Debiprasad retweeted
ନବୀନ ବାବୁ, ଆପଣଙ୍କ ‘ସୀମିତ ବିଦେଶ ଗସ୍ତ’କୁ ନେଇ କେହି ପ୍ରଶ୍ନ କରିନାହାନ୍ତି। ପ୍ରଶ୍ନ ହେଉଛି, ଓଡ଼ିଶାବାସୀଙ୍କ ଟିକସ ଟଙ୍କା କିଭଳି ଖର୍ଚ୍ଚ ହୋଇଛି?
ଆପଣଙ୍କ କହିବା ଅନୁଯାୟୀ, ଆପଣ ‘ଓଡ଼ିଶାର ସ୍ୱାର୍ଥ’ ପାଇଁ ବିଦେଶ ଗସ୍ତ କରିଥିଲେ। ତେବେ ଦୟାକରି କିଛି ପ୍ରଶ୍ନର ଉତ୍ତର ଦିଅନ୍ତୁ।
📍ରୋମ୍ରେ ଆପଣ ଓଡ଼ିଶା ପାଇଁ ଏମିତି କେଉଁ କାର୍ଯ୍ୟ କରୁଥିଲେ, ଯାହା ‘ରାଜ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ’ ଥିଲା?
📍ଆପଣଙ୍କ ବିଦେଶ ଗସ୍ତ ସମ୍ପର୍କରେ କଣ ପାଇଁ ଭାରତୀୟ ଦୂତାବାସକୁ ସୂଚନା ଦିଆଯାଇନଥିଲା ?
📍ଓଟିଡିସି ଭଳି ସରକାରୀ ସଂସ୍ଥା ଥିବା ସତ୍ତ୍ୱେ ଘରୋଇ ସଂସ୍ଥାକୁ ନିୟୋଜିତ କରାଯାଇଥିଲା କାହିଁକି?
📍ବିଦେଶ ଗସ୍ତର ଖର୍ଚ୍ଚ ସମ୍ପର୍କିତ ସରକାରୀ ତଥ୍ୟ ଓ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ମଧ୍ୟରେ ତାଳମେଳ ରହୁନାହିଁ କାହିଁକି?
📍ରାଜକୋଷରୁ କାହା କାହାର ବିଦେଶ ଗସ୍ତ ଖର୍ଚ୍ଚ ବହନ କରାଯାଇଥିଲା?
ଆପଣ ‘ମିଥ୍ୟା ଅଭିଯୋଗ’ ଏବଂ ‘ଉପଯୁକ୍ତ ଜବାବ’ ବୋଲି କହି ରାଜ୍ୟବାସୀଙ୍କୁ ଭୁଆଁ ବନେଇବା ବନ୍ଦ କରି ବିଦେଶ ଗସ୍ତ ସମ୍ପର୍କିତ ସମସ୍ତ ବିଲ୍ ଓ ଦସ୍ତାବିଜ ସାର୍ବଜନୀନ କରୁନାହାନ୍ତି କଣ ପାଇଁ ?
I have had very limited travel abroad, and it has been done only to deal with #Odisha’s affairs, some of which were very important for the state.
I understand that some false allegations have been made about my travels and those of my officers. An appropriate response will be given.
Debiprasad retweeted
India’s first indigenous Counter-UAS Micro-Missile System, JWALA MK-I, successfully test-fired by @IGDefence at the Pokhran Test Range.
India must not merely prepare for the future of warfare. India must build the technologies that will define it. 🚀
#IGDefence #JWALA #AtmanirbharBharat #DefenceInnovation #MakeInIndia
Debiprasad retweeted
JWALA MK- 1 in Action 🚀
A powerful moment at the Pokhran Test Range!
India’s first indigenously developed Counter-UAS Micro Missile System, JWALA MK-I, successfully test-fired by @IGDefence .
This is more than a successful test firing. It is a step forward in strengthening India’s sovereign defence capabilities.
India must not just build for the future of warfare. India must define it.
#JWALA #IGDefence #AtmanirbharBharat #DefenceInnovation #MakeInIndia
Debiprasad retweeted
Ramesh Chandra Jena(Rapist, Murderer, Terrorist of India). He & his gangs did :
🠖 Hostage
↳ Gang-Rape to my mother
↳ Torture to my father & brother.
↳ Recorded cries/Torture voices of my family
@CBIHeadquarters @AmitShahOffice @sp_ganjam
Debiprasad retweeted
This came up on my timeline today I don't know the full truth, but isn't this a serious matter? There are many powerful leaders whom people are so afraid of that they don't even dare to file an FIR against them. In such cases, the police should protect the victims, help them file a case, and ensure justice at the earliest so that people can have strong faith in the judiciary. I hope @CMO_Odisha takes this type of matter seriously and protects the victims from powerful people. @odisha_police @sp_ganjam @DGPOdisha @MohanMOdisha
Ramesh Chandra Jena(Rapist, Murderer, Terrorist of India). He & his gangs did :
🠖 Hostage
↳ Gang-Rape to my mother
↳ Torture to my father & brother.
