Pinku Parida🕊️ (@PinkuParida4) header
Pinku Parida🕊️ (@PinkuParida4) profile picture

Social worker (sheragada block) Hinjilicut

ଗଞ୍ଜାମ, ଓଡିଶା
Joined November 2017
Photo by Pinku Parida🕊️ (@PinkuParida4)Photo by Pinku Parida🕊️ (@PinkuParida4)Photo by Pinku Parida🕊️ (@PinkuParida4)Photo by Pinku Parida🕊️ (@PinkuParida4)Photo by Pinku Parida🕊️ (@PinkuParida4)Photo by Pinku Parida🕊️ (@PinkuParida4)Photo by Pinku Parida🕊️ (@PinkuParida4)Photo by Pinku Parida🕊️ (@PinkuParida4)Photo by Pinku Parida🕊️ (@PinkuParida4)Photo by Pinku Parida🕊️ (@PinkuParida4)
Pinku Parida🕊️ retweeted
Thank you for bringing this to our notice. The matter has been forwarded to the concerned authority for verification and necessary action.
1
2
46
Pinku Parida🕊️ retweeted
Sir @BoudhPolice ବିନା କାରଣରେ କୌଣସି ଆଗୁଆ ଅବଗତ ବିନା ମୋତେ ଆପଣଙ୍କ ବୌଦ୍ଧ ଥାନା, ପୁରୁଣାକଟକରୁ ରାତି ୧୨ରେ ମିଛ କହି ଉଠେଇନେଲେ, ମୋର mobile ନେଇଗଲେ, ଘର ଲୋକଙ୍କ ସହ କଥା କରେଇଲେ ନାହିଁ। next day ୧.୩୦pm ଯାଏଁ ଜଣେଇଲେ ନାହିଁ କାହିଁକି ଅଟକ ରଖିଛନ୍ତି। ତାପରେ ଜଣେଇଲେ ମୁଁ କୁଆଡୁ ୩୦ଲକ୍ଷ ଲେଖାଏଁ ଦାଦା ବଟି ମାଗୁଥିଲି।୧/୩
13
19
3
146
16,921
Pinku Parida🕊️ retweeted
ଢେ଼ଙ୍କାନାଳ: ହିନ୍ଦୋଳ ବ୍ଲକ ଅସରଡ଼ା ପଞ୍ଚାୟତ ବାର୍ଷିଙ୍ଗା ଗ୍ରାମର ପିଣ୍ଟୁ ଭୂତିଆ କ୍ୟାନ୍ସର ରୋଗରେ ପିଡିତ ଅଛନ୍ତି, ଅର୍ଥ ଅଭାରୁ ଚିକିତ୍ସା କରିପାରୁ ନାହାଁନ୍ତି l ତାଙ୍କୁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦିଆଯାଉ l Respected @CMO_Odisha @MahalingMukesh @HFWOdisha @OdishaRedcross @IndianRedCross @dept_ga
9
19
2
40
1,668
Pinku Parida🕊️ retweeted
🙏 Thank you The Samaja newspaper for publishing my father's missing-person information. My father, Chitta Ranjan Swain, has been missing since 2018. Please share this message and help us find him. 📞 8847863871 / 8018842841 #HelpFindMyFather
3
1
5
243
ମହୋଦୟ, ଆପଣଙ୍କୁ ସୃଷ୍ଟି ହୋଇଥିବା ଅସୁବିଧା ପାଇଁ ଆମେ ଦୁଃଖିତ l ସମସ୍ୟାର ସମାଧାନ ଦିଗରେ ଦୃଷ୍ଟି ଦେବା ପାଇଁ ସମ୍ପୃକ୍ତ ବିଭାଗ ସହିତ ଏହି ସମସ୍ୟା ଉପରେ ଦୃଷ୍ଟି ରଖିଛୁ ।
1
1
37
Pinku Parida🕊️ retweeted
Respected @SSEPD2 @AdmnNayagada @CMO_Odisha sir please look into the matter and take necessary action. ଭତା ପାଇଁ 8କିଲୋମିଟର ଟ୍ରାଇସାଇକେଲ ରେ ଆସିଲେ ମଂଜୁର ହେଲା 3500 ହେଲେ ମିଳିଲା 1200.ଏମିତି କଣ ପାଇଁ.. ଏଥିପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ
1
1
4
74
Pinku Parida🕊️ retweeted
ସରକାର ବର୍ତ୍ତମାନ ହଜାର ହଜାର ଦିବ୍ୟଙ୍ଗ,ବିଧବା ଓ ବାର୍ଦ୍ଧକ୍ୟ ଭତ୍ତା ଆବେଦନକୁ ମଞ୍ଜୁରୀ ନଦେବା ଜନସାଧାରଣଙ୍କ ପ୍ରତି ଅନ୍ୟାୟ ଅଟେ। ଏହାକୁ ସରକାର ଓ @SecyChief ତୁରନ୍ତ ତର୍ଜମା କରନ୍ତୁ। ଭତ୍ତାକୁ ନେଇ ପଞ୍ଚାୟତ ଭୋଟ ହାତେଇବା ପରିକଳ୍ପନା ଆପଣଙ୍କ ଅପାରଗତାକୁ ବୁଝାଉଛି। ଦୟାକରି ଏଭଳି ନକରି ଉଚିତ ପଦକ୍ଷେପ ନେଇ ନ୍ୟାୟ ପ୍ରଦାନ କରନ୍ତୁ
