Collector & DM, Malkangiri retweeted
#Malkangiri District - #CycloneAkwan Update | 9 AM, 19 Nov 2026
- People evacuated to pucca shelters: 910 - evacuation continuing
- Safe shelters operational: 218
- Free kitchens operational: 19
- ODRAF teams: 2 teams
- NDRF teams: 1 team
- Fire teams: 09 teams
- Pregnant women shifted with EDD 30th November: 141
- Chuda available: 130 Quintal, Gur available: 17 Quintal
- Polythene sheets available: 1260
- Senior officer deployment: Yes, in all blocks
- Deputy / Assistant Collector deployment: Yes
- Control Room: Functional
- Schools, Colleges, Educational Institutions and AWCs: Closed on 19 and 20 2026
Collector & DM, Malkangiri retweeted
Urban Odisha Control Room | Cyclone #Akvan
📞 CALL 1929
As Cyclone Akvan approaches, citizens are urged to remain alert and report any disruption to essential urban civic services.
The Urban Odisha Control Room is operational to facilitate prompt reporting of:
- Waterlogging
- Blocked drains
- Fallen trees
- Disruption to drinking water supply
- Other civic service-related issues
Call 1929 and share your ward number, nearest landmark and a brief description of the issue to enable timely response and assistance. Stay alert. Stay safe
ନଗର ଓଡ଼ିଶା ନିୟନ୍ତ୍ରଣ କକ୍ଷ | ବାତ୍ୟା #ଆକ୍ଭାନ୍
📞 କଲ୍ କରନ୍ତୁ 1929
ବାତ୍ୟା ଆକ୍ଭାନ୍ ଆସୁଥିବାରୁ ନାଗରିକମାନେ ସତର୍କ ରହି ନଗର ନାଗରିକ ସେବାରେ କୌଣସି ବାଧା ଦେଖିଲେ ତୁରନ୍ତ ଜଣାନ୍ତୁ।
- ଜଳବନ୍ଦୀ
- ନର୍ଦମା ସଫା
- ଗଛ ପଡ଼ିବା
- ପାନୀୟ ଜଳ ଯୋଗାଣରେ ବାଧା
- ଅନ୍ୟାନ୍ୟ ନାଗରିକ ସେବା ସମସ୍ୟା
1929 କୁ କଲ୍ କରି ଆପଣଙ୍କ ୱାର୍ଡ ନମ୍ବର, ନିକଟସ୍ଥ ଲ୍ୟାଣ୍ଡମାର୍କ ଏବଂ ସମସ୍ୟାର ସଂକ୍ଷିପ୍ତ ବିବରଣୀ ଜଣାନ୍ତୁ - ଯାହା ଦ୍ୱାରା ଶୀଘ୍ର ସହାୟତା ମିଳିପାରିବ। #CycloneAkvan
Collector & DM, Malkangiri retweeted
