Sanjay Ubach (@sanjayubach) header
Sanjay Ubach (@sanjayubach) profile picture

Rollback MMDR Ammendments! Remember, truth always triumphs. ଓଡ଼ିଆ #Odia #Odisha, Jai Shri Jagannath. 🙏

Balochistan, India
Joined August 2013
Photo by Sanjay Ubach (@sanjayubach)Photo by Sanjay Ubach (@sanjayubach)Photo by Sanjay Ubach (@sanjayubach)Photo by Sanjay Ubach (@sanjayubach)Photo by Sanjay Ubach (@sanjayubach)Photo by Sanjay Ubach (@sanjayubach)Photo by Sanjay Ubach (@sanjayubach)Photo by Sanjay Ubach (@sanjayubach)Photo by Sanjay Ubach (@sanjayubach)Photo by Sanjay Ubach (@sanjayubach)
What's your honest view? Am I right or wrong to put Odisha's interests above any party in the present situation?
You were campaigning supporting BJP before 2024 in odisha. Slowly the voice is changing.
8
2
1
34
7,005
ଶେଷରେ ବିପନ୍ନଙ୍କ ଠାରୁ ରିଲିଫ ସାମଗ୍ରୀ ବାବଦରେ ଆଦାୟ କରୁଛନ୍ତି ଟଙ୍କା! କିଛି ଦିନ ହେବ ସ୍ବାସ୍ଥ୍ୟ ସେବା ଅଭାବରୁ ବେଙ୍ଗାଲୁରୁରେ ଯାଇ ଜୀବନ ହାରିଥିଲେ ଜଣେ ଯୁବକ, ଏବଂ ଜଣେ କୁନି ଝିଅର ଚିକିତ୍ସା ଅଭାବରୁ ତାହା ଚିକିତ୍ସା ନାଁରେ ଦଳୀୟ ନେତା କର୍ମୀ କୋଟି କୋଟି ଟଙ୍କା ଆଦାୟ କରିଥିଲେ ଯାହା ଉପରେ ଏବେ ମଧ୍ୟ ବିବାଦ ଚାଲିଛି!
1
5
119
ବାତ୍ୟାରେ ଯେତିକି ଧାନ ନଷ୍ଟ ହୋଇନଥିଲା ଫଟୋ ଉଠାରେ ତାହାଠାରୁ ଅଧିକ ନଷ୍ଟ ହୋଇଗଲା: ଚାଷୀ
1
53
ଆଇଟିସେଲ ନୁହଁ ବରଂ ସ୍ବାଭିମାନୀ ହିନ୍ଦୁବାଦୀ ଏବଂ ରାଷ୍ଟ୍ରବାଦୀ କିନ୍ତୁ ଏମିତି କ'ଣ ହେଲା କେବଳ ଦଳୀୟ ନେତାଙ୍କର ଜୟ ଜୟକାର ନା ରାମ ମନ୍ଦିର ଚୋରି ଉପରେ ଆକ୍ରୋଶ, ନା ଦାରା ସିଂଙ୍କ ବର୍ଦ୍ଧିତ କାରାଦଣ୍ଡ ଉପରେ ମତ, ନା ନାଇଡୁ ଆୟୋଗ ଫାଇଲ ହଜାଇବା ଉପରେ ପ୍ରଶ୍ନ, କେବଳ ନେତାଙ୍କର ଜୟ ଜୟକାର! ଏବେ ପାକିସ୍ଥାନ ମନ୍ତ୍ରୀଙ୍କର ଆତିଥ୍ୟତା 🙂
2
96
୨୦୨୯ ବିଜୟ ପାଇଁ ପାକିସ୍ତାନ ହିଁ ଶେଷ ଭରଷା!
Pakistan climate minister Dr. Musadik Masood Malik to visit Humayun’s Tomb, Red fort today
51
Odisha has lost 2,00,000 Crore to corporates through MMDR Ammendments! India is witnessing how those looted Money converted to Electoral Bonds, investments & donations are now being used to buy the vote bank.....
