SABYASACHI MISHRA 🇮🇳 (@sabyaactor) header
SABYASACHI MISHRA 🇮🇳 (@sabyaactor) profile picture

ACTOR: Want to act better & better | 44 #Odia,3 #Telugu,2 #Tamil,1 #Bengali films Old | Proud Odia - Indian #JayJagannath | VOLUNTEER: #SmilePlease #SmileForce

India
Joined May 2011
Photo by SABYASACHI MISHRA 🇮🇳 (@sabyaactor)Photo by SABYASACHI MISHRA 🇮🇳 (@sabyaactor)Photo by SABYASACHI MISHRA 🇮🇳 (@sabyaactor)Photo by SABYASACHI MISHRA 🇮🇳 (@sabyaactor)Photo by SABYASACHI MISHRA 🇮🇳 (@sabyaactor)Photo by SABYASACHI MISHRA 🇮🇳 (@sabyaactor)Photo by SABYASACHI MISHRA 🇮🇳 (@sabyaactor)Photo by SABYASACHI MISHRA 🇮🇳 (@sabyaactor)Photo by SABYASACHI MISHRA 🇮🇳 (@sabyaactor)Photo by SABYASACHI MISHRA 🇮🇳 (@sabyaactor)
SABYASACHI MISHRA 🇮🇳 retweeted
⚠️ 𝐖𝐀𝐑𝐍𝐈𝐍𝐆: “𝗔𝗻𝗮𝗻𝘁𝗮” is invading your living room 📺, catch the premiere on Zee Sarthak at 6:30 PM today! #OdiaTwitteria #OdiaCinema #WorldTelevisionPremiere #Ananta #ReviveOllywood
3
10
610
SABYASACHI MISHRA 🇮🇳 retweeted
Let’s hear what our Ollywood Superstar Shri Sabyasachi Mishra has to say about the 𝐒𝐩𝐞𝐜𝐢𝐚𝐥 𝐝𝐫𝐢𝐯𝐞 𝐨𝐟 #𝐀𝐧𝐠𝐮𝐥𝐏𝐨𝐥𝐢𝐜𝐞 𝐢𝐧 𝐭𝐫𝐚𝐜𝐢𝐧𝐠 𝐦𝐢𝐬𝐬𝐢𝐧𝐠 𝐦𝐨𝐛𝐢𝐥𝐞𝐬 📱 Together, we’re making sure every lost phone finds its way back to its rightful owner. #AngulPolice ଆସନ୍ତୁ ଶୁଣିବା ଆମ ଓଲିଉଡ୍ ସୁପରଷ୍ଟାର ଶ୍ରୀ ସବ୍ୟସାଚୀ ମିଶ୍ରଙ୍କ କହିବା କଥା ହଜିଯାଇଥିବା ମୋବାଇଲ୍ ଖୋଜିବାରେ #AngulPolice ର ସ୍ୱତନ୍ତ୍ର ଅଭିଯାନ 📱*ବିଷୟରେ। ଏକତ୍ରିତ ଭାବରେ, ଆମେ ନିଶ୍ଚିତ କରୁଛୁ ଯେ ପ୍ରତ୍ୟେକ ହଜିଯାଇଥିବା ଫୋନ୍ ତାର ପ୍ରକୃତ ମାଲିକଙ୍କ ପାଖକୁ ଫେରିପାରିବ । @odisha_police @DGPOdisha @homeodisha @angul_dm @sabyaactor
4
4
32
1,170
SABYASACHI MISHRA 🇮🇳 retweeted
Before Leaving India for the 4th International Conference on Paid Period Leave at Newyork, USA also Met @sabyaactor sir and discussed regarding mental health of Youth and women which I am going to address in newyork in my upcoming conference ....#PaidPeriodLeave
1
2
8