ମାଲକାନଗିରିରେ ଶିଳ୍ପଭିତ୍ତିକ ବିକାଶ ଓ ନିବେଶକୁ ପ୍ରୋତ୍ସାହନ ଦେବା ଦିଗରେ ରାଜ୍ୟ ସରକାରଙ୍କ ଦୃଢ଼ ପଦକ୍ଷେପ। ₹୪,୨୦୦ କୋଟିର ଶିଳ୍ପ ନିବେଶ ଜିଲ୍ଲାରେ ନୂତନ ଶିଳ୍ପ ସମ୍ଭାବନା ସୃଷ୍ଟି କରିବା ସହ ଶିଳ୍ପଭିତ୍ତିକ ବିକାଶକୁ ନୂଆ ଦିଗ ଦେବ।
‘ଟିମ୍ ମାଲକାନଗିରି’ ମାଧ୍ୟମରେ ସମନ୍ୱିତ ପ୍ରୟାସକୁ ଗୁରୁତ୍ୱ ଦେଇ ଶିଳ୍ପ, ଭିତ୍ତିଭୂମି ଓ ଅନ୍ୟାନ୍ୟ ବିକାଶମୂଳକ କ୍ଷେତ୍ରରେ ଜିଲ୍ଲାର ସାମଗ୍ରିକ ପ୍ରଗତିକୁ ତ୍ୱରାନ୍ୱିତ କରିବା ଦିଗରେ ରାଜ୍ୟ ସରକାରଙ୍କ ପ୍ରୟାସ ଜାରି ରହିଛି।
#MalkangiriDevelopment #ViksitOdisha #Malkangiri
Collector & DM, Malkangiri retweeted
ଜନଜାତି ସମାଜର ଆର୍ଥିକ ସଶକ୍ତିକରଣ ଓ ସ୍ଥାୟୀ ଜୀବିକା ସୃଷ୍ଟି ଦିଗରେ ରାଜ୍ୟ ସରକାରଙ୍କ ଏକ ଦୂରଦର୍ଶୀ ପଦକ୍ଷେପ ‘ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ୨.୦’। ଏହି ମିଶନ ମାଧ୍ୟମରେ ୧୯ଟି ଜିଲ୍ଲାର ୧୩୪ଟି ବ୍ଲକର ପ୍ରାୟ ୮ ଲକ୍ଷ ଜନଜାତି ଓ PVTG ପରିବାର ଉପକୃତ ହେବେ।
ଆଗାମୀ ୫ ବର୍ଷରେ ଜୀବିକାର ନୂତନ ସୁଯୋଗ, ଆୟ ବୃଦ୍ଧି ଓ ଆର୍ଥିକ ସ୍ୱାବଲମ୍ବନ ମାଧ୍ୟମରେ ଜନଜାତି ପରିବାରଙ୍କ ଜୀବନଜୀବିକାରେ ସ୍ଥାୟୀ ପରିବର୍ତ୍ତନ ଆଣିବା ଏହି ମିଶନର ଲକ୍ଷ୍ୟ।
#TribalEmpowerment #ViksihtOdisha
Collector & DM, Malkangiri retweeted
🗳️ ସଠିକ୍ ଭୋଟର ତାଲିକା, ସଶକ୍ତ ଗଣତନ୍ତ୍ରର ଆଧାର!
ଆସନ୍ତୁ, ଗଣତନ୍ତ୍ରକୁ ଆହୁରି ମଜବୁତ କରିବା।
ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (SSR)-୨୦୨୭
ଭାରତ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ୦୧ ଜାନୁଆରୀ ୨୦୨୭କୁ ଯୋଗ୍ୟତା ତାରିଖ ଭାବେ ଧାର୍ଯ୍ୟ କରାଯାଇ ଏହି ସଂଶୋଧନ କାର୍ଯ୍ୟକ୍ରମ ଘୋଷଣା କରାଯାଇଛି।
📋 ଆପଣଙ୍କ ନାମ ଭୋଟର ତାଲିକାରେ ଅଛି ତ?
ଆଜି ହିଁ ଯାଞ୍ଚ କରନ୍ତୁ!
✅ ନାମ ନଥିଲେ, ନୂତନ ଭୋଟର ଭାବେ ପଞ୍ଜୀକରଣ କରନ୍ତୁ।
✅ ତାଲିକାରେ ତ୍ରୁଟି ଥିଲେ, ସଂଶୋଧନ କରନ୍ତୁ।
✅ ଯୋଗ୍ୟ ନାଗରିକ ଭାବେ ନିଜର ଗଣତାନ୍ତ୍ରିକ ଅଧିକାର ସୁନିଶ୍ଚିତ କରନ୍ତୁ।
📅 ଗୁରୁତ୍ୱପୂର୍ଣ୍ଣ ତାରିଖ ମନେ ରଖନ୍ତୁ!
🔹 ୩୦ ନଭେମ୍ବର ୨୦୨୬ – ଚିଠା ଭୋଟର ତାଲିକା ପ୍ରକାଶ
🔹 ୩୦ ନଭେମ୍ବରରୁ ୩୦ ଡିସେମ୍ବର ୨୦୨୬ – ଦାବି ଓ ଆପତ୍ତି ଦାଖଲ
🔹 ୨୧ ଜାନୁଆରୀ ୨୦୨୭ – ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ
🌟 ଆପଣଙ୍କ ନାମ, ଆପଣଙ୍କ ଅଧିକାର, ଆପଣଙ୍କ ଗଣତନ୍ତ୍ର!
ଆସନ୍ତୁ, SSR-୨୦୨୭ରେ ସକ୍ରିୟ ଭାବେ ସାମିଲ ହେବା ଏବଂ ସୁନିଶ୍ଚିତ କରିବା ଯେ କୌଣସି ଯୋଗ୍ୟ ନାଗରିକ ଭୋଟର ତାଲିକାରୁ ବାଦ୍ ନ ପଡ଼ନ୍ତି।
ପ୍ରତ୍ୟେକ ଯୋଗ୍ୟ ଭୋଟରଙ୍କ ନାମ, ସଶକ୍ତ ଗଣତନ୍ତ୍ରର ପରିଚୟ!
