Subdega Panchayat Samiti , Sundargarh (@SubdegaS) header
Subdega Panchayat Samiti , Sundargarh (@SubdegaS) profile picture

Subdega Panchayat Samiti is among 17 Blocks in Sundargarh District of Odisha . Our Page does entertain putting greivance, suggestions for better administration

Joined May 2021
Subdega Panchayat Samiti , Sundargarh retweeted
ସୋଲାର ପାଣି ପମ୍ପ କୁ ଗୋଟିଏ ସପ୍ତାହ ମଧ୍ୟରେ ମରାମତି କରିଥିବାରୁ ପିଇବା ପାଣି ପାଇପାରୁଛନ୍ତି, ତେଣୁ କରି କଠରପଡା ଗ୍ରାମବାସୀ ସରକାର ଙ୍କୁ ଧନ୍ୟବାଦ ଜଣାଇଛନ୍ତି |ପାଞ୍ଚାୟତ ଟାଙ୍ଗରଗାଁ ବ୍ଲକ ସବଡେଗା ଜିଲ୍ଲା ସୁନ୍ଦରଗଡ଼ @PRDeptOdisha @Odishawater #Safewater #cleanwater @SubdegaS @DMSundargarh @12_baje @CMO_Odisha
5
26
50
578
Subdega Panchayat Samiti , Sundargarh retweeted
#ओडिशा के #सुंदरगढ़ जिले के #सुबडेगा पंचायत समिति द्वारा '#हर_घर_तिरंगा_अभियान' का आयोजन किया गया। #हर_घर_तिरंगा_अभियान हर घर तक राष्ट्र की उन्नति और प्रगति को पहुँचाने का माध्यम बने, और हमारा राष्ट्रीय ध्वज गर्व, समृद्धि और खुशहाली का प्रतीक बने। #MoPR #HarGharTiranga2024
1
4
1
21
933
Subdega Panchayat Samiti , Sundargarh retweeted
ରାଜ୍ୟର ଯୁବବର୍ଗଙ୍କୁ ଆତ୍ମନିର୍ଭରଶୀଳ କରି ଯୁବ ଉଦ୍ୟୋଗୀ ରୂପେ ଗଢି ତୋଳିବା ପାଇଁ ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଛି ସ୍ଵତନ୍ତ୍ର ଯୁବ ଉଦ୍ୟମୀ ଯୋଜନା #ସ୍ୱୟମ୍ ତେବେ କେଉଁମାନେ ଏହି ସୁବିଧା ପାଇ ପାରିବେ, ଆସନ୍ତୁ ଜାଣିବା। ଯୋଜନା ସମ୍ବନ୍ଧୀୟ ବିସ୍ତୃତ ସୂଚନା swayam.odisha.gov.in ରେ ଉପଲବ୍ଧ #Swayam #OdishaOnTheMove
6
47
154
7,084
Subdega Panchayat Samiti , Sundargarh retweeted
#MOGHARA ଯୋଜନା ଅଧୀନରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ବ୍ଲକର ହିତାଧିକାରୀମାନଙ୍କୁ ବ୍ଲକ ଓ ବ୍ୟାଙ୍କ ଅଧିକାରୀଙ୍କ ଉପସ୍ଥିତିରେ ମଞ୍ଜୁରିପତ୍ର ପ୍ରଦାନ କରାଯିବା ସହ ଗୃହ ନିର୍ମାଣ ପାଇଁ ଅନୁମୋଦିତ ହୋଇଥିବା ଋଣ ରାଶି ପ୍ରଦାନ କରାଯାଇଛି। #ସଭିଙ୍କ_ପାଇଁ_ପକ୍କାଘର_କଥା_ରଖିଲେ_ସରକାର #RuralHousingOdisha #HousingForAll
8
16
96
2,420
Subdega Panchayat Samiti , Sundargarh retweeted
ସବଡେଗା ବ୍ଲକ୍ ରେ ଆଜି ଯୁଗ୍ମ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୋଟ୍ ୬୬ ଅଭିଯୋଗ ଆସିଥିବା ବେଳେ ଏଥିରେ ୪୪ଟି ବ୍ୟକ୍ତିଗତ ଏବଂ ୧୮ଟି ଗୋଷ୍ଠିଗତ ଅଭିଯୋଗ ଥିଲା। ୬ଟି ଅଭିଯୋଗ ର ତ୍ୱରିତ ସମାଧାନ ହୋଇଥିବାବେଳେ ୩ଜଣଙ୍କୁ ସିଏମ୍ଆରଏଫ୍ ଏବଂ ଜଣଙ୍କୁ ରେଡକ୍ରସ୍ ସହାୟତା ମିଳିଥିଲା @CMO_Odisha @MoSarkar5T @gapg_dept
4
10
497
Subdega Panchayat Samiti , Sundargarh retweeted
