Collector & DM, Malkangiri retweeted
#Malkangiri District - #CycloneAkwan Update | 9 AM, 19 Nov 2026
- People evacuated to pucca shelters: 910 - evacuation continuing
- Safe shelters operational: 218
- Free kitchens operational: 19
- ODRAF teams: 2 teams
- NDRF teams: 1 team
- Fire teams: 09 teams
- Pregnant women shifted with EDD 30th November: 141
- Chuda available: 130 Quintal, Gur available: 17 Quintal
- Polythene sheets available: 1260
- Senior officer deployment: Yes, in all blocks
- Deputy / Assistant Collector deployment: Yes
- Control Room: Functional
- Schools, Colleges, Educational Institutions and AWCs: Closed on 19 and 20 2026
Collector & DM, Malkangiri retweeted
Urban Odisha Control Room | Cyclone #Akvan
📞 CALL 1929
As Cyclone Akvan approaches, citizens are urged to remain alert and report any disruption to essential urban civic services.
The Urban Odisha Control Room is operational to facilitate prompt reporting of:
- Waterlogging
- Blocked drains
- Fallen trees
- Disruption to drinking water supply
- Other civic service-related issues
Call 1929 and share your ward number, nearest landmark and a brief description of the issue to enable timely response and assistance. Stay alert. Stay safe
ନଗର ଓଡ଼ିଶା ନିୟନ୍ତ୍ରଣ କକ୍ଷ | ବାତ୍ୟା #ଆକ୍ଭାନ୍
📞 କଲ୍ କରନ୍ତୁ 1929
ବାତ୍ୟା ଆକ୍ଭାନ୍ ଆସୁଥିବାରୁ ନାଗରିକମାନେ ସତର୍କ ରହି ନଗର ନାଗରିକ ସେବାରେ କୌଣସି ବାଧା ଦେଖିଲେ ତୁରନ୍ତ ଜଣାନ୍ତୁ।
- ଜଳବନ୍ଦୀ
- ନର୍ଦମା ସଫା
- ଗଛ ପଡ଼ିବା
- ପାନୀୟ ଜଳ ଯୋଗାଣରେ ବାଧା
- ଅନ୍ୟାନ୍ୟ ନାଗରିକ ସେବା ସମସ୍ୟା
1929 କୁ କଲ୍ କରି ଆପଣଙ୍କ ୱାର୍ଡ ନମ୍ବର, ନିକଟସ୍ଥ ଲ୍ୟାଣ୍ଡମାର୍କ ଏବଂ ସମସ୍ୟାର ସଂକ୍ଷିପ୍ତ ବିବରଣୀ ଜଣାନ୍ତୁ - ଯାହା ଦ୍ୱାରା ଶୀଘ୍ର ସହାୟତା ମିଳିପାରିବ। #CycloneAkvan
The two-day training programme on Population Enumeration under Census 2027 (Phase II) was successfully completed at DPRC Training Hall, Zilla Parishad, Malkangiri.
The programme was chaired by the ADM-cum-District Census Officer, with expert sessions led by the Deputy Director, Census Operations, Odisha, ensuring effective capacity building of District and Charge Level Officers.
@CensusIndia2027 @DCOOdisha
#Census2027 #Malkangiri
41
ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଡାକବାଜି ଯନ୍ତ୍ର ମାଧ୍ୟମରେ ସମ୍ଭାବ୍ୟ ବାତ୍ୟା ‘ଅକବାନ୍’ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଉଛି। ନିଜ ଜମିରେ ଥିବା ପାଚିଲା ଧାନ ଓ ପନିପରିବାକୁ ଶୀଘ୍ର ଅମଳ କରି ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଉଛି।
ଗଞ୍ଜେଇ ମୁକ୍ତ ମାଲକାନଗିରି ଗଠନ ଲକ୍ଷ୍ୟରେ ଜିଲ୍ଲାପାଳ ଓ ଏସ୍ପି ବଡପଡ଼ା ପଞ୍ଚାୟତର ମାଲିଗୁଡ଼ା ଅଞ୍ଚଳରେ କ୍ଷେତ୍ର ପରିଦର୍ଶନ କରିଛନ୍ତି। ବେଆଇନ ଚାଷ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ସହ ଚାଷୀଙ୍କୁ ବିକଳ୍ପ ଜୀବିକା ଯୋଗାଇବାକୁ ITDA ଓ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଫସଲ ସହାୟତା ପାଇଁ ନିର୍ଦ୍ଦେଶ ଦିଆଯାଇଛି। @homeodisha
7
645
ସମ୍ଭାବ୍ୟ ବାତ୍ୟା 'ଆକଭାନ'ର ମୁକାବିଲା ନିମନ୍ତେ ଜିଲ୍ଲାପାଳ, ମାଲକାନଗିରିଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମସ୍ତ ଲାଇନ୍ ବିଭାଗର ମୁଖ୍ୟ ଅଧିକାରୀ, ବିଡିଓ ଓ ତହସିଲଦାରମାନେ ଯୋଗଦେଇ ବାତ୍ୟା ମୁକାବିଲା ଓ ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ। @rdmodisha
2
410
The District-Level Essay and Quiz Competition was successfully held on 17.11.2026 at FLC Hall, Collectorate, Malkangiri, with enthusiastic participation from selected students of 146-Malkangiri (ST) and 147-Chitrakonda (ST) Assembly Constituencies.