🚨 𝗕𝗝𝗣 𝘄𝗶𝗹𝗹 𝗴𝗶𝘃𝗲 ₹𝟳𝟮𝟴𝟬𝟬 𝗰𝗿𝗼𝗿𝗲𝘀 𝘁𝗼 𝟯.𝟲𝟰 𝗰𝗿𝗼𝗿𝗲 𝘄𝗼𝗺𝗲𝗻 𝗯𝗲𝗳𝗼𝗿𝗲 𝗲𝗹𝗲𝗰𝘁𝗶𝗼𝗻𝘀 For comparison, In 2026-27, UP's total budget was ₹9.13 lakh crores: • Energy budget - ₹56621 crores • Health Budget - ₹53326 crores • Transport, Roads and Bridges - ₹50391 crores • Rural development budget - ₹49044 crores • Agriculture and allied sector - ₹53617 crores In Union government: • Space Budget = ₹13705 crores • MoES (Earth sciences) Budget = ₹3789 crores • MoEFCC (forest and climate change) Budget = ₹3759 crores • MOCI (Commerce and industry) budget= ₹17844 crores How shameless are these people to give ~𝟴% 𝗼𝗳 𝘁𝗼𝘁𝗮𝗹 𝗯𝘂𝗱𝗴𝗲𝘁 𝗮𝘀 𝗳𝗿𝗲𝗲𝗯𝗶𝗲𝘀, just to win elections? FYI, BJP isn't going to give this freebies from its own party fund, it is 𝗧𝗔𝗫𝗣𝗔𝗬𝗘𝗥'𝘀 𝗺𝗼𝗻𝗲𝘆
1
102
Money From Odisha? Work in Uttarpradesh! Rollback MMDR Ammendments and Return Odisha's 2 Lakh Crore!
Prayagraj's Rs 12,000 Crore Metro Plan Expands to 70 Km and 45 Stations, Track Work Likely Next Fiscal 🚇 Two corridors, Bamrauli to Jhunsi and Shantipuram to Cheoki 🪖 30 to 35 km of route passes through Army areas swarajyamag.com/news-brief/p…
1
13
215
ଆଇଟିସେଲ ଆରମ୍ଭ କରିଛି Paid Community Group ଯେଉଁଥିରେ DMରେ ଛୋଟଛୋଟ ଗ୍ରୁପ କରି ଯେଉଁମାନେ ସମ୍ପର୍କରେ ରହିଥାନ୍ତି ସେମାନଙ୍କୁ ମାସିକ କିଛି ଟଙ୍କା ଦିଆଯିବ ଏବଂ ସେମାନେ ମିଳିତ ଭାବେ ବିଭିନ୍ନ X ବ୍ୟବହାରକାରୀଙ୍କୁ ତାଙ୍କ ପୋଷ୍ଟରେ ଯାଇ ଗାଳିଗୁଲଜ କରିବେ! ମୋ ପୋଷ୍ଟରେ ମଧ୍ୟ ସମାନ Community Group ଆସି ମାତିଛନ୍ତି!
2
1
18
420
ହଜରତ ଟିପୁ ସୁଲତାନ!
1
1
91
ଶ୍ରୀମନ୍ଦିରର ଦୈନିକ ଶ୍ରଦ୍ଧାଳୁମାନଙ୍କ ଦାନ ଓ ଦକ୍ଷିଣା କଥା ଛାଡ଼, ଏବେ ଯେଉଁ ତଥାକଥିତ ଗୁମାସ୍ତା ନିୟୋଜିତ ହୋଇଛନ୍ତି ସେମାନେ କିଏ ଅସଲ ଓ କିଏ ନକଲ ତାହା ବୁଝିବା ପୂର୍ବରୁ ନକଲଙ୍କୁ ବ୍ୟବହାର କରାଯାଇ ଦଳ ଓ ଦଳୀୟ ନେତାଙ୍କ ପାଇଁ ମାସିକ ପାଣ୍ଠି ଆଦାୟ ହେବା ଘଟଣା ପୁଣି ଚର୍ଚ୍ଚାରେ, କିନ୍ତୁ କିଏ ସେ ନେତା?