#SSR2027 #CEO_Odisha #Odisha #VoterRegistration #ECI
Collector & DM, Malkangiri retweeted
🗳️ Two institutions, one goal: Electoral Awareness!
ELC Essay and Quiz Competitions at Dr. Shyama Prasad Higher Secondary School, MV-79, and Odisha Adarsha Vidyalaya encouraged students to explore democracy, express ideas and strengthen their electoral knowledge. 📚
📍 146-Malkangiri (ST) AC, Odisha
#ELC #Odisha #ECI #Malkangiri #ElectoralLiteracy #VoterAwareness
Think. Write. Quiz. Excel!
Ideas took centre stage as Essay and Quiz Competitions were organised under the Electoral Literacy Club (ELC) initiatives at two educational institutions in Malkangiri District, under *146-Malkangiri (ST) Assembly Constituency*.
🏫 Dr. Shyama Prasad Higher Secondary School, MV-79
🏫 Odisha Adarsha Vidyalaya, Malkangiri
✨ Through enthusiastic participation, students explored the electoral process, sharpened their critical thinking and discovered the power of informed participation in democracy.
🌟 *Think Today. Lead Tomorrow. Be a Responsible Voter!*
#ELCCompetition2026 #ELC #SVEEP #CEOOdisha #ElectoralLiteracy #FutureVoters #Odisha #Malkangiri
Collector & DM, Malkangiri retweeted
🗳️ ଓଡ଼ିଶାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (SSR)-୨୦୨୭ ଘୋଷଣା
ଭାରତର ନିର୍ବାଚନ ଆୟୋଗ ପକ୍ଷରୁ ଓଡ଼ିଶା ସମେତ ୬ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ୦୧.୦୧.୨୦୨୭କୁ ଯୋଗ୍ୟତା ତାରିଖ ଭାବେ ଧାର୍ଯ୍ୟ କରି ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (SSR-2027) କାର୍ଯ୍ୟକ୍ରମ ଘୋଷଣା କରାଯାଇଛି।
📌 ଗୁରୁତ୍ୱପୂର୍ଣ୍ଣ ତାରିଖ:
🔹 ମତଦାନ କେନ୍ଦ୍ରଗୁଡ଼ିକର ପୁନର୍ବିନ୍ୟାସ/ ପୁନଃ ସଜ୍ଜିକରଣ: ୨୦.୧୧.୨୦୨୬ ସୁଦ୍ଧା
🔹 ସମନ୍ୱିତ ଚିଠା ଭୋଟର ତାଲିକା ପ୍ରକାଶ: ୩୦.୧୧.୨୦୨୬
🔹 ଦାବି ଓ ଆପତ୍ତି ଦାଖଲ: ୩୦.୧୧.୨୦୨୬ ରୁ ୩୦.୧୨.୨୦୨୬
🔹 ଦାବି ଓ ଆପତ୍ତିର ଫଇସଲା: ୧୬.୦୧.୨୦୨୭ ସୁଦ୍ଧା
🔹 ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ୨୧.୦୧.୨୦୨୭
ଓଡ଼ିଶାର ସମସ୍ତ ଯୋଗ୍ୟ ନାଗରିକ, ବିଶେଷକରି ଯୁବ ଓ ପ୍ରଥମ ଥର ଭୋଟର ହେବାକୁ ଯାଉଥିବା ନାଗରିକମାନେ ଭୋଟର ତାଲିକାରେ ନିଜ ନାମ ପଞ୍ଜୀକରଣ କରିବା ସହ ତାଲିକାରେ ନିଜ ନାମ ଯାଞ୍ଚ କରନ୍ତୁ।
କୌଣସି ଯୋଗ୍ୟ ଭୋଟର ବାଦ୍ ନ ପଡ଼ନ୍ତୁ। ପ୍ରତ୍ୟେକ ଭୋଟ ଗୁରୁତ୍ୱପୂର୍ଣ୍ଣ।
#SSR2027 #CEO_Odisha #Odisha #VoterRegistration #ECI
Collector & DM, Malkangiri retweeted
📢 ଭୋଟରମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସ୍ପଷ୍ଟୀକରଣ!
