Pinned Tweet
ଜଣେ ସ୍କୁଲ୍ ଶିକ୍ଷକ ଗାଡି ଦୁର୍ଘଟଣା ଯୋଗୁଁ ରାସ୍ତା କଡ଼ରେ ଅଚେତ ଅବସ୍ଥାରେ ପାଇ ଡାକ୍ତରଖାନା ରେ ପହଞ୍ଚାଇବାବେଳର ଦୃଶ୍ୟ।
ଶେରଗଡ଼ ବ୍ଲକ୍ ପିତଳ ପଞ୍ଚାୟତର PEO କାଳୁ ସ୍ୱାଇଁ ବିନା ରୋଷେଇରେ ମିଥ୍ୟା ତଥ୍ୟ ଦେଇ 3 ହଜାର ଲୋକଙ୍କ ଖାଦ୍ୟ ସାମଗ୍ରୀ ଲୁଟ୍ କରିବା ସମୟରେ BDO,ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ବେଆଇନ କାର୍ଯ୍ୟକୁ ବନ୍ଦ କରିଛନ୍ତି । ଗ୍ରାମବାସୀଙ୍କ ଦାବି ତୁରନ୍ତ PEO ଙ୍କୁ ବହିସ୍କାର କରାଯାଉ
@CMO_Odisha
@SecyChief @Ganjam_Admin
Thank you @X
Do you remember when you joined X? I do! #MyXAnniversary
1
49
ସମ୍ମାନନୀୟ @CMO_Odisha @odisha_police @DGPOdisha @homeodisha @sp_ganjam @SP_BRAHMAPUR ମହୋଦୟ ବାରମ୍ବାର ଗଞ୍ଜାମ ଜିଲ୍ଲା ଓ ଆଖ ପାଖ ଜିଲ୍ଲାରେ ଏହି ଭଳି ସମାନ ଢଙ୍ଗରେ ଦୁର୍ବୃତ୍ତ ମାନେ ଚୋରି କରି ଚମ୍ପଟ୍ ମାରୁଛନ୍ତି । ସ୍ଵତନ୍ତ୍ର ଦୃଷ୍ଟିଦେଇ ଅପରାଧୀକୁ ଦଣ୍ଡ ଦେବା ଓ ସାଧାରଣ ଜନତାଙ୍କୁ ନ୍ୟାୟପ୍ରଦାନ କରିବାକୁ ଅନୁରୋଧ🙏
4
79
Thank you for bringing this to our notice. The matter has been forwarded to the concerned authority for verification and necessary action.
Pinku Parida🕊️ retweeted
Sir @BoudhPolice ବିନା କାରଣରେ କୌଣସି ଆଗୁଆ ଅବଗତ ବିନା ମୋତେ ଆପଣଙ୍କ ବୌଦ୍ଧ ଥାନା, ପୁରୁଣାକଟକରୁ ରାତି ୧୨ରେ ମିଛ କହି ଉଠେଇନେଲେ, ମୋର mobile ନେଇଗଲେ, ଘର ଲୋକଙ୍କ ସହ କଥା କରେଇଲେ ନାହିଁ। next day ୧.୩୦pm ଯାଏଁ ଜଣେଇଲେ ନାହିଁ କାହିଁକି ଅଟକ ରଖିଛନ୍ତି। ତାପରେ ଜଣେଇଲେ ମୁଁ କୁଆଡୁ ୩୦ଲକ୍ଷ ଲେଖାଏଁ ଦାଦା ବଟି ମାଗୁଥିଲି।୧/୩
#GanjamFlood #Ganjam #CycloneArnabUpdate #CycloneArnab #khallikote
#MLA
ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ MLA ଙ୍କୁ ଆକ୍ରମଣ।
2
148
#Ganjam #ArnabCyclone #ganjamcyclone #hinjili
ବନ୍ୟା ପରିଦର୍ଶନ ସମୟରେ ଦୁଇ ମନ୍ତ୍ରୀଙ୍କୁ ଘେରିଲେ ସାଧାରଣ ଲୋକ ପ୍ରଶ୍ନ ବlଣରେ ନୟାନ୍ତ....
Pinku Parida🕊️ retweeted
ଢେ଼ଙ୍କାନାଳ: ହିନ୍ଦୋଳ ବ୍ଲକ ଅସରଡ଼ା ପଞ୍ଚାୟତ ବାର୍ଷିଙ୍ଗା ଗ୍ରାମର ପିଣ୍ଟୁ ଭୂତିଆ କ୍ୟାନ୍ସର ରୋଗରେ ପିଡିତ ଅଛନ୍ତି, ଅର୍ଥ ଅଭାରୁ ଚିକିତ୍ସା କରିପାରୁ ନାହାଁନ୍ତି l ତାଙ୍କୁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦିଆଯାଉ l
Respected @CMO_Odisha
@MahalingMukesh @HFWOdisha @OdishaRedcross @IndianRedCross @dept_ga
ଦୟlପୂର୍ବକ ଏହାର ତୁରନ୍ତ ସମାଧାନ କରିବାକୁ ବିନୀତ ଅନୁରୋଧ।
@CMO_Odisha @Ganjam_Admin @DssoGanjam8501 @SecyChief @MohanMOdisha
1
67
Pinku Parida🕊️ retweeted
🙏 Thank you The Samaja newspaper for publishing my father's missing-person information.