10
30
4
51
2,036
ମହୋଦୟ, ଆମେ ଆପଣଙ୍କୁ ଜଣାଇବାକୁ ଚାହୁଁଛୁ ଯେ ବର୍ଷା କାରଣରୁ 11KV ବୁରୁପଡ଼l ଫିଡରରେ ତ୍ରୁଟି ହୋଇଛି ତେଣୁ ବିଦ୍ୟୁତ୍ ସରବରାହ ବନ୍ଦ ହୋଇଯାଇଛି | ଏହାର ମରାମତି କାର୍ଯ୍ୟ ଜାରି ରହିଛି ଏବଂ ତୁରନ୍ତ ଆପଣଙ୍କୁ ବିଦ୍ୟୁତ ସେବା ଯୋଗାଇବା ଦିଗରେ ଆମ ଟିମ୍ କାର୍ଯ୍ୟ କରୁଛି । ଅସୁବିଧା ପାଇଁ ଆମେ ଦୁଃଖିତ l
1
1
40
Pinku Parida🕊️ retweeted
We acknowledge the information shared. The matter has been forwarded to the concerned authority for verification and necessary action.
1
1
59
Pinku Parida🕊️ retweeted
We acknowledge the information shared. The matter has been forwarded to the concerned authority for verification and necessary action.
1
1
65
Dear Sir, We are taking necessary steps with the concerned department to resolve the safety concern. We will notify you once the issue is resolved. We also request you to follow the safety measures. Stay safe.
1
1
47
ମହୋଦୟ, ସୁରକ୍ଷା ସମସ୍ୟାର ସମାଧାନ ପାଇଁ ଆମେ ସମ୍ପୃକ୍ତ ବିଭାଗ ସହିତ ଆବଶ୍ୟକ ପଦକ୍ଷେପ ନେଉଛୁ। ସମସ୍ୟାର ସମାଧାନ ହେବା ପରେ ଆମେ ଆପଣଙ୍କୁ ଜଣାଇବୁ | ସୁରକ୍ଷା ବ୍ୟବସ୍ଥା ଅନୁସରଣ କରିବାକୁ ଆମେ ଆପଣଙ୍କୁ ଅନୁରୋଧ କରୁଛୁ | ସୁରକ୍ଷିତ ରୁହନ୍ତୁ |
1
1
56
Pinku Parida🕊️ retweeted
📰 ଆମ କାର୍ଯ୍ୟ, ଆମ ଗର୍ବ! ❤️ ଓଡ଼ିଶା ଯୁବ ସଙ୍ଗଠନ 🤝 (OYS) ପକ୍ଷରୁ ଆୟୋଜିତ ଶ୍ରମଦାନ, ସଫେଇ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆମ ସମସ୍ତ ସଦସ୍ୟ ଙ୍କ ପାଇଁ ଏହା ଏକ ଗର୍ବର ମୁହୂର୍ତ୍ତ। 🙏🌿 #OdishaYuvaSangathan #OYS #ସମାଜସେବା #ବୃକ୍ଷରୋପଣ #ଶ୍ରମଦାନ #ପରିବେଶସୁରକ୍ଷା #YouthPower #TogetherWeCanCreateChange 🌱💚
1
4
73
Urgent intervention requested! @CMO_Odisha @MahalingMukesh Swapna Jena, a visually impaired girl from Ganjam, completed her medical assessment over 18 months ago, but her UDID certificate remains unuploaded. Requesting authorities to upload her certificate at the earliest. @SecyChief @dept_ga @IPR_Odisha @Ganjam_Admin @CdmoGanjam @JanaSunani @HFWOdisha
1
7
18
1,130
Pinku Parida🕊️ retweeted
🤝 One Team • One Mission • One Future Together, we serve, empower, unite and inspire our society. Odisha Yuva Sangathan — Together We Can Create Change! 💚🧡 #HappyIndependenceDay #IndependenceDay #OdishaYuvaSangathan #YouthPower #Unity #SocialService #BeTheChange
1
2
129
Pinku Parida🕊️ retweeted
We appreciate you bringing this issue to our attention. The matter has been referred to the concerned authority for verification and appropriate action.