76
Aur Video Recording Ho Raha Hai 😃
हर गुनहगार के सामने एक मोदी खड़ा है 🧙‍♂️ मोदी की नज़रें सबको देख रही हैं 👀 मोदी की नज़रों से कोई नहीं बच सकता 😐
47
ନାଇଡୁ ଆୟୋଗଙ୍କ ତଦନ୍ତ ଫାଇଲ ହଜାଇ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ଆରୋପୀଙ୍କୁ ଏମାନେ କାରା ମୁକ୍ତ କଲେ ଯେଉଁଠି କି ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ ପରେ ମଧ୍ୟ ନୁଆ ନିୟମ ଆଣି ଦାରା ସିଂକୁ କାରାଗାରରେ ବନ୍ଦୀ ରଖିଲେ!
ନବୀନ୍ ପଟ୍ଟନାୟକ ଓ ପାଣ୍ଡିଆନ୍ ର ବାଳ ଟିଏ ବଙ୍କା କରିକି ଦେଖାଅ ତ ଖାଲି ନିର୍ବାଚନ ପାଖେଇ ଆସିଲେ ତଦନ୍ତ ତଦନ୍ତ! 😁
2
6
235
But large portion is from Odisha which is siffonned through Big Corporates by ammending MMDR Act which empowered Corporates to not pay a penny to Odisha state from the huge 2 Lakh Crore pending Non-Tax revenue owed to Odias!
My request to all GC women in UP. Whoever gives you whatever money before elections kindly accept, it's not any partys money, it's hard earned money of Tax payers. Maximum tax is paid by GC tax payers. So silently pocket what ever money comes your way. But while voting remember your children and you know what to do. 🙏
2
125
କଥା ଯାଇକି ଏଠି! ନିଜ ରାଜ୍ୟ ପାଣ୍ଠିରୁ ଓଡିଶା ଯେତେବେଳେ ନିଜର ପ୍ରଥମ ମେଟ୍ରୋ କାର୍ଯ୍ୟ ଆରମ୍ଭ କରିଥିଲା ତାହାକୁ ବନ୍ଦ କରିଦେଲେ କିନ୍ତୁ ବିହାର ରାଜ୍ୟର ନିଜ ପାଣ୍ଠିରେ ହୋଇଥିବା ଏହି ସେତୁ ପାଇଁ ପ୍ରଶଂସା ଗାମୁଛା ହଲାଇ ନେଇଯିବାକୁ ଯେଉଁ ପ୍ରୟାସ ଥିଲା ବିହାରର ଜନତା ତାହା ଉପରେ ସାମୂହିକ ମୁତ୍ର ବିସର୍ଜନ କରିଦେଲେ! #Bihar
2
2
16
434
Sanjay Ubach retweeted
ଯେମିତି ହେଉ ଅଥବା ​ଯେଉଁ କାରଣରୁ ସୁନା ଦର ଚଢ଼ିଥିଲା, ଏବେ ଦର ଖସିବା ସହ ତା'ର ପ୍ରଭାବ ବି କମୁଛି—ଆଉ ବିଜେପିର ଲୋକପ୍ରିୟତା ଗ୍ରାଫ୍ ବି ସେଇ ଦିଗରେ! ​ବିହାରରେ ପ୍ରଧାନ ସେବକଙ୍କ ଉଦଘାଟନର ଝଲକ ପରେ ପୋଷ୍ଟର-ପତାକା ଚିରା ଓ ଆକ୍ରୋଶର "କ୍ରାଶ-ଲ୍ୟାଣ୍ଡିଂ"—ଲାଗୁଛି ଭାରତୀୟ ନିର୍ବାଚନ ଭରସା ବଜାରରେ ବି ଏବେ କରେକ୍ସନ୍ ଚାଲିଛି! 😅 ​#Satire #GoldPrice #BJP #Bihar #Politics
1
1
17
644
Right after the defeat in Rajasthan Election, senior Leaders from the So-called Nationalist & Hindutva Party are roaming, meeting & eating with Pakistani Leaders and Officials! Really they want Pak support to win the election as the GCs left the fraudsters!!