My father, Chitta Ranjan Swain, has been missing since 2018.
Please share this message and help us find him.
📞 8847863871 / 8018842841
#HelpFindMyFather
ସନ୍ଧ୍ୟା 7 ଘଣ୍ଟ ସମୟରେ ହିଞ୍ଜିଳି କାଟୁ bridge ଖଣ୍ଡରl ଛକ ନିକଟରେ ଏକ scotty ସହ bike ଚାଳକର ଧକା ଫଳରେ Scotty ଚାଳକ ସେ ଜଣେ ଫାର୍ମାସିଷ୍ଟ ତାଙ୍କୁ ଘଟଣା ସ୍ଥଳରୁ ଅଚେତ ଅବସ୍ଥାରେ ପାଇ police ଗାଡ଼ି ସାହାଯ୍ୟରେ ମେଡ଼ିକାଲ ପହଞ୍ଚାଇବା ବେଳର ଦୃଶ୍ୟ ।
ଭଗବାନ ତାଙ୍କୁ ଶୀଘ୍ର ସୁସ୍ଥ କରିଦିଅନ୍ତୁ 🙏
@Ganjam_Admin @sp_ganjam @STAOdisha @BibhutiJena93
82
ଗତ ଚାରି ମାସ ଋ ଉର୍ଦ୍ଧ ସମୟ ହେଲାଣି ଅଭିଯୋଗ କରିବାର କିନ୍ତୁ ପିଲାଟିର ଭିନ୍ନକ୍ଷମ ପ୍ରମାଣ ପତ୍ର online ରେ upload କରାଯାଉନାହିଁ ।
ବିଭାଗୀୟ କତୃପକ୍ଷ ଙ୍କୁ ଏହି ବିଷୟକୁ ଧ୍ୟାନ ଦେବାପାଇଁ ଅନୁରୋଧ l
@digilocker_ind @GanjamHealth
@Ganjam_Admin @HFWOdisha
@CdmoGanjam @MahalingMukesh
@CMO_Odisha @SSEPD2
ଗତ ଦୁଇ ମାସ ଋ ଉର୍ଦ୍ଧ ସମୟ ହେଲାଣି କିନ୍ତୁ ପିଲାଟିର ଭିନ୍ନକ୍ଷମ ପ୍ରମାଣ ପତ୍ର ଆସିନାହିଁ
ବିଭାଗୀୟ କତୃପକ୍ଷ ଙ୍କୁ ଏହି ବିଷୟକୁ ଧ୍ୟାନ ଦେବାପାଇଁ ଅନୁରୋଧ l
@digilocker_ind @GanjamHealth
@Ganjam_Admin @HFWOdisha
@CdmoGanjam @MahalingMukesh
ତୁରନ୍ତ ଏହି ସମସ୍ୟାର ସମାଧାନ କରିବାକୁ ଅନୁରୋଧ।
@CMO_Odisha @SecyChief @SSEPD2 @DhenkanalS67590 @BKankadahad @districtadmndkl @dssodhenkanal
@PRDeptOdisha
🙏 ଜରୁରୀ ଅନୁରୋଧ
ଢେଙ୍କାନାଳ କଙ୍କଡାହାଡ଼ ବ୍ଲକ ଚାନ୍ଦପୁର ପଞ୍ଚାୟତ ଟିପେଇଝରଣର ୭୦% ଦିବ୍ୟାଙ୍ଗ ଶ୍ରୀ ସତ୍ୟବାଦୀ ପଧାନଙ୍କ ବ୍ୟାଟେରୀ ଚାଳିତ ଗାଡ଼ି ଖରାପ ହୋଇଯାଇଛି। ଦୟାକରି ତୁରନ୍ତ ମରାମତି କିମ୍ବା ନୂତନ ଟ୍ରାଇସାଇକେଲ୍ ପ୍ରଦାନ କରାଯାଉ। 🙏
@CMO_Odisha @SSEPD_Odisha @DhenkanalDist @BKankadahad
@PRDeptOdisha
4
66
Pinku Parida🕊️ retweeted
ମହୋଦୟ,
ଆପଣଙ୍କୁ ସୃଷ୍ଟି ହୋଇଥିବା ଅସୁବିଧା ପାଇଁ ଆମେ ଦୁଃଖିତ l ସମସ୍ୟାର ସମାଧାନ ଦିଗରେ ଦୃଷ୍ଟି ଦେବା ପାଇଁ ସମ୍ପୃକ୍ତ ବିଭାଗ ସହିତ ଏହି ସମସ୍ୟା ଉପରେ ଦୃଷ୍ଟି ରଖିଛୁ ।
Pinku Parida🕊️ retweeted
Respected @SSEPD2 @AdmnNayagada @CMO_Odisha sir please look into the matter and take necessary action.
ଭତା ପାଇଁ 8କିଲୋମିଟର ଟ୍ରାଇସାଇକେଲ ରେ ଆସିଲେ ମଂଜୁର ହେଲା 3500 ହେଲେ ମିଳିଲା 1200.ଏମିତି କଣ ପାଇଁ.. ଏଥିପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ


