ଭାରତ ନିର୍ବାଚନ ଆୟୋଗ ସ୍ପଷ୍ଟ କରିଛନ୍ତି ଯେ, ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ସମୟରେ ପ୍ରକାଶିତ ଚିଠା ଭୋଟର ତାଲିକାରେ ଯେଉଁ ଭୋଟରଙ୍କ ନାମ ସ୍ଥାନ ପାଇନାହିଁ, ସେମାନେ ପୂର୍ବରୁ ଭୋଟର ଭାବେ ପଞ୍ଜୀକୃତ ଥିଲେ ମଧ୍ୟ ଭୋଟର ତାଲିକାରେ ନିଜ ନାମ ସାମିଲ କରିବା ପାଇଁ ଫର୍ମ-୬ ଦାଖଲ କରିପାରିବେ। ଏହି ସୁବିଧା SIR ସମୟରେ ଏବଂ ପରବର୍ତ୍ତୀ ନିରନ୍ତର ଅଦ୍ୟତନ (Continuous Updation) ସମୟରେ ମଧ୍ୟ ଉପଲବ୍ଧ।
✅ ପୂର୍ବରୁ ଭୋଟର ଭାବେ ପଞ୍ଜୀକୃତ ଥିଲେ ଏବଂ ପରବର୍ତ୍ତୀ ସମୟରେ ଭୋଟର ତାଲିକାରୁ ନାମ ବାଦ୍ ପଡ଼ିଥିଲେ ମଧ୍ୟ, ଫର୍ମ-୬ ଦାଖଲ କରିବାରେ କୌଣସି ବାଧା ନାହିଁ।
✅ ଏଭଳି ପରିସ୍ଥିତିରେ ଫର୍ମ-୬ ଦାଖଲ କରିବା ନିଜେ ଏକ ମିଥ୍ୟା ଘୋଷଣା ନୁହେଁ।
✅ ନିର୍ଦ୍ଧାରିତ ସର୍ତ୍ତାବଳୀ ପୂରଣ ହୋଇଥିଲେ, କେବଳ ପୂର୍ବରୁ ଭୋଟର ତାଲିକାରେ ନାମ ଥିବା କାରଣରୁ ଲୋକପ୍ରତିନିଧିତ୍ୱ ଆଇନ, ୧୯୫୦ର ଧାରା ୩୧ ଅନୁଯାୟୀ କୌଣସି କାର୍ଯ୍ୟାନୁଷ୍ଠାନ ହେବ ନାହିଁ।
ଚିଠା ଭୋଟର ତାଲିକାରେ ନାମ ନଥିବା ଯୋଗ୍ୟ ଭୋଟରମାନେ ଦାବି ଓ ଆପତ୍ତି ଅବଧିରେ କିମ୍ବା ପରବର୍ତ୍ତୀ ନିରନ୍ତର ଅଦ୍ୟତନ ସମୟରେ ନିର୍ଦ୍ଧାରିତ ପ୍ରକ୍ରିୟା ଅନୁସାରେ ଫର୍ମ-୬ ଦାଖଲ କରି ନିଜ ନାମ ସାମିଲ କରାଇପାରିବେ।
ଆପଣଙ୍କ ଭୋଟ୍, ଆପଣଙ୍କ ଅଧିକାର। ଭୋଟର ତାଲିକାରେ ନିଜ ନାମ ନିଶ୍ଚିତ କରନ୍ତୁ।
#ECI #SIR2026 #Form6 #ContinuousUpdation #VoterRegistration
Collector & DM, Malkangiri retweeted
🎯 ୧୮ ବର୍ଷ ହେଲାଣି? ଏବେ ଆପଣଙ୍କ ପାଳି! 🗳️
✨ ନୂଆ ବୟସ, ନୂଆ ପରିଚୟ, ନୂଆ ଦାୟିତ୍ୱ!
ଆପଣଙ୍କ ବୟସ ୧୮ ବର୍ଷ ପୂରଣ ହୋଇଛି କି? ତେବେ ଆଉ ଡେରି କାହିଁକି? 📱
✅ ECINET App ଡାଉନଲୋଡ୍ କରନ୍ତୁ।
✅ ନିଜ ମୋବାଇଲ୍ରୁ Form 6 ଦାଖଲ କରନ୍ତୁ।
✅ ନୂଆ ଭୋଟର ଭାବେ ପଞ୍ଜୀକରଣ କରି ଗଣତନ୍ତ୍ରର ଯାତ୍ରାରେ ସାମିଲ ହୁଅନ୍ତୁ।
🗳️ ଆପଣଙ୍କ ପ୍ରଥମ ଭୋଟ୍, ଗଣତନ୍ତ୍ର ପାଇଁ ଏକ ଶକ୍ତିଶାଳୀ ପଦକ୍ଷେପ!