530
SABYASACHI MISHRA 🇮🇳 retweeted
ଆଜି @UNICEFIndia ଏବଂ @WCDOdisha ର ମିଳିତ ସହଯୋଗରେ ଆୟୋଜିତ 'ଇଟ୍‌ ରାଇଟ୍, ଷ୍ଟେ ବ୍ରାଇଟ୍' ଅଭିଯାନରେ ସାମିଲ ହେବାର ସୁଯୋଗ ମିଳିଲା । ଏହି କାର୍ଯ୍ୟକ୍ରମରେ ସୁସ୍ଥ ଶରୀର ପାଇଁ ନିତାନ୍ତ ଆବଶ୍ୟକ ପୁଷ୍ଟିକର ଖାଦ୍ୟ ଏବଂ ବଦଳୁଥିବା ଜୀବନଶୈଳୀର ପ୍ରଭାବରେ ମେଦ ବହୁଳତା ଆଦି ବିଷୟରେ ଆଲୋକପାତ କରିଥିଲି। ଆମ ଖାଦ୍ୟରେ ମାଣ୍ଡିଆ ଭଳି ନିଜ ନିଜ ଅଞ୍ଚଳରେ ଉପଲବ୍ଧ ବିଭିନ୍ନ ସ୍ୱଦେଶୀ ଓ ପାରମ୍ପରିକ ଖାଦ୍ୟ ଏବଂ ପନିପରିବାକୁ ସାମିଲ କରିବା କଥା ମଧ୍ୟ ଏହି ଅବସରରେ ଉଲ୍ଲେଖ କରିଥିଲି । ଏହି ଅଭିଯାନର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେବା ସହ ସୁସ୍ଥ ଶରୀର ପାଇଁ ନିଜ ନିଜ ଫିଟନେସ୍‌ ମନ୍ତ୍ର ବାବଦରେ କହିଥିବା ଅଭିନେତା @sabyaactor , ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଏବଂ @AnuChoudhury2 ଙ୍କୁ ଧନ୍ୟବାଦ ଜଣାଉଛି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜୀଙ୍କ 'ଫିଟ୍‌ ଇଣ୍ଡିଆ' ଆହ୍ୱାନ କ୍ରମେ ଆମେ ନିଜେ ସଚେତନ ହେବା ସହ ନିୟମିତ ବ୍ୟାୟାମ ବାବଦରେ ସମସ୍ତଙ୍କୁ ସଚେତନ କରିବାକୁ ପଡ଼ିବ। ପୋଷଣ ମାସ ଅବସରରେ ୭୪ ହଜାର ଅଙ୍ଗନୱାଡ଼ି କେନ୍ଦ୍ର ମାଧ୍ୟମରେ ଲୋକଙ୍କ ପାଖରେ ଏହି ଅଭିଯାନର ବାର୍ତ୍ତା ପହଞ୍ଚାଇବାର ଲକ୍ଷ୍ୟ ରହିଛି। @UNICEF
3
1
1
15
824
SABYASACHI MISHRA 🇮🇳 retweeted
ରାଜ୍ୟରେ ଲଗାତାର ଭାବେ ବିଭିନ୍ନ ବୟସ ବର୍ଗର ଲୋକେ, କଲେଜରେ ପଢୁଥିବା ଯୁବବର୍ଗ ନିଜ ନିଜର ଜୀବନ ନେବା ଘଟଣା ଉପରେ ରୋକ ଲଗାଇବା ପାଇଁ ସରକାରଙ୍କ ପକ୍ଷରୁ "ଜୀବନ ଜିନ୍ଦାବାଦ' କାର୍ଯ୍ଯକ୍ରମ ଆରମ୍ଭ ହୋଇଛି । ଏହି ଅବସରରେ ଏକ ନାଟକ ପରିବେଷଣ କରାଯାଇଛି । ଏହା ସବୁ ବର୍ଗର ଲୋକଙ୍କ ମଧ୍ଯରେ ସକରାତ୍ମକ ଚିନ୍ତାଧାରା ଜନ୍ମ କରାଇବ ବୋଲି ଆଶା। କାର୍ଯ୍ଯକ୍ରମରେ ପ୍ରମୁଖ ଶାସନ ସଚିବ, ରାଜ୍ଯ ପୋଲିସ ମହାନିର୍ଦ୍ଦେଶକ, କମିଶନରେଟ ପୋଲିସର ବରିଷ୍ଠ ଅଧିକାରୀ ଏବଂ ଚଳଚିତ୍ର ଅଭିନେତା ସବ୍ଯସାଚୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
7
8
145
4,128
SABYASACHI MISHRA 🇮🇳 retweeted
On the occasion of World Suicide Prevention Day, DSYS in association with NAMAN Foundation, organised an anti-suicidal awareness programme “Jiban Jindabad” at the Kalinga Stadium. Sri @suryabanshibjp,Hon'ble Mininster Sports & Youth Services, along with Actor Sri @sabyaactor, graced the programme and raised awareness on mental health, encouraging the youth to embrace positivity in life. The event featured powerful performances by students of Sangeeta Nataka Mahabidyalaya. #OdishaForSports