VIDEO | Delhi: Pakistan Minister Musadik Masood Malik’s wife visits Dilli Haat, INA. (Full video available on PTI Videos - ptivideos.com)
85
ରାଷ୍ଟ୍ରବାଦର ନୁଆ ପରିଭାଷା! ବିଜେପି ନେତା ଓ କେନ୍ଦ୍ରୀୟ ମନ୍ତ୍ରୀମାନେ ଏବେ ପୁଣିଥରେ ପାକିସ୍ତାନ ମୁହାଁ ତେବେ କାହିଁକି? ଏମାନଙ୍କୁ ୨୦୨୯ରେ ନିର୍ବାଚନ ଜିତିବାକୁ କ'ଣ ପାକିସ୍ତାନ କରିବ ସାହାଯ୍ୟ? ଅବଶ୍ୟ ଆମ ପ୍ରିୟ ପ୍ରଧାନମନ୍ତ୍ରୀଙ୍କ ପାକିସ୍ତାନ ଗସ୍ତ ପରେ ଭାରତ ପାକିସ୍ତାନ ମଧ୍ୟରେ ଅମନକିଆଶା ଏବେ ରାଷ୍ଟ୍ରବାଦର ନୁଆ ପରିଭାଷା!
Paani aur khoon ek saath nahi beh sakta par paani aur khaana ek table par khaya jaa sakta hai🧘🏼‍♀️
6
138
ଦଳୀୟ ନେତା କହିଲେ ସଂଗଠନ ଓ ସଙ୍ଘର ନିଷ୍ପତ୍ତି ଓଡ଼ିଶାରୁ Ecosystem ବଦଳାଯିବ କାହିଁକି ନା ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଲକ୍ଷ ଲକ୍ଷ କର୍ମଚାରୀ ଠିକା ଓ ଚୁକ୍ତିରେ ନିଯୁକ୍ତି ପାଇଛନ୍ତି ଯେଉଁମାନେ ହେଲେ @bjd_odisha କର୍ମୀ! ଏହି ନୀତିରେ ରାଜ୍ୟରୁ ଏପର୍ଯ୍ୟନ୍ତ ୩୦ରୁ ୫୦ହଜାର କର୍ମଚାରୀଙ୍କୁ ଆକ୍ରୋଶମୂଳକ ଭାବରେ ଛଟେଇ କରାଯାଇଛି!
1
5
177
ପେଟ୍ରୋଲରେ Ethanol ଅପମିଶ୍ରଣ ଆଉ ଏବେ Gold ବା ସୁନାରେ ରେନିଅମ ବା Rhenium ଅପମିଶ୍ରଣ ଖବର ଦେଶରେ ସୁନା କ୍ରୟ ଉପରେ ପ୍ରଭାବ ପକାଇଛି ଯାହା କେହି କହିବେ ନାହିଁ କାରଣ ଏହାର ଚେର ରାଜସ୍ଥାନ ଓ ଗୁଜରାଟର ସୁନା ବ୍ୟବସାୟୀଙ୍କ ପର୍ଯ୍ୟନ୍ତ ଲମ୍ବିଛି! #GoldScam
3
12
215
ସେଥିପାଇଁ କଳିଙ୍ଗ ରତ୍ନଙ୍କ ଅପେକ୍ଷା ଜ୍ଞାନେଶ କୁମାରଙ୍କ ସ୍ଥାୟୀତ୍ବ ମହତ୍ତ୍ୱପୂର୍ଣ୍ଣ ଥିଲା!
ବାଲେଟ ବକ୍ସ ରେ ନିର୍ବାଚନ ହେଲେ BJP ମୁଳପୋଛ ହେଇଯିବ ଏଇଟା ଆମ @narendramodi ଜୀ ବି ଜାଣିଛନ୍ତି। 😃 ରାଜସ୍ଥାନର ନିର୍ବାଚନ ଫଳାଫଳ ସୂଚାଏ କିଭଳି @ECISVEEP ଓ @BJP4India ମିଶି ନିର୍ବଚନ ଚୋରି କରନ୍ତି। ମୁଖ୍ୟମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀରେ @INCIndia ବାଜି ମାରିନେଇଛି।
1
3
140