ଯୁବଶକ୍ତି ହିଁ ଗଣତନ୍ତ୍ରର ଶକ୍ତି। 🇮🇳
#YouthForDemocracy #NewVoter #Form6 #ECINETApp #CEOOdisha #EveryVoteMatters
Collector & DM, Malkangiri retweeted
🇮🇳 ଜାତୀୟ ଏକତା ଦିବସ | National Unity Day
🗳️ ବିବିଧତା ଆମର ପରିଚୟ, ଗଣତନ୍ତ୍ର ଆମର ଗର୍ବ, ଏକତା ଆମର ଶକ୍ତି!
ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀରେ ଆସନ୍ତୁ, ଜାତୀୟ ଏକତା ଓ ଅଖଣ୍ଡତାର ସୁରକ୍ଷା ସହ ଆମ ଗଣତନ୍ତ୍ରକୁ ଆହୁରି ସୁଦୃଢ଼ କରିବାର ସଂକଳ୍ପ ନେବା।
ଆମର ପ୍ରତ୍ୟେକ ଭୋଟ୍ ଗଣତନ୍ତ୍ରକୁ ସଶକ୍ତ କରେ, ଆଉ ଆମର ଏକତା ଭାରତକୁ ମଜବୁତ କରେ।
ଏକତାରୁ ଶକ୍ତି, ମତଦାନରୁ ସଶକ୍ତ ଗଣତନ୍ତ୍ର! 🗳️
#NationalUnityDay #RashtriyaEktaDiwas #UnityInDiversity #VoterAwareness #Democracy #CEOOdisha
Collector & DM, Malkangiri retweeted
💙 ୧୮ ବର୍ଷ ହୋଇଗଲାଣି? ଏବେ ଆପଣଙ୍କ ପାଳି! 🗳️
🇮🇳 ପ୍ରଥମ ଭୋଟ୍, ଗଣତନ୍ତ୍ର ପାଇଁ ପ୍ରଥମ ପଦକ୍ଷେପ!
ଆପଣଙ୍କ ଭୋଟ୍, ଆପଣଙ୍କ ସ୍ୱର। ନିଜ ଅଧିକାରକୁ ସଶକ୍ତ କରନ୍ତୁ ଏବଂ ଗଣତନ୍ତ୍ରର ଅଂଶ ହୁଅନ୍ତୁ।
📝 Form-୬ ପୂରଣ କରନ୍ତୁ ଏବଂ ଭୋଟର ତାଲିକାରେ ନିଜ ନାମ ପଞ୍ଜୀକରଣ କରନ୍ତୁ।
📲 ଅନଲାଇନ୍: voters.eci.gov.in
📱 ECINET ଆପ୍ ମାଧ୍ୟମରେ
🤝 ଅଥବା ନିଜ ଅଞ୍ଚଳର BLOଙ୍କ ସହ ଯୋଗାଯୋଗ କରନ୍ତୁ।
📞 ଭୋଟର ହେଲ୍ପଲାଇନ୍: ୧୯୫୦
💙 ଆଜିର ପଞ୍ଜୀକରଣ, ଆସନ୍ତାକାଲିର ସଶକ୍ତ ଗଣତନ୍ତ୍ର!
#NewVoter #Form6 #VoterRegistration #CEOOdisha #ECI #EveryVoteMatters
Collector & DM, Malkangiri retweeted
🗳️ ନୂଆ ଭୋଟର, ନୂଆ ଉତ୍ସାହ, ଗଣତନ୍ତ୍ରକୁ ଆଉ ଏକ ମଜବୁତ ସ୍ୱର! 💙
✨ ଆପଣଙ୍କ ପ୍ରଥମ ଭୋଟ୍, ଆପଣଙ୍କ ଗଣତାନ୍ତ୍ରିକ ଅଧିକାର!
ଭୋଟର ତାଲିକାରେ ନାମ ନାହିଁ କି? ଯୋଗ୍ୟ ନୂତନ ଭୋଟର ଭାବେ Form-6 ଦାଖଲ କରନ୍ତୁ ଏବଂ ଆଜି ହିଁ ପଞ୍ଜୀକରଣ ପାଇଁ ଆବେଦନ କରନ୍ତୁ।
✅ ଅନଲାଇନ୍ରେ ଆବେଦନ କରନ୍ତୁ: voters.eci.gov.in
💙 ଭୋଟର ତାଲିକାରେ ଆପଣଙ୍କ ନାମ, ଗଣତନ୍ତ୍ରରେ ଆପଣଙ୍କ ପରିଚୟ!
