତେ ଗଞ୍ଜାମ ଜିଲ୍ଲାପାଳଙ୍କ ସମେତ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ସ୍ଥାନାନ୍ତରଣ, ଆଶ୍ରୟସ୍ଥଳୀ ଓ ଖାଦ୍ୟ ବ୍ୟବସ୍ଥାର ତଦାରଖ କରିଥିଲେ।
@CMO_Odisha @IPR_Odisha @rdmodisha @SRC_Odisha
BDO CHATRAPUR retweeted
ଗଞ୍ଜାମ ଲକ୍ଷ୍ୟ ନିକେତନର ‘ଉତ୍କର୍ଷ ଅଗ୍ନିବୀର’ କାର୍ଯ୍ୟକ୍ରମ ଅଧୀନରେ ଯୁବପିଢ଼ିଙ୍କୁ ସେନା, ପୋଲିସ ଓ ଅନ୍ୟାନ୍ୟ ସୁରକ୍ଷା ସେବାରେ ନିଯୁକ୍ତି ନିମନ୍ତେ ଆବଶ୍ୟକ ପ୍ରଶିକ୍ଷଣ ଓ ମାର୍ଗଦର୍ଶନ ଯୋଗାଇ ଦିଆଯାଉଛି। ଏଥିପାଇଁ ପଞ୍ଜୀକରଣର ଶେଷ ତାରିଖ ନଭେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଆଗ୍ରହୀ ପ୍ରାର୍ଥୀମାନେ ପୋଷ୍ଟରରେ ଥିବା QR କୋଡ୍ ସ୍କାନ୍ କରି କିମ୍ବା lakshya.ganjam360.com/ ମାଧ୍ୟମରେ ପଞ୍ଜୀକରଣ କରିପାରିବେ।
@CMO_Odisha @IPR_Odisha
BDO CHATRAPUR retweeted
ବାତ୍ୟା ‘ଅକବାନ’ର ମୁକାବିଲା ଓ ଜନସୁରକ୍ଷା ନିମନ୍ତେ ଗଞ୍ଜାମ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ଆଶ୍ରୟ ନେଇଥିବା ଲୋକଙ୍କ ସୁରକ୍ଷା ଓ ରନ୍ଧା ଖାଦ୍ୟ ବ୍ୟବସ୍ଥାର ତଦାରଖ କରିଥିଲେ। ବି. ତୋଟାଗାଁ, ନରେନ୍ଦ୍ରପୁର ଓ ବୌଳାଗାଁ ପଞ୍ଚାୟତର ନିମପଲ୍ଲୀ ସମେତ ବିଭିନ୍ନ ଅଞ୍ଚଳ ପରିଦର୍ଶନ ସମୟରେ ଶ୍ରୀରାମପୁର ପଞ୍ଚାୟତର ଏ. ତୋଟାପଲ୍ଲୀ ଆଶ୍ରୟସ୍ଥଳୀରେ ସେ ନିଜେ ଆଶ୍ରୟ ନେଇଥିବା ଲୋକଙ୍କୁ ରନ୍ଧା ଖାଦ୍ୟ ପରିବେଷଣ କରିଥିଲେ।
@CMO_Odisha @IPR_Odisha @SRC_Odisha @rdmodisha
BDO CHATRAPUR retweeted
ସମ୍ଭାବ୍ୟ ବାତ୍ୟା ‘ଅକଭାନ୍’କୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ସୁରକ୍ଷା ସହିତ କେହି ଯେପରି ଅସହାୟ ଓ ଭୋକିଲା ନରହନ୍ତି, ତାହା ସୁନିଶ୍ଚିତ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆଜି ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ହରିପୁର ଗ୍ରାମରେ ଥିବା ଦୁଇଟି ବାତ୍ୟା ଆଶ୍ରୟସ୍ଥଳୀ
Mohan Charan Majhi
CMO Odisha
BJP Odisha
Free kitchen services have been initiated at various shelter centres to provide free meals to people evacuated from vulnerable areas, ensuring their food security and well-being during the emergency.