1
3
9
770
SABYASACHI MISHRA 🇮🇳 retweeted
#PublicReviews This weekend let's get lost in 𝗔𝗻𝗮𝗻𝘁𝗮's world before the tickets get lost forever. #OdiaTwitteria #OdiaCinema #Ananta #ReviveOllywood @_NamitaDas @Rakeshkumarray8 @SOMPANDAODIA @ashutosh_odisha @biswapanda_ @Prasanti268 @pabitramohann13
4
20
1,149
SABYASACHI MISHRA 🇮🇳 retweeted
Congratulations to #SabyasachiMishra @sabyaactor #Odia Superstar & eminent member of Odisha#1st for the success of #Annanta Odia movie written by Shri Fakir Mohan Senapati. Story, Lok Sangeet, Nritya popularity & love. Coming back of Golden era @VedantaAluminum @AnilAgarwal_Ved
5
6
238
SABYASACHI MISHRA 🇮🇳 retweeted
Advance Booking Open for Odia movie '𝗔𝗻𝗮𝗻𝘁𝗮'. Go & Grab Your Tickets Fast. #OdiaTwitteria #OdiaCinema #Ananta #RandiPuaAnanta #ReviveOllywood
ହରିବୋଲ,ଏବେ ଅନନ୍ତା ଲଗିଲା ଆପଣଙ୍କୁ🙏🏻BOOKING OPEN NOW🙏🏼Book ur Ticket & Show ur support.Lets Make it the BIGGEST MOVIE of ODISHA.ଜୟ ଜଗନ୍ନାଥ > in.bookmyshow.com/movies/bhu…
3
7
683
SABYASACHI MISHRA 🇮🇳 retweeted
Trailer and songs looks promising Kudos to @sabyaactor and team 🙏🏻BOOKING OPEN NOW🙏🏼Book ur Ticket & Show ur support.Lets Make it the BIGGEST MOVIE of ODISHA.ଜୟ ଜଗନ୍ନାଥ > #ananta #SabyasachiMishra #Ollywood #MOVIE in.bookmyshow.com/movies/bhu……
2
7
406
SABYASACHI MISHRA 🇮🇳 retweeted
This version from Odia movie Ananta just simply wow 😲💊💯 #Ananta #ଅନନ୍ତା @sabyaactor Can't wait to watch this epic 👍😘
1
1
5
1,176
SABYASACHI MISHRA 🇮🇳 retweeted