#NewVoter #Form6 #CEOOdisha #ElectoralRoll #ECI
Collector & DM, Malkangiri retweeted
🌟 ଆପଣଙ୍କ ଭୋଟ, ଆପଣଙ୍କ ଅଧିକାର! ଆପଣ ହିଁ ଗଣତନ୍ତ୍ରର ଅସଲି ଶକ୍ତି! 🗳️
🎯 ୧୮ ବର୍ଷ ହୋଇଗଲା କି? ତେବେ ଆଉ ଡେରି କାହିଁକି? ଆଜି ହିଁ ନୂତନ ଭୋଟର ଭାବେ ନିଜକୁ ପଞ୍ଜୀକୃତ କରନ୍ତୁ!
📲 ECINET ଆପ୍ ଡାଉନଲୋଡ୍ କରନ୍ତୁ
📝 Form-6 ପୂରଣ କରନ୍ତୁ
✅ ଭୋଟର ତାଲିକାରେ ନିଜ ନାମ ସାମିଲ କରନ୍ତୁ।
💪 ଆଜି ପଞ୍ଜୀକରଣ କରନ୍ତୁ, ଆସନ୍ତାକାଲି ଗଣତନ୍ତ୍ରକୁ ଆହୁରି ମଜବୁତ କରନ୍ତୁ!
✨ ଆପଣଙ୍କ ଗୋଟିଏ ପଦକ୍ଷେପ, ଗଣତନ୍ତ୍ର ପାଇଁ ଏକ ବଡ଼ ଅବଦାନ!
#ECINET #Form6 #NewVoter #CEOOdisha #MyVoteMyRight #ମୋଭୋଟମୋଅଧିକାର
Collector & DM, Malkangiri retweeted
ପ୍ରତ୍ୟେକ ଭୋଟରଙ୍କ ଗଣତାନ୍ତ୍ରିକ ଯାତ୍ରାର ପ୍ରଥମ ପଦକ୍ଷେପ ହେଉଛି ଭୋଟର ପଞ୍ଜୀକରଣ! 🗳️
ନୂଆ ନାମ ଯୋଡ଼ିବା ହେଉ କିମ୍ବା ଥିବା ତଥ୍ୟରେ ସଂଶୋଧନ, ପ୍ରତ୍ୟେକ ଆବଶ୍ୟକତା ପାଇଁ ରହିଛି ଉପଯୁକ୍ତ ଫର୍ମ। ✅
📋 ଜାଣନ୍ତୁ, କେଉଁ କାମ ପାଇଁ କେଉଁ ଫର୍ମ?
🔹 ଫର୍ମ ୬ (Form 6) – ନୂତନ ଭୋଟର ଭାବେ ପଞ୍ଜୀକରଣ
🔹 ଫର୍ମ ୬A (Form 6A) – ପ୍ରବାସୀ ଭାରତୀୟ (NRI) ଭୋଟରଙ୍କ ପଞ୍ଜୀକରଣ
🔹 ଫର୍ମ ୭ (Form 7) – ଭୋଟର ତାଲିକାରୁ ନାମ ବାଦ ଦେବା କିମ୍ବା ନାମ ଅନ୍ତର୍ଭୁକ୍ତି ପ୍ରତି ଆପତ୍ତି
🔹 ଫର୍ମ ୮ (Form 8) – ଭୋଟର ତଥ୍ୟରେ ସଂଶୋଧନ, ଠିକଣା ପରିବର୍ତ୍ତନ ଓ EPIC ସମ୍ବନ୍ଧୀୟ ସେବା
ଆପଣଙ୍କ ନାମ, ଆପଣଙ୍କ ପରିଚୟ, ଆପଣଙ୍କ ଅଧିକାର। 🇮🇳
ସଚେତନ ଭୋଟର, ସଶକ୍ତ ଗଣତନ୍ତ୍ର!