↳ Recorded cries/Torture voices of my family
@CBIHeadquarters @AmitShahOffice @sp_ganjam
Debiprasad retweeted
Obviously if govt of Goa can promote Feni, then our CM can promote Handia, Chauli, Mahuli, Pendam too and recognise for financial enhancement of tribals.
Debiprasad retweeted
Replying to @AskLipun
All free speech warriors were at one point tagging employers on slightest disagreement. They have called @/GormentDr "molestor" just for political disagreement.
Even this dr, had he been suspended by BJD, the same folks would have come up with 786 page AI bullshit to defend.
Debiprasad retweeted
Replying to @AskLipun
100% agree to this view 👍
We may find our reasons to criticise our Chief Minister but targeting his culture is never appropriate considering the fact that our state Odisha is home to the highest number of tribal communities and especially with 13 most vulnerable tribes we must ensure to preserve this variety and provide them the maximum support and protection.
Criticising Shri Mohan Majhi for his failure as a CM with independent thinking is okay but demeaning his culture and traditions is by no means acceptable by the people of Odisha.
Debiprasad retweeted
ମହୋଦୟ ବହୁତ ଉପାଦେୟ ତଥ୍ୟ ଉପସ୍ଥାପିତ କରିଛନ୍ତି ଯାହା ଆଜିର ସମାଜ ପାଇଁ ଅତ୍ୟନ୍ତ ଲାଭଦାୟକ। କାରଣ ଅଧିକାଂଶ ଲୋକ ପାଶ୍ଚାତ୍ୟ ନୀତିକୁ ଗୁରୁତ୍ୱ ଦେଉଥିବା ବେଳେ ଡାକ୍ଟର ମହୋଦୟ ଆମର ଗୌରବ ମହାନ ରାଜନୀତିଜ୍ଞ ଚାଣକ୍ୟଙ୍କ ନୀତିକୁ କେନ୍ଦ୍ରିତ କରି ବ୍ୟାଖ୍ୟା କରିବା ନିଶ୍ଚିତ ସ୍ୱାଗତ ଯୋଗ୍ୟ।
ମୋର କେବଳ ଏତିକି କହିବାର ଅଛି ମହୋଦୟଙ୍କ ସହ ତାଳ ଦେଇ ଯେ କ୍ଷମତାରେ ଯେ କେହି ରହୁ ନା କାହିଁ ସମାଲୋଚନା କରିବା ସମସ୍ତଙ୍କ ଅଧିକାର କିନ୍ତୁ ତାହା ପୂର୍ବାଗ୍ରହ ଆଧାରିତ ନ ହୋଇ ବାସ୍ତବ ତଥ୍ୟ ଉପରେ ଆଧାରିତ ହେଉ । ତା ସହ ଅନାବଶ୍ୟକ ସମାଲୋଚନା/ଅସାମାଜିକ ଭାଷା ରହିତ ହେବା ଆବଶ୍ୟକ। ଅନେକ ଥର ଡାକ୍ଟର @biswa4evr ଏବଂ
@Drakshays କଟୁ ସମାଲୋଚନା କରିଛନ୍ତି ସରକାର ଏବଂ ବିଜେପିକୁ କିନ୍ତୁ କେହି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି। କାରଣ ସମସ୍ତଙ୍କର ବାକ ସ୍ୱାଧୀନତା ଅଛି। ଯଦି ଏତିକି ସମଲୋଚନା ଅନ୍ୟ ଦଳର ଶାସନ କାଳରେ ହେଇଥାନ୍ତା ତେବେ ପରିସ୍ଥିତି କଣ ହେଇଥାନ୍ତା ନିଲମ୍ବନ ବଦଳରେ ତାହା ଅନୁମେୟ।
ନିଲମ୍ବିତ ଡାକ୍ଟର ମହୋଦୟ ଅନେକ ନିୟମ ବାହାର କଥା ନିଜ ବାକ ସ୍ୱାଧୀନତାର ଆଢୁଆଳରେ ପ୍ରକାଶିତ କରିଛନ୍ତି। ଯଦି ସେ ନିର୍ଦ୍ଦୋଷ ତେବେ ଅଦାଲତର କଷଟି ପଥରେ ପରିଖିବା ପରେ ଅଧିକ ଚକ୍ ଚକ୍ ହୋଇ ନିଜର ମହତ୍ତ୍ୱକୁ ବର୍ଦ୍ଧିତ କରିବେ, ଏଥିରେ ଦ୍ୱିମତ ନାହିଁ। ତେଣୁ ସେ ପର୍ଯ୍ୟନ୍ତ ଧାର୍ଯ୍ୟ ଧରିବା ଆବଶ୍ୟକ।
ଆପଣଙ୍କ ଅବଗତି ନିମନ୍ତେ ନିକଟ ଅତୀତରେ ମୁଁ ଏବଂ @bapisahoo ଭାଇ କିଛି ଯୁକ୍ତି କରିବାରୁ ଆପଣଙ୍କ ସହ ,ଆଜି ଆପଣ ଯେଉଁ ବାକ ସ୍ୱାଧୀନତା କଥା କହୁଛନ୍ତି ତାକୁ ହନନ କରି ସେଦିନ ବ୍ଲକ କରିଦେଇଥିଲେ ଆମକୁ। ତେଣୁ ଲୋକ ପାଇଥିବା ଅଧିକାରକୁ ନିଜର ସୁବିଧା ଅନୁସାରେ ବ୍ୟବହାର କରନ୍ତି ଅନ୍ୟକୁ ବଞ୍ଚିତ କରି। ତେଣୁ ଏମିତି ଏକଚାଟିଆ ହେବା ଅନୁଚିତ।
@drdeepak81
Debiprasad retweeted
Dear @Meta @GoogleIndia and @Microsoft,
We invite you to set up your offices in Odisha. Unlike some, we don’t believe in intimidation or hooliganism. We assure you that your offices, employees and premises will be protected from goons, regardless of their political affiliations.