ଓଡ଼ିଶା ପକ୍ଷ ଉପଲକ୍ଷେ ଐତିହ୍ଯସ୍ଥଳୀର ସୁରକ୍ଷା ଓ ଯୁବପିଢ଼ିଙ୍କ ମଧ୍ଯରେ ଏନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ଯରେ ଭୁବନେଶ୍ବର ଖଣ୍ଡଗିରିଠାରେ ଆୟୋଜିତ ଐତିହ୍ଯ ଗଣଦୌଡ଼ରେ ସାମିଲ ହେଲି। ଆମ ରାଜ୍ଯ ଓଡ଼ିଶା ଏହାର ସଂସ୍କୃତି ଓ ଐତିହ୍ଯ ପାଇଁ ସାରା ବିଶ୍ବରେ ପରିଚିତ। ଏହି ଐତିହ୍ଯସ୍ଥଳୀକୁ ସୁରକ୍ଷା ଦେଇ ସଂରକ୍ଷିତ ରଖିପାରିଲେ ଆମ ପର ପିଢ଼ି ଓଡ଼ିଆଙ୍କ ଶିଳ୍ପ କଳା ଓ କାରୁକାର୍ଯ୍ୟକୁ ଜାଣିପାରିବେ । ଏଭଳି ମହାନ ଉଦ୍ଦେଶ୍ଯରେ ଓଡ଼ିଆ ଭାଷା, ସାହିତ୍ଯ ଓ ସଂସ୍କୃତି ବିଭାଗ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଆୟୋଜିତ ଗଣଦୌଡ଼ରେ ଶହ ଶହ ଯୁବବନ୍ଧୁ ଯୋଗଦେବା ଖୁସିର କଥା। ଗଣଦୌଡ଼ରେ ଭୁବନେଶ୍ବର ଏକାମ୍ର ବିଧାୟକ ଶ୍ରୀ @babusinghodisha , ବିଜେପି ନେତା ଶ୍ରୀ ଜଗନ୍ନାଥ ପ୍ରଧାନ , ଅଭିନେତା ଶ୍ରୀ @sabyaactor ଓ ଅନ୍ଯମାନେ ସାମିଲ ହୋଇଥିଲେ।
7
9
93
1,988
SABYASACHI MISHRA 🇮🇳 retweeted
ଓଡ଼ିଶା ପକ୍ଷ ଉପଲକ୍ଷେ ଐତିହ୍ଯସ୍ଥଳୀର ସୁରକ୍ଷା ଓ ଯୁବପିଢ଼ିଙ୍କ ମଧ୍ଯରେ ଏନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ଯରେ ଏକାମ୍ର ନିର୍ବାଚନ ମଣ୍ଡଳୀର ଖଣ୍ଡଗିରି ଠାରେ ଆୟୋଜିତ ଐତିହ୍ଯ ଗଣଦୌଡ଼ରେ ସାମିଲ ହେଲି। ଆମ ରାଜ୍ଯ ଓଡ଼ିଶା ଏହାର ସଂସ୍କୃତି ଓ ଐତିହ୍ଯ ପାଇଁ ସାରା ବିଶ୍ବରେ ପରିଚିତ। ଏହି ଐତିହ୍ଯସ୍ଥଳୀକୁ ସୁରକ୍ଷା ଦେଇ ସଂରକ୍ଷିତ ରଖିପାରିଲେ ଆମ ପର ପିଢ଼ି ଓଡ଼ିଆଙ୍କ ଶିଳ୍ପ କଳା ଓ କାରୁକାର୍ଯ୍ୟକୁ ଜାଣିପାରିବେ । ଏଭଳି ମହାନ ଉଦ୍ଦେଶ୍ଯରେ ଓଡ଼ିଆ ଭାଷା, ସାହିତ୍ଯ ଓ ସଂସ୍କୃତି ବିଭାଗ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଆୟୋଜିତ ଗଣଦୌଡ଼ରେ ଶହ ଶହ ଯୁବବନ୍ଧୁ ଯୋଗଦେବା ଖୁସିର କଥା। ଗଣଦୌଡ଼ରେ ଓଡ଼ିଆ ଭାଷା, ସାହିତ୍ଯ ଓ ସଂସ୍କୃତି ବିଭାଗ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗ,ଲ ମନ୍ତ୍ରୀ ଶ୍ରୀ @suryabanshibjp , ପୂର୍ବତନ ବିଧାୟକ ଶ୍ରୀ ପ୍ରିୟଦର୍ଶୀ ମିଶ୍ର,ବିଜେପି ନେତା ଶ୍ରୀ ଜଗନ୍ନାଥ ପ୍ରଧାନ,ଅଭିନେତା ଶ୍ରୀ @sabyaactor , ସ୍ଥାନୀୟ ନେତୃତ୍ୱ ଓ ଅନ୍ଯମାନେ ସାମିଲ ହୋଇଥିଲେ। : #PeoplesMLA #Ekamra #BabuSinghBJP #Bikashitaekamra #NarendraModi #BabuSingh #Bhubaneswar #Odisha
2
1
12
386
SABYASACHI MISHRA 🇮🇳 retweeted
ଓଡ଼ିଆ ପକ୍ଷ ଅବସରରେ ଆଜି ଭୁବନେଶ୍ବରସ୍ଥିତ ଖଣ୍ଡଗିରି ଠାରେ କ୍ରୀଡ଼ା ଏବଂ ଯୁବ ସେବା ବିଭାଗ ପକ୍ଷରୁ ଐତିହ୍ୟ ଗଣଦୌଡ଼ର ଆୟୋଜନ କରାଯାଇଥିଲା। ମାନ୍ୟବର କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ଶ୍ରୀ @suryabanshibjp, ଏକାମ୍ର-ଭୁବନେଶ୍ବର ବିଧାୟକ ଶ୍ରୀ @babusinghodisha, ପୂର୍ବତନ ସାଇକ୍ଲିଷ୍ଟ ଶ୍ରୀମତୀ ମିନତୀ ମହାପାତ୍ର, ଅଲମ୍ପିଆନ ଶ୍ରୀମତୀ ଅନୁରାଧା ବିଶ୍ୱାଳଙ୍କ ସହ ଅଭିନେତା ଶ୍ରୀ @sabyaactor ପତାକା ଦେଖାଇ ଏହି ଗଣଦୌଡ଼ର ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିପୁଳ ସଂଖ୍ୟାରେ ଲୋକମାନେ ଯୋଗ ଦେଇ ଏହାକୁ ସଫଳ କରାଇଥିଲେ।