ମାନସିକ ବିକାରଗ୍ରସ୍ତ ଅଜଣା ମହିଳା କୁ ଅତିଶୀଘ୍ର ପଦକ୍ଷେପ ନେଇ ଆସ୍ଥା ଗୃହ ରେ ଥଇଥାନ କରିଥିବା ଯୋଗୁ ସୁନ୍ଦରଗଡ ଜିଲ୍ଲାପାଳ ସବଡେଗା ବ୍ଲକ ପ୍ରଶାସନ ମହିଳା ସଂଗ୍ରାମ ସମିତି ସବଡେଗା,ନାଏବ ସରପଞ୍ଚ ଓ ସରପଞ୍ଚ ଟାଙ୍ଗରଗାଁ ପୋଲିସ ବିଭାଗ ଙ୍କୁ ଅଶେଷ ଧନ୍ୟବାଦ @DMSundargarh @SubdegaS @spsundargarh @12_baje @CMO_Odisha
4
41
1
49
352
Subdega Panchayat Samiti , Sundargarh retweeted
Collector Sundargarh & CDO-cum-EO, ZP, Sundargarh, on a visit to Subdega block to strategize and ensure the seamless transformation of educational institutions under CMSA in consultation with the stakeholders @DMSundargarh @SubdegaS @MoSarkar5T @CMO_Odisha @IPR_Odisha @SMEOdisha
3
15
664
Subdega Panchayat Samiti , Sundargarh retweeted
2
10
85
4,069
Subdega Panchayat Samiti , Sundargarh retweeted
Co-relating with ongoing event of Football competition, a amicable game in Subdega block of Sundargarh was organised among Block officials and PRI memebers. @CMO_Odisha @DMSundargarh @IPR_Odisha @sports_odisha @PRDeptOdisha
1
3
181
Subdega Panchayat Samiti , Sundargarh retweeted
Collector &DM, Sundargarh visited Upendra High School, Subdega, Sundargarh. Inspected functionality of e-Library, Science Laboratory accompanied by BDO, Subdega.
2
1
17
Subdega Panchayat Samiti , Sundargarh retweeted
Black Paddy Seeds are being distributed in Sundargarh to double the income of small & marginal farmers. The prog is being undertaken on a pilot basis at Subdega block under @ApcOdisha Seeds were distributed to 261 farmers for cultivation in 183 Hectares of land, supported by DMF.
2
4
20
Subdega Panchayat Samiti , Sundargarh retweeted
ସୁନ୍ଦରଗଡ଼ ଜିଲ୍ଲାର ସବଡେଗା, କୁତ୍ରା, ନୂଆଗାଁ ଓ ବିଶ୍ରା ବ୍ଲକ୍‌ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ କୋଭିଡ୍ ସତର୍କତା ମଧ୍ୟରେ ଶେଷ ହୋଇଛି। ଏହି ୪ଟି ବ୍ଲକର ୬୪ଟି ଗ୍ରାମପଞ୍ଚାୟତରେ ମୋଟ ୭୪.୨୫ ପ୍ରତିଶତ ମତଦାନ ହୋଇଛି। ଫେବ୍ରୁଆରୀ ୨୦ରେ ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଉଛି।
1
2
23
Subdega Panchayat Samiti , Sundargarh retweeted
Dist Election Officer & Collector Shri @pavankalyan visited Subdega block to review preparations for upcoming 3 Tier Panchayat Polls. He checked the strong room at Block office Subdega, various polling booths and discussed smooth conduct of the same with BDO & Sr officials.
2
30