Come, invest and grow in Odisha!
Dear BJP, we protested at META's office. Why are YOU feeling the pain?
Did we accidentally knock on the parent company's door?
You call it Gundagardi. We call it defending our constitutional rights.
We're coming after META.
And we're coming after YOU.
No BJP-backed algorithm, no multinational giant gets to decide who can speak in India.
We'll fight Gandhi's way. With Bhagat Singh's courage.
This is INDIA. Not BJP's digital colony.
7 DAYS, BJP ka BETA.
The clock is ticking. 🚨
Debiprasad retweeted
Difference btw a leader who has risen from humble beginnings & a dynast is simple, one understands the dignity of labour, respects every individual & empathises with the struggles of the common man, while the other takes everything for granted !
Thanks to PM @narendramodi for saying ITI grads are no lesser than anyone
Debiprasad retweeted
ଶୁଣିବାକୁ ପାଇଲି ମହୋଦୟ କୁଆଡେ଼ ଓଡ଼ିଶାରେ ସୂରା ବ୍ୟବସାୟୀ ଥିଲେ। ଓଡ଼ିଶା ସରକାରଙ୍କ ନୂଆ ନିୟମ ଅନୁସାରେ ସୁଯୋଗ ନ ପାଇବାରୁ ବିଜେପି ସରକାର ଏକଦମ ଖରାପ ହେଇଗଲା ଆଉ ସେବେଠୁ ଏମିତି ମଳତ୍ୟାଗ କରୁଛନ୍ତି ସର୍ବସାଧାରଣରେ। ତା ବ୍ୟତୀତ ଯୋଉମାନେ ଓଡ଼ିଶାକୁ ପୈତୃକ ସମ୍ପଦ ଭାବିଥିଲେ ପ୍ରତ୍ୟେକ କ୍ଷେତ୍ରରେ ନିଜର ଏକଚାଟିଆ କାରବାର କରିବା ପାଇଁ ସେ ସମସ୍ତଙ୍କୁ ବାଧ୍ୟ କରିଛି ବୁଜୁଳା ବୁଜୁଳି ଧରି ନିଜ ନିଜ ଅଞ୍ଚଳକୁ ଯିବାକୁ ସରକାରଙ୍କ ନିୟମ। ତେଣୁ ଏ ସବୁ ରାଣୀ କାନ୍ଦ କାନ୍ଦୁ ଛନ୍ତି। ତେଣୁ ଏମାନଙ୍କୁ ବେଶୀ ଗୁରୁତ୍ୱ ଦେବା ଅନୁଚିତ୍।
This Post is from a suspended account. Learn more
Debiprasad retweeted
Justice finally delivered. 🙏
A Kerala court has SENTENCED 11 CPI(M) workers to LIFE IMPRISONMENT (including double life terms for two) for BRUTALLY hacking RSS Swayamsevak Ranjith to DEATH in 2008.
Debiprasad retweeted
Replying to @AskLipun
People of Odisha are eagerly waiting for report on enquiry in missing files from CMO Odisha.....
Crime Branch to trace missing CMO files
The #Odisha government has directed the Crime Branch to probe the alleged disappearance of the judicial commission report pertaining to the killing of Swami Laxmanananda Saraswati from the Chief Minister’s Office (CMO).
sambadenglish.com/latest-new…
Debiprasad retweeted
Long overdue! Odisha Chief Minister @MohanMOdisha
orders a probe into the foreign visits undertaken by Leader of Opposition and former Chief Minister @Naveen_Odisha, retired IAS officer VK Pandian and IPS officer Ravi Kant during the 2022-24 period.
Debiprasad retweeted
My 2 point on Prabhakar's suspension!!!
Don't know he is right or wrong on those posts, but the day you join a govt job, you lose that privilege. The rule says you can't criticise the govt who is feeding you.
I have already written the same many times in past.


