2
6
18
942
SABYASACHI MISHRA 🇮🇳 retweeted
Direct to Digital Release.. Telugu film #AdiOkaIdile (2025) by @swarnababu925, ft. @sabyaactor #RadhikaPreethi #RakshaBhavani @mahee36605248 & @vikky620, now available for RENT on @PrimeVideoIN Store. #MuralidharRagi #NageswaraRao @ShyamKu31683 @adityamusic
3
7
1,811
SABYASACHI MISHRA 🇮🇳 retweeted
ସଡ଼କ ସୁରକ୍ଷା ମାସ ଅବସରରେ ଆପଣମାନଙ୍କୁ ବିଶିଷ୍ଟ ଅଭିନେତା @sabyaactorଙ୍କ ନିବେଦନ। ଘରୁ ବାହାରକୁ ଗଲେ ସୁରକ୍ଷିତ ଭାବରେ ଘରକୁ ଫେରନ୍ତୁ। ବେପରୁଆ ଗାଡ଼ି ଚାଳନା କରି ଜୀବନକୁ ବିପଦରେ ପକାନ୍ତୁ ନାହିଁ। #ComeHomeSafe #ସୁରକ୍ଷିତଘରକୁଫେରନ୍ତୁ #RoadSafetyMonth #Odisha @MORTHIndia @IPR_Odisha @CTOdisha
4
21
947
SABYASACHI MISHRA 🇮🇳 retweeted
During Pravasi Bharatiya Divas 2025, Puri Police ensured a safe and memorable experience for visiting NRIs at iconic locations like Jagannath Temple, Konark, Chilika & Raghurajpur.
9
15
3
61
2,808
SABYASACHI MISHRA 🇮🇳 retweeted
'ନମନ’ ର ତୃତୀୟ ସଂସ୍କରଣରେ ଭୁବନେଶ୍ୱର ସ୍ଥିତ ଓ.ଏସ୍.ଏ.ପି. ସପ୍ତମ ବାଟାଲିୟନ ପଡ଼ିଆରେ ଉପସ୍ଥିତ ପୋଲିସ୍ ବାହିନୀର ସମସ୍ତ ବନ୍ଧୁ ମାନଙ୍କ ନିସ୍ୱାର୍ଥ ସେବାକୁ ହୃଦୟରୁ ସମ୍ମାନ ଜଣାଇ ଉଦବୋଧନ ପ୍ରଦାନ କରିଲି ।
3
4
89
1,701
SABYASACHI MISHRA 🇮🇳 retweeted
Green Voices of Odisha Actor Sabyasachi Mishra stands with Dharitri & the Youth of Odisha in calling for a sustainable lifestyle for a Greener Odisha. Thank you @sabyaactor @DharitriYouth @AdyashaSatpath3 @SatpathyLive #DharitriYouthConclave2024 #GreenVoicesOfOdisha #DharitriYouthConclave #Odisha #Dharitri
5
19
633
SABYASACHI MISHRA 🇮🇳 retweeted
📌 Actor Sabyasachi Mishra will be seen in a new avatar in his upcoming film, 'Randi Pua Ananta', based on the novel of Vyasakabi Fakir Mohan Senapati. Sabyasachi gained around 25kg in just 6 months for the movie. #TNI #PiN #Insight @sabyaactor
1
6
19
1,492