1
3
681
Collector & DM, Malkangiri retweeted
ମାଲକାନଗିରିରେ ଶିଳ୍ପଭିତ୍ତିକ ବିକାଶ ଓ ନିବେଶକୁ ପ୍ରୋତ୍ସାହନ ଦେବା ଦିଗରେ ରାଜ୍ୟ ସରକାରଙ୍କ ଦୃଢ଼ ପଦକ୍ଷେପ। ₹୪,୨୦୦ କୋଟିର ଶିଳ୍ପ ନିବେଶ ଜିଲ୍ଲାରେ ନୂତନ ଶିଳ୍ପ ସମ୍ଭାବନା ସୃଷ୍ଟି କରିବା ସହ ଶିଳ୍ପଭିତ୍ତିକ ବିକାଶକୁ ନୂଆ ଦିଗ ଦେବ।
‘ଟିମ୍ ମାଲକାନଗିରି’ ମାଧ୍ୟମରେ ସମନ୍ୱିତ ପ୍ରୟାସକୁ ଗୁରୁତ୍ୱ ଦେଇ ଶିଳ୍ପ, ଭିତ୍ତିଭୂମି ଓ ଅନ୍ୟାନ୍ୟ ବିକାଶମୂଳକ କ୍ଷେତ୍ରରେ ଜିଲ୍ଲାର ସାମଗ୍ରିକ ପ୍ରଗତିକୁ ତ୍ୱରାନ୍ୱିତ କରିବା ଦିଗରେ ରାଜ୍ୟ ସରକାରଙ୍କ ପ୍ରୟାସ ଜାରି ରହିଛି।
#MalkangiriDevelopment #ViksitOdisha #Malkangiri
Collector & DM, Malkangiri retweeted
ଜନଜାତି ସମାଜର ଆର୍ଥିକ ସଶକ୍ତିକରଣ ଓ ସ୍ଥାୟୀ ଜୀବିକା ସୃଷ୍ଟି ଦିଗରେ ରାଜ୍ୟ ସରକାରଙ୍କ ଏକ ଦୂରଦର୍ଶୀ ପଦକ୍ଷେପ ‘ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ୨.୦’। ଏହି ମିଶନ ମାଧ୍ୟମରେ ୧୯ଟି ଜିଲ୍ଲାର ୧୩୪ଟି ବ୍ଲକର ପ୍ରାୟ ୮ ଲକ୍ଷ ଜନଜାତି ଓ PVTG ପରିବାର ଉପକୃତ ହେବେ।
ଆଗାମୀ ୫ ବର୍ଷରେ ଜୀବିକାର ନୂତନ ସୁଯୋଗ, ଆୟ ବୃଦ୍ଧି ଓ ଆର୍ଥିକ ସ୍ୱାବଲମ୍ବନ ମାଧ୍ୟମରେ ଜନଜାତି ପରିବାରଙ୍କ ଜୀବନଜୀବିକାରେ ସ୍ଥାୟୀ ପରିବର୍ତ୍ତନ ଆଣିବା ଏହି ମିଶନର ଲକ୍ଷ୍ୟ।
#TribalEmpowerment #ViksihtOdisha
ଆଜି ମାଲକାନଗିରି ଜିଲ୍ଲାପାଳ ଖଇରପୁଟ ବ୍ଲକ୍ ଅନ୍ତର୍ଗତ କୁଡୁମୁଲୁଗୁମ୍ମା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦେଇ ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ଶୁଣାଣି କରିବା ସହ ସମସ୍ତ ଅଭିଯୋଗର ତ୍ୱରିତ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜୟନ୍ତୀ ଅବସରରେ ମାଲକାନଗିରି ସ୍ଥିତ DNK ଖେଳପଡ଼ିଆଠାରେ ରାଜ୍ୟସ୍ତରୀୟ ‘ଜନଜାତୀୟ ଗୌରବ ଦିବସ’ ପାଳିତ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ମାଲକାନଗିରିର ବିକାଶ ପାଇଁ ୧୬୧ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଭେଟି ଦେବା ସହ
1
9
632
୪,୨୦୦ କୋଟି ଟଙ୍କାର ୨ଟି ଶିଳ୍ପ ପ୍ରକଳ୍ପ ପ୍ରତିଷ୍ଠା ନେଇ ଘୋଷଣା କରିଛନ୍ତି।
#JanajatiyaGauravDivas #Malkangiri #TeamMalkangiri #Odisha
2
100
ଆସନ୍ତାକାଲି ୧୫.୧୧.୨୦୨୬ ରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମାଲକାନଗିରି ଗସ୍ତ ଅବସରରେ DNK Ground ନିକଟସ୍ଥ ରୁଟ୍ ଏବଂ ପାର୍କିଂ ବ୍ୟବସ୍ଥା ଜାରି କରାଯାଇଛି। ଶୃଙ୍ଖଳିତ ଯାତାୟାତ ପାଇଁ ନିର୍ଦ୍ଧାରିତ ସ୍ଥାନରେ ଗାଡ଼ି ପାର୍କିଂ କରି ପ୍ରଶାସନକୁ ସହଯୋଗ କରନ୍ତୁ।
6
1,026
Today’s Assembly Constituency Level Essay and Quiz Competition for 147-Chitrakonda (ST) AC, Malkangiri District, saw incredible participation from young minds.
1
10
668
The event was graced by the ERO, 147-Chitrakonda(ST)-cum-ADM (General), Malkangiri, inspiring students to engage deeply with our democratic roots. #ELC #SVEEP #elccompetitions2026 #essaycompetition #quizcompetition #youngvoters #VoterAwareness #Malkangiri #Odisha #odishaceo
1
116
Assembly constituency level Essay and Quiz competition of 146-Malkangiri (ST) AC conducted at Government Science College, Malkangiri under Electoral Literacy Club( ELC). @OdishaCeo @IPR_Odisha
#ELC #SVEEP #elccompetitions2026 #quizcompetition #youngvoters #Malkangiri #Odisha
7
460










