@Ganjam_Admin
@PRDeptOdisha
@SRC_Odisha
BDO CHATRAPUR retweeted
ସମ୍ଭାବ୍ୟ ବାତ୍ୟା ‘ଅକବାନ’ର ମୁକାବିଲା ନିମନ୍ତେ ଗଞ୍ଜାମ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ସମେତ ବ୍ଲକ୍ସ୍ତରୀୟ ଅଧିକାରୀମାନେ ଛତ୍ରପୁର ବ୍ଲକ୍ର ହରିପୁର ବନ୍ଦର ନିକଟବର୍ତ୍ତୀ ଅଞ୍ଚଳ ପରିଦର୍ଶନ କରି ସେଠାରେ ବସବାସ କରୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସହ ସ୍ଥାନାନ୍ତରଣ କରିବା ପ୍ରକ୍ରିୟାର ତଦାରଖ କରିଥିଲେ।
BDO CHATRAPUR retweeted
ବାତ୍ୟା ‘ଅକବାନ’ର ମୁକାବିଲା ଓ ଜନସୁରକ୍ଷା ନିମନ୍ତେ ଗଞ୍ଜାମ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ଆଶ୍ରୟ ନେଇଥିବା ଲୋକଙ୍କ ସୁରକ୍ଷା ଓ ରନ୍ଧା ଖାଦ୍ୟ ବ୍ୟବସ୍ଥାର ତଦାରଖ କରିଥିଲେ। ବି. ତୋଟାଗାଁ, ନରେନ୍ଦ୍ରପୁର ଓ ବୌଳାଗାଁ ପଞ୍ଚାୟତର ନିମପଲ୍ଲୀ ସମେତ ବିଭିନ୍ନ ଅଞ୍ଚଳ ପରିଦର୍ଶନ ସମୟରେ ଶ୍ରୀରାମପୁର ପଞ୍ଚାୟତର ଏ. ତୋଟାପଲ୍ଲୀ ଆଶ୍ରୟସ୍ଥଳୀରେ ସେ ନିଜେ ଆଶ୍ରୟ ନେଇଥିବା ଲୋକଙ୍କୁ ରନ୍ଧା ଖାଦ୍ୟ ପରିବେଷଣ କରିଥିଲେ।
@CMO_Odisha @IPR_Odisha @rdmodisha @SRC_Odisha
Free kitchen services have been initiated at various shelter centres to provide free meals to people evacuated from vulnerable areas, ensuring their food security and well-being during the emergency.
@Ganjam_Admin
@PRDeptOdisha
@SRC_Odisha
People have been evacuated to various cyclone shelters and designated safe centres across different Gram Panchayats under Chatrapur Block as a precautionary measure in view of Cyclone “ARNAV”, ensuring their safety and security.
@Ganjam_Admin
@SRC_Odisha
@PRDeptOdisha
3
127
BDO CHATRAPUR retweeted
ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଛତ୍ରପୁର ବ୍ଲକ୍ର ଚମାଖଣ୍ଡି ଓ ଏ. ତୋଟାପଲ୍ଲୀ ଅଞ୍ଚଳ ପରିଦର୍ଶନ କରି ବିଭିନ୍ନ ଗ୍ରାମ ପଞ୍ଚାୟତରେ ବାତ୍ୟା ଆଶ୍ରୟ ନେଇଥିବା ଲୋକଙ୍କ ପାଇଁ ଚାଲିଥିବା ରନ୍ଧା ଖାଦ୍ୟ ପ୍ରସ୍ତୁତି ଓ ବଣ୍ଟନ ବ୍ୟବସ୍ଥାର ତଦାରଖ କରିଥିଲେ।
BDO CHATRAPUR retweeted
ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଛତ୍ରପୁର ବ୍ଲକ ଅନ୍ତର୍ଗତ ଚମାଖଣ୍ଡି ଗ୍ରାମର ଜନସାଧାରଣଙ୍କୁ ସୁରକ୍ଷିତ ଭାବେ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବା ସହ ସେଠାରେ ରନ୍ଧାଖାଦ୍ୟର ବ୍ୟବସ୍ଥା କରାଯାଇଛି । ବିଧାନସଭା ଅଧିବେଶନ ଯୋଗୁଁ ମୋର ଅନୁପସ୍ଥିତିରେ ମୋର ସହଯୋଗୀ ଓ ପ୍ରଶାସନିକ ଅଧିକାରୀମାନେ
Free kitchen services have been initiated at various shelter centres to provide free meals to people evacuated from vulnerable areas, ensuring their food security and well-being during the emergency.