#VoterRegistration #Form6 #Form6A #Form7 #Form8 #ECI #CEOOdisha
Collector & DM, Malkangiri retweeted
ରାଜ୍ୟ ସରକାରଙ୍କ ଉଦ୍ୟମ ତଥା ଜିଲ୍ଲା ପ୍ରଶାସନର ସମୟୋଚିତ ପ୍ରଚେଷ୍ଟାରେ ସ୍ବାଭିମାନ ଅଞ୍ଚଳ ଯୋଡୁଛି ସଫଳତାର ନୂଆ ଅଧ୍ୟାୟ। ବାର୍ଷିକ ୬ ହଜାର ଟନ୍ ହଳଦୀ ଉତ୍ପାଦନ କରି ଆର୍ଥିକ ଆତ୍ମନିର୍ଭରଶୀଳ ହୋଇଛନ୍ତି ମାଲକାନଗିରିର ସ୍ବାଭିମାନ ଅଞ୍ଚଳବାସୀ।
Collector & DM, Malkangiri retweeted
📢 No Eligible Voter Left Behind! 🗳️
CEO Odisha and the Election Commission of India are conducting a Special Drive across all 147 Assembly Constituencies in Odisha to ensure that every eligible citizen gets an opportunity to be enrolled in the electoral roll.
🗳️ Have you checked your name in the electoral roll?
If you are eligible but your name is missing, don’t wait! Apply for voter registration using Form 6.
📄 Form 6: New voter registration
📄 Form 7: Objection to inclusion / Application for deletion of a name
📄 Form 8: Shifting of residence, correction of particulars, replacement of EPIC and marking as a Person with Disability (PwD) voter
📞 Need assistance? Call the 1950 Voter Helpline or contact your concerned election official.
🎯 Our Mission: Every Eligible Voter Included
📢 Special Drive to Include Eligible Voters in the Electoral Roll
#CEO_Odisha #ECI #VoterAwareness #ElectoralRoll #Form6 #Form7 #Form8 #EveryVoteMatters #NoVoterLeftBehind #SpecialCamp
Collector & DM, Malkangiri retweeted
📢 କେହି ଯୋଗ୍ୟ ଭୋଟର ପଡ଼ିବେନି ବାଦ୍! 🗳️
ଓଡ଼ିଶାର ସମସ୍ତ ୧୪୭ଟି ବିଧାନସଭା କ୍ଷେତ୍ରରେ କୌଣସି ଯୋଗ୍ୟ ଭୋଟର ଯେପରି ଭୋଟର ତାଲିକାରୁ ବାଦ୍ ନ ପଡ଼ନ୍ତି, ସେଥିପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶା (CEO Odisha) ଓ ଭାରତ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ଜାରି ରହିଛି।
🗳️ ଆପଣଙ୍କ ନାମ ଭୋଟର ତାଲିକାରେ ଅଛି ତ?
ନାମ ନଥିଲେ, ଆଉ ଡେରି କାହିଁକି? Form 6 ଦାଖଲ କରି ଆଜି ହିଁ ପଞ୍ଜୀକରଣ କରନ୍ତୁ!
📄 Form 6 – ନୂତନ ଭୋଟର ପଞ୍ଜୀକରଣ
📄 Form 7 – ନାମ ଅନ୍ତର୍ଭୁକ୍ତି ଉପରେ ଆପତ୍ତି / ନାମ ବାଦ୍ ପାଇଁ ଆବେଦନ
📄 Form 8 – ବାସସ୍ଥାନ ପରିବର୍ତ୍ତନ, ବିବରଣୀ ସଂଶୋଧନ, EPIC ବଦଳ ଓ ଦିବ୍ୟାଙ୍ଗ ଭୋଟର ଭାବେ ଚିହ୍ନଟ ପାଇଁ
📞 ସହାୟତା ପାଇଁ ୧୯୫୦ ହେଲ୍ପଲାଇନ୍ କିମ୍ବା ନିଜ ଅଞ୍ଚଳର ନିର୍ବାଚନ ଅଧିକାରୀଙ୍କ ସହ ଯୋଗାଯୋଗ କରନ୍ତୁ।
🎯 ଆମ ସଂକଳ୍ପ: କୌଣସି ଯୋଗ୍ୟ ଭୋଟର ପଡ଼ିବେନି ବାଦ୍!
📢 Special Drive to Include Eligible Voters in the Electoral Roll
#CEO_Odisha #ECI #VoterRegistration #Form6 #NoVoterLeftBehind #SpecialCamp
Collector & DM, Malkangiri retweeted
🗳️ ଭୋଟର ହେବାର ପ୍ରଥମ ପାଦ, Form-6 ଆପଣଙ୍କ ସାଥୀ!
🙋♀️🙋♂️ ଆପଣ ଜଣେ ଯୋଗ୍ୟ ନାଗରିକ, କିନ୍ତୁ ଏପର୍ଯ୍ୟନ୍ତ ଭୋଟର ଭାବେ ପଞ୍ଜୀକୃତ ହୋଇନାହାନ୍ତି କି? ତେବେ ଆଉ ଡେରି କାହିଁକି?