1
1
70
Pinku Parida🕊️ retweeted
Replying to @bdo_shergada
@bdo_shergada ଅନ୍ତର୍ଗତ ପିତଳ ପଞ୍ଚାୟତ ପାକିଡ଼ି ଗ୍ରାମର କିଶୋରୀ ନାଇକ ଜଣେ 76 ବର୍ଷୀୟ ବୃଦ୍ଧା ଏବଂ ପକ୍ଷାଘାତ ରୋଗୀ ବର୍ତ୍ତମାନ ସେ ପଞ୍ଚାୟତ କାର୍ଯ୍ୟାଳୟ ଯାଇ ଭତ୍ତାଟଙ୍କା ଆଣିବା ପାଇଁ ସକ୍ଷମ ନୁହଁନ୍ତି,ଏଣୁ ତାଙ୍କ ନିକଟକୁ ଯାଇ ଭତ୍ତା ଯୋଗାଇଦେବା ପାଇଁ ଅନୁରୋଧ @CMO_Odisha @Ganjam_Admin @SSEPD2 @PRDeptOdisha @sdmbnj
1
2
6
141
Pinku Parida🕊️ retweeted
🌱 SAVE ENVIRONMENT, SAVE FUTURE 🌍 Nature is not a gift from our ancestors; it is a responsibility we hold for future generations. "Healthy Environment = Healthy Future" 🤝Odisha Yuva Sangathan Foundation 🌿 Together We Can Create Change 🌿 #oys @Pabitra91591155 @PinkuParida4
🤖 Made with AI
1
3
70
Pinku Parida🕊️ retweeted
ଖୋର୍ଦ୍ଧାଜିଲ୍ଲା ,ବାଲିପାଟଣା ବ୍ଲକ,ଅଠାନ୍ତର ପଞ୍ଚାୟତ,ଗାରେଡି ପାଞ୍ଚଣ ଗ୍ରାମର ,ଚଗଲା ନାୟକ (୫୬) √ ପହଲି ନାୟକ ଚଗଲା ୯୦ ପ୍ରତିଶତ ଭିନ୍ନକ୍ଷମ ହେଲେ ମଧ୍ୟ ସରକାର ବର୍ଦ୍ଧିତ ଭତ୍ତା ୩୫୦୦ ରୁ ବଞ୍ଚିତ। ତୁରନ୍ତ ଯୋଗାଇ ଦେବାକୁ ବିନମ୍ର ଅନୁରୋଧ। @SSEPD2 @DSSOKHORDHA2 @DMKhordha @CMO_Odisha @MohanMOdisha @PRDeptOdisha
14
32
4
64
3,498
Pinku Parida🕊️ retweeted
ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଙ୍କୁ ନିବେଦନ ଜଣେ ଦୁଃଖ ଜଣାଇବା ପାଇଁ ଆସିଥିବା ମାଆ ଙ୍କୁ କେମିତି ଦୁର୍ବ୍ୟବହାର କରୁଛନ୍ତି ଜଗତସିଂହପୁର ଜିଲ୍ଲାପାଳ ଦେଖନ୍ତୁ. ଜିଲ୍ଲାପାଳ ଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ. @CMO_Odisha @sureshpujariofc @MohanMOdisha @SecyChief @MohanMOdisha @Govt_of_Odisha
38
152
8
364
13,073