@Ganjam_Admin
@PRDeptOdisha
@SRC_Odisha
ଛତ୍ରପୁର ପଞ୍ଚାୟତ ସମିତି ପକ୍ଷରୁ ସମ୍ଭାବ୍ୟ ବାତ୍ୟା 'ଅକ୍ୱାନ୍’ ଓ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସମସ୍ତ ଗ୍ରାମପଞ୍ଚାୟତରେ ବାତ୍ୟା ଆଶ୍ରୟ କେନ୍ଦ୍ର ଗୁଡିକରେ ଆଗୁଆ ପ୍ରସ୍ତୁତି ପାଇଁ ପର୍ଯ୍ୟାପ୍ତ ଶୁଖିଲା ଖାଦ୍ୟ ପଦାର୍ଥର ବ୍ୟବସ୍ଥା କରଯାଉଛି।
@IPR_Odisha
@SRC_Odisha
@rdmodisha
@Ganjam_Admin
@RdcsdBerhampur
BDO CHATRAPUR retweeted
ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ପୂର୍ବ ପ୍ରସ୍ତୁତି, ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ଓ ସତର୍କତା ଅବଲମ୍ବନ ନିମନ୍ତେ ପରାମର୍ଶ। ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ।
@CMO_Odisha @IPR_Odisha @rdmodisha @SRC_Odisha
BDO CHATRAPUR retweeted
ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ସମେତ ବ୍ଲକ୍ସ୍ତରୀୟ ଅଧିକାରୀମାନେ ଛତ୍ରପୁର ବ୍ଲକ୍ର କାଳିପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ହରିପୁର ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଓ ବଡ଼ପଟି ଗ୍ରାମର ୧୬ ନମ୍ବର କେନାଲ୍ର ପୁନରୁଦ୍ଧାର କାର୍ଯ୍ୟ ଏବଂ ବଡ଼ମାଧପୁର ପଞ୍ଚାୟତର ଗୋବା ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ପ୍ରସ୍ତୁତିର ସ୍ଥିତି ଅନୁଧ୍ୟାନ କରିଥିଲେ। ଆଶ୍ରୟସ୍ଥଳୀରେ ଖାଦ୍ୟ, ପାନୀୟ ଜଳ, ରୋଷେଇ ସାମଗ୍ରୀ ଓ ଅଗ୍ନିନିରାପତ୍ତା ବ୍ୟବସ୍ଥା ସୁନିଶ୍ଚିତ କରିବା ସହ ଆବଶ୍ୟକ ସ୍ଥଳେ ଲୋକଙ୍କ ସୁରକ୍ଷିତ ସ୍ଥାନାନ୍ତରଣ ପାଇଁ ପ୍ରସ୍ତୁତ ରହିବାକୁ ଅଧିକାରୀମାନେ ନିର୍ଦ୍ଦେଶ ଦେଇଥିଲେ।
@CMO_Odisha @IPR_Odisha @rdmodisha @SRC_Odisha
BDO CHATRAPUR retweeted
ସମ୍ଭାବ୍ୟ ବାତ୍ୟା ‘ଅକବାନ’କୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୪×୭ ଜରୁରୀକାଳୀନ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି। ଜରୁରୀକାଳୀନ ସହାୟତା ପାଇଁ ନିଜ ଅଞ୍ଚଳର ହେଲ୍ପଲାଇନ୍ ନମ୍ବରରେ ଯୋଗାଯୋଗ କରନ୍ତୁ।
@CMO_Odisha @IPR_Odisha @rdmodisha @SRC_Odisha































