ଆଜି ହିଁ Form-6 ମାଧ୍ୟମରେ ଆବେଦନ କରନ୍ତୁ ଏବଂ ଭୋଟର ତାଲିକାରେ ନିଜ ନାମ ସାମିଲ କରନ୍ତୁ!
🌐 ଅନଲାଇନ୍ ଆବେଦନ: voters.eci.gov.in
📲 QR କୋଡ୍ ସ୍କାନ୍ କରନ୍ତୁ ଏବଂ ଆବେଦନ କରନ୍ତୁ।
📞 ଅଧିକ ସୂଚନା ପାଇଁ କଲ୍ କରନ୍ତୁ: ୧୯୫୦
✨ ସଚେତନ ହୁଅନ୍ତୁ, ପଞ୍ଜୀକରଣ କରନ୍ତୁ, ଗଣତନ୍ତ୍ରକୁ ସଶକ୍ତ କରନ୍ତୁ!
🗳️ ମନେରଖନ୍ତୁ, ଭୋଟ ଦେବା ପାଇଁ ଭୋଟର ତାଲିକାରେ ଆପଣଙ୍କ ନାମ ଥିବା ଆବଶ୍ୟକ।
#VoterRegistration #Form6 #SIR2026 #CEOOdisha #ECI #MyVoteMyRight #EveryVoteMatters
Collector & DM, Malkangiri retweeted
🗳️ କୌଣସି ଯୋଗ୍ୟ ଭୋଟର ଯେପରି ତାଲିକାରୁ ବାଦ୍ ନପଡ଼ନ୍ତି!
ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ, ଓଡ଼ିଶାର ୩୧ଟି ଜିଲ୍ଲାରେ ଯୋଗ୍ୟ ଭୋଟରଙ୍କୁ ଭୋଟର ତାଲିକାରେ ସାମିଲ କରିବା ଉଦ୍ଦେଶ୍ୟରେ ସକ୍ରିୟ ପଦକ୍ଷେପ ନିଆଯାଉଛି।
📍 ରାଜ୍ୟର ୪୫,୨୫୦ଟି ବୁଥ୍ରେ ସ୍ୱତନ୍ତ୍ର ଶିବିର ଆୟୋଜନ କରାଯାଉଛି।
📢 ଆପଣଙ୍କର କୌଣସି ଅଭିଯୋଗ କିମ୍ବା ସମସ୍ୟା ଥିଲେ, ୪୫,୨୫୦ ଜଣ BLO, ୭୧୯ ଜଣ AERO, ୧୪୭ ଜଣ ERO କିମ୍ବା ୩୧ ଜଣ DEOଙ୍କୁ ଜଣାନ୍ତୁ।
ଆମର ସଂକଳ୍ପ — କୌଣସି ଯୋଗ୍ୟ ଭୋଟର ଯେପରି ଭୋଟର ତାଲିକାରୁ ବାଦ୍ ନପଡ଼ନ୍ତି। 🇮🇳
#ECISVEEP
#ECI
#SpecialCamps #ElectoralRoll #VoterAwareness #CEOOdisha #EveryEligibleVoter #EveryVoteMatters
Collector & DM, Malkangiri retweeted
🗳️ ଭୋଟର ତାଲିକାରେ ଆପଣଙ୍କ ନାମ ଅଛି ତ?
ପ୍ରଥମେ ନିଜ ନାମ ଯାଞ୍ଚ କରନ୍ତୁ।
ନାମ ନାହିଁ କିମ୍ବା ଆପଣ ଜଣେ ନୂଆ ଭୋଟର?
👉 Form–6 ଦାଖଲ କରନ୍ତୁ ଏବଂ ଭୋଟର ତାଲିକାରେ ନିଜ ନାମ ପଞ୍ଜୀକରଣ କରନ୍ତୁ।
🌐 voters.eci.gov.in
ନାମ ଯାଞ୍ଚ କରନ୍ତୁ, ପଞ୍ଜୀକରଣ କରନ୍ତୁ, ନିଜ ମତାଧିକାର ସୁନିଶ୍ଚିତ କରନ୍ତୁ! 🗳️
#Form6 #NewVoter #ElectoralRoll #VoterRegistration #CEOOdisha #ECI #EveryVoteMatters

























